audio
audioduration (s) 0.14
183
| sentence
stringlengths 2
1.11k
|
---|---|
ଚାହୁଁ ଚାହୁଁ ଦୁଇ ମିତଣୀଙ୍କର ପାଞ୍ଚଟା ଲେଖାଏଁ ଛୁଆ ହେଇଗଲେ
|
|
ଘଡ଼ିକେ ଗୋଟିଏ ବଡ଼ଶାଗୁଣା ସେ ବାଟରେ ଉଡ଼ି ଯାଉ ଯାଉ ଚାଷୀର ଶବକୁ ଦେଖିଲା
|
|
ମନରେ ବହୁ ଆଶା ବାନ୍ଧି ବିଚରା ଗରିବ ନାଗର ରାଜ ଦରବାରରେ ପହଁଚିଲେ ପୁରସ୍କାର ପାଇବା ଆଶାରେ।
|
|
ଛଅ
|
|
ଚାରି
|
|
ଆସନ୍ତାକାଲିଠାରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧୁକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ସହ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି
|
|
ଭାରତର ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଓ ର୍ମୀମାର ନିଶାଦ୍ରବ୍ୟ ଅପବ୍ୟବହାର ନିୟନ୍ତ୍ରଣ କମିଟି ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି
|
|
ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖୁବାକୁ ମିଳିଛି
|
|
ତାଙ୍କ ଝିଅର ନାମକରଣ ପୂଜା ମଧ୍ୟ ସେ ଆଜି ସାରିଦେବେ
|
|
ଭାତ ରନ୍ଧା ସରିଲେ ଖାଇକରି ରାଜନଅରକୁ ଯିବି
|
|
ମଣିପୁରର ଲୋକମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ଓ ରାଜ୍ୟର ଉଦ୍ୟମ ଯୋଗୁଁ ଜନସାଧାରଣ ସବୁ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି
|
|
ଫାସ୍ ନ ଥିବା ଗାଡ଼ିଗୁଡ଼ିକୁ ବର୍ଭମାନପାଇଁ କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ
|
|
ମୁଁ ସେ ଗରିବ ନାଗରକୁ ଡାକି ତାଙ୍କର ପୁରସ୍କାର ଟଙ୍କା ଦିଆଇ ଦେଉଛି
|
|
ଗଛ ଖାଦ୍ୟ ରାନ୍ଧିଲାବେଳେ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରେ ଏବଂ ଅମ୍ଳଜାନ ବାଷ୍ପ ଛାଡ଼ିଥାଏ
|
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସନ୍ତା ଦୁଇ ହଜାର ପଚିଶି ମସିହା ସୁଦ୍ଧା ଭାରତ ଏହାର ସ୍ବାସ୍ଥ୍ୟସେବା ବାବଦ ଖର୍ଚ୍ଚ ପରିମାଣ ସକଳ ଘରୋଇ ଉତ୍ପାଦର ଦୁଇ ଦଶମିକ୍ ପାଞ୍ଚ ପ୍ରତିଶତକୁ ବୃଦ୍ଧି କରିବ
|
|
ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ମାର୍ଚ୍ଚ ଷୋହଳ ତାରିଖରେ କରାଯିବ
|
|
ଏ ସଂକ୍ରାନ୍ତୀୟ ଛଅ ଟି ଆବେଦନରେ ତ୍ରୁଟି ସଂଶୋଧନ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇ ଶୁଣାଣିକୁ ମୁଲତବୀ ରଖିଛନ୍ତି
|
|
ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରକୃତିରେ ଭାରସାମ୍ୟ ନିଶ୍ଚିତ କରିବା ଲାଗି ସୁରକ୍ଷା ସଂରକ୍ଷଣ ଏବଂ ପ୍ରକୃତିକୁ ଭଲପାଇବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ବ
|
|
ଦ୍ବିତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ହେବ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ
|
|
ଏହା ବ୍ୟତୀତ କୌଣସି ଦେଶ ବିରୋଧୀ ମତାମତ କିମ୍ବା ଅଦାଲତ ଅବମାନନା ହେବା ଭଳି କାର୍ଯ୍ୟକ୍ରମ ପ୍ରସାରିତ କରାଯିବା ଉଚିତ୍ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି
|
|
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମିଳିତ ଭାବେ ବିମାନ ବନ୍ଦରକୁ ଉଦ୍ଘାଟନ କରିଛନ୍ତି
|
|
ତେବେ ଓଡ଼ିଶା ଭଳି ରାଜ୍ୟ ଏଥିରୁ ବିଶେଷ ଲାଭ ପାଇବ ବୋଲି ସେ କହିଛନ୍ତି
|
|
ରିଭାଇଜ୍ ଏସିଚିଦାମ୍ବରମ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଆଇଏନ୍ଏକ୍ସ ମିଡିଆ କଳାଧନ ବୈଧ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗିରଫ ସୁରକ୍ଷାକୁ ସୁପ୍ରିମକୋର୍ଟ କାଲି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି
|
|
ସାଉଦି ଆରବକୁ ପଚାଶ ଗୋଲ୍ରେ ହରେଇବା ପରେ ରୁଷ୍ଠ ଏବେ ସେମିଫାଇନାଲ୍ ମ୍ୟାରେ ନିଜର ଆସନ ଦୃଢ଼ କରିବାକୁ ଆଶା ରଖୁଛି
|
|
ମହାରାଷ୍ଟ୍ର କୋଭିଡ୍ ମହାରାଷ୍ଟ୍ରରେ ଗତ ଚବିଶି ଘଣ୍ଟା ମଧ୍ୟରେ ଏକ ପାଞ୍ଚ ଶୁନ୍ୟ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ଏକ ଆଠ ରେ ପହଞ୍ଚିଛି
|
|
ସେତେବେଳେ ସେମାନେ ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ଉପରେ ସେମାନଙ୍କର ଆସ୍ଥା ନ ଥିବାର ଜଣାଇଥିଲେ
|
|
ମାର୍ସାର୍ଟର ମଙ୍ଗଳଗ୍ରହର ପ୍ରଥମ ଥରପାଇଁ ଏକ ଭୂତଳ ହ୍ରଦର ଚିହ୍ନଟ କରାଯାଇଛି
|
|
ଉତ୍ତରପ୍ରଦେଶର ଏକ ଚାରି ଟି ହରିଆଣାର ଏକ ଶୁନ୍ୟ ଟି ବିହାର ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ଆଠ ଟି ଲେଖାଏଁ ଦିଲ୍ଲୀର ସାତ ଟି ଏବଂ ଝାଡ଼ଖଣ୍ଡର ଚାରି ଟି ଆସନ ପାଇଁ ଭୋଟ୍ ନିଆଯିବ
|
|
ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ ପ୍ରୋତ୍ସାହନ ଓ ସୁବିଧା ପ୍ରଦାନ ବିଲ୍ ଦୁଇ ହଜାର କୋଡିଏ ଏବଂ କୃଷକ ସଶକ୍ତିକରଣ ଓ ସୁରକ୍ଷା ମୂଲ୍ୟ ପ୍ରତିଶୃତି ଓ କୃଷି ସେବା ରାଜିନାମା ବିଲ୍ ଦୁଇ ହଜାର କୋଡିଏ କୃଷକମାନଙ୍କୁ ଦଲାଲ୍ ଓ ଅନ୍ୟ ସମସ୍ତ ପ୍ରକାର ପ୍ରତିବନ୍ଧକରୁ ବାସ୍ତବରେ ମୁକ୍ତ କରିପାରିବ
|
|
ତୈଳ ସଂରକ୍ଷଣ ଶକ୍ତି ସଂରକ୍ଷଣ ପାଇଁ ସମସ୍ତେ ଯତ୍ନବାନ୍ ହେବା ଆବଶ୍ୟକ ବୋଲି କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ମହାନିର୍ଦ୍ଦେଶକ ଏସ୍କେ ପାଠକ କହିଛନ୍ତି
|
|
ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସହଯୋଗ ଜରିଆରେ ସାମରିକ ଭାଗିଦାରିତା ବେସାମରିକ ପରମାଣୁ ପ୍ରତିରକ୍ଷା ନିରାପତ୍ତା ମହାକାଶ ବାଣିଜ୍ୟ ଓ ଅର୍ଥନୈତିକ କ୍ଷେତ୍ରରେ ଭାଗିଦାରିତା ଘନିଷ୍ଟ କରିବା ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି
|
|
ଏଥିଯୋଗୁଁ ଭବିଷ୍ୟତରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସରକାର ସେଥପାଇଁ ଦାୟୀ ରହିବେ ବୋଲି ସଂଘର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ସ୍ବାଇଁ ଓ ସଭାପତି ପ୍ରଦୀପ କୁମାର ପାତ୍ର ପ୍ରକାଶ କରିଛନ୍ତି
|
|
ଗଛର ଡାଳଟା ହଲିଗଲା ଗୋଟାଏ ଶବ୍ଦ ହେଲା ସେ କଥା ମନେପଡ଼ିଲେ ଏବେ ମଧ୍ୟ ଭୟରେ ଦେହ ଥରିଉଠେ
|
|
କାରଣ ସେଠାରେ ଜଘନ୍ୟ କାଣ୍ଡମାନ ଘଟି ସାରିଲାଣି
|
|
ଶୁନ୍ୟ ଏକ ପାଞ୍ଚ ଟି ଶିକ୍ଷାନୁଷ୍ଠାନ ଆଠ ଟି ଗବେଷଣାଗାର ଓ ବହୁ ଏହି ଯୁଦ୍ଧ ଟ୍ୟାଙ୍କର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ଓ ଏହାର ନିର୍ମାଣ କରିଛନ୍ତି
|
|
କରୋନା ଓଡ଼ିଶା ରାଜ୍ୟରେ କରୋନା ସଂକ୍ରମଣ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇବାରେ ଲାଗିଛି
|
|
ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି
|
|
ବିପଦବେଳେ ଦଇବ ସାହା ହୁଅନ୍ତି ଏହା ପରମ ସତ୍ୟ।
|
|
ମାଧ ମହାନ୍ତି- ଦଣ୍ଡେଯାଏଁ ଗୁମ ମାରି ବସି ବିଚାର କଲେ- ହାୟ ହାୟ
|
|
ବାହାରେ ଥାଇ ରତ୍ନାକର ଘରକୁ ପ୍ରବେଶ କରିବେକି ଫେରିଯିବେ କିଛି ସ୍ଥିର କରିପାରିଲେ ନାହିଁ
|
|
ବ୍ରହ୍ମା ଦେବତାମାନଙ୍କୁ ଧରି ସତୀଙ୍କ ପାଖକୁ ଆସିଲେ
|
|
ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଜୀଉଙ୍କର ଗୁପ୍ତ ସେବା ସେବା କରିଥାନ୍ତି
|
|
ସେ ପୁଣି କହିଛନ୍ତି ଏହି ସୂଚକାଙ୍କ ରୁ ଉପଲବ୍ଧ ତଥ୍ୟ ରପ୍ତାନୀ ବୃଦ୍ଧି ପାଇଁ ସବୁ ପକ୍ଷଗୁଡ଼ିକୁ ଦିଗଦର୍ଶନ ଦେଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ାସ ରହିଛି
|
|
ଏବଂ ଭାରତ ଓ େଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟ୍ରେଣ୍ଟିଟ୍ରେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଭାରତ େଷ୍ଟଇଣ୍ଡିଜ୍କୁ ବାଇଶି ରନ୍ରେ ପରାସ୍ତ କରିଛି
|
|
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଦଶରଥପୁର ବ୍ଲକର ଦତପୁର ଓ ପରେ ଧର୍ମଶାଳା ବ୍ଲକ କଳ୍ପତରୁ ଦାସ ଷ୍ଟାଡିୟମରେ ଆୟୋଜିତ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
|
|
ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ
|
|
ରାଜ୍ୟରେ ହିଂସାକାଣ୍ଡ ଘଟଣାକୁ ନେଇ ଶ୍ରୀ ଧନଖଡ ଉଦ୍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପୁନଃ ସ୍ଥାପନ କରିବା ପାଇଁ ପଦକ୍ଷେପ ନେବାକୁ ଘରୋଇ ବିଭାଗର ସଚିବ ଏଚ୍କେଦ୍ବିବେଦୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
|
|
ଧାନ ଫସଲ କ୍ଷୟକ୍ଷତି ଆକଳନ ରାଜ୍ୟରେ ଗତବର୍ଷ ମରୁଡି ଯୋଗୁଁ ପ୍ରାୟ ଏକ ଏକ ଟି ଜିଲ୍ଲାରେ ହୋଇଥିବା ବ୍ୟାପକ ଧାନ ଫସଲ କ୍ଷୟକ୍ଷତିର ଆକଳନ କରାଯାଇ ଚାରି ଟି ବୀମା କମ୍ପାନୀ ପକ୍ଷରୁ ଏହାର ପଚିଶି ପ୍ରତିଶତ ଅର୍ଥ ଚାଷୀଙ୍କୁ ଦିଆଯାଇଥିଲା
|
|
ରେଡ୍ ଜୋରେ ଡ୍ରୋନ୍ ଚଳାଚଳ କରିପାରିବ ନାହିଁ
|
|
ଏହି ମାମଲାର ଶୁଣାଣି ପାଇଁ ୟୁୟୁ ଲଳିତ ସାମ୍ବିଧାନିକ ଖଣ୍ଡପୀଠରେ ରହିବେ ନାହିଁ ବୋଲି କହିବା ପରେ ପୂର୍ବରୁ ଗଠିତ ସାମ୍ବିଧାନିକ ଖଣ୍ଡପୀଠକୁ ପୁନର୍ଗଠନ କରିବାକୁ ପଡ଼ିବ
|
|
ଏକ
|
|
ଉପମନ୍ୟୁ ନିଜର ଭୁଲ୍ ସ୍ୱୀକାର କରି କହିଲେ ମୁଁ ପ୍ରତିଜ୍ଞା କରି କହୁଛି ଆଶ୍ରମର ସବୁ ନିୟମ ମାନିବି
|
|
ବିଏମ୍ସି ଟିକା ସୋମବାରଠାରୁ ଭୁବନେଶ୍ର ମହାନଗର ନିଗମ ବିଏମ୍ସି ଅଞ୍ଚଳରେ ଅଠର ବର୍ଷରୁ ଊଦ୍ଧ ବ୍ୟକ୍ତିଙ୍କୁ ଟିକାକରଣ ହେବ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି
|
|
ସେ ଲୋକସଭାକୁ ନଅ ଥର ଏବଂ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ
|
|
ଏ କଥାର ଟିକେ ବିଚାର ହେଉ ଏଠି ସମସ୍ତଙ୍କ ମତ ନିଆଯାଉ
|
|
ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଟିଏମ୍ସି ମୁଖ୍ୟ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଅନ୍ୟମାନେ ଯୋଗ ଦେଇଥିଲେ
|
|
ଲିଫ୍ଟ ବ୍ୟବସ୍ଥା ରେଳଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ବଜାୟ ରଖୁବା ଲାଗି କେନ୍ଦ୍ର କ୍ଷୁଦ୍ର ଅଣୁଶିଳ୍ପ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁତ୍ବାରୋପ କରିଛନ୍ତି
|
|
ଶ୍ରୀଦେବୀଙ୍କର ହୋଟେଲ୍ ଗାଧୁଆ କୁଣ୍ଡରେ ବୁଡ଼ି ଆକସ୍ମିକ ମୃତ୍ୟୁ ଘଟିଥିବାର ଦୁବାଇ କର୍ତ୍ତୃପକ୍ଷ କହିଛନ୍ତି
|
|
ଦୁଇଦେଶର ସେନାମରେ ଏକ ହଟ୍ ଲାଇନ୍ କାର୍ଯ୍ୟକ୍ଷମ କରାଇବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହେବ
|
|
ମୁଁ ଦି ପଇସା ବଢେଇ ଦେଇ ବାର ଅଣାରେ ସଫା ଧଳା ମାଲତକ କିଣି ପଠାଇଥିଲି
|
|
ଦେଶରେ କୋଭିଜ୍ ଆରୋଗ୍ୟ ହାର ଶତକଡା ପଞ୍ଚାନବେ ଦଶମିକ ତେୟାଅଶୀ ଭାଗକୁ ବୃଦ୍ଧି ପାଇଛି
|
|
ଖୋଳୁ ଖୋଳୁ ରାତି ପାହିଗଲା
|
|
ଗତକାଲି ସୁଦ୍ଧା ରେଳବାଇ ତାର ପଚିଶି ଶହ ବଗିକୁ ଆଇସୋଲେସନ୍ ବଗିରେ ପରିଣତ କରିଛି
|
|
ଏଥିସହିତ କୋବିଡ୍ ଆରୋଗ୍ୟ ହାର ଶତକଡ଼ା ତେୟାଅଶୀ ଦଶମିକ ତେତିଶି ଭାଗକୁ ବୃଦ୍ଧି ପାଇଛି
|
|
ଜଙ୍ଗଲ ପାଖର ଅଧିବାସୀମାନେ ଜଙ୍ଗଲ ଉପରେ ବେଶ୍ ନିର୍ଭରଶୀଳ
|
|
ଭଳିକି ଭଳି ରଙ୍ଗର ମୁରୁଜ ଓ କଇଁ ଫୁଲର ସମିଶ୍ରଣରେ ଏହି କୋଠି ଚିତ୍ର ସବୁ ଦେଖଣାହାରୀଙ୍କ ମନ କିଣି ଥାଏ
|
|
ପରେଡ ପରେ ନୂତନ ଭାବେ ପ୍ରଶିକ୍ଷଣ ନେଇଥିବା ଏହି କ୍ୟାଡେଟମାନଙ୍କ ପକ୍ଷରୁ ଆତଙ୍କବାଦ ଉଗ୍ରବାଦ ଓ ନକ୍ସଲବାଦ ସମେତ ଆଇନ୍ଶୃଙ୍ଖଳା ପରିସ୍ଥିତିର ସେମାନେ କିପରି ଭାବେ ମୁକାବିଲା କରିବେ ସେ ନେଇ ଏକ ମକଡ୍ରିଲର ଆୟୋଜନ କରାଯାଇଥିଲା
|
|
ତେବେ ଏହି ନିଷ୍ପତ୍ତି ଇଣ୍ଡାକର୍ପୋରେଟ୍ ଟ୍ରାନ୍ସଫର ଓ ଏକ୍ସପୋ ଦୁଇ ହଜାର କୋଡିଏ ପରମିଟ୍ ଉପରେ ଲାଗୁ ହେବ ନାହିଁ
|
|
ପାଞ୍ଚ
|
|
ଏକ
|
|
ଏଇଥିପାଇଁ କଣ ମୁଁ ମନ ପ୍ରାଣ ଦେଇ ତୋତେ ଏତେ ସେବା କରୁଥିଲି
|
|
ଶ୍ୟାମଘନ ସମସ୍ତ କଥା ଶୁଣିଲା ନିଜ ବାପାଙ୍କ କୁଟୀଳ ବୁଦ୍ଧିକୁ ସେ ପସନ୍ଦ୍ କରୁ ନଥିଲା
|
|
ସେ ହଂସ ଆଉ ସୁନାହଂସ ହୋଇ ନାହିଁ ତା ଦେହଟିଯାକ ଧଳା ପର ହୋଇଗଲାଣି
|
|
ବିମୁଦ୍ରାୟନ ପରେ ଛଅ ହଜାର ନଅ ଶହେ କୋଟି ଟଙ୍କା ବେନାମୀ ସମ୍ପତ୍ତି ଓ ଷୋହଳ ଶହ କୋଟି ଟଙ୍କାର ବିଦେଶୀ ସମ୍ପରି ଅଚଳ କରାଯାଇଛି ଓ ତିନି ଲକ୍ଷ ଅଠତିରିଶି ହଜାରରୁ ଅଧୁକ ନକଲି କମ୍ପାନୀର ପଞ୍ଜୀକରଣ ରଦ୍ଦ କରାଯାଇଥିବା ସହ ସେମାନଙ୍କର ନିର୍ଦ୍ଦେଶକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି
|
|
ସେହିପରି ଓଡ଼ିଶାରେ ଏପର୍ଯ୍ୟନ୍ତ ଊଣାଇଶ ଲକ୍ଷ ଷାଠିଏ ହଜାର ସାତ ଦୁଇ ସାତ ଜଣଙ୍କୁ ଟିକା ପ୍ରଦାନ କରାଯାଇ ସାରିଲାଣି
|
|
ଶ୍ରମିକମାନେ ଫୋନ ସ୍ାଟସ୍ଆପ୍ ଓ ଇମେଲ୍ ମାଧ୍ୟମରେ ଏହି ନିୟନ୍ତ୍ରଣ କେନ୍ଦ୍ର ଗୁଡ଼ିକ ସହିତ ଯୋଗାଯୋଗ କରି ପାରିବେ
|
|
ତେବେ ସେଠାରୁ ପ୍ରବାସୀ ଫେରିବାର ସମ୍ଭାବନା ରହିଛି
|
|
ତେଣୁ କଂଟା ବାନ୍ଧି ଗଲେ କେହି ହେଲେ ପାଖକୁ ଆସିବେ ନାହିଁ
|
|
ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଅଠର ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା
|
|
ାଶଂଟର ଏକ ସମ୍ବାଦ ସଂସ୍ଥା ସହ ସାକ୍ଷାତ ବେଳେ ଶ୍ରୀ ହକାନି କହିଛନ୍ତି ପାକିସ୍ତାନରେ ଭାରତର ଆକାଶମାର୍ଗରୁ ବୋମା ମାଡ଼କୁ ଚୀନ୍ ବିରୋଧ କରିନାହିଁ କିମ୍ବା ପାକିସ୍ତାନ ପ୍ରତି ସମର୍ଥନ ଜଣାଇନାହିଁ ଉଭୟ ପକ୍ଷକୁ ସଂଯମତା ରକ୍ଷା କରିବା ପାଇଁ ଚୀନ୍ ଆହ୍ବାନ ଜଣାଇଛି
|
|
ଟିକାକରଣ କ୍ଷେତ୍ରରେ ଉତ୍ତରପ୍ରଦେଶ ଆଗରେ ରହିଛି
|
|
ଉଦ୍ୟୋଗ ଜଗତର ବିକାଶ ପାଇଁ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରମୁଖ ଶିଳ୍ପପତିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି
|
|
ସମୁଦ୍ର ଜୁଆର ସୀମା ଅତିକ୍ରମ କରି ସ୍ଥଳଭାଗକୁ ମାଡ଼ିଆସିବାର ସମ୍ଭାବନା ରହିଥିବାରୁ ପେଣ୍ଠକଟା ଓ ଚନ୍ଦ୍ରଭାଗା ମତ୍ସ୍ୟଜୀବୀ ବସ୍ତିବାସିନ୍ଦାଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି
|
|
କୋକୀ ଖୁବ୍ ବିନୟରେ କହିଲା ଆଜ୍ଞା ମୁଁ ବନଶୀ ପକାଇବାକୁ ଯାଇଥିଲି
|
|
ଏହି ଅବସରରେ ସଂଶୋଧିତ ମୋଟରଯାନ ଆଇନ ସଂପର୍କରେ ଜନସଚେତନତା ବୃଦ୍ଧି ଲାଗି ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ପୋଲିସ୍ ପ୍ରଶାସନ ପକ୍ଷରୁ ସ୍ତନ୍ତ୍ର ପଦକ୍ଷେପମାନ ଗ୍ରହଣ କରାଯାଇଛି
|
|
ହାତୀପଲଙ୍କୁ ଘୋଉଡାଇବାକୁ ବନ ବିଭାଗ ନିକଟରେ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି
|
|
ଗୋଟିଏ ସୁନାହଂସ ଥାଏ ଯାହାର ପରଗୁଡ଼ିକ ଖାଣ୍ଟି ସୁନାର
|
|
ଗୋପାଳର କଥା ଶୁଣି ଭଦ୍ରଲୋକଟି ହସି ଉଠି ତା ର ହାତ ଧରି ବସାଇ ଦେଲେ
|
|
ଦେଶରୁ ଫାଇଲେରିଆର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି କେନ୍ଦ୍ର ସରକାର ଦୁଇ ଶହେ ଦୁଇ ଏକ କୁ ସମୟସୀମା ଧାର୍ଯ୍ୟ କରିଛନ୍ତି
|
|
ୟୁକେ ଇଣ୍ଡିଆ ଷ୍ଟୁଡେଣ୍ଟସ ବ୍ରିଟେନ୍ର ବିଶ୍ବବିଦ୍ୟାଳୟଗୁଡ଼ିକରେ ଭାରତୀୟ ଛାତ୍ରଙ୍କ ଅଧ୍ୟୟନ ପାଇଁ ଏକ ପାଇଲଟ୍ ଯୋଜନାର ଶୁଭାରମ୍ଭ କରାଯାଇଛି
|
|
ସୁତରାଂ ତୁମର ମଦ୍ୟପାନର ଅଭ୍ୟାସ ତ୍ୟାଗ କରିବାରେ ଅସୁବିଧା ଆଉ କେଉଁଠି ରହିଲା
|
|
ଏକ ଆତ୍ମନିର୍ଭର ରାଷ୍ଟ୍ର ବିଶ୍ାସ ଓ ବନ୍ଧୁତାର ପରମ୍ପରା ଏବଂ ଭ୍ରାତୃତ୍ବର ଭାବନା ପାଇଁ ଭାରତର ଯେଉଁ ଲକ୍ଷ୍ୟ ରହିଛି ପ୍ରଧାନମନ୍ତ୍ରୀ ସେହି ବିଷୟରେ ଉଲ୍ଲେଖ କରିଛନ୍ତି
|
|
ରୂପା ତାରକସିଠାରୁ ଆରମ୍ଭ କରି ସଂସ୍କୃତି ପରମ୍ପରା ଓ ବିଭିନ୍ନ ଖାଦ୍ୟ ମଧ୍ୟ କଟକରୁ ସ୍ବତନ୍ତ୍ର ପରିଚୟ ଆଣି ଦେଇଛି
|
|
ନଅ
|
|
ପାରସି ପଢ଼ାଇବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଘରେ ଆଖୁନ ନିଯୁକ୍ତି ଥିଲେ
|
|
ଆସାମ ଏଚସି ଓଥା ଜଷ୍ଟିସ ଅଜାୟୀ ଲାମ୍ବା ଆଜି ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ଶପଥ ଗ୍ରହଣ କରିଛନ୍ତି
|
|
ତେବେ ସରକାର ଶିକ୍ଷକ ଆନ୍ଦୋଳନକୁ ଦମନ କରିବାପାଇଁ ପଦକ୍ଷେପ ନେଇଛନ୍ତି
|
|
ଗତକାଲି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକର ଏହି ସୂଚନା ଦେଇଛନ୍ତି
|
|
ଆଠ
|
|
ଦେଖ ସମୁନ୍ଧୁଣୀ ତୁମ୍ଭମାନଙ୍କ ସଙ୍ଗରେ ଦୁଃଖ ସୁଖ କଥା ହସକୌତୁକ କଥା କିଛି ହୋଇପାରିଲା ନାହିଁ
|
Subsets and Splits
No community queries yet
The top public SQL queries from the community will appear here once available.