audio
audioduration (s)
0.14
183
sentence
stringlengths
2
748
ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଏହି ଦଳ ଲଢ଼େଇ ଜାରି ରଖୁବ ବୋଲି ଡାକ୍ତର ରାଉତ କହିଛନ୍ତି
ଅନୁଗୁଳ ଏସ୍ପିଙ୍କ ନେତୃତ୍ବରେ ଯାଇଥିବା ଦୁଇଟି ଟିମ୍ ଗୟାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏହି ଦୁଇ ଜଣଙ୍କୁ ଗିରଫ୍ କରିଛନ୍ତି
ାର୍ଡ ସଂଖ୍ୟା ବୃଦ୍ଧି ନବରଙ୍ଗପୁର ପୌରପାଳିକାରେ ାର୍ଡ ସଂଖ୍ୟା ୧୭ରୁ ବୃଦ୍ଧି କରାଯାଇ ଏକୋଇଶି କରାଯିବା ପରେ ଏହାର ସୀମା ନିର୍ଦ୍ଧାରଣରେ ତ୍ରୁଟି ରହିଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି
ନୂଆ ବଢ଼ିକି ପରତେ ନାହିଁ ଫେଣରେ କୁମ୍ଭୀର ଗୁଡ଼ିକ ଭାରି ମାତନ୍ତି
ଆସନ୍ତା ମାସରୁ ବିଧାୟକଙ୍କ ଲାଗି ବହୁତଳ ପ୍ରାସାଦ ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି
ବାଙ୍ଗାରପେଟଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ କଂଗ୍ରେସ ଗଣତନ୍ତ୍ରର ଭାବନାକୁ ନଷ୍ଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋଷାରୋପ କରିଛନ୍ତି
ତେଣୁ ସେ ଦିଜଣ ପ୍ରାଣବିକଳରେ ବସାକୁ ଧାଇଁଲେ
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଜେରା କରାଯାଉଛି
ମଶାଣି କିଆବାଡ଼ ତଳେ ଥୋଇ ଦେଇ ଆସିଲେ
ସାତ
ଅନ୍ୟ ପକ୍ଷରେ ସଂଯୁକ୍ତ ମୋର୍ଚ୍ଚାର ନେତାମାନେ ଅଭିନେତା ଦେବହୁତ ଘୋଷଙ୍କ ସପକ୍ଷରେ ପ୍ରଚାର କରିଛନ୍ତି
ଦେଶରେ ଏହି ଇଞ୍ଜସନର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି
ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପକ୍ଷରୁ ଭୃଗୁ ବକ୍ସିପାତ୍ର କଂଗ୍ରେସ ପକ୍ଷରୁ ଭି ଚନ୍ଦ୍ରଶେଖର ନାଇଡୁ ଓ ବିଜେଡି ପକ୍ଷରୁ ଚନ୍ଦ୍ରଶେଖର ସାହୁଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହେଉଛି
ଇଦ୍ଉଲ୍ଜୁହା ପ୍ରେମ ଭାଇଚାରା ଏବଂ ମାନବସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି
ଦେଶରେ କରୋନା ଆରୋଗ୍ୟ ହାର ଛୟାନବେ ଦଶମିକ ଅଣଷଠି ପ୍ରତିଶତକୁ ବୃଦ୍ଧି
ଭାରତ ଏକନମ୍ବର ଖେଳାଳି କିଦାମ୍ବି ଶ୍ରୀକାନ୍ତ ବେଙ୍ଗାଲୁର ଦଳର ନେତୃତ୍ବ ନେଉଥିବାବେଳେ ମୁମ୍ବାଇ ଦଳର ଅଧୁନାୟକ ଅଛନ୍ତି ଭାରତର ଦୁଇନମ୍ବର ଖେଳାଳି ସମୀର ବର୍ମା
ଏହି ବାତିଲ ସଂଖ୍ୟା ଗତ ବର୍ଷ ବାତିଲ ହୋଇଥିବା ଟିକେଟ୍ ସଂଖ୍ୟାଠାରୁ ଶତକଡ଼ା ସତଷଠି ଭାଗରୁ ଅଧିକ
ଅକ୍ଟୋବର ୧୬ତାରିଖରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଅକ୍ଟୋବର ୧୭ରେ ଏହାର ଯାଞ୍ଚ କରାଯିବ
ପରେ ପରିବାର ଲୋକେ ଦୁଇ ଜଣଙ୍କୁ ପୋଖରୀରୁ ଉଦ୍ଧାର କରି ଏକ ଶହେ ଆଠ ଆମ୍ବୁଲାନ୍ସରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ
ପ୍ରତିବର୍ଷ ପେନସନ୍ଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ
ମୁଖ୍ୟତଃ ବାସ୍ତବ ନିୟନ୍ତ୍ରଣରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର କରିବା ସମେତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଛି
ସେ କହିଛନ୍ତି କଳାହାଣ୍ଡିରେ ଇନ୍ଦ୍ରାବତୀ ମ୍ୟୁଜିୟମ ପାର୍କ ଏବଂ ମନ୍ଦିର ପ୍ରତିଷ୍ଠା ହେବ
ଏହାର ପ୍ରଭାବରେ ତାମିଲନାଡୁର ଉତ୍ତର ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ମମଧରଣର ବର୍ଷା ଦକ୍ଷିଣ ଆନ୍ଧ୍ର ଉପକୂଳରେ ଏବଂ କେରଳର ଅନେକ ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ଅଛି
ଏହି ବିଲ୍ରେ ଖଣି ଓ ଖଣି ମଧ୍ୟରେ ଥିବା ତାରତମ୍ୟକୁ ଦୂର କରାଯିବାର ବ୍ୟବସ୍ଥା ରହିଛି
ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ
ଭାରତର ଜୀବନ ନେଦୁଚେଜିଆନ୍ ଓ ଆମେରିକାର ନିକୋଲାସ୍ ମନରୋଏଙ୍କ ଯୋଡ଼ି ବର୍ଭମାନ ଜର୍ମାନ୍ର କେଭିନ୍ କ୍ରାୟୁଟେଜ୍ ଏବଂ କ୍ରୋଏସିଆର ନିକୋଲା ମେଟିଙ୍କ ଯୋଡ଼ିକୁ ପୁରୁଷ ଡବଲ୍ରେ ମୁକାବିଲା କରୁଛି
ଅକ୍ଟୋବର ଚବିଶି ତାରିଖ ଦିନ ଦୁଇଟିଯାକ ରାଜ୍ୟରେ ଭୋଟ୍ଗଣତି କରାଯିବ
କୋଭିଡ ଟିକା କୋଭିଡ ନାଇଣ୍ଟିନ୍ ପ୍ରତିଷେଧକ ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି
କ୍ରମେ ଏହି ସୁନାମ ସ୍ଵର୍ଗରେ ମଧ୍ୟ ଯାଇ ପହଞ୍ଚିଲା
ଶ୍ରୀ ଗୋଏଲ୍ ଆଜି ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି
ସେ କହିଲା ପୁରୋହିତେ ଆଖିକୁ ଦେଖାଯାଉନାହିଁ ବୋଲି ଚିନ୍ତା କରନାହିଁ
ଡାକ୍ତରମାନେ ସଫଳତାର ସହ ବାଇପାସ୍ ଅସ୍ତ୍ରୋପ୍ରଚାର କରିଥିବାରୁ ଶ୍ରୀ ସିଂହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ଏହା ଭାବି ସେ ତା ଘରକୁ ଯାଇ ତା ସଙ୍ଗେ ଦେଖାକଲା
ସାଇନ୍ସ କଂଗ୍ରେସ ପ୍ରସାଦ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତକାଲି ଜଳନ୍ଧରଠାରେ ୧୦୬ତମ ଦୁଇଦିନିଆ ବିଜ୍ଞାନ ସଞ୍ଚାରୀ ବୈଠକକୁ ଉଦ୍ଘାଟନ କରିଛନ୍ତି
ଲୋକେ କୁହାକୁହି ହେଲେ କୁଆଡ଼ୁ ଜଣେ ବ୍ରହ୍ମଚାରୀ ଆସିଛନ୍ତି ସେ ଆମ ଜେମାଙ୍କ ସାଙ୍ଗରେ ପାଠରେ ଲଢ଼େଇ କରିବେ
କାରଣ ସେମାନେ ବିଦ୍ୱାନ୍ ବଡ଼ ବଡ଼ କଥା ପଢ଼ିଅଛନ୍ତି ବଡ଼ ବଡ଼ କଥା ଜାଣନ୍ତି
ଅବଶ୍ୟ ପ୍ରାଣୀ ଜଗତଠାରୁ ମଧ୍ୟ ବୃକ୍ଷଲତମାନେ ଯଥେଷ୍ଟ ସୁବିଧା ପାଇଥାନ୍ତି
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଫକୀର ସେନାପତିଙ୍କ ନାମରେ ଏକ ପାଞ୍ଚଟଙ୍କିଆ ଡାକ ଟିକେଟକୁ ଉନ୍ମୋଚନ କରିଥିଲେ
ସେହିପରି ଏକ ହଜାର ଦୁଇ ଶହେ ପଚିଶି କୋଟି ଟଙ୍କା ବ୍ୟୟ ଅଟକଳରେ ଗୋମତୀ ଜଳ ବିଦ୍ୟୁତ୍ ପ୍ରକଳ୍ପର ଆଧୁନିକୀକରଣ କରାଯିବ
ସେ କହିଛନ୍ତି ଭାରତର ଶକ୍ତି ସୁରକ୍ଷା ବାଣିଜ୍ୟ ଏବଂ ଅର୍ଥନୀତି ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି
ଏପିସିଏମ୍ ଓଥ ବରିଷ୍ଠ କଂଗ୍ରେସ ନେତା କମଳ ନାଥ ଆଜି ଦିନ ଗୋଟାଏ ତିରିଶ ମିନିଟ୍ ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ
ସେଠାରେ ମଦନ ହାକିମକୁ ହାତଯୋଡ଼ି ତା ଗୁହାରି ଜଣାଇଲା
ସେଦିନ ଯେଉଁ ପକ୍ଷୀମାନେ ବକ୍ତୃତା ଦେବାପାଇଁ ଉଠିଲେ କେତେକ ପକ୍ଷିରାଜ ଗରୁଡ଼ ସପକ୍ଷରେ କେତେକ ତାଙ୍କ ବିପକ୍ଷରେ କହିଲେ
ଗୋପାଳ ମଧ୍ୟ ଭଦ୍ରଲୋକଟି ସଙ୍ଗରେ ଏଣୁ ତେଣୁ ଗପ ଲଗାଇ ହୁକା ଟାଣୁଥାଆନ୍ତି
ଏହି ଘଟଣାରେ ଦିଲ୍ଲୀ ବିଜେପିର ଏକ ପ୍ରତିନିଧି ଦଳ ଗତକାଲି ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି
ଗତକାଲି ସୁଦ୍ଧା ୬୮୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି
ଦଙ୍ଗା ଉପରେ ତଦନ୍ତକୁ ଘୋଡାଇବାକୁ କଂଗ୍ରେସ ପାର୍ଟି ଏହାର କ୍ଷମତାର ପ୍ରୟୋଗ କରିଥିଲା ବୋଲି ସେ ଦୋଷାରୋପ କରିଛନ୍ତି
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି
ସେହିଭଳି ଆଗାମୀ ମାଟ୍ରିକ ପରୀକ୍ଷା ମେ ୩ତାରିଖରୁ ଆରମ୍ଭ ହୋଇ ମେ ପନ୍ଦର ତାରିଖ ପର୍ଯ୍ୟନ୍ତ ଚାଲିବ
ଭାରତର ସ୍ାଧୀନତା ସଂଗ୍ରାମରେ ଏକ ଏକ ଐତିହାସିକ ଘଟଣାଭାବେ ପରିଚିତ ଚୌରୀଚୋରା ଘଟଣାକୁ ଆସନ୍ତାକାଲି ୧୦୦ବର୍ଷ ପୁରୁଛି
ଆଜିଠାରୁ ଆରମ୍ଭ ହେଉଥିବା ଏହି ଚାମ୍ପିୟନ୍ସିପ୍ରେ ୨୦ଟି ଜିଲ୍ଲା ଓ ୫ଟି ଅନୁଷ୍ଠାନରୁ ତିନି ଶହେ ନଅ ଜଣ ଖେଳାଳି ଭାଗ ନେଇଛନ୍ତି
ଇସ୍ରାଏଲ୍ରେ କୌଣସି ପାର୍ଟି ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଏକ୍ଜିଟ୍ ପୋଲ୍ରେ ଅନୁମାନ କରାଯାଇଛି
ପୂଜାରତୁରେ ଲୋକମାନେ ଅଧିକ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି
ଏ ସମ୍ପର୍କରେ ସ୍ାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ପିକେମେହେର୍ଦା ଓଡ଼ିଶା ମେଡ଼ିକାଲ ଆଇନ୍ ଅନୁଯାୟୀ ଡାକ୍ତର ଚୟନ ପ୍ରକ୍ରିୟାକୁ ନିୟମିତ କରିବା ପାଇଁ କହିଛନ୍ତି
ରମାଦେବୀ ବିଶ୍ବିଦ୍ୟାଳୟ ରମାଦେବୀ ବିଶ୍ବିଦ୍ୟାଳୟ ପରିସରରୁ ଯୁକ୍ତଦୁଇ ଜୁନିୟର କଲେଜ ଉଠାଯାଇ ୟୁନିଟ୍ ନଅ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ
ଶ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ଲୋକମାନଙ୍କର ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି
ଗୁଜବକୁ ରୋକିବା ସକାଶେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି
ତାମିଲନାଡୁରେ ଅଂଶରୁଲ୍ଲା ସନ୍ତ୍ରାସବାଦୀ ସଙ୍ଗଠନ ଗଠନ କରିବାପାଇଁ ପାଣ୍ଠି ସଂଗ୍ରହ କରୁଥିବା ଚଉଦ ଜଣ ବ୍ୟକ୍ତିଙ୍କୁ ଗତ ସପ୍ତାହରେ ସାଉଦୀ ଆରବ ଭାରତକୁ ପ୍ରତ୍ୟାର୍ପଣ କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା ଏବଂ ଗତ ଶନିବାର ଦିନ ଆଉ ଦୁଇ ଜଣଙ୍କୁ ତାମିଲନାଡୁରୁ ଗିରଫ କରାଯାଇଛି
ସୂଚନାଯୋଗ୍ୟ ଯେ ଗତକାଲି ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ଅଭିଯାନରେ ଦୁଇ ଲକ୍ଷ ସତାଅଶୀ ହଜାର ଚାରି ଶହେ ବୟାଳିଶି ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି
ଶୀତ ଲହରୀ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି
ଶୁନ୍ୟ
ପିଲାଟିକୁ ପାଂଚ କି ଛଅ ବର୍ଷ ହେବ ଚେହେରା ଦେଖିବାକୁ ବେଶ୍ ସୁନ୍ଦର
ସ୍ତ୍ରୀ ତାର ପରିବାଗୁଡ଼ିକ ଗୋଟାଇ ବୋଝଟି ଧରି ଘର ଭିତରକୁ ଗଲା
ଗତକାଲି ସୁଦ୍ଧା ୯୭ହଜାର ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଯାଇଛନ୍ତି
ସେ କଥାଟାକୁ ସେ ମଧ୍ୟ ସୁଖ ପାଉ ନ ଥିଲେ
ଚାରୋଟି ମୋବାଇଲ୍ ୟୁନିଟ୍ ଏବଂ ଚାରୋଟି ଚିହ୍ନଟ ହୋଇଥିବା କେନ୍ଦ୍ର ଏଥିପାଇଁ କାର୍ଯ୍ୟ କରୁଛନ୍ତି
ଆଗାମୀ ବିଶ୍ ଯୋଗ ଦିବସ ପାଇଁ ମୋ ଜୀବନ ମୋ ଯୋଗ ପ୍ରତିଯୋଗୀତାରେ ଭାଗ ନେବାକୁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି
କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ସିପିଆଇ ଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଲୋକତାକ୍ଷିକ ଜନତା ଦଳର ଶରଦ ଯାଦବ ଆର୍ଜେଡିର ମନୋଜ ଝା ଓ ତୃଣମୂଳ କଂଗ୍ରେସର ଦିନେଶ ତ୍ରିବେଦୀଙ୍କ ସମେତ ବିରୋଧୀ ଦଳ ନେତାମାନେ ଏହି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
ନିଅ ଆଉ ଦଶ ହଜାର ସୁନା ମୋହର ଦେବା ପାଇଁ ଯୋଗାଡ଼ କର
ଦେଶରେ ପ୍ରଥମ ଥରପାଇଁ ମହିଳାମାନଙ୍କ ଦ୍ାରା ଏକ ମାଲବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ବୋଲି ରେଳବାଇର ଜନୈକ ଅଧିକାରୀ କହିଛନ୍ତି
ସ୍ାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଚଉରାଳିଶି ଲକ୍ଷ ସତାନବେ ହଜାର ୮୬୭ରେ ପହଞ୍ଚିଛି
ବଣ ଜଙ୍ଗଲର କଥା ନ ଥାଇ ଜେଜେମା ର କାହାଣୀ ନାହିଁ
ତା ପରେ ଭାବିଲେ ଫିଙ୍ଗିବା କାହିଁକି ବରଂ ବ୍ୟବହାର କରିବା
ଗତ ୬ତାରିଖ ଦିନ ସାତକୋଶିଆର ମଝିପଡ଼ା ଜଙ୍ଗଲରେ କୁମକୀ ହାତୀ ଯଶୋଦା ପିଠିରୁ ବନବିଭାଗର ନିଶ୍ଚିତକମାନେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲେ
ଶ୍ରୀ ବିଗୁନ କହିଛନ୍ତି ଦକ୍ଷିଣପୂର୍ବ ଏସିଆରେ କ୍ଲାର ସଦସ୍ୟ ଦେଶମାନେ ଆସିଆନ ଦେଶଗୁଡ଼ିକ ସହ ସେମାନଙ୍କର ସହଯୋଗ ବୃଦ୍ଧି କରିପାରିବେ ଓ ପ୍ରଶାସନ ସ୍ାସ୍ଥ୍ୟ ପରିବେଶ ସୁରକ୍ଷା ଓ ସ୍ଚ୍ଛ ତଥ୍ୟର ଆଦାନପ୍ରଦାନ ଭଳି କ୍ଷେତ୍ରଗୁଡ଼ିକରେ ପରସ୍ପରକୁ ସହାୟତା କରିପାରିବେ
ଜାତୀୟ ସୁରକ୍ଷାରେ ଆଇବି ଏକ ମୁଖ୍ୟ ଆୟୁଧ ବୋଲି ବର୍ଣ୍ଣାନା କରି ଶ୍ରୀ ଶାହା କହିଛନ୍ତି ଏହା ଆତଙ୍କବାଦ ଏବଂ ନକ୍ସଲବାଦକୁ ସମ୍ପୂର୍ଣ ଦମନ କରିବା ଦିଗରେ ସାହାଯ୍ୟ କରିବ
ଗତବର୍ଷ ନଭେମ୍ବରରେ ଭାରତ ସରକାର କରତାରପୁର କରିଡ଼ର ସ୍ଥାପନ ପାଇଁ ବହୁ ଦିନରୁ ପଡ଼ିରହିଥିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ
ଶୀତ ଋତୁ ଶେଷ ଏବଂ ଅମଳ ପର୍ବର ସମାପ୍ତି ଅବସରରେ ଏହି ପର୍ବ ପାଳନ କରାଯାଇଥାଏ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ସଫଳତା ବିଷୟ ଉଲ୍ଲେଖ କରି ଶ୍ରୀ ତୋମର କହିଛନ୍ତି ଗ୍ରାମାଞ୍ଚଳରେ ଜୀବନଶୈଳୀକୁ ସହଜ କରିବାକୁ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ନେଇଛନ୍ତି
ତା ର ଆଖିଆଗରେ ମଣିଭଦ୍ର ମନ୍ତ୍ର ପଢ଼ି ନିଆଁ ବାହାର କରିଦେଲା ସେଥିପାଇଁ ସେ ଖାଲି ହିଂସାରେ ଜଳିଗଲା
ପୂଜାମଣ୍ଡପଗୁଡ଼ିକ ସୁସଜ୍ଜିତ ତୋରଣରେ ଆବୃତ୍ତ କରାଯାଇ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶହରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ଆଠ
କଂଗ୍ରେସ ପାର୍ଟିର ନେତୃତ୍ବ ପ୍ରସଙ୍ଗକୁ ନେଇ ସମ୍ପ୍ରତି ଦେଖାଦେଇଥିବା କିଛି ଘଟଣା ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି
ଆଈ ତ ଅନେକ୍ ଦିନୁ ଗଲେଣି ଆମେ ତାଙ୍କୁ ଦେଖିନାହୁଁ ତାଙ୍କକଥା ଆମକୁ ଟିକେ କୁହ
ଏବଂ ଆଇପିଏଲ୍ର ଏଲିମିନେଟର ମୁକାବିଲାରେ ଆଜି ଆବୁଧାବିଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ
ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ଯୋଗୁଁ ଭିଷଣ ଶୀତଲହରୀ ଅନୁଭୂତ ହେଉଛି
ଆମେ ତାଙ୍କୁ ଦେଖିନାହୁଁ ତାଙ୍କକଥା ଆମକୁ ଟିକିଏ କୁହ