audio
audioduration (s)
0.14
183
sentence
stringlengths
2
1.11k
ଦୁଇ
ରାଜଧାନୀ ଭୁବନେଶ୍ବର ସହିତ ଯୋଡ଼ିହେବ ପୁରୀ
ମନ୍ତ୍ରଣାଳୟ କହିଛି ଯେଉଁ ଟିକସ ଦାତାମାନଙ୍କର ସେକ୍ଟ ଆସେମେଣ୍ଟ ଟିକସ ଦେୟ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ସେମାନଙ୍କ ପାଇଁ ସେଲୁ ଆସେମେଣ୍ଟ ଟିକସ ଦାଖଲର ସମୟସୀମା ଆସନ୍ତା ବର୍ଷ ଜାନୁଆରୀ ମାସ ଏକତିରିଶି ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି
ମହାରାଷ୍ଟ୍ର କ୍ୟାବିନେଟ୍ ମହାରାଷ୍ଟ୍ର ସରକାର ଦେଶ ନିରାପତ୍ତା ବାହିନୀରେ କାର୍ଯ୍ୟ କରୁଥିବା ରାଜ୍ୟର ଲୋକମାନଙ୍କ ପାଇଁ କ୍ଷତିପୂରଣ ରାଶି ଦୁଇ ପାଞ୍ଚ ଲକ୍ଷରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି
ଏବେ ଯେଉଁ ଟିକେଟ୍ ବାତିଲ୍ ବ୍ୟବସ୍ଥା ଲାଗୁ ହୋଇଛି ଏବଂ ଯାତ୍ରୀଙ୍କଠାରୁ ଯେଉଁ ରିସିଡ୍ୟୁସ୍ ଦେୟ ଆଦାୟ କରାଯାଉଛି ତାହାର ପୁନର୍ବିଚାର କରିବା ସହ ଆଉ କେତେକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଡିଜିସିଏ ପକ୍ଷରୁ କୁହାଯାଇଛି
ଓଡ଼ିଶାରେ ନୂଆ ସରକାର ଗଠନ ପାଇଁ ରାଜ୍ୟପାଳ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିଛନ୍ତି
ପଦ୍ମବେଶ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କର ପଦ୍ମବେଶ ଅନୁଷ୍ଠିତ ହେଉଛି
ସରକାର ତାଙ୍କର ଆଫିଡେବିରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ମା ଅରୁଣ ସୌରୀଲ ଏବଂ ଓକିଲ ପ୍ରଶାନ୍ତ ଭୂଷଣ ସମ୍ବେଦନଶୀଳ ତଥ୍ୟ ପ୍ରଘଟ କରିଥିବାର ଅପରାଧ ଘଟାଇଛନ୍ତି
ନାମାଙ୍କନ ଆସନ୍ତା ଅଣତିରିଶି ତାରିଖ ଦିନ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି
ଓଡିଶାର ରାୟଗଡା ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି
ଅନ୍ୟପକ୍ଷରେ ଗତକାଲି ତିନି ସାତ ଛଅ ଜଣ କରୋନା ଆକ୍ରାନ୍ତ ସୁସ୍ତ ହେବା ପରେ ମୋଟ୍ ସୁସ୍ତ ସଂଖ୍ୟା ତିନି ଲକ୍ଷ କୋଡିଏ ହଜାର ପାଞ୍ଚ ଆଠ ଚାରି ରେ ପହଞ୍ଚିଛି
ମୁଁ ଯାଇ ଗୁଡ଼ ଖାତରେ ପଡ଼ିଗଲି ଆଉ ତୁମେ ଯାଇ ବିଷ୍ଠା ଖାତରେ ପଡ଼ିଗଲ
ଆଇନ୍ ଶୃଙ୍ଖଳା ପରିସ୍ଥିତି ସୁରକ୍ଷା ପାଇଁ ଏକ ଚାରି ଟି ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ ସାତ ସାତ ଟି ସ୍ଥାନରେ ମାଇକ୍ରୋ ପର୍ଯ୍ୟବେକ୍ଷଙ୍କୁ ନିୟୋଜିତ କରାଯାଇଛି
ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ସାମଗ୍ରୀ କ୍ରୟ କ୍ଷେତ୍ରରେ ପୂର୍ବତନ କଂଗ୍ରେସ ସରକାର ହେରଫେର କରିଥିବା ଆଜି ଅଭିଯୋଗ କରିଛନ୍ତି
ରୋଡ୍ ଶୋ ଭଦ୍ରକ କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭଦ୍ରକ ଜିଲ୍ଲାର ନିର୍ବାଚନ ସଭା ରୋଡ୍ ଶୋରେ ଯୋଗଦେଇଥିଲେ
କଣ୍ଟାଝଟା ଲଟାବୁଦା ଡେଇଁ ଧାଇଁବା ତ ସହଜ ନୁହେଁ
ବିଚାରୀ ପୂର୍ଣ୍ଣମାସୀ ଏକୁଟିଆ ହୋଇଗଲେ ଦୁଃଖିନୀର ଭାଗ୍ୟରେ ସୁଖ ବା କୁଆଡ଼ୁ ଆସିବ।
ଗାଧୋଇ ସାରି କିଏ ଅଣ୍ଟେ ପାଣିରେ ଠିଆ ହୋଇଛି କିଏ ଅଞ୍ଜୁଳା କରି ସୂର୍ଯ୍ୟଙ୍କୁ ପାଣି ଦେଉଛି
ଏକକ ସର୍ବବୃହତ୍ ଦଳ ଭାବେ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଅଡି ବସିଥିଲା
ଏହି ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ଅନନ୍ତ ଦାସ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନିପତି ବିଧାୟକ ସଂଜୟ ଦାସବର୍ମା ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ
କାଲି ଭୋଜରାଜା ତାଙ୍କର ଚଉଦଶହ ପଣ୍ଡିତଙ୍କୁ ଫାଶୀ ଦେବେ
ଶିବସେନାର ବିଧାନସଭାରେ ଛପନ ଜଣ ସଦସ୍ୟ ରହିଥିବା ବେଳେ ସ୍ାଧୀନ ଓ ଅନ୍ୟ ଦଳର ସାତ ଜଣ ବିଧାୟକ ଏହାକୁ ସମର୍ଥନ କରୁଥିବା ଦଳ ଦାବି କରିଛି
ସଚିବଙ୍କ ଗସ୍ତ ରାଜ୍ୟ ସରକାରଙ୍କ ଦ୍ାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ ପାଇଁ ଗତକାଲି ତିନି ପ୍ରମୁଖ ଅଧୁକାରୀ କନ୍ଧମାଳ ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ଗସ୍ତ କରିଥିଲେ
ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖ୍ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଅଠାଇଶି ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଥିବାବେଳେ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନଙ୍କୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି
ଭାରତୀୟ ବଂଶୋଭବ ଆମେରିକୀୟ ଚିକିତ୍ସକ ସଂଘ ଓ ଭାରତୀୟ ବଂଶୋଭବ ବିଶ୍ ଚିକିତ୍ସକ ସଂଘର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି
ଯୋଜନା ଅନୁସାରେ ବିଡ଼ିଓ ପ୍ରଶାନ୍ତ ଆଜି ଅପରାହ୍ନ ଦୁଇ ଟା ତିନି ଶୁନ୍ୟ ରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ପହଞ୍ଚିଥିଲେ
ଭାରତକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାପାଇଁ ସବୁ ପକ୍ଷରୁ ସମ୍ମିଳିତ ଉଦ୍ୟମ ପାଇଁ ସେ ଆହ୍ବାନ ଦେଇଛନ୍ତି
ଏଥିରେ ମାତିଲେ ଲୋକ ଶେଷରେ ଫାଶୀ କାଠରେ ଝୁଲିବା ହିଁ ସାର ହେବ
ହେଲେ ତମ ଦି ଜଣକ ମଧ୍ୟରୁ ଅନ୍ୟ ଜଣକ କିଏ
ସାଧବ ଘର ପୁଅ ଘିଅରେ ଖାଇ ଦୁଧରେ ହାତ ଧୋଉଥିଲା ଅଲିଅଳରେ ବଢ଼ିଥିଲା
ଏବଂ ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ଦିନରେ ଦିଲ୍ଲୀ ପାଞ୍ଚ ଟି ସ୍ବର୍ଣ୍ଣ ପଦକ ହାସଲ କରିଛି
ରଂଜର ବିଭିନ୍ନ ସ୍ଥାନରେ ହାତୀପଲ ରାସ୍ତା ଉପରକୁ ଚାଲିଆସୁଛନ୍ତି
ପାକିସ୍ତାନ ସର୍ବଦା ଲସ୍କରେ ତୟବା ଜୈସେ ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ଭଳି ସନ୍ତ୍ରସବାଦୀ ସଂଗଠନଗୁଡ଼ିକୁ ସାହାଯ୍ୟ ଓ ସମର୍ଥନ ଦେଇଆସୁଥିବାର ଭାରତ ବାରମ୍ବାର କହିଆସୁଛି
ନୂଆ ଚାରି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କଲେ ରାଜ୍ୟ ସରକାର
ଏହି ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ପଞ୍ଚାନନ କାନୁନଗୋ ପ୍ରମୁଖ ଯୋଗଦେଇଥିଲେ
ଏହି ଦୁଇ ଯମଜ ସନ୍ତାନ ଘରେ ରହି ସେବାଯତ୍ନ ପାଇବା ଅବସ୍ଥାକୁ ଆସିନାହାନ୍ତି
ବାଣ ରୋଶଣୀରେ ଆଖି ଝଲସି ଯାଉଛି
ପୁଣି କିଛି ଦୂର ନୌକା ଗଲା ରାଜା ସେତେବେଳକୁ ଅସମ୍ଭାଳ ହେଲେଣି
ସେ କହିଛନ୍ତି ବିଜେପି ପାର୍ଟି ଗଠନ ହେଲା ପରଠାରୁ ବାକ୍ ସ୍ାଧୀନତା ଓ ବିବିଧତା ପ୍ରତି ସମ୍ମାନ ପ୍ରଦାନକୁ ପ୍ରାଧାନ୍ୟ ଦେଇ ଆସିଛି ଏବଂ ଏହାକୁ ରାଜନୈତିକ ଶତ୍ରୁ ବୋଲି କେବେ ବିବେଚନା କରିନାହିଁ
ଏହି ବିତ୍ପାତରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ଆକାରରେ ଦୁଇଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି
ଇତିମଧ୍ୟରେ ଦେଶରେ କୋବିଡ୍ ଆରୋଗ୍ୟହାର ଶତକଡା ସତାନବେ ଦଶମିକ ବତିଶି ଭାଗକୁ ବୃଦ୍ଧି ପାଇଛି
ଭିପିଅଜିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକଦଳର ମୁଖ୍ୟ ଅଜିତ ସିଂ କରୋନାରେ ପୀଡ଼ିତ ହୋଇ ଶେଷନିଶ୍ବାସ ତ୍ୟାଗ କରିଛନ୍ତି
ପରେ ଗୋପାଳ ନିଜ ଚାଳଘର ଉପରେ ବିଛଣାଟିଏ ପାରିଦେଇ ବସିଲେ
ଅର୍ଥ ମନ୍ତ୍ରଣାଳୟ କହିଛି ପାଞ୍ଚ ଶହେ ଊଣାଇଶ ସୁଧ ହାରରେ ଏହି ଋଣ ଅଣାଯାଇଛି
ଅକ୍ଟୋବର ଏକୋଇଶି ବିଧାନସଭା ନିର୍ବାଚନରେ ବିଜେପିକୁ ଏକ ଶହେ ପାଞ୍ଚ ଆସନ ମିଳିଥିଲା
ବରଷକ ତେଲକିଣାରୁ ଖଲାସବରଞ୍ଚ ବଳିପଡ଼େ
ସେତେବେଳେକୁ ଋଷି ବିରକ୍ତ ହୋଇଯାଇଥିଲେ
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାସ୍ତା ସଫେଇ ଓ ବିଦ୍ୟୁତ୍ ଲାଇନ୍ ମରାମତି
ଏହା ଦ୍ବାରା ସେମାନେ ଅଧିକ ସମ୍ବଳ ଉତ୍ତମ ମୌଳିକ ଢ଼ାଞ୍ଚା ଓ ଆଧୁନିକ ବୈଷୟିକ ଜ୍ଞାନର ସୁବିଧା ପାଇପାରିବେ
ସଂସ୍ଥାର ଅନିୟମିତତା ହେଉଥିବା ଜଣାପଡ଼ିବା ପରେ ଆଜି ରାୟଗନା ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକଙ୍କ ନେତୃତ୍ବରେ ସତସ୍ତରୀ ଜଣ ଅନ୍ତେବାସିନୀଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି
ନିୟମ ଅନୁସାରେ ଏଭଳି ଛୋଟ ଛୋଟ ଷ୍ଟାର୍ଟ ଅପ୍ ଗୁଡିକ ତିନି ରୁ ସାତ ବର୍ଷ ପର୍ଯ୍ୟନ୍ତ ଶତପ୍ରତିଶତ ଆୟକର ଛାଡରୁ ମୁକ୍ତ
ଘଟଣାସ୍ଥଳରେ ସୀମାନ୍ତ ପାଲାକ୍ସଡ ଜିଲ୍ଲାପାଳ ଶ୍ରୀ ବାଲମୁରଲୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି
ଲଦାଖ କାରଗିଲ କାଜା ଏବଂ କେଲଙ୍ଗ ଆଦି ଉଚ୍ଚ ପାର୍ବତ୍ୟାଞ୍ଚଳରେ ଯେତେବେଳେ ଶୀତଦିନେ ତାପମାତ୍ରା ମାଇନ୍ସ ତିରିଶି ଡିଗ୍ରୀ ସେଲସିୟସରୁ ତଳକୁ ଖସିଯାଏ ସେତେବେଳେ ମୋଟର ଚାଳକମାନେ ଡିଜେଲ ବରଫରେ ପରିଣତ ହୋଇଯିବା ସମସ୍ୟାର ସାମ୍ନା କରିଥାନ୍ତି
ଏହି ସମ୍ମାନ ସେମାନଙ୍କୁ ଅଧୁକ କାର୍ଯ୍ୟଦକ୍ଷତା ସହ ପୋଲିସ୍ ସେବାକୁ ଲୋକାଭିମୁଖୀ କରାଇବାରେ ଅଧୁକ ଅନୁପ୍ରେରିତ କରିବ ବୋଲି ଉଭୟ ମତବ୍ୟକ୍ତ କରି ଧନ୍ୟବାଦ ଜଣାଇଛନ୍ତି
ମିଶ୍ରେ କିଞ୍ଚିତକ୍ଷଣ ବସି ଜମାଦାରଙ୍କର ଢେର ପ୍ରଶଂସା କଲେ
ଗତକାଲି ବୟାଅଶୀ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବୟୋଶ୍ରେଷ୍ଠ ଦୁଇ ହଜାର ଊଣାଇଶ ସମ୍ମାନ ପ୍ରଦାନ କରିବେ
ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲାରେ ଉଭୟ ଦେଶର ଆଭିମୁଖ୍ୟ ପ୍ରାୟତଃ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
ତେବେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଆଗକୁ ଆହୁରି ତାତି ବୃଦ୍ଧି ପାଇବ
ସେ ଲୋକଟି କହିଲା ମୁଁ ଖୁସିରେ ଆପଣଙ୍କୁ ବାଟ କଢ଼ାଇଦେବି
ଏହା ଟିକାକରଣ କେନ୍ଦ୍ରରେ ମଧ୍ୟ ଉପଲବ୍ଧ ହେବ
ତାଙ୍କ ଏହି ଗସ୍ତକୁ ମାଳଦୀପବାସୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି
ଜଳ ସଂରକ୍ଷଣ ସଂକ୍ରାନ୍ତରେ ଅଧ ସଚେତନତା ସୃଷ୍ଟି କରାଯିବା ସକାଶେ ଜାତୀୟ ଜଳ ପୁରସ୍କାର ଦିଆଯାଉଥିବାର ସେ କହିଛନ୍ତି
କାଶ୍ମୀର ଏନ୍କାଉଣ୍ଟର୍ ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ଅନୀ ଅଞ୍ଚଳରେ ଯବାନମାନଙ୍କ ସହ ଗୁଳି ବିନିମୟରେ ହିଜବୁଲ ମୁଜାହିଦ୍ଦିନ୍ ସଙ୍ଗଠନର ଜଣେ ସନ୍ତ୍ରାସବାଦୀର ମୃତ୍ୟୁ ଘଟିଛି
ଧର୍ମେନ୍ଦ୍ର ପ୍ରଧାନ ହାତୀ ଓ ବାଘ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି
ତା କାମ ଛିଡ଼ିଲା
ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର
ଇତିମଧ୍ୟରେ ସେଗଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି
ୟୁଏନ୍ ଚିଫ୍ ଇଣ୍ଡିଆ କୋବିଡ୍ ନାଇଣ୍ଟିନ୍ ବିଶ୍ ପାଇଁ ସବୁଠୁ ମାରାତ୍ମକ ବିପଦ ସୃଷ୍ଟି କରିଛି ବୋଲି ଜାତିସଂଘ ସେକ୍ରେଟେରୀ ଜେନେରାଲ୍ ଆକ୍ଟୋନିଓ ଗୁଟେରସ୍ କହିଛନ୍ତି
ଆଇସିଏଆରୁ ଟେଷ୍ଟି ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏଆର କହିଛି ଗତ ଚବିଶି ଘଣ୍ଟା ଭିତରେ ବୟାନବେ ହଜାର ନଅ ଏକ ଏକ ଟି କୋଭିଡ୍ ନାଇଣ୍ଟିନ୍ ନମୁନା ପରୀକ୍ଷା କରାଯାଇଛି
ନିର୍ବାଚନ ପ୍ରଚାର ବେଳେ ବିରୋଧୀ ଦଳ ଓ ଗଣମାଧ୍ୟମ ଉପରେ କଠୋର କଟକଣା ଜାରି କରାଯାଇଥିଲା
ବରିଷ୍ଠ ଆଡଭୋକେଟ ତୁଷାର ମେହେତା ଭାରତର ସଲିସିଟର ଜେନେରାଲ ନିଯୁକ୍ତ ହୋଇଛନ୍ତି
ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର କହିବା ଅନୁସାରେ ଗତ ଚବିଶି ଘଣ୍ଟା ଭିତରେ ଆଉ ତିନି ଲକ୍ଷ ଛବିଶି ହଜାର ଛଅ ଶହେ ବୟାଅଶୀ ଟି ନମୁନା ପରୀକ୍ଷା କରାଯାଇଛି
କୌଣସି ପ୍ରକାରେ ଦିନ ବିତାଇବାକୁ ସେ ଉଚିତ୍ ମନେକରୁଥିଲେ
ତେବେ ଶିଶୁଭବନର ଡାକ୍ତରଙ୍କ ସୂଚନା ଅନୁଯାୟୀ ଯୋଡା ଶିଶୁଙ୍କ ସ୍ାସ୍ଥ୍ୟବସ୍ଥା ଭଲ ନ ଥିବାର ଜଣାପଡିଛି ପାଣିପାଗ ସାରା ରାଜ୍ୟରେ ଗତକାଲି ସଂଧାରୁ ଲଘୁଚାପ ବର୍ଷା ଲାଗିରହିଛି
ଗତ ଛଅ ତାରିଖଠାରୁ ଏୟାର ଓଡ଼ିଶାର ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି
ଏଥିସହ ଗ୍ରାମ ସଫେଇ ମଧ୍ୟ କରାଯାଇଥିଲା
ଭାଣ୍ଡ କହିଲା ହାରିବି କି ଜିତିବି ତାହା ଆପଣ ଜାଣିଲେ କିପରି
ଭାରତର ଅଧିନାୟକ ବିରାଟ କୋହଲି ଛଅସ୍ତରୀ ଓ ମୟଙ୍କ ଅଗ୍ରାଲ ପଞ୍ଚାବନ ରନ୍ ସଂଗ୍ରହ କରିଥିଲେ
ଫିଲାଣ୍ଡରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି
ପିଲାଟି ସେଠାରୁ ଚାଲିଗଲା ପରେ ଅଧ୍ୟକ୍ଷ ସେଇ ଅଧ୍ୟାପକକୁ କହିଲେ ଶୋଇଥିବା ବେଳେ ତ ସମସ୍ତେ ସ୍ୱପ୍ନ ଦେଖନ୍ତି
କିଛି ଆକ୍ରାନ୍ତ ରାଜ୍ୟ ବାହାରୁ ଆସିଥିବା ଅନୁମାନ କରାଯାଉଛି
ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ
ଏହି ସମୟରେ ଗୋଟିଏ କପୋତ ପକ୍ଷୀ ଉଡ଼ି ଉଡ଼ି ଆସି ରାଜାଙ୍କ ପାଦତଳେ ପଡ଼ିଗଲା
ସେ କହିଛନ୍ତି ଜୈସେମହମ୍ମଦ ଭାରତ ଉପରେ ବହୁବାର ଆକ୍ରମଣ କରିଛି ଏବଂ ତାଲିମ୍ ଶିବିରଗୁଡ଼ିକର ସ୍ଥାନ ସଂକ୍ରାନ୍ତରେ ପାକିସ୍ତାନ ପାଖରେ ଖବର ଥିଲେ ମଧ୍ୟ ସେଦେଶ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ
ଚାଉଳ ଜବତ ଷୋହଳ ନମ୍ବର ଜାତୀୟ ରାଜପଥ ଭଦ୍ରକଚିଙ୍ଗୁଡ଼ିପୁରଠାରେ ସରକାରୀ ଚାଉଳ ଟ୍ରରେ ଚୋରା ଚାଲାଣ ବେଳେ ଧରାପଡ଼ିଛି
ମୁନୁ ନିଜ ପରିଶ୍ରମରେ ଯେଉଁସବୁ ଗଛ ଲଗାଇଛି ସେସବୁର ଫଳ ବିକିଦେଲେ ବହୁତ୍ ଟଙ୍କା ମିଳିବ
ସେ କହିଛନ୍ତି ପ୍ରାୟ ତିରିଶି କୋଟି ଲୋକଙ୍କୁ ଅଗ୍ରାଧିକାର ଭିଭିରେ କୋଭିଜ୍ ଟିକା ଦିଆଯିବ
ସେହି ସ୍ଥାନଟି ନିବିଡ଼ ଜଙ୍ଗଲରେ ଥିଲା
ସୁନୀଲ ଅରୋଡା କେନ୍ଦ୍ର ସରକାର ସୁନୀଲ ଅରୋଡାଙ୍କୁ ଗତକାଲି ଆନୁଷ୍ଠାନିକ ଭାବେ ମୁଖ୍ୟ ନିର୍ବାଚନ କମିଶନର୍ ଭାବେ ନିଯୁକ୍ତ କରିଛନ୍ତି
ଅନ୍ୟପକ୍ଷରେ ରାଜ୍ୟରେ ଆଉ ସାତ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି
ଏହି ରାଜ୍ୟରେ ବିଜେଡି ତନ୍ତ୍ର ଚାଲିଛି
ଆସନ୍ତା ଷୋହଳ ତାରିଖ ପର୍ଯ୍ୟନ୍ତ ଏହା ଢେଙ୍କାନାଳ ଗଜପତି କନ୍ଧମାଳ କୋରାପୁଟ ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରିବ
ସେ ନିୟମ ହେଲା ଯେ ଘରର ଦଖଲକାର୍ ସେଇ ମାଲିକ
ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶା ତଥା ପୂର୍ବାଞ୍ଚଳର ଅର୍ଥନୀତିକୁ ସମୃଦ୍ଧ କରିବ
ବ୍ରାହ୍ମଣ ତାଙ୍କର ବୃଦ୍ଧା ସ୍ତ୍ରୀଙ୍କର ଏପ୍ରକାର ମତିଭ୍ରମ ଦେଖି ରାଗି ଗଲେ
ଦେଶରେ ସମୁଦାୟ ଚାରି ଲକ୍ଷ ଚଉରାନବେ ହଜାର ଛଅ ଶହେ ସତାବନ ସକ୍ରିୟ ସଂକ୍ରମିତ ବ୍ୟକ୍ତି ରହିଛନ୍ତି
ଆମ୍ଭେମାନେ ଯେଉଁ ଘଟଣା ବିଷୟ ଲେଖିବାକୁ ବସିଅଛୁଁ ତାହା ଷାଠିଏ ବର୍ଷ ତଳର କଥା
କ୍ରମେ କ୍ରମେ ଗୋପାଳଙ୍କର ବୁଦ୍ଧି ଓ ହାସ୍ୟ ରହସ୍ୟ କଥା ରାଜା କୃଷ୍ଣଚନ୍ଦ୍ରଙ୍କ କାନରେ ପଡ଼ିଲା ଗୋପାଳଙ୍କୁ ସେ ଡକାଇ ପଠାଇଲେ
ବ୍ରାହ୍ମଣକୁ ଡକାଇ ତାର ଇଚ୍ଛା ମୁତାବକ ବଗିଚା ଦାନ କଲେ