audio
audioduration (s) 0.14
171
| sentence
stringlengths 2
679
|
---|---|
ଏଣୁ ଦୁଇଜଣଙ୍କୁ ରାଜା କରିବା ଅର୍ଥ ଜାଣୁ ଜାଣୁ ବିପଦକୁ ଡାକି ଆଣିବା
|
|
ରେଳ ମନ୍ତ୍ରଣାଳୟ କହିଛି ଯାତ୍ରୀମାନଙ୍କର ସୁବିଧା ପାଇଁ ଏକ ଶହେ ଅଣଚାଳିଶି ହେଳ୍ପ ଲାଇନ୍ ସଫଳତାର ସହ କାର୍ଯ୍ୟ କରି ଆସୁଛି
|
|
ବୁଢ଼ୀ ଢାଳଟି ଧରି ହରି ସା ଦୁଆରେ ପହଞ୍ଚିଲା
|
|
ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଜନ୍ମଭୂମିର ବିକାଶଧାରାରେ ଭାଗିଦାରୀ ହେବାପାଇଁ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ାନ ଜଣାଇଛନ୍ତି
|
|
ଦୈନିକ ସଂକ୍ରମିତମାନଙ୍କ ହାର ଦୁଇ ଦଶମିକ ତିନି ଭାଗରୁ ନିମ୍ନକୁ ଚାଲିଯାଇ ଥିବାର ରିପୋର୍ଟ ମିଳିଛି
|
|
କରୋନା ରାଜ୍ୟରେ ଆଜି ଆଉ ଏକ ଶହେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଛି
|
|
ବଡ଼ଓଷା ଦିନ ଧବଳେଶ୍ର ପୀଠର ଆଖପାଖ ଅଞ୍ଚଳରେ ଏକ ଶହେ ଚଉରାଳିଶି ଧାରା ଜାରି କରାଯିବ
|
|
ଏଭଳି ପରିସ୍ଥିତି ରୋଗୀମାନଙ୍କ ସମେତ ସେମାନଙ୍କର ପରିବାରର ସଦସ୍ୟ ଓ ସମଗ୍ର ସମାଜ ପାଇଁ ବିପଦ ଆଣିଦିଏ
|
|
ସେ ଦେଶର ସମସ୍ତ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ପ୍ରଦାନର ମହତ ଲକ୍ଷ୍ୟରେ ସେମାନେ ସର୍ବଦା ସଫଳ ରହିବେ ବୋଲି କାମନା କରିଛନ୍ତି
|
|
ରାଷ୍ଟ୍ରପତି ରାମନାଥ କୋବିନ୍ଦୁ ଊନବିଂଶ କାରଗିଲ ବିଜୟ ଦିବସ ଅବସରରେ ଆଜି କାରଗିଲ୍ ଯୁଦ୍ଧର ଶହୀଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
|
|
ଅଧାପିକା ଆତ୍ମହତ୍ୟା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟ ବିଜ୍ଞାନ ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ସରକାର ଝାରପୋଖରୀଆ ଥାନାର ଆଇଆଇସିଙ୍କୁ ନିଲମ୍ବନ କରିଛନ୍ତି
|
|
ପାଞ୍ଚ
|
|
କୋକିଶିଆଳି ତଳେ ପଡ଼ି ବାପାଲୋ ମାଆଲୋ ବୋଲି ଚିତ୍କାର କଲା
|
|
ସେହିପରି କଟକ ସାଂସଦ ଭହରି ମହତାବ ଓଡ଼ିଆଭାଷାରେ ଶପଥ ଗ୍ରହଣ କରିଥିଲେ
|
|
ଲୋକସଭାରେ ଗତକାଲି ଏକ ଲିଖିତ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଉଦୟ ଆଧାର ପୋର୍ଟାଲ୍ ଅନୁଯାୟୀ ୨୦୧୫ରୁ ଦୁଇ ହଜାର କୋଡିଏ ମଧ୍ୟରେ ମୋଟ୍ ୧କୋଟି ଦୁଇ ଲକ୍ଷ ବତିଶି ହଜାର ଚାରି ଶହେ ଅଠଷଠି ଏମ୍ଏସ୍ଏମ୍ଇ ପଞ୍ଜିକୃତ ହୋଇଛି
|
|
ଲୋକଟି ଫେରିଯାଇ ଯାହା ଦେଖିଥିଲା ସବୁ କଥା ରାଜାଙ୍କୁ କହିଲା
|
|
ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟ ଘୋଷଣା କରିଛନ୍ତି
|
|
ମହାତ୍ମାଗାନ୍ଧିଙ୍କ ୧୨୫ତମ ଜନ୍ମଦିନ ଉପଲକ୍ଷେ ଏକ ହଜାର ନଅ ଶହେ ପଞ୍ଚାନବେ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି
|
|
ଚାରି
|
|
ମାତୃଭୂମିର ସୁରକ୍ଷା ପାଇଁ ସୀମାରେ ପ୍ରହରା ଦେଇ ଜୀବନ ଉତ୍ସର୍ଗ କରୁଥିବା ସୀମା ସୁରକ୍ଷା ଜବାନମାନଙ୍କୁ ଶ୍ରୀ ଶାହା କୃତଜ୍ଞତା ଜ୍ଞାପନ କରିଛନ୍ତି
|
|
ବିଜେଡି ପକ୍ଷରୁ ଘୋଷଣା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଜନୀକାନ୍ତ ସିଂହଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଉପ ବାଚସ୍ପତି ପ୍ରାର୍ଥୀ କରାଯାଇଛି
|
|
ଦୂରଦର୍ଶନକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଶ୍ରୀ ବିକ୍ରମସିଂଘେ କହିଛନ୍ତି ଯେ ବିଚାରଧାରାରେ ଭିନ୍ନତା ରହିଥିଲେ ମଧ୍ୟ ହିଂସାକୁ ପ୍ରଶୟ ଦେଉଥିବା ବିଚାରଧାରାକୁ ଗ୍ରହଣ କରାଯାଇ ପାରିବ ନାହିଁ
|
|
ଗତ ଚବିଶି ଘଣ୍ଟା ଭିତରେ ତେୟାନବେ ହଜାରରୁ ଅଧିକ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି
|
|
ମାଳଦ୍ବୀପର ପ୍ରବାସୀ ନାଗରିକମାନେ ଶ୍ରୀଲଙ୍କାର କଲମ୍ବୋ ନଗରୀରେ ବହୁ ସଂଖ୍ୟାରେ ରହୁଥିବାରୁ ସେଠାରେ ମଧ୍ୟ ଭୋଟ୍ଗ୍ରହଣ କେନ୍ଦ୍ର ଖୋଲାଯାଇଛି
|
|
ସେଠାରେ ମୋଟ୍ ୩ହଜାର ପଞ୍ଚସ୍ତରୀ କିଲୋମିଟର ସଡ଼କ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା
|
|
ବଡ଼ୋଦା ସାମରିକ ବେତନ ସହାୟତା ଉପରେ ଏହି ବୁଝାମଣା ସ୍ମାରକପତ୍ର ସ୍ବାକ୍ଷରିତ ହୋଇଛି
|
|
ଏହି ପର୍ଯ୍ୟାୟରେ ପଞ୍ଜିକରଣ ନ କରି ସିଧା ଯାଇ ପ୍ରତିଷେଧକ ଟିକା ନିଆଯାଇ ପାରିବ ନାହିଁ
|
|
ନିକଟରେ ଏକ ପ୍ରଚେଷ୍ଟା କିଛି ଓଡ଼ିଆଙ୍କ ଉଦ୍ୟମରେ ଆରମ୍ଭ ହୋଇଛି
|
|
ପୋତାଧନ ପ୍ରାପ୍ତି ପରେ ତାର ଅସତ୍ ବ୍ୟବହାର ନ କରି ସେ ଦାନପୁଣ୍ୟ କରିବାକୁ ଲାଗିଲା
|
|
ଏକ
|
|
ବିଜେପି ମୁଖ୍ୟ ଅମିତ ଶାହା ଅସ୍ଥାୟୀ ସଭାପତି ଜେପି ନଡ଼ା ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ତଥା ପାର୍ଟିର ବରିଷ୍ଠ ନେତାମାନେ ଏ ଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
|
|
ଏହି କ୍ଷେତ୍ରକୁ ବିଶେଷକରି ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାଷୀକୁ ଅଧୁକ ଲାଭପ୍ରଦ ଏବଂ ଉତ୍ସାହଜନକ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି
|
|
ସିନେଟ୍ ସଦସ୍ୟ ଜାକ୍ ରିଡ୍ କହିଛନ୍ତି ଏଭଳି ଦୁଃଖଦପୂର୍ଣ୍ଣ ସମୟରେ ଆମେରିକା ଭାରତ ସହ ରହିଛି ଏବଂ ସନ୍ତ୍ରାସବାଦର ମୁକାବିଲା ପାଇଁ ଭାରତ ପ୍ରତି ଦୃଢ଼ ସମର୍ଥନ ଜଣାଉଛି
|
|
ନବାବଙ୍କୁ ରାଜା କୃଷ୍ଣଚନ୍ଦ୍ରଙ୍କର ଭାରି ଭୟ
|
|
ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଞ୍ଜିବ ଗିରି ପଦ୍ମଲୋଚନ ଲେଙ୍କା ଏବଂ କୃଷ୍ଣ ଗୋପାଳ ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନି ଦଳ ଜିଲ୍ଲାପାଳଙ୍କୁ ସ୍ମାରପତ୍ର ପ୍ରଦାନ କରିଛନ୍ତି
|
|
ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଶ୍ରୀ ମୋଦି ବାନ୍ଦ୍ରାଜାମନଗର ହସଫର ଏକ୍ସପ୍ରେସ୍କୁ ମଧ୍ୟ ଉଦ୍ଘାଟନ କରିବେ
|
|
ସେହିପରି ଟିକାକରଣ ପାଇଁ ଆବଶ୍ୟକ ସରଞ୍ଜାମ ସମ୍ପର୍କିତ ଅନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି
|
|
ସେହି ଯୁଦ୍ଧ ବିମାନଗୁଡ଼ିକ ବୁଧବାର ଦିନ ଆସି ପହଞ୍ଚିବ
|
|
ଭିସିଜେଏନ୍ୟୁ ଜବାହାରଲାଲ ନେହେରୁ ବିଶ୍ବିଦ୍ୟାଳୟ ଜେଏନ୍ୟୁର କୂଳପତି ଏମ୍ ଜଗଦେଶକୁମାର ସମସ୍ତ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଫେରିଆସି ଏହି ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି
|
|
ଗାଡ଼ିଘୋଡ଼ା ତ ଦୂରର କଥା କେତେ ଜାଗାରେ ଚାଲି ଚାଲି ଯିବା ମଧ୍ୟ ସହଜ ନ ଥିଲା
|
|
ତେବେ ଟିକା ନେବା ପରେ ମଧ୍ୟ କୋଭିଜ୍ ନିୟମ ପାଳନରେ କୌଣସି କୋହଳ ମନୋଭାବ ପୋଷଣ କରିବା ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି
|
|
କରୋନା ମହାମାରୀ ସମୟରେ ଓଡିଶା ସମେତ ଦେଶର ଅନେକ ଗରିବ ଲୋକଙ୍କୁ ସିଧାସଳଖ ଆର୍ଥକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ଏବଂ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ପହଞ୍ଚାଇବାରେ ଡିଜିଟାଲ ଇଣ୍ଡିଆ ଗୁରୁତ୍ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି
|
|
ଟ୍ରମ୍ ଆଡ୍ରେସ୍ କେବଳ ଯୋଗ୍ୟତା ଭିତ୍ତିରେ ଆମେରିକାରେ ପ୍ରବେଶ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି
|
|
ଏ ବାବଦରେ ୩ଲକ୍ଷ ସତାବନ ହଜାର କୃଷକଙ୍କୁ ୮ହଜାର ବତିଶି କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ଦିଆଯାଇଛି
|
|
ସେ କହିଛନ୍ତି କୋରିଆ ଯୁକ୍ତ ପଦକ୍ଷେପ ଯୋଗୁଁ ଗତ ଦୁଇବର୍ଷ ଭିତରେ ଶହେରୁ ଊଦ୍ଧ କମ୍ପାନି ଉପକୃତ ହୋଇଛନ୍ତି
|
|
ଥରେ ପ୍ରତିଷେଧକ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଲୋକମାନଙ୍କୁ ଦିଆଯିବା ଆରମ୍ଭ ହୋଇଯିବ
|
|
ଗତକାଲିଠାରୁ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନଗୁଡ଼ିକରେ ପକ୍ଷୀଗଣନା ଆରମ୍ଭ ହୋଇଛି
|
|
ଜନସାଧାରଣ ଏଭଳି ଗୁଜବକୁ କର୍ଣ୍ଣପାତ ନକରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିବା ସହିତ ମୂଳ ଭାରତୀୟମାନଙ୍କର ସ୍ବାର୍ଥହାନୀ ହେବା ଭଳି କୌଣସି କାର୍ଯ୍ୟ ବିଜେପି ସରକାର କେବେବି କରିବେ ନାହିଁ ବୋଲି କହିଛନ୍ତି
|
|
ସୂଚନାଯୋଗ୍ୟ ଯେ ସରକାରୀ ବସ୍ଟି ଉମରକୋର୍ଟଠାରୁ ବ୍ରହ୍ମପୁର ଯାଉଥିବାବେଳେ ଘରୋଇ ବସ୍ଟି ଜୟପୁରରୁ ଗୁରୁସିଂଘା ଯାଉଥିଲା
|
|
ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜକମାନେ ପାଣିଢାଳି ତିନି ଦିଅଁକୁ ସ୍ନାନ କରାଇଥିଲେ
|
|
ନିର୍ବାଚନ ପ୍ରକ୍ରିୟାରେ ସ୍ଚ୍ଛତା ଆଣିବାପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ତିନୋଟି ପର୍ଯ୍ୟାୟରେ ଇଭିଏମ୍ ଓ ଭିଭିପାଗୁଡ଼ିକର ଯାଞ୍ଚ କରାଯାଉଛି
|
|
ଉପରାଷ୍ଟ୍ରପତି କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ
|
|
ଏହି ଅବସରରେ ଏକ ପ୍ୟାରେଡ୍ ଉତ୍ସବରେ ଆୟୋଜନ କରାଯାଇଥିଲା ଏବଂ ବିମାନ ବାହିନୀ ତାର ଲଢୁଆ ବିମାନଗୁଡ଼ିକର ରଣକୌଶଳ ପ୍ରଦର୍ଶନ କରିଥିଲା
|
|
କାରଣ ତାଙ୍କର ଇଚ୍ଛା ଅଠର ଦିନ ମହାଭାରତ ଯୁଦ୍ଧ କରାଇବାକୁ
|
|
ବୀର୍ବଲ୍ ତା ର ଆଖିରୁ ଲୁହ ପୋଛି ଦେଇ କହିଲେ ତୁମେ କାନ୍ଦନା ତୁମର ମଲା ପୁଅ ଆଉ ଫେରି ଆସିବନି
|
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଶ୍ବଭାରତୀ ପାଇଁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦୃଷ୍ଟି ଆତ୍ମନିର୍ଭର ଭାରତ ଚିନ୍ତାଧାରାର ଆଧାରଶୀଳା ସରକାର କୃଷକ ସଙ୍ଗଠନଗୁଡ଼ିକୁ ପତ୍ର ଲେଖୁ ଆଲୋଚନା କରିବାପାଇଁ ପୁଣି ଆମନ୍ତ୍ରଣ କରିଛନ୍ତି
|
|
ଶ୍ରୀ ମୋଦି କହିଛନ୍ତି ନୂତନ ପ୍ରୟାସର ଅର୍ଥ ହେଉଛି ନୂତନ ଶକ୍ତି
|
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ଗବେଷଣା ଓ ନୂଆନୂଆ ବୈଷୟିକ ଜ୍ଞାନର ଉଭାବନ ପାଇଁ ଉତ୍ତମ ବାତାବରଣ ସୃଷ୍ଟିକରିବା ସକାଶେ ସରକାର ଅହରହ ପ୍ରଚେଷ୍ଟା କରୁଛନ୍ତି
|
|
ବଡ଼ କଥା ନୁହେ ଏ ଯେ ହେଲା ଆକବରୀ ମୋହର
|
|
ଏହି କ୍ଷେପଣାସ୍ତ୍ର ତ୍ବରିତ ପ୍ରତିକ୍ରିୟାଶୀଳ ନେର୍କ କୈନ୍ଦ୍ରିକ ମିଜାଇଲ୍ ସିଷ୍ଟମ ଯାହା ଗତିଶୀଳ ଥିବା ଅବସ୍ଥାରେ ଶତୁର ଯୁଦ୍ଧ ବିମାନ ଓ କ୍ଷେପଣାସ୍ତ୍ରକୁ ଠାବ କରିପାରିବ
|
|
ରାବଣ ସେମାନଙ୍କର ବଡ଼ଭାଇ ଏବଂ ଅସୁରମାନଙ୍କର ରାଜା
|
|
ଚାଷୀର ସମୁଦୁଣୀଙ୍କ ହାବୁଡ଼ରେ ପଡ଼ିଗଲି
|
|
ଗତ ଚବିଶି ଘଣ୍ଟା ଭିତରେ ସାତ ଲକ୍ଷ ତେୟାଳିଶି ହଜାର ନମୁନା ପରୀକ୍ଷା କରାଯାଇଛି
|
|
ପାଞ୍ଚ ବିଲିୟନ୍ ଡଲାର ମୂଲ୍ୟର ରୁଷିଆର ସବୁଠାରୁ ଅତ୍ୟାଧୁନିକ ଏସ୍୪୦୦ କ୍ଷେପଣାସ୍ତ୍ର କ୍ରୟ ସଂକ୍ରାନ୍ତୀୟ ରାଜିନାମା ସ୍ବାକ୍ଷର ଅବସରରେ ଶ୍ରୀ ପୁତିଙ୍କ ଉପସ୍ଥିତି ଗସ୍ତର ମୂଳ ଲକ୍ଷ୍ୟ
|
|
ଗତକାଲି େଷ୍ଟଇଣ୍ଡିଜ ଟସ୍ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା
|
|
ସେ ଦୃଷ୍ଟିରୁ ଶତକଡ଼ା ପଚାଶ ଭାଗରୁ ଅଧିକ ସଂରକ୍ଷଣ ଦେବା ବିଷୟକୁ ଖଣ୍ଡପୀଠ ଯୁକ୍ତିଯୁକ୍ତ ବିବେଚନା କରୁନାହାନ୍ତି
|
|
ହାକିମ ହସି ହସି କହିଲେ ତାହେଲେ ତୁମେ ଠକକୁ ଠିକଣା ଜବାବ୍ ଦେଇଛ
|
|
ଓଡ଼ିଶା ପକ୍ଷରୁ ଉପସ୍ଥାପନ କରାଯାଇଥିବା ଯୁକ୍ତି ଶୁଣିବା ପରେ ଟ୍ରିବ୍ୟୁନାଲ୍ ସତ୍ୟପାଠ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି
|
|
ଇଣ୍ଡିଆନ ଆସୋସିଏସନ ଅଫ୍ ଆସିଷ୍ଟିଭ ଟେକ୍ନୋଲଜିଷ୍ଟ ପକ୍ଷରୁ ଭୁବନେଶ୍ବରର ଇଡକଲ ପ୍ରେକ୍ଷାଳୟରେ ଏହି ସମ୍ମିଳନୀ ଆରମ୍ଭ ହୋଇଛି
|
|
କାରଣ ସେଠାରେ ଜଘନ୍ୟ କାଣ୍ଡମାନ ଘଟି ସାରିଲାଣି
|
|
ଦେଶର ଜନସାଧାରଣଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧର ବିକାଶ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି
|
|
ପ୍ରୟାଗଠାରେ ରାଷ୍ଟ୍ରପତି ମହର୍ଷି ଭରଦ୍ାରଜଙ୍କର ପ୍ରତିମୂର୍ତ୍ତିକୁ ଅନାବରଣ କରିବା ସହ ଅରେର ପରମାର୍ଥ ନିକେତନଠାରେ ଚାଲିଥିବା ବିଶ୍ଶାନ୍ତି ମହାଯଜ୍ଞରେ ଭାଗ ନେବେ
|
|
ନଅ
|
|
ନାମଟି ଯେପରି ବାସୁଦେବ ଲୋକଟା ମଧ୍ୟ ସେହିପରି ବାସୁଦେବ
|
|
ଏବଂ ବାଂଲାଦେଶ ସରକାର ଦେଶରେ ଲାଗୁ ହୋଇଥିବା ଛୁଟିକୁ ଆସନ୍ତା ପଚିଶି ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି
|
|
ତେଲ ସୁକତେଲ ଓ ନିବୃତ୍ତି ନଦୀର ବନ୍ୟା ପ୍ରଭାବରେ ସହରକୁ ବଢ଼ିପାଣି ଆସିବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି
|
|
ବନିହାଲ୍ ଜିଲ୍ଲାକୁ ଛାଡ଼ି ରମ୍ବନ ଜିଲ୍ଲାର କେତେକ ସହର ଓ ବଜାରରେ ଗତକାଲି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ପାଇଁ ସାନ୍ଧ୍ୟା ଆଇନ କୋହଳ କରାଯାଇଥିଲା
|
|
ଗତକାଲି ଚଉସ୍ତରୀ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟ ଲୋକଙ୍କ ସଂଖ୍ୟା ତେଷଠି ଲକ୍ଷକୁ ଟପିଯାଇଛି ବୋଲି ସ୍ାସ୍ଥ୍ୟ ମନ୍ତ୍ରଣାଳୟ କହିଛି
|
|
ଟେଲିକାଷ୍ଟ ରାଇଟ୍ ପାଇଥିବା ସଂସ୍ଥା ଦୂରଦର୍ଶନକୁ ମାଗଣାରେ ଫିଡ୍ ସେୟାର କରିବେ
|
|
କ୍ରିକେଟ୍ ମେଲ୍ବୋରେ ଚାଲିଥିବା ଭାରତଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି
|
|
ମୁଖ୍ୟ ଶାସନ ସଚିବ କେତେକ କୋଭିଡ୍ ରୋଗୀଙ୍କ ସହ ଆଲୋଚନା କରି ଯୋଗାଇ ଦିଆଯାଉଥିବା ଚିକିତ୍ସା ସୁବିଧା ବିଷୟରେ ଅବଗତ ହୋଇଛନ୍ତି
|
|
ମୋ ପରି ଟିକି ନଈର କୂଳକୁ ଯିଏ ଆସେ ସିଏ ଜାଣିପାରେ ଶାନ୍ତି କ ଣ
|
|
ଅପରପକ୍ଷରେ କ୍ୟାଲାଲାମପୁରରୁ ଭୁବନେଶ୍ର ଆସୁଥିବା ବିମାନ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି
|
|
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଛନ୍ତି ଏକ ହଜାର ନଅ ଶହେ ଷାଠିଏ ମସିହାରୁ ପାଳନ କରାଯାଇ ଆସୁଥିବା ଏହି ଦିବସ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ
|
|
ଏବଂ ମହିଳା କ୍ରିକେଟ୍ରେ ଭାରତ ଆଜି ତାହାର ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ବଡ଼ୋଦରାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
|
|
ପାଣିପାଗ ଆସନ୍ତାକାଲିଠାରୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି
|
|
ଆଠ
|
|
ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନ ଯାଏ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ାଶିଂ ଓ ୧୦ଟି ଜିଲ୍ଲା ପାଇଁ ୟେଲୋ ାଣ୍ଠି ଦିଆଯାଇଛି
|
|
ପରେ ରାଜ୍ୟପାଳ ଲୋକାୟୁକ୍ତଙ୍କୁ ନିଯୁକ୍ତି ଦେବେ
|
|
ଭାରତୀୟ କୋଠାବାଡ଼ି ନିର୍ମାଣକାରୀ ମହାସଂଘ ଦ୍ାରା ଏହାର ଆୟୋଜନ କରାଯାଇଛି
|
|
ନଅ
|
|
ରାଷ୍ଟ୍ରପତି ଆସନ୍ତାକାଲି ସନ୍ଧ୍ୟାରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବେ
|
|
ସେଥିରେ ଅବହେଳା କଲେ ଜୋରିମାନା ବାବଦ ଅର୍ଥ କର୍ମଚାରୀଙ୍କ ଦରମାରୁ କଟାଯିବ ବୋଲି ଜିଲ୍ଲାପାଳ ବଲନ୍ତ ସିଂ ପ୍ରକାଶ କରିଛନ୍ତି
|
|
ମାତ୍ର ଜର୍ଜ ବାର୍ଣ୍ଣାଡ଼ ଶ ଯେମିତି ପଣ୍ଡିତ ସେମିତି ଚତୁର ବ୍ୟକ୍ତି ମଧ୍ୟ ଥିଲେ
|
|
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ସହିତ ସମ୍ପୃକ୍ତ ନଅ ନିଯୋଗର ମୁଖ୍ୟଙ୍କ ସହିତ ଆଲୋଚନା ହୋଇଥିଲା
|
|
ମହାରାଜା କହିଲେ ଆଚ୍ଛା କ ଣ କହିବାର ଅଛି କୁହ
|
|
ଚମ୍ପକକଳିକାର ବିବାହ ବୟସ ହୋଇଗଲା
|
|
ସ୍କୁଲ୍ ଶିକ୍ଷାରେ ଉନ୍ନତି ଆଣିବାପାଇଁ ବିଶ୍ର ସର୍ବବୃହତ୍ ସମନ୍ବିତ ଅନ୍ଲାଇନ୍ କାର୍ଯ୍ୟକ୍ରମ ଶଗୁକୁ ମଧ୍ୟ ଆରମ୍ଭ କରାଯାଇଛି
|
|
ଏହି ଦୁଇଟି ରାସ୍ତା ମଧ୍ୟରୁ ଆପଣ ଯେଉଁ ରାସ୍ତାକୁ ଚାହାନ୍ତି ତାହାକୁ ଆପଣେଇ ନିଅନ୍ତୁ
|
|
ରାଜ୍ୟର ବିଜେଡ଼ି ସରକାର ମିଥ୍ୟା ତଥ୍ୟ ଦେଇ ଭୋଟ୍ ହାତେଇବାକୁ ଉଦ୍ୟମ କରୁଛି ବୋଲି ଶ୍ରୀ ସିଂ କହିଛନ୍ତି
|
Subsets and Splits
No community queries yet
The top public SQL queries from the community will appear here once available.