audio
audioduration (s)
0.14
183
sentence
stringlengths
2
1.11k
ଏହାଛଡ଼ା ବିଭିନ୍ନ ଉପାୟରେ ରାଜ୍ୟକୁ କେନ୍ଦ୍ର ସରକାର ସାହାଯ୍ୟ ସହଯୋଗ କରି ଆସୁଛନ୍ତି
ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ପରେ ବର୍ତ୍ତମାନ ଅଠର ବର୍ଷରୁ ଊଦ୍ଧ ସମସ୍ତ ବର୍ଗର ନାଗରିକ ଟିକା ନେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି
ଏହି ମ୍ୟାଚଗୁଡ଼ିକ ବାରବାଟୀ ଷ୍ଟାଡିୟମ୍ ଓ ଡିମ୍ବ ଗ୍ରାଉଣ୍ଡରେ ଖେଳାଯିବ
ସେମାନେ ଆଗରୁ କେବେ ଏଭଳି ଜୀବ ଦେଖି ନଥିଲେ ତେଣୁ ତାକୁ ରାଜା ବୋଲି ମାନିନେଲେ
ଭାରତର କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ନବନିଯୁକ୍ତ ଶକ୍ତିମନ୍ତ୍ରୀଙ୍କୁ ସେଠାରେ ଗତକାଲି ସାକ୍ଷାତ କରିଥିଲେ
ଏହା ଦ୍ଵାରା ତୋର ଅମଙ୍ଗଳ ହେବ
ତାମିଲନାଡୁରେ ଡିଏମ୍କେ ନେତୃତ୍ବାଧୀନ ୟୁପିଏ ତିନି ସାତ ଟି ଆସନ ପାଇଥିବା ବେଳେ ଏଆଇ ଏଡିଏମ୍କେ ମାତ୍ର ଗୋଟିଏ ଆସନରେ ଜିତିଛି
ଆମ ରାମବନ୍ ସମ୍ବାଦଦାତା ପୁଲିସ୍ ଏସ୍ପିଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ କେଲା ମୋଡ଼ଠାରେ ଏକ ମିନି ବସ୍ ରାସ୍ତାରୁ ଖସିଯାଇ ତିନି ଶହ ଫୁଟ ଗଭୀରର ଏକ ଖାଇ ମଧ୍ୟରେ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି
ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଶତାଧୁକ କଳାକାର ସାମିଲ ହୋଇଥିଲେ
କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କାର୍ଯ୍ୟ ଚାଲୁ ରହିବ ବୋଲି ମନ୍ତ୍ରଣାଳୟ କହିଛି
ଛଅ
ତିନି
ଖେଳର ପ୍ରଥମ ଭାଗଟି ଗୋଲଶୂନ୍ୟଭାବେ ଶେଷ ହୋଇଥିଲା
ବର୍ତ୍ତମାନ ଏକ ନଅ ଦୁଇ ଟି ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟ କରୁଛି
ଏମିତି ପ୍ରତିଦିନ ମନଦୁଃଖରେ ସେ ବଣକୁ ଯାଏ
ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କରୋନା ବିପତ୍ତି ଯେପର୍ଯ୍ୟନ୍ତ ବଳବତ୍ତର ଅଛି ସେ ପର୍ଯ୍ୟନ୍ତ ଜନସାଧାରଣ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି କାରଗିଲ୍ ବିଜୟ ଦିବସ ଆମ ସେନାବାହିନୀର ଅତୁଳନୀୟ ଶୌର୍ଯ୍ୟ ଓ ନିର୍ଭିକ ପରାକାଷ୍ଠାର ପ୍ରତୀକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତିନି ଟି ଅତ୍ୟାଧୁନିକ କୋଭିଡ ନାଇଣ୍ଟିନ ପରୀକ୍ଷଣ ସୁବିଧା କେନ୍ଦ୍ରକୁ ଉଦ୍ଘାଟନ କରିବେ
ହୋମିଓପ୍ୟାଥ ସେଣ୍ଡାଲ୍ କାଉନ୍ସିଲ୍ ସଂଶୋଧନ ବିଲ୍ଦୁଇ ଶୁନ୍ୟ ଦୁଇ ଶୁନ୍ୟ ଓ ଇଣ୍ଡିଆନ୍ ମେଡିସିନ୍ ସେଣ୍ଡାଲ୍ କାଉନ୍ସିଲ୍ ସଂଶୋଧନ ବିଲ୍ଦୁଇ ଶୁନ୍ୟ ଦୁଇ ଶୁନ୍ୟ ଆଜି ରାଜ୍ୟସଭାର ଅନୁମୋଦନ ଲାଭ କରିଛି
ଜିଲ୍ଲାର ଆଠ ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ମାଗଣା ରନ୍ଧନ ଖାଦ୍ୟ ଯୋଗାଇ ଦିଆଯାଉଛି
ବାଇକ୍ ସହ ଟ୍ରକ୍ ଧକ୍କା ହେବା ଫରେ ଏହି ଦୁର୍ଘଟଣା ଘଟିଥିଲା
ବିଜେପି କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ଭୋଟରମାନଙ୍କ ମନ ଜିତିବାରେ ସମସ୍ତ ପ୍ରୟାସ ଜାରି ରଖୁଛନ୍ତି
ଏକ ଝିଟ୍ କରି ଖାଉଟି ବ୍ୟପାର ମନ୍ତ୍ରୀ ରାମବିଳାସ ପାଶ୍ାନ କହିଛନ୍ତି ଆମଦାନୀ ହେଉଥିବା ପିଆଜ କ୍ଷେତ୍ରରେ ଏହି ମହଜୁଦ୍ ସୀମା ଲାଗୁ ହେବ ନାହିଁ
ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ଦୁଇ ଲକ୍ଷ ଅଠାଇଶି ହଜାର ରହିଛି ଯାହା ମୋଟ୍ ସଂକ୍ରମଣର ଶତକଡ଼ା ଦୁଇ ଦଶମିକ ଊଣାଇଶ ଭାଗ
ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି ଶିବପାର୍ବତୀଙ୍କ ବିବାହୋତ୍ସବ
ଏହି ସମୟରେ ପବନ ବୋହିବା ସହିତ ବଜ୍ରପାତ ବି ହେବ
ଆସନ୍ତା ବାଇଶି ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କର ଝାରସୁଗୁଡ଼ା ଗସ୍ତ ସମୟରେ ପାଞ୍ଚ ଟି ଜନହିତକାରୀ ଅର୍ଥନୈତିକ ମହତ୍ ରଖୁଥିବା କାର୍ଯ୍ୟକ୍ରମର ଲୋକାର୍ପଣ କରିବେ
ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଅଲା ଏକ ତିନି ଖଣ୍ଡ ଭୋଟ ପାଇ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି
ଛତିଶଗଡ଼ରେ ଶାସକ କଂଗ୍ରେସ ମାଇ ବିଧାନସଭା ଉପନିର୍ବାଚନରେ ବିଜୟ ଲାଭ କରିଛି
ଏବଂ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା କରୋନା ଓଡ଼ିଶା ଆଜି ଆଉ ଏକ ଶହେ ଛୟାଅଶୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ନଅ ଶୁନ୍ୟ ନଅ କୁ ବୃଦ୍ଧି ପାଇଛି
ସେଇ କୂଅରୁ ସେ ଆଉ ଉଦ୍ଧାର ପାଇ ପାରିଲେ ନାହିଁ
ଶୂନ
ବ୍ୟାଙ୍କର କିଛି ଗ୍ରାହକ ଟଙ୍କା ଉଠାଣ ଉପରେ ରିଜର୍ଭବ୍ୟାଙ୍କୁ ଲାଗୁ କରିଥିବା କଟକଣାକୁ ପ୍ରତ୍ୟାହାର କରିନେବା ପାଇଁ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ
ଆସନ୍ତାକାଲିଠାରୁ ଉତ୍ତର ଦକ୍ଷିଣ ଓଡ଼ିଶାର ଅଧୁକାଂଶ ଅଂଚଳରେ ପ୍ରବଳ ବର୍ଷା ସହ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି