audio
audioduration (s) 0.14
183
| sentence
stringlengths 2
1.11k
|
---|---|
ବିଏସ୍ଏଫ୍ର ହଣ୍ଡେଡ୍ ଥି ବାଟାଲିୟନ୍ର ଯବାନମାନେ ଅନୁପ୍ରବେଶକାରୀମାନଙ୍କୁ ଦେଖୁବା ପରେ ସେମାନଙ୍କୁ ଅଟକିବା ପାଇଁ କହିଥିଲେ
|
|
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ଏକ ହଜାର ଆଠ ଶହେ ସତାବନ ରେ ପହଞ୍ଚିଛି
|
|
ଏଇ ମୋ ଉପଯୁକ୍ତ ବର ମୁଁ ଏହାକୁ ବିଭା ହେଲେ ଖୁବ୍ ଖୁସି ହେବି
|
|
ସେ କହିଛନ୍ତି ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ସରକାର ଦେଶର ସର୍ବାଙ୍ଗିନ ଉନ୍ନତି କରିପାରୁଛନ୍ତି
|
|
ଶୂନ
|
|
ଏହି ସର୍ଜିକାଲ ଷ୍ଟ୍ରାଇକ୍ରେ ନିୟନ୍ତ୍ରଣ ରେଖା ଆରପଟେ ଥିବା ଅନେକଗୁଡ଼ିଏ ଆତଙ୍କବାଦୀ ଆକ୍ସାଇଂଫାଡ଼ ଉପରେ ଦୁଇ ହଜାର ଷୋହଳ ସେପ୍ଟେମ୍ବର ଅଠାଇଶି
|
|
ଗତ କିଛିଦିନ ଧରି ଏହା ଏକ ଶୁନ୍ୟ ଶୁନ୍ୟ ରୁ ନିମ୍ନରେ ରହିଛି
|
|
ତେଲେଙ୍ଗାନା ଏଆଇଟି ଦିଶା ମାମଲାର ଚାରି ଜଣଯାକ ଅଭିଯୁକ୍ତଙ୍କର ପୁଲିସ ସହ ସଂଘର୍ଷରେ ମୃତ୍ୟୁଘଟଣାର ତଦନ୍ତ ପାଇଁ ତେଲେଙ୍ଗାନା ସରକାର ଏକ ଏଆଇଟି ଗଠନ କରିଛନ୍ତି
|
|
ଶ୍ରୀ ନାଇଡ଼ୁ କହିଛନ୍ତି ଯେ ଆଜି ମାନ୍ୟତା ପାଇଥିବା ପାଞ୍ଚ ଟି ଆଞ୍ଚଳିକ ଭାଷାକୁ ମିଶାଇ ରାଜ୍ୟସଭାରେ ଭାଷା ମାନ୍ୟତା ସଂଖ୍ୟା ଦୁଇ ଦୁଇ କୁ ବୃଦ୍ଧି ପାଇଛି
|
|
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି
|
|
ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା
|
|
ଦୀର୍ଘ ଏକ ମାସ ଧରି ଚାଲିଥିବା ରମ୍ଜାନ ଉପବାସ ଗତକାଲି ଶେଷ ହୋଇଥିଲା
|
|
ଶ୍ରୀ ରାଓ କହିଛନ୍ତି ରାଜ୍ୟରେ ଚାଲିଥିବା ପ୍ରଗତି ଓ ଉନ୍ନୟନକୁ ସୁରକ୍ଷିତ ରଖିବା ପାଇଁ ବିଧାନସଭା ଭଙ୍ଗା କରିବାର ଆବଶ୍ୟକତା ଉପୁଜିଥିଲା
|
|
ଶଶ୍ରୀଶ୍ରୀବାଟ ମହାବୀରର ସଭାପତି ଦୀପକ କୁମାର ମହାପାତ୍ର ଆମ ଓଡ଼ିଶାର ମୁଖ୍ୟ ସୌମ୍ୟ ପଟ୍ଟନାୟକ ରେଡ୍କ୍ରସ୍ ସୋସାଇଟିର ଡାକ୍ତର କଳ୍ପନା ଦାସ ପ୍ରମୁଖ କାର୍ଯ୍ୟରେ ଯୋଗ ଦେଇଥିଲେ
|
|
ମୁଁ ଏଇନେ ବୁଢ଼ା ହୋଇଗଲିଣି ମୋର ମୃତ୍ୟୁ ସମୟ ପାଖେଇ ଆସିଲାଣି
|
|
ତାପରେ ଲୋକମାନଙ୍କୁ କହିଲା ଆଜି ଏ କୂଅରେ ଯେତେ ପାଣି ଝରିବ ତୁମେମାନେ ଯେପରି ସଙ୍ଗେ ସଙ୍ଗେ ତାହା କାଢ଼ି ଦେବ
|
|
ଦେଶରେ ଏପର୍ଯ୍ୟନ୍ତ ତିନି କୋଟି ତେୟାନବେ ଲକ୍ଷରୁ ଊଦ୍ଧ ଲୋକଙ୍କୁ କୋଭିଡ୍ ପ୍ରତିଷେଧକ ଦିଆଯାଇ ସାରିଲାଣି
|
|
ମାମଲା ତଦାରଖି ଆରମ୍ଭ ହେଲା
|
|
ବିଶେଷକରି ପଞ୍ଜାବ ହରିଆଣା ଓ ଚଣ୍ଡୀଗଡ଼ରେ ବୈଶାଖୀ ପର୍ବ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ
|
|
ବେପାରୀଟି ଯେତେ କହିଲା ପିଟା ତାର ବନ୍ଦ ହେଲାନି ସେ ବିଚରା କଣ କରିବ
|
|
କ୍ୟାମେନ୍ୟୁ ଚଳିତ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋର ହୋଇଛି
|
|
ଆଠ
|
|
କୋଭିଡ୍ ଷ୍ଟାଟସ୍ କୋଭିଡ୍ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି
|
|
ଗୋଟିଏ ସ୍ତ୍ରୀ ଭାରି ଏକ ଲମ୍ବା ବକ୍ତୃତା କରିଥିଲା
|
|
ଦୁଇ ତିନି ଜଣ ସାଙ୍ଗସୁଙ୍ଗା ହୋଇ ଗଲେ ସାନ୍ତାଳଗୁଡାକ ବଣରେ ପଶିଯାନ୍ତି
|
|
ସେହିଭଳି କଳାହାଣ୍ଡି ଜିଲ୍ଲାକୁ ଆଭ୍ୟନ୍ତରୀଣ ଶ୍ରେଷ୍ଠ ମସ୍ୟ ଜିଲ୍ଲା ପୁରସ୍କାର ସହିତ ତିନି ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି
|
|
ବିସ୍ଥାପିତଙ୍କ ପାଇଁ କଟକରେ ବିଭିନ୍ନ ଜାଗା ଚିହ୍ନଟ କରାଯାଉଛି
|
|
ଏଥିପାଇଁ ଦୁଇଟି ସବ୍କମିଟି ଗଠନ କରାଯିବ
|
|
ଗତ ତିନି ତାରିଖରେ ଜଷ୍ଟିସ୍ ପଣ୍ଡାଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପ୍ତି ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଥିଲା
|
|
ମାଆ-ଚଢ଼େଇଟି ଯାଇଛି ଆହାର ଖୋଜିବାକୁ
|
|
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟ୍ ଭାବେ ଗଢ଼ି ତୋଳାଯିବ
|
|
ସତୂରୀ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ପକ୍ଷୀଜ୍ର ଭୂତାଣୁ ନଷ୍ଟ ହୋଇଯାଇଥାଏ
|
|
ଆମ ସମ୍ବାଦଦାତା ଜଣାଇଛନ୍ତି ବରିଷ୍ଠ ସାମ୍ବାଦିକ ଅଦୀପ ଫୁକନ ପୂର୍ବ ଗୌହାଟୀ ଆସନରୁ ଆସାମ ଜାତୀୟ ପରିଷଦର ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଛନ୍ତି
|
|
ଜୁଲାଇ ପାଞ୍ଚ ତାରିଖରେ ସଂସଦରେ ବଜେଟ୍ ଉପସ୍ଥାପନା କରାଯିବ
|
|
ସେଠାକାର ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଆଇଏସ୍ ଆତଙ୍କବାଦୀମାନେ ହଠାତ୍ ଘର ଭିତରକୁ ପ୍ରବେଶ କରି ଗୁଳିଚାଳନା କରିଥିଲେ
|
|
ଏବଂ ରୋହିତ ଶର୍ମା ବିଶ୍ବକପ୍ କ୍ରିକେଟ୍ରେ ଚାରି ଟି ଶତକ ହାସଲ କରି ପ୍ରଥମ ଭାରତୀୟ କ୍ରିକେଟର୍ ହେବାର ଗୌରବ ଅର୍ଜନ କରିଛନ୍ତି
|
|
ରାଜପୁତ୍ର ସଙ୍ଗେ ସଙ୍ଗେ ଟଳିପଡ଼ିଲେ ଏବଂ ତାଙ୍କର ପ୍ରାଣବାୟୁ ଉଡ଼ିଗଲା
|
|
କିଛିଦିନ ପରେ ପୁଣି ତାଙ୍କର ପୁରୁଣା ପ୍ରକୃତି ବାହାରିଲା
|
|
ଯାହା ଯେତେ ଖର୍ଚ୍ଚ କଲେ ବି ଶେଷ ହୁଏ ନାହିଁ
|
|
କୋଭିଡ଼ଏକ ନଅ ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଆୟୋଗଙ୍କ ପକ୍ଷରୁ ଏହି ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି
|
|
ଏ ଘଟଣାର କିଛି ଦିନ ପରେ ଧୌମ୍ୟ ତାଙ୍କର ଆଉ ଜଣେ ଶିଷ୍ୟ ଉପମନ୍ୟୁଙ୍କୁ ପରୀକ୍ଷା କଲେ
|
|
ତିନି
|
|
ଏହି ବୈଠକରେ ଜିଲ୍ଲାପାଳ ରିଲିଫ ଥଇଥାନ ଏବଂ ପୁନଃରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ
|
|
ପ୍ରାୟ ସମସ୍ତେ ଚାଷ ଉପରେ ନିର୍ଭର କରନ୍ତି
|
|
ରୟାଲର୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ହର୍ଷଲ ପଟେଲ ଦୁଇ ଟି ିକେଟ ନେଇଥିଲାବେଳେ ମହମ୍ମଦ ସିରାଜ ଓ କାଇଲେ ଜେସିଏସନ ଗୋଟିଏ ଲେଖାଏଁ ିକେଟ ନେଇଥିଲେ
|
|
ଡାଲି ଗହମ ଧାନ ସହିତ ଅନ୍ୟାନ୍ୟ ଫସଲର ଏମ୍ଏସ୍ପି ବୃଦ୍ଧି କରାଯିବ
|
|
ରଜୀ କଟକ ଟାଙ୍ଗିସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ତ୍ରିନ୍ସ ଖେଳପଡ଼ିଆରେ ଆଜିଠାରୁ ଓଡ଼ିଶା ଓ ତ୍ରିପୁରାମ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଛି
|
|
ସାତ
|
|
ଖେଲୋ ଇଣ୍ଡିଆ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ଆଜି ପଞ୍ଜାବ ସତର ବର୍ଷରୁ କମ୍ ପୁରୁଷ ହକି ଫାଇନାଲରେ ପ୍ରବେଶ କରିଛି
|
|
ପ୍ରଧାନମନ୍ତ୍ରୀ କହିଛନ୍ତି ସେଦେଶରେ ସାଂପ୍ରତିକ ରାଜନୈତିକ ଘଟଣାବଳୀକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଉଦ୍ବେଗ ପ୍ରକାଶ ପାଇଛି
|
|
ସେ କହିଛନ୍ତି ଚତୁର୍ଥ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଭଷ୍ଟ୍ରିଆଲ୍ ଉପାୟରେ କରାଯିବ
|
|
ଛାତ୍ରୀ ଆତ୍ମହତ୍ୟା ଘଟଣା ମାଲକାନଗିରି ଜିଲ୍ଲା ଶିଖପାଲ୍ଲି ଏସ୍ଏସ୍ଡି ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟର ଏକ ଶୁନ୍ୟ ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆଜି ମାଲକାନଗିରି ପୁଲିସ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି
|
|
ଉପସ୍ଥିତ ବୁଦ୍ଧିରେ ଗୋପାଳ ଧୂରନ୍ଧର ରାଜାଙ୍କ ଠାରୁ ପ୍ରଜା ଯାଏଁ ସମସ୍ତେ ସେକଥା ଜାଣନ୍ତି
|
|
ବିଶ୍ର ଅନ୍ୟ ଦେଶମାନେ କରୋନା ପ୍ରତିଷେଧକ ବାହାର କରିବାପାଇଁ ଉଦ୍ୟମ ଚଳାଇଛନ୍ତି
|
|
ଏହି ବଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଦୁଇ ହଜାର ଊଣାଇଶ ଜୁଲାଇ ପହିଲାରୁ ଲାଗୁ ହେବ
|
|
ସେଦିନ ସନ୍ଧ୍ୟା ହେଲାରୁ କାଳିଦାସ ସେହି ବାବାଜିଙ୍କ ପାଖକୁ ଗଲେ
|
|
ବାବୁ ଚଞ୍ଚଳ କଚେରିରୁ ଆସିଥିଲେ
|
|
ପ୍ରତ୍ୟେକଙ୍କର ଚିନ୍ତା ବିବେକ ଓ ଧର୍ମ ସମ୍ପର୍କୀୟ ସ୍ୱାଧୀନତାରେ ଅଧିକାର ରହିଅଛି
|
|
ସମସ୍ତ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି
|
|
ଭାରତ ବିଶ୍ସ୍ତରୀୟ ସମସ୍ତ କ୍ଷେତ୍ରରେ ତାର ପାହ୍ୟାରେ ଉନ୍ନତି ଆଣିପାରିଛି
|
|
ଦିନେ ସେମାନେ ବଣ ବୁଲି ବାହାରିଲେ
|
|
ଆସନ୍ତାକାଲି କମିଶନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି
|
|
ନବଙ୍କ ସହ ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧକ୍ଷଙ୍କ ସହ କେତେକ ସଦସ୍ୟ ଏବଂ ଅନ୍ୟ କେତେକ ବ୍ଲକର ସଭାପତିମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି
|
|
ମନ୍ତ୍ରୀ ଶ୍ରୀ ଷଢ଼ଙ୍ଗୀଙ୍କ ସହିତ ସଂଯୁକ୍ତ ସଚିବ ସାଗର ମେହେରା ଡକ୍ଟର କେ ବାନାର୍ଜୀ ଡକ୍ଟର ପବନ କୁମାର ଅଗ୍ରାଲ ପ୍ରମୁଖ ପରିଦର୍ଶନ କରିଥିଲେ
|
|
ଜୈନ ଧର୍ମାବଲମ୍ବୀମାନେ ଏହା ମହାବୀର ସ୍ାମୀ ଜନ୍ମ କଲ୍ୟାଣକ ଭାବେ ପାଳନ କରିଥାନ୍ତି
|
|
ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ବୋପାନ୍ନାଙ୍କ ଯୋଡ଼ି ସ୍କଟ୍ରଲ୍ୟାଣ୍ଡର ଜାମି ମୁରେ ଓ ବ୍ରାଜିଲର ବୁନୋ ସୋସ୍ଙ୍କ ଯୋଡ଼ିକୁ ଚଉଷଠି ଚଉଷଠି ସେଟ୍ରେ ପରାସ୍ତ କରିଥିଲେ
|
|
ଆଜି ଅପରାହ୍ନରେ ଉତ୍ତରବଙ୍ଗର ଅଲିପୁରଦୁଆର ଠାରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଶ୍ରୀ ଶାହା କହିଛନ୍ତି ଦେଶରେ ବେଆଇନ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ
|
|
କେନ୍ଦୁଝର ଜିଲ୍ଲାର ସଭାପତି ଆଶିଷ ଚକ୍ରବର୍ତୀଙ୍କୁ ଏହି ପଦବୀରୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ବିମ୍ବାଧର ବିଶ୍ବାଳଙ୍କୁ ନିଯୁକ୍ତି ଦିଆଯାଇଛି
|
|
ଆଜି ଯାଞ୍ଚ ସମୟରେ ଗଜପତି ଜିଲ୍ଲା ସୀମାନ୍ତ ଓ ପଦ୍ମପୁର ଗାଁ ନିକଟରୁ ପାଞ୍ଚ ଲକ୍ଷ ଟଙ୍କା ଜବତ କରାଯାଇଛି
|
|
ଗୋପାଳ ସଙ୍ଗେ ସଙ୍ଗେ ଗୋବର ଫଡ଼ାଟି ହାତରେ ଉଠାଇ ନେଇ ମହାରାଜା କୃଷ୍ଣଚନ୍ଦ୍ରଙ୍କ ସଭାରେ ଯାଇ ପହଁଚିଲା
|
|
ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ବିଜେଡିର କିଶୋର ମହାନ୍ତି ନାମାଙ୍କନପତ୍ର ଦାଖଲ କରିଛନ୍ତି
|
|
ଛଅ
|
|
ସେମାନଙ୍କ ମଧ୍ୟରୁ ଅନେକ ପୁନର୍ବାର ନିଜନିଜର କର୍ମସ୍ଥଳୀକୁ ଫେରିଥିବାର ମନ୍ତ୍ରୀ ଜଣାଇଛନ୍ତି
|
|
ଜାମ୍ମୁ କାଶ୍ମୀର ସଂକ୍ରାନ୍ତରେ ଭାରତର ଏହି ନିଷ୍ପତ୍ତି ପରେ ଦୁଇ ଦେଶର ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ କଥାବାର୍ତ୍ତା
|
|
ମନ୍ତ୍ରୀ କହିଛନ୍ତି ସାମ୍ବାଦିକମାନେ ମୁକ୍ତ ଓ ଅବାଧ ଭାବେ ସେହି ଅଞ୍ଚଳ ଗସ୍ତ କରି ସେଠାକାର ପରିସ୍ଥିତିକୁ ନିଜ ଆଖିରେ ଦେଖୁବା ଉଚିତ
|
|
ଏଥିସହିତ ଜଣେ ଗୁରୁତର ରୋଗୀକୁ ସ୍ଥାନାନ୍ତର ସମୟରେ କି କି ପଦକ୍ଷେପ ନିଆଯାଇଥିଲା ସେ ସମ୍ପର୍କରେ ଜଣାଇବା ପାଇଁ ଆୟୋଗ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ
|
|
ଯଦି ବୁଦ୍ଧି ଅଛି ତେବେ ଠିଆ ହୋଇ ମୁଦିଟିକୁ ହାତ ପାହାନ୍ତକୁ ଘେନି ଆସ
|
|
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ହଜାର ତିନି ଶହେ ନଅ ଜଣ ସଙ୍ଗରୋଧ କେନ୍ଦରୁ ହୋଇଥିବାବେଳେ ଏକ ହଜାର ଛଅ ଶହେ ତେର ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି
|
|
ଗଛରେ ସେମାନେ ଚଢ଼ିଲାବେଳେ ଭୀମ ଖୁବ୍ ଜୋର୍ରେ ଗୋଇଠା ଦିଏ ଗଛକୁ
|
|
ଅଦାଲତର ପିଆଦା ଆସି ସାଆନ୍ତଙ୍କଠାରୁ ବକ୍ସିସ ନେଇ ମୋ ପାଖରୁ ରସିଦ ଲେଖାଇନେଇ ଚାଲିଯାଏ
|
|
କମଳୀ ତୁନି ତୁନି ଢେର କାନ୍ଦିଲା
|
|
ଦିନକରେ ରାଜ୍ୟର ଏକ ଆଠ ଟି ଜିଲ୍ଲାରୁ ଆଉ ଅଣସ୍ତରୀ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
|
|
ନିଲମ୍ବନ ଛୁଟିରେ ଯାଇଥିବା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି
|
|
ସେ ବଗକୁ ପଚାରିଲା ବଗମାମୁଁ ମୁଁ ତ ଏଠାରେ କାଇଁ ପୋଖରୀ ଦେଖୁ ନାହିଁ
|
|
ତୁମେ ଆମ ପାଣିରେ ମୁହଁ ଦେଖିପାରିବ
|
|
ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ଚିଟାଉ ପ୍ରସ୍ତୁତ ହୋଇଛି
|
|
ଶ୍ରୀ ଟ୍ରମ୍ପଙ୍କର ଭାରତକୁ ଏହା ପ୍ରଥମ ଗସ୍ତ
|
|
ଫଳରେ କୋଭିଡ ଆରୋଗ୍ୟହାର ମଧ୍ୟ ଶତକଡା ତେସ୍ତରୀ ଦଶମିକ ଅଠର ଭାଗରେ ପହଞ୍ଚିଛି
|
|
ଏଥିସହିତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ତେସ୍ତରୀ ଲକ୍ଷ ପନ୍ଦର ହଜାରକୁ ଟପିଯାଇଛି
|
|
କେତେକ ସ୍ଥାନରେ ସର୍ବନିମ୍ନ ରାତି ତାପମାତ୍ରା ଦୁଇ ରୁ ତିନି ଡିଗ୍ରୀ ହାସ ପାଇପାରେ
|
|
ଇଡି ଚିଦାମ୍ବରମ୍ ଆଇଏନ୍ ଏସ୍ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ପୁଆ କାଉଁ ଚିଦାମ୍ବରମ୍ଙ୍କ ନୂଆଦିଲ୍ଲୀର ଜୋବାଗସ୍ଥିତ ବାସଗୃହକୁ ଖାଲି କରିବାପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି
|
|
ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ
|
|
ଏହା ସହିତ କାଶ୍ମୀର ପ୍ରସଙ୍ଗକୁ ଯୋଡ଼ିବାର କୌଣସି ଯଥାର୍ଥତା ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି
|
|
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ନିର୍ବାଚନ କମିଶନଙ୍କ ରିପୋର୍ଟ ଉପରେ ବିବେଚନା କରାଯିବ ଏବଂ ଆସନ୍ତା ବାଇଶି ତାରିଖ ଦିନ ଏହା ଉପରେ ଶୁଣାଣି ହେବ
|
|
ପାଟଣା ମହାନଗର ନିଗମ ଅଧୀନରେ ବେଉର୍ ଓ କର୍ମାଲିଚକରେ ନମାମି ଗଙ୍ଗ ଯୋଜନାରେ ନିର୍ମିତ ସ୍ରେଜ ଟ୍ରିଟ୍ମେଣ୍ଟ ପ୍ଳାଣ୍ଟର ଉଦ୍ଘାଟନ ହେବ
|
|
ଏହି ସମୟରେ ଗୋପଳ ଭାଣ୍ଡ ଆସି ଜୟ ମହାରାଜା କୃଷ୍ଣଚନ୍ଦ୍ରଙ୍କର ଜୟ କହି ସଭାରେ ଉପସ୍ଥିତ ହେଲେ
|
|
ଆପଣ ତ ସବୁ ଜାଗାର ମାଲିକ
|
|
କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା ଏ ସଂପର୍କରେ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି
|
|
ଏହି ପର୍ଯ୍ୟାୟରେ ନଅ ଟି ରାଜ୍ୟର ସାତ ଏକ ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଲୋକସଭା ଆସନର କୁଲଗାଓଁ ଜିଲ୍ଲାରେ ମତଦାନ ହେଉଛି
|
|
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସରକାର ଶ୍ରମିକମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ସାରିଥିବାବେଳେ ପ୍ରବାସୀ ଶ୍ରମିକ ଓ ଦିନ ମଜୁରିଆମାନଙ୍କର ଜୀବିକା ନିର୍ବାହ ପାଇଁ ଦୀର୍ଘସୂତ୍ରୀ ପଦକ୍ଷେପର ଆବଶ୍ୟକତା ଉପରେ ସେ ଗୁରୁତ୍ବ ଆରୋପ କରିଛନ୍ତି
|
Subsets and Splits
No community queries yet
The top public SQL queries from the community will appear here once available.