audio
audioduration (s)
0.14
183
sentence
stringlengths
2
1.11k
ପ୍ୟାରିସ୍ ଜଳବାୟୁ ରାଜିନାମାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା କିଛି ହାତଗଣତି ଦେଶ ମଧ୍ୟରେ ଭାରତର ସ୍ଥାନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି
ଦେଖୁଛ ତ ମୁଁ ବହୁତ ବୁଢ଼ା ହୋଇଗଲିଣି ଆଖିକୁ ମଧ୍ୟ ଭଲ ଦିଶୁନାହିଁ
ସେ କହିଛନ୍ତି ଦୁଇ ହଜାର ଊଣାଇଶ ମସିହାରେ ସମଗ୍ର ଦେଶରେ ଏହି ଗଣହତ୍ୟାର ଶତବାର୍ଷିକୀ ପାଳନ କରାଯିବ
ସେହିଭଳି ଉତ୍ପାଦନ କ୍ଷେତ୍ରରେ ନୂତନ ନିବେଶକୁ ଆକୃଷ୍ଟ କରିବା ଏବଂ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଲାଗି ଚଳିତ ବର୍ଷ ଅକ୍ଟୋବର ପହିଲା କିମ୍ବା ଏହା ପରେ ପ୍ରତିଷ୍ଠିତ ହେଉଥିବା ଯେକୌଣସି ନୂତନ ଉତ୍ପାଦନ ଭିତ୍ତିକ ଘରୋଇ କମ୍ପାନୀଗୁଡ଼ିକୁ ପନ୍ଦର ପ୍ରତିଶତ ଦରରେ ଟିକସ୍ ଦୈଠକ କରିପାରିବେ
ମାଛ କୁମ୍ଭୀର ବେଙ୍ଗ ସାପ ସମସ୍ତେ ପହଁରି ପାରୁଛନ୍ତି
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଭାରତରେ କୃଷି ଏମ୍ଏସ୍ ଏମ୍ଇ ପ୍ରତିରକ୍ଷା ଏବଂ ମହାକାଶ ଓ ଔଷଧ ଉତ୍ପାଦନ ଭଳି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗମାନ ରହିଛି
ଗୁଜୁରାତ ସରକାର ଗତକାଲି ରାତି ନଅ ଟା ଠାରୁ ଅହମ୍ମଦାବାଦ ସହରରେ ସମ୍ପୂର୍ଣ୍ଣ ସାକ୍ଷ୍ୟ ଆଇନ ଲାଗୁ କରିଛନ୍ତି
ସାମ୍ବାଦିକ ସମ୍ମିଳନୀ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ବରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି
ଦୁଇ
ପ୍ଲାମା ଥେରାପି ମାଲକାନଗିରି କୋଭିଡ ଚିକିତ୍ସାଳୟରେ ପ୍ରଥମ କରି ସଫଳତାର ସହ ପ୍ଲାଜମା ଥେରାପି ପ୍ରଦାନ କରାଯାଇଛି
କ୍ରମେ ରାଜା ପ୍ରକୃତିସ୍ଥ ହେଉଥିଲେ କିନ୍ତୁ ପୂର୍ବର ଖିଆଲି ଭାବ ମରି ଯାଉଥିଲା
ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଙ୍ଗଲ ମଧ୍ୟଦେଇ ଯାଉଥିବା ସମୟରେ ସେ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେଲେ
ଏହା ଭାବି ସେ ପିଲାଟି କେବଳ ଆଶ୍ଚର୍ଯ୍ୟରେ ବିଦ୍ୟାସାଗରଙ୍କ ମୁଁହକୁ ଚାହିଁ କହିଲା ତାହେଲେ ତ ମୋର ସବୁ ଦୁଃଖ ଦୂର ହୋଇଯିବ
ସେହିଭଳି ଅତି ଜରୁରୀକାମ ନଥିଲେ ଏବେ ବିଦେଶକୁ ନ ଯିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି
ଦିଲୀପ ରାୟ ଦୋଷୀ ସାବ୍ୟସ୍ତ କୋଇଲା ଖଣି ଆବଣ୍ଟନ ଅନିୟମିତତା ଅଭିଯୋଗ ମାମଲାରେ ସିବିଆଇ ସ୍ବତନ୍ତ୍ର ଅଦାଲତ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି
ଏହି ଅବସରରେ ସର୍ବାଧୁକ ବର୍ଷାଜଳକୁ ସଂରକ୍ଷଣ କରି ରଖୁବା ନିମନ୍ତେ ଦେଶର ବିଭିନ୍ନ ସ୍ଥାନରେ ଥିବା ପୋଖରୀ ହ୍ରଦ ଓ ଅନ୍ୟାନ୍ୟ ଜଳଉତ୍ସକୁ ପ୍ରସ୍ତୁତ କରି ରଖୁବା ଲାଗି ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି
ଏହା ପରେ ରାଣୀ ପଦ୍ମାବତୀ ଆନନ୍ଦର ସହିତ ରାଣୀ ଉଦ୍ୟାନରେ ଭ୍ରମଣ କରିବାକୁ ଲାଗିଲେ
ମୁଁ ଅବଶ୍ୟ ରାଜାଧିରାଜ ଓ ମୋ ହୃଦୟରେ ଦାୟଭାବ କିଛିଟା ଅନୁବନ୍ଧିତ କିନ୍ତୁ ଆପଣ ହିଁ ମୋର ଜ୍ଞାନ ଚକ୍ଷୁ ଉନ୍ମିଳିତ କରିଛନ୍ତି
ଗତ ବର୍ଷ ଓଡ଼ିଶା ଛବିଶି ତମ ସ୍ଥାନରେ ଥିଲା
ଆଜି ଅପରାହ୍ନରେ ପବନ ବୋହି ଗଛ ପଡିଥିବା ଆମ୍ବ ଗୋଟାଉଥିବାବେଳେ ପିଲାଙ୍କ ଉପରେ ଏହି ଆମ୍ବ ଗଛଟି ପଡିଯାଇଥିଲା
ନୂତନ ନାମ ପଞ୍ଜୀକରଣ ଓ ଭୁଲ ସଂଶୋଧନ କରାଯିବା ସହିତ ଏକାଧୁକ ସ୍ଥାନରେ ନାଁ ଥିବା ବ୍ୟକ୍ତିଙ୍କ ନାମରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି
ବିଜେପିର ଜବାବ ମାଗେ ଓଡ଼ିଶା ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇ ଏକ ସାଧାରଣ ଉଦ୍ବୋଧନ ଦେବା ସହ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି
ଆସନ୍ତା ଏକୋଇଶି ତାରିଖରେ ସ୍କୁଲ ଖୋଲିବାର ଥିଲା
କୁମ୍ଭୀର ପ୍ରତିଦିନ ହ୍ରଦକୂଳକୁ ଆସେ ଏବଂ କୋଳି ଖାଏ
ଏହା ପଚିଶି ତାରିଖ ପର୍ଯ୍ୟନ୍ତ ଚାଲିବ
ସେହିଭଳି କଟକ ଜିଲ୍ଲାର ରାମଦାସପୁର ଶିଞ୍ଚଳରେ ଏଡିଇପି ଥର୍ମା ପ୍ଲାଷ୍ଟିକ୍ ପାଇପ୍ କାରଖାନା ପ୍ରତିଷ୍ଠା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି
ମନ୍ତ୍ରୀ କହିଛନ୍ତି ସେ ଯେଉଁ ସମୟରେ ଜଣେ ଖେଳାଳି ଥିଲେ ସେ ଶୁଣିଥଲେ କ୍ରୀଡ଼ାପାଇଁ କୌଣସି ଅର୍ଥ ନାହିଁ
ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି କଂଗ୍ରେସକୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି
ଏ ବର୍ଷ ମଧ୍ୟ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି
ବିବିଧତା ମଧ୍ୟରେ ଏକତା ଏବଂ ଜାତୀୟ ଭାବନାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ
ଶୂନ
କ୍ରିକେଟ୍ େଷ୍ଟଇଣ୍ଡିଜ୍ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ କ୍ରିକେଟ୍ ଶୃଙ୍ଖଳାକୁ ଭାରତ ତିନି ଏକ ରେ ବିଜୟୀ ହୋଇଛି
ତିନି
ଟୁରିଜିମ୍ କଭ ଆସନ୍ତା ଶୁକ୍ରବାର ଭୁବନେଶ୍ର ସ୍ସ୍ତି ପ୍ରିମିୟମ୍ ହୋଟେଠାରେ ତୃତୀୟ ଓଡ଼ିଶା ଟୁରିଜିମ୍ କକ୍ଲେଭ ଆୟୋଜିତ ହେବ
ଏଥିରେ ଶଶୁର ଶାଶୁ ଓ ବୋହୁଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଏବଂ ଦୁଇ ନାତିନାତୁଣୀ ଗୁରୁତର ଆହତ ହୋଇଛନ୍ତି
ବ୍ରାହ୍ମଣ ତା କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ
ମଉଜ୍ ମଜ୍‌ଲିସ୍ କରିବାକୁ ଆମ ପାଖରେ ପଇସା ନାହିଁ କି ସମୟ ନାହିଁ
ପାଞ୍ଚ
ଅନ୍ୟ ପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କାର୍ଯ୍ୟ ଶେଷ ହୋଇଛି
ପରବର୍ତ୍ତୀ ସମୟରେ ଏହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା
ଏହିଟିମ୍ ଗୁଡିକୁ ମହାରାଷ୍ଟ୍ରର ତିନି ଶୁନ୍ୟ ଟି ଜିଲ୍ଲା ଛତିଶଗଡର ଏକ ଏକ ଟି ଜିଲ୍ଲା ଓ ପଞ୍ଜାବର ନଅ ଟି ଜିଲ୍ଲାକୁ ପଠାଯାଇଛି
ଦେଶର ପ୍ରତିରକ୍ଷା ମୁଖ୍ୟ ପଦବୀ ସୃଷ୍ଟି ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛି
କ୍ରମଶଃ ଏହି ଯାନଟି ପୃଥିବୀର କକ୍ଷପଥରୁ ବାହାରକୁ ଯାଇ ଚନ୍ଦ୍ରର ପ୍ରଭାମଣ୍ଡଳ ପରିସରରେ ରହିବ
ଏଥିମଧ୍ୟରୁ ଅଣଚାଳିଶି ଟିର ନିର୍ମାଣ କାର୍ଯ୍ୟ ସରିଛି
କେନ୍ଦ୍ର ଅର୍ଥସଚିବଙ୍କ ସହ ଆଲୋଚନାପରେ ସଂଘ ଧର୍ମଘଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି
ଏଥିପାଇଁ କୃଷି ଏବଂ ଅନ୍ୟ ସମସ୍ତ ଆନୁସଙ୍ଗିକ ବିଭାଗର ପରାମର୍ଶ ଲୋଡ଼ା ଯାଇଛି
ବରଗଡ଼ ଜିଲ୍ଲାର ଜଣେ ମାତ୍ର ସଂକ୍ରମିତ ମହାରାଷ୍ଟ୍ରରୁ ଫେରିଥିବା ଜଣାପଡ଼ିଛି
ସେଇମିତି ଜହ୍ନ ରାତିରେ ମୋର ଧଳା ବାଲି ଦେଖିଲେ ତୁମକୁ ରୂପା ରାଇଜରେ ପହଞ୍ଚିଲା ଭଳି ଲାଗିବ
ତେବେ ସେଠାରେ ଡାକ୍ତର ଉଭୟ ଯୁବକଙ୍କୁ ମୃତ ଘୋଷଣା କରିଥିଲେ
ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଏହି ଅବସରରେ ମନ୍ତ୍ରୀ ଶ୍ରୀ ସରକା ଦୋହରାଇଥିଲେ
ଭାରତ ମୋଟ୍ ପାଞ୍ଚ ସାତ ଟି ପଦକ ଜିତିଛି
ୟୁହାନ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗ୍ ପ୍ରଥମ ଆନୁଷ୍ଠାନିକ ଶିଖର ବୈଠକରେ ଯୋଗଦେଇ ଦ୍ବିପାକ୍ଷିକ ସମ୍ପର୍କକୁ ନିବିଡ କରିବା ପାଇଁ ରାଜି ହୋଇଥିଲେ
କରୋନାଇଣ୍ଡିଆ ଦେଶରେ କରୋନା ଆରୋଗ୍ୟହାର ବୃଦ୍ଧି ପାଇ ନଅ ତିନି ଦଶମିକ ଅଠଷଠି ପ୍ରତିଶତରେ ପହଞ୍ଚିଛି
ମନ୍ତ୍ରୀ କହିଛନ୍ତି ନବେ ରୁ ଏକ ଶହେ କୋଡିଏ ମିନିଟ୍ର ବିମାନ ଯାତ୍ରା ପାଇଁ ବିମାନ ଭଡ଼ା ସର୍ବନିମ୍ନ ତିନି ହଜାର ପାଞ୍ଚ ଶହେ ଟଙ୍କାରୁ ସର୍ବାଧିକ ଏକ ଶୁନ୍ୟ ହଜାର ଟଙ୍କା ମଧ୍ୟରେ ରହିବ
ତା ଶଦ୍ଦରେ ଆଦୌ କୋମଳତା ନାହିଁ ଚୋରମାନଙ୍କ ପରି ସେ ଅନ୍ଧାର ରାତିରେ ଗସ୍ତ କରେ
ଧର୍ମ ଜାତି ବର୍ଣ୍ଣ ଓ ବୟସ ନିର୍ବିଶେଷରେ ଲୋକମାନେ ହୋଲି ପାଳନ କରୁଥିବାରୁ ଏହା ସମାନତା ଓ ଭ୍ରାତୃଭାବର ବାର୍ତ୍ତା ବହନ କରେ
ଦୁଇ
ଆଜି ରାଜ୍ୟରେ ହୋଲି ପର୍ବ ପାଳନ ହେଉଥିବା ସତ୍ତ୍େ ନିର୍ବାଚନ ପ୍ରଚାର ଜାରି ରହିଛି
ଶ୍ରୀ ସେଠୀ ଆଲୋଚନା ଜାରି ରଖୁଥିବା ବେଳେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ଏହାର ତୀବ୍ର ବିରୋଧ କରିଥିଲେ
ଅକ୍ସିଜେନ୍ ଯୋଗାଣ କ୍ଷେତ୍ରରେ ଦିଲ୍ଲୀ କାହିଁକି ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ପଛରେ ରହିଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି
ସେ କହିଛନ୍ତି ଉତ୍ତର ପ୍ରଦେଶର ଦୁଇ କୋଟି ଲୋକ ଏହି ଆପ୍କୁ ଡାଉନ୍ଲୋଡ୍ କରିଛନ୍ତି ଏବଂ ଏହା ମାଧ୍ୟମରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମିତ ବୟାଅଶୀ ଲୋକଙ୍କୁ ଠାବ କରାଯାଇ ପାରିଛି
ଛଅ
ବ୍ରାହ୍ମଣ ନିଦରୁ ଉଠି ଦେଖିଲା ସାପଟା ମରି ପଡ଼ିଛି
ପରେ ସେମାନେ ପାର୍ଟି ମୁଖ୍ୟ ଉଦ୍ଧବ ଠାରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ମାତୋଶ୍ରୀ ଯାଇ ସେଠାରେ ଏକ ବୈଠକରେ ଯୋଗ ଦେଇଥିଲେ
ଅମ୍ବିକାପୁର ପୌର ନିଗମଦ୍ାରା ଏହି କାଫେ ଖୋଲାଯାଇଛି
ଏମିତି କିଛିଦିନ ଗଲାପରେ ଆଉ ଦିନେ ପଣ୍ଡିତଙ୍କର ବାସନ କୁସନ ଗରା ନୋଟା ବାଲ୍ଟି ଇତ୍ୟାଦି କିଏ ନେଇଗଲା
ସେ କହିଛନ୍ତି କେବଳ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଦେଶକୁ ସୁରକ୍ଷା ଦେଇ ପାରିବ
ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ମନ୍ତ୍ରିମଣ୍ଡଳର ଏକୋଇଶି ଜଣ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି
ସେହିଭଳି କରୋନା ଯୋଦ୍ଧାକୁ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ର ଓ କଟକରେ ଛଅ ଟାରୁ ଛଅ ଟା ଦୁଇମିନିଟ୍ ପର୍ଯ୍ୟନ୍ତ ଟ୍ରାଫିକ ବନ୍ଦ ରହିଥିଲା
ସେ କହିଛନ୍ତି ବିଧାନସଭା ଅଧିବେଶନ ଡକାଇବାପାଇଁ ରାଜ୍ୟପାଳଙ୍କର ଅକାର ରହିଛି କିନ୍ତୁ ତାଙ୍କ ଉପରେ ଏଥିପାଇଁ ଚାପ ପ୍ରୟୋଗ କରିବା ଆଇନସମ୍ମତ ନୁହେଁ
ଅନ୍ୟପକ୍ଷରେ କଂଗ୍ରେସ ନେତା ନରସିଂହ ମିଶ୍ର ଏହି ବଜେଟ୍ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି କହି ବଜେଟ୍କୁ ବର୍ଜନ କରିବା ସହ ଅର୍ଥମନ୍ତ୍ରଧୀଙ୍କ ବଜେଟ୍ ଅଭିଭାଷଣ ସମୟରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା କହିଛନ୍ତି
ଅନ୍ୟପକ୍ଷରେ କରୋନା ମୃତ୍ୟୁ ସଂଖ୍ୟା ସାତ ରେ ସୀମିତ ରହିଛି
ବିଶ୍ସ୍ତରୀୟ ବଜାରରେ ଅସ୍ଥିରତା ସୃଷ୍ଟି ପାଇଁ ଆଶଙ୍କାକୁ ଦୃଷ୍ଟିରେ ରଖି ନିଜ ନିଜର ଆର୍ଥିକ ସ୍ଥିତି ମଜବୁତ ରଖିବା ସକାଶେ ଆଇଏମ୍ଏଫ୍ ସବୁ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦେଇଛି
ସେ କେବଳ ମନେ ମନେ ଭାବୁଥାନ୍ତି ହାୟ
ଏହି ଘଟଣାର ଦୃଶ୍ୟ ମୋବାଇଲ୍ରେ ରେକର୍ଡ ହୋଇଥିଲା
ଏପି ମିଶାପ୍ ଆନ୍ଧ୍ରପ୍ରଦେଶର ତିରୁପତିଠାରୁ ନବେ କିଲୋମିଟର ଦୂର ମାମଦୁର ନିକଟରେ ଏକ କାର୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ପରିବାରର ଜଣେ ବର୍ଷକର ଶିଶୁ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଥିଲେ ପ୍ରଧାନମନ୍ତ୍ରୀ ବିକାଶ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିବେ
ମଧ୍ୟାହ୍ନ ଭୋଜନ ଷାଠିଏ ଅସୁସୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗବଜୋର ଗ୍ରାମ ପଞ୍ଚାୟତର ଲୁକାପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଆଜି ପ୍ରାୟ ଷାଠିଏ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି
ଭାରତ ଚୀନ୍ ସୀମା ସମସ୍ୟାକୁ ବହୁ ପୁରୁଣାକାଳରୁ ଏକ ଜଟିଳ ଓ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ସେ ବର୍ଣ୍ଣନା କରିଛନ୍ତି
ଆଜି ଅପରାହ୍ନରେ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରି କହିଛନ୍ତି ଯେ ଗତ ପନ୍ଦର ଦିନ ତଳେ ରାଜ୍ୟରେ ପ୍ଲାଜମା ଚିକିତ୍ସା ଆରମ୍ଭ ହୋଇ ଉତ୍ସାହଜନକ ଫଳାଫଳ ମିଳିଛି
ନାମ ପଞ୍ଜିକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ୍ ନାଇଣ୍ଟିନ୍ ମାର୍ଗଦର୍ଶିକାର ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଏହି ସଂସ୍ଥା ଅଟିଜିମ୍ ପିଲାମାନଙ୍କ ଅଧୁକାର ବିଷୟରେ ସଚେତନତା ସୃଷ୍ଟି କରିଆସିଛି ଯୋଗା ୟୁଥ ଯୋଗ ଯୁବପିଢ଼ି ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି
ଗଡ଼କରୀ କେନ୍ଦ୍ର ରାଜପଥ ଜାହାଜ ନିର୍ମାଣ ଓ ନଦୀ ବିକାଶ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି ବିକାଶ ପାଇଁ ଆଦିବାସୀ ଲୋକମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ
ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ପୁରପଲ୍ଲୀରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି
ଏହାଛଡ଼ା ସଂସଦର କାର୍ଯ୍ୟକ୍ରମକୁ ଅଧିକ ଫଳବତୀ କରିବା ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ସମ୍ପର୍କରେ ଏହି ବୈଠକରେ ମଧ୍ୟ କଥାବାର୍ତ୍ତା ହେବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ଼ଏକ ନଅ ମୁକାବିଲା ସକାଶେ ଯୋଜନା ପ୍ରସ୍ତୁତି ଓ ସେଗୁଡ଼ିକର କାର୍ଯ୍ୟାନୁୟନ ପାଇଁ ଗଠିତ କ୍ଷମତାସମ୍ପନ୍ନ ଦଳର ମିଳିତ ବୈଠକରେ ଅଧ୍ୟକ୍ଷତା କରିଛନ୍ତି
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ନିର୍ବାଚିତ ପ୍ରତିନିଧ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରାଯିବ
ମୁଁ ମୋ ନିଜ ପାଇଁ ଚିନ୍ତା କରୁ ନାହିଁ
ଟ୍ରମ୍ପ ୟୁକ୍ରେର ଦଳେ ନାବିକଙ୍କୁ ରୁଷ୍ଠ ଅଟକ ରଖିଥିବା ସଂକ୍ରାନ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜି କୋଡିଏ ଶୀର୍ଷ ସମ୍ମିଳନୀ ଅବସରରେ ରୁଷ ପ୍ରତିପକ୍ଷ କ୍ଲାଦିମିର୍ ପୁତିଙ୍କ ସହ ବୈଠକକୁ ବାତିଲ କରିଛନ୍ତି
ଜୋନ୍ ଗୁଡ଼ିକରେ ଘର ଘର ବୁଲି ପର୍ଯ୍ୟବେକ୍ଷଣ କରାଯିବ
ଦିନେ ସେ ଚାରି ପୁଅଙ୍କୁ ଡାକି କହିଲା ‘ଆରେ ପିଲାଏ ମୁଁ ଆଉ ତମକୁ ଚଳେଇ ପାରିବି ନାହିଁ
ଏବଂ ଦେଶରେ ମୋଟ୍ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ତିନି ହଜାର ଛଅ ଛଅ ଛଅ କୁ ବୃଦ୍ଧି
ଏହି ଅଞ୍ଚଳରେ ବାରମ୍ବାର ଏଭଳି ବଣ୍ୟଜନ୍ତୁ ଆକ୍ରମଣ କରୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି
ନିର୍ବାଚନଗଞ୍ଜାମ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି
ଭାରତର କବିମାନେ ସୁନ୍ଦର ସ୍ତ୍ରୀ ମାନଙ୍କୁ କହନ୍ତି ଗଜେନ୍ଦ୍ରଗାମିନୀ ଇଂରାଜ କହିବେ ଛି ଛି
ଅନୁକରଣ ପ୍ରିୟ ହୋଇଥିବାରୁ ଏ ସବୁ କଥା କହିବାକୁ ଆରମ୍ଭ କରେ
ଯବାନମାନେ ସନ୍ତ୍ରାସବାଦୀମାନଙ୍କର ନିକଟତର ହେବା ସମୟରେ ଲୁଚିରହିଥିବା ସନ୍ତ୍ରାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ
ଚାରି
ତାହାହିଁ ମୋର ସ୍ୱପ୍ନ ଆଉ ସେହି ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ମୋତେ ନିଦ ଲାଗୁନି