audio
audioduration (s) 0.14
183
| sentence
stringlengths 2
1.11k
|
---|---|
ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ ଶ୍ରୀ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ
|
|
ସେହି ଦୁଇ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଦୁଇ ବର୍ଷ ସମୟ ଲାଗିବ
|
|
ତୁମର ଏ ରୁଣ ମୁଁ ଶୁଝିପାରିବି ନାହିଁ
|
|
ମାଓ ପୋଷ୍ଟର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ମାଓବାଦୀଙ୍କ ପକ୍ଷରୁ ମାଓ ପୋଷ୍ଟର ଦେବାକୁ ମିଳିଛି
|
|
ଆଜି ରାଜ୍ୟ ସଭାରେ ମଧାହ୍ନ ବିରତି ପରେ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଏମ୍ ଭେଙ୍କୟାନାଇଡୁ ଘୋଷଣା କରିଥିଲେ ଯେ ବିଭିନ୍ନ ରାଜନୈତିକ ଦଳଗୁଡିକର ତିନିବାର ତଲାକ୍ ବିଲ୍ ସଂକ୍ରାନ୍ତରେ ଭିନ୍ନ ମତ ଥିବାରୁ ଏହା ଆଲୋଚନାକୁ ଘୁଞ୍ଚାଇ ଦିଆଯାଇଛି
|
|
ଯିବାପୂର୍ବରୁ ସେ ତା ସାଙ୍ଗ ମଦନପାଖକୁ ଯାଇ କହିଲା ମଦନଭାଇ ମୁଁ କାଲି ବିଦେଶ ଯାଉଛି
|
|
ତିନି
|
|
ଜାପାନର ସ୍ାସ୍ଥ୍ୟ ମନ୍ତ୍ରଣାଳୟ କହିଛି କ୍ରରେ ଥିବା ତିନି ହଜାର ସାତ ଶହେ ଏଗାର ଜଣ ଯାତ୍ରୀଙ୍କ ସ୍ାସ୍ଥ୍ୟ ପରୀକ୍ଷା ପରେ ଏହା ଜଣାପଡ଼ିଛି
|
|
ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆଧାରରେ ତିନିଠାକୁରଙ୍କର ସମସ୍ତ ପ୍ରକାର ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନକୁମାର କହିଛନ୍ତି
|
|
ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ଏକ ଏକ ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ
|
|
ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକ
|
|
ସେହିଭଳି ଏହିସବୁ କେନ୍ଦ୍ରରେ ନଅ ଲକ୍ଷ ଚାରି ପାଞ୍ଚ ହଜାରରୁ ଊର୍ଦ୍ଧ ଟେଲି ସ୍ବାସ୍ଥ୍ୟ ପରାମର୍ଶ ଯୋଗାଇ ଦିଆଯାଇଛି
|
|
ପିଲାଦିନେ ତୁ ତୋ ମାଆ ପାଖରୁ ଚାଲିଆସି ବଣରେ ବୁଲୁଥିଲୁ
|
|
ମନ ସଙ୍ଗରେ ଗୋଡ଼ର କିପରି ସମ୍ବନ୍ଧ ଅଛି ଆମ୍ଭମାନଙ୍କୁ ଅଜଣା
|
|
ଆପଣଙ୍କର ସେହି ଉପାଧି ହଠାତ୍ ସ୍ମରଣ ହେବାରୁ ମୁଁ ମନେ କଲି ତେବେ କଣ ମୋର ସେଇଟା ଖସି ପଡ଼ିଲା ନା ଖସି ପଡ଼ିବ
|
|
ଅଧିବେଶନର ଆରମ୍ଭରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସାଂସଦ ଏଚ୍ ବସନ୍ତ କୁମାର ସ୍ନାମଧନ୍ୟ କଣ୍ଠଶିଳ୍ପୀ ପଣ୍ଡିତ ଯଶରାଜ ଓ ଲାଲଜୀ ଟଣ୍ଡନ ଅଜିତ ଯୋଗୀ ଏବଂ ଚେତନ ଚୌହ୍ବାନଙ୍କ ସମେତ ଏକ ତିନି ଜଣ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଲୋକସଭାକୁ ଏକ ଘଣ୍ଟା ପାଇଁ ମୁଲତବୀ ରଖାଯାଇଥିଲା
|
|
ଶ୍ରୀ ଗାନ୍ଧୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦ୍ବୋଧନ ଦେବେ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି
|
|
ଏକ
|
|
ଚାରି
|
|
ଗାଁମାର ସେହି ସାତ ଜଣ ବ୍ୟକ୍ତିଙ୍କୁ ପରିଚୟପତ୍ର ପ୍ରଦାନ କରିଛନ୍ତି ଓ ସେମାନଙ୍କର ପ୍ରତ୍ୟର୍ପଣ ଲାଗି ଏକ ମାସର ବିଜା ପ୍ରଦନା କରିଛନ୍ତି
|
|
କର୍ଣ୍ଣାଟକ ରେନ୍ କର୍ଣ୍ଣାଟକର ଉତ୍ତର ଆଭ୍ୟନ୍ତର ଏବଂ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପାଞ୍ଚ ଜଣ ଲୋକଙ୍କର ମୃତ୍ୟୁ ଘଟିଛି
|
|
ଦେଶର ଦୁଇ ଏକ ଟି ବିମାନ ବନ୍ଦର ଆନ୍ତର୍ଜାତିକ ବନ୍ଦର ଏବଂ ନେପାଳଭାରତଚୀନ୍ ସୀମାନ୍ତ ପ୍ରବଶେ ପଥଗୁଡ଼ିକରେ ଥିବା ତନଖି ଘାଟିରେ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବାର ବ୍ୟବସ୍ଥା କରାଯାଇଛି
|
|
ବକ୍ତାମାନେ ଏହି ଆଇନ ସମ୍ପର୍କରେ ଜାଣି ଜିଲ୍ଲାର ଉନ୍ନୟନ କ୍ଷେତ୍ରରେ ପ୍ରୟୋଗ କରିବାକୁ ପରାମର୍ଶ ଦେବା ସହ ଏହି ଆଇନ ମୁଖ୍ୟତଃ ସ୍ଚ୍ଛ ଶାସନ ବ୍ୟବସ୍ଥା ପାଇଁ ଉଦ୍ଧିଷ୍ଟ ବୋଲି କହିଥିଲେ
|
|
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଉତ୍ତରପୂର୍ବାଞ୍ଚଳର ବିକାଶକୁ ସରକାର ଅଗ୍ରାଧୁକାର ଦେଉଥିବାର ଦୋହରାଇଛନ୍ତି
|
|
କାଉ ହଂସକୁ ବଗିଚା ମଧ୍ୟସ୍ଥଳରେ ଥିବା ଗୋଟିଏ ଚଉତରା ପାଖରେ ଥିବା ବୃକ୍ଷ ଉପରକୁ ନେଇଗଲା
|
|
ଏହି ଅବସରରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ସ୍ଦେଶୀ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଉପଭୋକ୍ତାଙ୍କ ଆବଶ୍ୟକତା ଓ ରୁଚି ଅନୁସାରେ ଜିନିଷ ଯୋଗାଇ ଦେଇପାରିଲେ ସ୍ଦେଶୀ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଇବ ବୋଲି କହିଥିଲେ
|
|
ହେଲ୍ଥ ମିନିଷ୍ଟ୍ରୀ କରୋନା ଭାଇରସ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଛଅ ଶୁନ୍ୟ ରେ ପହଞ୍ଚିଛି
|
|
ସେ ବଲବଲ କରି ଚାହିଁ ରହିଥାଏ
|
|
ଗୋପାଳ ତାକୁ ଦେଖି ହସି ହସି କହିଲା କଣ ଭକ୍ଷଣ କରୁଛ ଅଲ୍ଲୀ ସାହେବ୍
|
|
ହେଲେ ତାଙ୍କର ଏକୋଇର ବଳା ବିଶିକେଶନ ମାତ୍ର ଗୋଟିଏ ପୁଅ ଥିଲା
|
|
ନଗର ପରିତ୍ୟାଗକରି ଚାଲିଯାଇଥିବା ଲୋକମାନେ ପୁଣି ନିଜ ନିଜ ଘରକୁ ଫେରିଆସିଲେ
|
|
ଝାଡ଼ଖଣ୍ଡରେ ଏକ ଚାରି ଟି ଆସନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଗାର ଟିରେ ବିଜେପି ଆଗୁଆ ରହିଛି
|
|
ଗତକାଲି ାଶିଂଟରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି
|
|
ବୋଧିସତ୍ୱ ରାଜଧାନୀକୁ ଫେରିଆସିବାରୁ ପ୍ରଥା ଅନୁସାରେ ସେ ତାଙ୍କୁ ରାଜପ୍ରତିନିଧି ରୂପେ ନିଯୁକ୍ତ କଲେ
|
|
ଆମେ ଗାଁ ପିଲାଏ ସିନା ଇଂରାଜି ପାଠ କମ୍ ପଢ଼ୁଥିଲୁ ନହେଲେ ତମେ କେଉଁଗୁଣରେ ଆମଠାରୁ ବଡ଼ରେ
|
|
ଦୁଇ ହଜାର ସାତ ପରଠାରୁ ପ୍ରଥମଥର ପାଇଁ ଭାରତରେ ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ବୈଠକ ଅନୁଷ୍ଠିତ ହୋଇଛି
|
|
ପ୍ରବଳ ବର୍ଷା ଫଳରେ ଯାଜପୁର ଉପକାରାଗାରର ପୂର୍ବପଟ ପାଚେରି ଗତକାଲି ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି
|
|
ଚାରି
|
|
ସେ କହିଛନ୍ତି ଆଗାମୀ କେଇ ବର୍ଷ ମଧ୍ୟରେ ଭାରତ ଶତକଡ଼ା ଆଠ ରୁ ନଅ ଭାଗ ଅଭିବୃଦ୍ଧି ହାସଲ କଲେ ଦେଶର ପାଞ୍ଚ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ସ୍ପ୍ନ ସାକାର ହୋଇପାରିବ
|
|
ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ୍ୟପାନ କରି ଅତିକମ୍ରେ ଏକତିରିଶି ଜଣ ଲୋକ ପ୍ରାଣ ହରାଇଛନ୍ତି
|
|
ସ୍ରାଷ୍ଟ୍ରମନ୍ତ୍ରୀ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧୁକାରୀମାନଙ୍କ ସହିତ ମଧ୍ୟ ବିଚାର ଆଲୋଚନା କରିବେ
|
|
ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ହାକାଥନ୍ କଣ ଏ ସମ୍ବନ୍ଧୀୟ ତଥ୍ୟ ଏହାର ଆବଶ୍ୟକତା ଉତ୍ତମ ହାକାଥନ୍ ଆଦି ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା
|
|
ଏହି ପରିପ୍ରେକ୍ଷୀରେ ଜିଲ୍ଲାରୁ ମୋଟ୍ ଏକହଜାର ଅଣଷଠୀଟି ଇଭିଏମ୍ ବିହାରର ଦୁଇଟି ଜିଲ୍ଲାକୁ ପ୍ରେରଣ କରାଯାଇଛି
|
|
ସେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପରମାଣୁ ଯୁଦ୍ଧର ଧମକ କେବଳ ହତାଶଭାବ ଛଡ଼ା ଆଉ କିଛି ନୁହେଁ ଓ ଏଥିରେ ତିଳେମାତ୍ର କୂଟନୀତିଜ୍ଞ ବୁଦ୍ଧିମତା ନାହିଁ
|
|
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧୂକ ଏକ ଶହେ ସତାଅଶୀ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ସଂଇତିରିଶି କେନ୍ଦୁଝରରୁ ଏକତିରିଶି ଯାଜପୁରରୁ ସତାଇଶି କଟକରୁ ଛବିଶି ନୟାଗଡରୁ ଅଠର ପୁରୀରୁ ଷୋହଳ ସମ୍ବଲପୁରରୁ ଷୋହଳ ବାଲେଶ୍ବରରୁ ଏଗାର ଅନୁଗୁଳରୁ ଆଠ ଓ କେନ୍ଦ୍ରାପଡାରୁ ଛଅ ଜଣ ହୋଇଛନ୍ତି
|
|
ଏଥିସହ ପ୍ରଶାସନ ଆଜି ମନ୍ଦିରର ପ୍ରାଚୀରକୁ ଭାଙ୍ଗି ଭିତରକୁ ପ୍ରବେଶ କରିଛି
|
|
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ଜଗତ୍ସିଂହପୁର ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ମୟୂରଭଞ୍ଜ ପୁରୀ ଢେଙ୍କାନାଳ କନ୍ଧମାଳ ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି
|
|
ଏକ
|
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗକୁ ନେଇ ନିକଟରେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି
|
|
ନଅ
|
|
ଏହି କାର୍ଯ୍ୟକ୍ରମକୁ ଇନ୍ଦ୍ରପ୍ରସ୍ଥ ଏଫ୍ଏମ୍ ଗୋଲ୍ମ ତଥା ଅନ୍ୟାନ୍ୟ ଫ୍ରିକ୍ୟୁଏନ୍ ଯୋଗେ ଶୁଣାଯାଇ ପାରିବ
|
|
ସେହିପରି ଗତକାଲି ରାଜ୍ୟରେ ଦୁଇ ହଜାର ସାତ ଶହେ ଛଅ ଜଣ ଆରୋଗ୍ୟ ଲାଭ କରିବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ଏକ ଲକ୍ଷ ଆଠ ହଜାର ଏକ କୁ ବୃଦ୍ଧି ପାଇଛି
|
|
ରାଜ୍ୟରେ ଆଜି ଚିହ୍ନଟ ହେଲେ ତିନି ଶହେ ଅଠାବନ ନୂଆ କରୋନା ଆକ୍ରାନ୍ତ
|
|
ଚଢ଼େଇ ସେମିତି ଉଡ଼ି ଉଡ଼ି ଆଗେ ଆଗେ ଚାଲିଥାଏ
|
|
ଚାରି
|
|
ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ କରିବାକୁ କୁହାଯିବା ସହିତ ଏହା ଆସନ୍ତା ମାସ ଚାରି ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
|
|
ମାଓବାଦୀ ଗିରଫ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଯନ୍ତ୍ରୀ ନିକଟରେ ପୋଲିସ ତିନି ଜଣ ମହିଳାଙ୍କ ସମେତ ଚାରି ଜଣ ମାଓବାଦୀଙ୍କୁ ଗିରଫ କରିଛି
|
|
ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ବିଶ୍ବଜିତ୍ ଚାଟାର୍ଜୀ ବଙ୍ଗଳା ଓ ହିନ୍ଦୀ ସିନେମାରେ ପ୍ରଯୋଜକ ଓ କଣ୍ଠଶିଳ୍ପୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି
|
|
ଛଅ
|
|
ଗତକାଲି ଗୋଟିଏ ଦିନରେ ଆଉ ଚବିଶି ହଜାର ଏକସ୍ତରୀ ଦୁଇ ତମ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
|
|
ଡେଙ୍ଗୁକୁ ଆୟତ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରିବା ସହ ସଚେତନ କରାଯାଉଛି
|
|
କୋର୍ଟ କହିଛନ୍ତି ଲୋକମାନଙ୍କର ବିକ୍ଷୋଭ ପ୍ରଦର୍ଶନ କରିବାର ଅଧୁକାର ରହିଛି କିନ୍ତୁ ଏହା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ରାସ୍ତାକୁ ଅବରୋଧ କରାଯାଇ ପାରିବ ନାହିଁ
|
|
ଲ କମିଶନ ବର୍ତ୍ତମାନ ପରିସ୍ଥିତିରେ ବେଟିଂ ଓ ଜୁଆଖେଳକୁ ଭାରତରେ ଆଇନସିଦ୍ଧ କରିବା ଶୋଭନୀୟ ନୁହେଁ ଏବଂ ବେଆଇନ ବେଟିଂ ଓ ଜୁଆକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯିବା ଉଚିତ ବୋଲି ଆଇନ କମିଶନ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି
|
|
ତାହେଲେ ଏଣିକି ତୁ ମୋର ମଇତ୍ର ହେଲୁ
|
|
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିଜ ସଂସଦୀୟ କ୍ଷେତ୍ରରେ ଏକ ଦୁଇ ଟି ବିକାଶମୂଳକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି
|
|
ପାଞ୍ଚ ଜଣ ବିଚାରପତି ମାମଲା ଗୁଡ଼ିକର ଶୁଣାଣି କରିବେ ବୋଲି ହାଇକୋର୍ଟର ଡେପୁଟୀ ରେଜିଷ୍ଟାର ଜୁଡିସିଆଲ ଏସ୍କେ ମିଶ୍ର ଏକ ନିର୍ଦ୍ଦେଶାନାମା ଜାରିକରି କହିଛନ୍ତି
|
|
ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ଏକ ହଜାର ନଅ ଶହେ ଛୁଇଁଛି
|
|
ସେହିଭଳି ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଅଧୁକରୁ ଅଧିକ ପୁସ୍ତକ ପଠନ କରିବା ଲାଗି ତାଙ୍କ ଅନୁରୋଧକୁ ଜନସାଧାରଣ ବହୁଳଭାବେ ଗ୍ରହଣ କରିଛନ୍ତି
|
|
ଭାରତୀୟ ଭେଷଜ ପରିଷଦ ବଦଳରେ ଏହି କମିଶନ୍ କାର୍ଯ୍ୟ କରିବ ଏବଂ ଏହି ବିଲ୍ ପାସ୍ ହେଲେ ଭାରତୀୟ ଭେଷଜ ପରିଷଦ ଆଇନଏକ ନଅ ପାଞ୍ଚ ଛଅ ଅକାମୀ ହୋଇଯିବ
|
|
ପୀଡ଼ିତା ଗତ ମାର୍ଚ୍ଚ ମାସରେ ବଳାତ୍କାର ଅଭିଯୋଗ ଦାଏର କରିଥିଲେ
|
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପୁଞ୍ଜି ପରିମାଣ ତିନି ହଜାର ପାଞ୍ଚ ଶହେ କୋଟିରୁ ଏକ ଶୁନ୍ୟ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି
|
|
ଏନ୍ଆଇଏ ସେମାନଙ୍କୁ କୋର୍ଟରେ ଶୁଣାଣି ବେଳେ ଗିରଫ କରିଥିଲା ଓ ସେମାନଙ୍କୁ ହାଜତରେ ରଖି ଜେରା କରିବା ପାଇଁ ପନ୍ଦର ଦିନ ପର୍ଯ୍ୟନ୍ତ ହାଜତକୁ ନେବାକୁ ନିବେଦନ କରିଥିଲା
|
|
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଆରମ୍ଭ କରାଯାଇଥିବା ଏହି ସେବା ପାଇଁ ଦୁଇଜଣ ଟେକନିସିଆନଙ୍କୁ ନିୟୋଜିତ କରାଯାଇଛି
|
|
ଆଜି ସ୍ାସ୍ଥ୍ୟକମିଟି ଓ ବୈଷୟିକ କମିଟି ନନ୍ଦନକାନନ ପରିଦର୍ଶନରେ ଆସି ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କର୍ତ୍ତୁପକ୍ଷଙ୍କଠାରୁ ବୁଝିବା ସହ ପ୍ରାଣୀ ଉଦ୍ୟାନର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ
|
|
ପ୍ରଧାନମନ୍ତ୍ରୀ କହିଛନ୍ତି ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ସ୍ତରରେ ଦ୍ରୁତ ପଦକ୍ଷେପ ଗ୍ରହଣ ଯୋଗୁଁ ସଂକ୍ରମଣକୁ ରୋକିବାରେ ସରକାର ସମର୍ଥ ହୋଇଛନ୍ତି
|
|
ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଭାରତଚୀନ୍ ସୀମା ବ୍ୟାପାର ସମ୍ପର୍କୀତ ପରାମର୍ଶ ଏବଂ ସମନ୍ବୟ ରକ୍ଷା ଲାଗି ଗଠିତ କାର୍ଯ୍ୟକାରୀ କମିଟିର ବୈଠକ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ
|
|
ୟୁପିପିସିଏଲ୍ ସ୍କାମ୍ ୟୁପି ଗମେଣ୍ଟ ଉତ୍ତରପ୍ରଦେଶ ସରକାର ଉତ୍ତରପ୍ରଦେଶ ଶକ୍ତି ନିଗମ ୟୁପିପିସିଏଲ୍ର କର୍ମଚାରୀମାନଙ୍କୁ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ ଡିଏଚ୍ଏଫ୍ଏରେ ବେଆଇନ ଭାବେ ଅର୍ଥ ବିନିଯୋଗ କରିଥିବା ଘଟଣାରେ ସେମାନଙ୍କ ଅର୍ଥର ସୁରକ୍ଷା ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି
|
|
ଅବଶ୍ୟ ବାଟରେ ବଡ଼ ଧରଣର ହ୍ରଦଟିଏ ପାଇଲେ ମୁଁ ସେଇଠି ଅଟକିଯାଏ ତା ପାଣିରେ ମୋ ପାଣି ମିଶେଇ ଦିଏ
|
|
ଗତକାଲି ରାଜପ୍ରସାଦ ନୀତି ଅନୁଷ୍ଠିତ ହୋଇଥିଲା
|
|
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ତୋମର ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପଠାଇ କେଉଁ ଯୋଜନାରେ କେତେ ଘର ନିର୍ମାଣ ହୋଇଛି ତାହାର ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି
|
|
ଯୋଡିଏ ଲଙ୍କାମରିଚ ଗଛ ମୂଲିଆ ପଠାଇ କୁଆଡ଼ୁ ଅଣାଇ ମଝି ଅଗଣାରେ ପୋତିଛି
|
|
ରୁଷ୍ଠ ବୈଦେଶିକ ମନ୍ତ୍ରୀ ସର୍ଗ ଲାବରବ୍ ଭାରତକୁ ଦୁଇଦିନ ଗସ୍ତରେ ଆସି ଆଜି ରାତିରେ ନୂଆଦିଲ୍ଲୀରେ ପହଞ୍ଚିବେ
|
|
ତାଙ୍କୁ ଦେଖି ମନେହେଲା ଯେପରିକି ହାତୀକୁ ଆକ୍ରମଣ କରିବାକୁ ସଜ ହେଉଛନ୍ତି
|
|
ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସମସ୍ତ ବିଶ୍ବକପ୍ ପ୍ରତିଯୋଗିତା ମଧ୍ୟରୁ ଭୁବନେଶ୍ରର ପ୍ରତିଯୋଗିତା ସର୍ବଶ୍ରେଷ୍ଠ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି
|
|
ରାଜ୍ୟର ବକ୍ସର ନଡ଼ା ସୁପୌଲ ଏବଂ କିଷାନଗଞ୍ଜ ଜିଲ୍ଲାରେ ତିନି ଦିନିଆ ଲକଡାଉନ ଲାଗୁ କରାଯାଇଛି
|
|
ଛଅ
|
|
ଶୁନ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭର୍ଜୁଆଲ୍ ଗ୍ଲୋବାଲ୍ ଇଭେଷ୍ଟର୍ ରାଉଣ୍ଡ ଟେବୁଲ ବୈଠକରେ ଅଧ୍ୟକ୍ଷତା କରିବେ
|
|
ଗୁରୁବାରଠାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ସନ୍ତ୍ରାସବାଦୀମାନେ ଦୁଇଜଣ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିବା ହେତୁ ସୁରକ୍ଷାବଳ ବହୁ ସତର୍କତାର ସହିତ ଅଭିଯାନକୁ ଆଗକୁ ବଢ଼ାଇଥିଲା
|
|
ଚଳିତ ମାସ କୋଡିଏ ତାରିଖ ସୁଦ୍ଧା ଏ ସମ୍ପର୍କୀତ ବିସ୍ତୃତ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଫେସ୍ବୁକ୍କୁ କହିଛନ୍ତି
|
|
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ାସ୍ୟାବସ୍ଥା ସଂକଟାପନ୍ନ ବାଜପେୟୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନରେ ବାଜପେୟୀଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ ଅଧାପକ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ବରରେ ଧର୍ମଘଟ ଆରମ୍ଭ ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ଜୟପୁର ବନ୍ଦ ଡାକରା ଏବଂ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ବାଜପେୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବୟୋଜ୍ୟେଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଂକଟଜନକ ସଂକଟଜନକ ରହିଛି
|
|
ଏହା ମଧ୍ୟରେ ରାଜନୈତିକ ନିରାପତ୍ତା ପ୍ରତିରକ୍ଷା ଅର୍ଥନୈତିକଲୋକସମ୍ପର୍କ ବାଣିଜ୍ୟିକ ବୈଷୟିକ ଏବଂ ଉଭୟ ପକ୍ଷ ମଧ୍ୟରେ ବୃଦ୍ଧି ଭଳି ପ୍ରସଙ୍ଗମାନ ସ୍ଥାନ ପାଇବ
|
|
ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସୁଷମା ସ୍ରାଜଙ୍କର ପରଲୋକ ହୋଇଯିବା କଥା ଶୁଣି ସେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି
|
|
ଏହି ଟୁର୍ଣ୍ଣାମେଣ୍ଟ ଇଣ୍ଡୋନେସିଆର ରାଜଧାନୀଠାରେ ଆସନ୍ତା ଶନିବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଥିବା ବେଳେ ବ୍ୟାଣ୍ଡବଲ୍ ଏବଂ ଫୁଟବଲ୍ ଭଳି କେତେକ ପ୍ରତିଯୋଗିତା ଗତକାଲିଠାରୁ ଆରମ୍ଭ ହୋଇଛି
|
|
ଏହି ବିଲ୍ ଉପରେ ଗତକାଲି ଲୋକସଭାରେ ବିତର୍କରେ ଅଂଶଗ୍ରହଣ କରି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାନ୍ଦ ଗେହେତ୍ କହିଛନ୍ତି ଏହା ଏକ ଐତିହାସିକ ମୁହୂର୍ତ୍ତ ଏବଂ ଉଚ୍ଚ ଜାତିର ଆର୍ଥିକ ଦୁର୍ବଳମାନଙ୍କୁ ଏହି ବିଲ୍ ସମାନ ସୁଯୋଗ ପ୍ରଦାନ କରିବ
|
|
ଭାରତ ଏବେ ମଧ୍ୟ ଏକ ପାଞ୍ଚ ଆଠ ରନ୍ ପଛରେ ରହିଛି
|
|
ଆଇସିଏମ୍ଆର୍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ଦୁଇ ଚାରି ଘଣ୍ଟା ଭିତରେ ଚାରି ଲକ୍ଷ ଛୟାଅଶୀ ହଜାରରୁ ଅଧୁକ ନମୁନା ପରୀକ୍ଷା କରାଯାଇଛି
|
|
ତେବେ ଯଦି ଆଜି ଚାରି ଶୁନ୍ୟ ରେ ବିଜୟ ଲାଭ କରେ ଭାରତର ବାଉନ ବର୍ଷର ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଏହାକୁ ସର୍ବବୃହତ ବିଜୟ ବୋଲି ଗଣନା କରାଯିବ
|
|
ଅମରନାଥ ଯାତ୍ରା ପବିତ୍ର ଅମରନାଥ ତୀର୍ଥଯାତ୍ରାରେ ଆଜି ସପ୍ତଦଶ ଦଳର ଯାତ୍ରୀମାନେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ଶିବିରରୁ ଦକ୍ଷିଣ କାଶ୍ମୀର ଅଭିମୁଖେ ଯାତ୍ରା କରିଛନ୍ତି
|
|
ସେ କହିଛନ୍ତି ପିଏମ୍ ଫସଲବିମା ଯୋଜନାରୁ ନଅ କୋଟି କୃଷକ ଉପକୃତ ହୋଇଥିବାବେଳେ ପିଏମ୍ କିଶାନ୍ ଯୋଜନାରୁ ଏଗାର କୋଟି କୃଷକ ଉପକୃତ ହୋଇଛନ୍ତି
|
|
ଘଟଣାସ୍ଥଳରେ ଗଞ୍ଜାମ ଏସପି ବ୍ରିଜେଶ ରାୟ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରୁଛନ୍ତି
|
Subsets and Splits
No community queries yet
The top public SQL queries from the community will appear here once available.