audio
audioduration (s)
0.14
183
sentence
stringlengths
2
1.11k
ଗୋପାଳ କହିଲେ ମୋତେ ଆପଣ କେବଳ ଆଶୀର୍ବାଦ କରନ୍ତୁ ଆଉ ଘରକୁ ଫେରିଯାଆନ୍ତୁ
ମହାରାଜା ସବୁ ଦେଖିଛନ୍ତି ମାତ୍ର ଏତକ କରି ଦେବାକୁ ତାଙ୍କର ସ୍ମରଣ ନଥିଲା
ଝାଡ଼ଖଣ୍ଡ କ୍ୟାମ୍ପ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚଳିତମାସ ତିରିଶି ତାରିଖରେ ଅନୁଷ୍ଠିତ ହେବ
ଗୋପାଳ ଭାଣ୍ଡର ଏହି ଅଦ୍ଭୁତ ବୁଦ୍ଧି ଚାତୁର୍ଯ୍ୟ ସଭାରେ ଶୁଣି ମହାରାଜା ଓ ଅନ୍ୟାନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ
ସୂଚନାଯୋଗ୍ୟ ଗତ ନଅ ତାରିଖ ସନ୍ଧ୍ୟାରେ ଏହି ନିର୍ମାଣାଧୀନ ସେତୁ ଭୁଷୁଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ଆହତ ହୋଇଥିଲେ
ସେ କହିଛନ୍ତି ଦିଲ୍ଲୀରେ ତିନି ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ନିଜନିଜର ଘରକୁ ଫେରି ଯାଇଛନ୍ତି
ସେହି ସ୍ଥାନରେ ବର୍ତ୍ତମାନ୍ ଘଣ୍ଟେଶ୍ଵର ହାଟ ସପ୍ତାହରେ ଦୁଇଥର ହେଉଛି
ଆସନ୍ତା ମାସ ଏକୋଇଶି ତାରିଖରେ ଭୋଟ୍ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
ଏହା ବ୍ୟତୀତ ଜଣେ ଗାଡ଼ିଚାଳକ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି
ଏହାର ପ୍ରଭାବରେ ରାଜ୍ୟର ଅଧୁକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି
ଏହି ଏମ୍ଓୟୁ ବିଜ୍ଞାନ ଓ ବୈଷୟିକ ତଥ୍ୟର ଆଦାନପ୍ରଦାନ ସମୁଦ୍ରରେ ପାଣିପାଗ ପର୍ଯ୍ୟବେକ୍ଷଣ ନେର୍କ ସ୍ଥାପନ ସ୍ତନ୍ତ୍ର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ପାରସ୍ପରିକ ସହଯୋଗ ଓ ସୁନାମି ସମ୍ବନ୍ଧୀୟ ଦ୍ରୁତ ତଥା ନିର୍ଭରଶୀଳ ପୂର୍ବାନୁମାନ ପାଇଁ ସୁନାମି ମଡେଲ୍ ଗୁଡ଼ିକର ଗବେଷଣା ଲାଗି ବାଟ ଖୋଲିଦେବ
ଅମିତ ଶାହା ବିହାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହା କହିଛନ୍ତି ବିହାରରେ ବିଜେପିଜେଡିୟୁ ମେଣ୍ଟ ଅତ୍ୟନ୍ତ ମଜବୁତ ରହିଛି ଓ ଆଗାମୀ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ରେ ଲଢ଼ାଯିବ
ଦୁଇ
ଅନ୍ୟପକ୍ଷରେ ରାଜ୍ୟର ଏକ ସାତ ଟି ଜିଲ୍ଲାରୁ ଜଣେହେଲେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି
ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଳିତବର୍ଷ ମୋଟ ଦୁଇ ହଜାର ପଚାଶ ଦୁଇ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି
ରାଜା କହିଲେ ପ୍ରଥମ ପରୀକ୍ଷାରେ ତୁମର ଜୟ ହେଲା ଗୋପାଳ କିନ୍ତୁ ଦ୍ୱିତୀୟ ପରୀକ୍ଷା ଦେବାକୁ ହେବ
ଚନ୍ଦ୍ରଯାନଦୁଇ ଚନ୍ଦ୍ରଯାନଦୁଇ ଏବେ ଚନ୍ଦ୍ରର ଆହୁରି ନିକଟତର ହୋଇଛି
ସୁପ୍ରିମ୍କୋର୍ଟ ଦୁଇ ଶୁନ୍ୟ ଏକ ତିନି ରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ
ସ୍ାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମୋଟ୍ ଆରୋଗ୍ୟ ଲୋକମାନଙ୍କ ମଧ୍ୟରୁ ଶତକଡ଼ା ଏକାଅଶୀ ଭାଗ ଏକ ଶୁନ୍ୟ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି
ହାକିମ ଶଙ୍କରକୁ ଘଟଣା କ ଣ ପଚାରିବାରୁ ସେ କହିଲା ହଁ ହଜୁର ମୁଁ ତା ପୁଅକୁ ସାଙ୍ଗରେ ଆଣିଥିଲି
ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଆଜି ଚରମ୍ପା ଅଗ୍ରସେନ ଭବନଠାରେ ଅନୁଷ୍ଠିତ ହୋଇଥିବା ମେଗା ଲିଗାଲ୍ ଆଇନ ସଚେତନତା ସଶକ୍ତିକରଣ ସେବା ଶିବିରରେ ମୁଖ୍ୟବିଚାରପତି ଜଷ୍ଟିସ୍ ଜାଭେରୀ ଯୋଗଦେଇ ନିର୍ମାଣ ଶ୍ରମିକ ଅବହେଳିତ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଆଇନ ସେବା ପ୍ରାକରଣ ମାଧ୍ୟମରେ ସମସ୍ତ ସେବା ଯୋଗାଇଦେବା ଉପରେ ଗୁରୁତ୍ବ ଦେଇ ବିଭିନ୍ନ ହିତାଧୁକାରୀଙ୍କୁ ପ୍ରୋତ୍ସାହନ ରାଶି ସାର୍ଟିଫିକେଟ୍ ବଣ୍ଟନ କରିଥିଲେ
ଟେନିସ୍ ଆସନ୍ତାକାଲିଠାରୁ କଟକରେ ଆରମ୍ଭ ହେଉଛି ଜାତୀୟ ସିନିୟର୍ ଟେବୁଲ୍ ଟେନିସ୍ ଚମ୍ପିୟସିପ୍
ଆଠ
ଏହି ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ବାର୍ଭା ଦେଇ କହିଛନ୍ତି ଯେ ଏହି ଦିନଟି ପ୍ରଭୁ ଯୀଶୁଙ୍କ କୁଶବିଦ୍ଧ ହେବାର ପବିତ୍ର ସ୍ମାରକୀ ଦିବସ ଯାହାଙ୍କର ଜୀବନ ମାନବ ସମାଜକୁ ଦୁଃଖରୁ ମୁକ୍ତି ଦେବାକୁ ସମର୍ପିତ ଥିଲା
ସେ ଜଣେ ରିସର୍ଚ୍ଚ ସ୍କଲାର୍ ଥିଲା ଓ ପରେ ହିବୁଲ ମୁଜାହିଦ୍ଦିନ୍ର କମାଣ୍ଡର ନିଯୁକ୍ତ ହୋଇଥିଲା
ଗୁଜରାଟର ଅହମ୍ମଦାବାଦଠାରେ ରାପିଡ଼ ଆକ୍ସନ୍ ଫୋର୍ସର ଦୁଇ ସାତ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା କହିଛନ୍ତି ଜମ୍ମୁ ଓ କାଶ୍ମୀର ଏବେ ଶାନ୍ତି ଓ ସମୃଦ୍ଧିର ନୂଆ ପଥରେ ଆଗେଇ ଚାଲିବ
ରାଜା ସବୁ ଶୁଣି କହିଲେ ‘ହେ ଝିଅ ତୋ ବାପା କେମିତି ଇନ୍ଦ୍ରଙ୍କର ପାଣି ବନ୍ଦ୍ କରେ
ଏ ଉତ୍ତାରେ ଆସାମୀର ଜବାବ ନିଆଗଲା
ପ୍ରାୟ କୋଡିଏ ହଜାର ରେଲେ କୋକୁ ଆଇସୋଲେସନ୍ ାର୍ଡରେ ପରିଣତ କରି ତିନି ଲକ୍ଷ ଶଯ୍ୟ ସୁବିଧା ଯୋଗାଇ ଦିଆଯିବ
ତା ବାପା ରିନୁର ବାହାଘର କଥା ଉଠାଇଲେ କୁହନ୍ତି ସେ ତ ଅସୁନ୍ଦରି କାଳି ତାଛଡ଼ା ଅଳ୍ପ ପାଠ ପଢ଼ିଛି
ସେହିଭଳି କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଲଡାଉନ ଘୋଷଣା କରା ଯାଇଛି
ଜିଏଚ୍ଏମ୍ସି ଇଲେକସନ୍ ରେଜଲ୍ମ ଗ୍ରେଟର ହାଇଦ୍ରାବାଦ୍ ପୌରନିଗମ ନିର୍ବାଚନର ଏକ ପାଞ୍ଚ ଶୁନ୍ୟ ଟି ଡିଭିଜନ୍ ମଧ୍ୟରୁ ଏକ ଶୁନ୍ୟ ଶୁନ୍ୟ ଟି ଡିଭିଜନ୍ର ଫଳାଫଳ ପ୍ରକାଶ ପାଇଛି
ହଜାରେ ହେଲା ତ ବସ ନୋହିଲେ ସିଧା ଦାଣ୍ଡ ପଡ଼ିଛି
ପୋଲିସ ତିନିଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରି ପଚରାଉଚରା କରୁଛି
ଉତ୍ତରପ୍ରଦେଶର ଆଲିଗଡ଼ଠାରେ ପ୍ରତିରକ୍ଷା କରିଡ଼ରର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରି ସେ କହିଛନ୍ତି ସରକାର ଏହାକୁ ସବୁମତେ ସହାୟତା କରିବେ
କାହାରି ସଙ୍ଗରେ କଳି କିମ୍ବା କାହାରି ସଙ୍ଗରେ ଭାବ ନାହିଁ
ଦେଶରେ ଆରୋଗ୍ୟ ହାର ସତୂରୀ ପ୍ରତିଶତକୁ ବୃଦ୍ଧି
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ାସ୍ଥ୍ୟକେନ୍ଦ୍ରକୁ ନେଇଥିଲା
ଗତକାଲି ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ବିଶୋଧନ କରାଯାଇଥିଲା
ଭାରତୀୟ ଦୂତାବାସ ସମେତ ଉତ୍ତରପ୍ରଦେଶ ସରକାର ଏବଂ ଭାରତୀୟ ରେଳବାଇ ପକ୍ଷରୁ ଅଟକି ରହିଥିବା ତୀର୍ଥଯାତ୍ରୀଙ୍କୁ ସବୁପ୍ରକାର ସାହାଯ୍ୟ ସମର୍ଥନ ଯୋଗାଇ ଦିଆଯାଉଛି
ତାକୁ ଦେଖିଲା ମାତ୍ରେ ଋଷିକନ୍ୟା ଆନନ୍ଦରେ ନାଚି ଉଠିଲା।
ରାତି ସାତ ଟା ତିରିଶି ମିନିଟ୍ରେ ଏହି ମ୍ୟାଚ୍ ଆରମ୍ଭ ହେବ
ସେଥିରେ ମୋଟର ଦୁର୍ଘଟଣା ବିଦ୍ୟୁତ୍ ପାଣି ଓ ଟେଲିଫୋନ୍ ବିବାଦ ଆଦି ବିଭିନ୍ନ କିସମର ମାମଲା ଅନ୍ତର୍ଭୁକ୍ତ
ଆହତମାନଙ୍କୁ ରାଉରକେଲାର ଆଇଜିଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି
ତିନି
ସମ୍ମାନର ସହ ଦେଶ ଆଜି ତାଙ୍କର ସ୍ମୃତିଚାରଣ କରୁଛି
ଆଜି ସକାଳ ଛଅ ଟା ଠାରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି
ତୀରନ୍ଦାଜ ପ୍ରତିଯୋଗିତା ଓଡ଼ିଶା ତୀରନ୍ଦାଜ ସଂଘ ଆନୁକୂଲ୍ୟରେ କଟକରେ ଚାଲିଥିବା ଅଣଚାଳିଶି ତମ ସିନିୟର ତୀରନ୍ଦାଜ ଚମ୍ପିଆନ୍ସିପ୍ ଗତକାଲି ଉଦଯାପିତ ହୋଇଯାଇଛି
ଛଅ
ନାରୀଶକ୍ତି ପୁରସ୍କାର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ନାରୀଶକ୍ତି ପୁରସ୍କାର ପାଇଁ ନାମ ପଞ୍ଜିକରଣର ସମୟସୀମାକୁ ନଭେମ୍ବର ମାସ ତିରିଶି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି
ସେ ପୂର୍ବରୁ ଦୁଇ ହଜାର ଏଗାର ରେ ସର୍ବଭାରତୀୟ ବାର କାଉନ୍ସିଲ୍ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ରହିବା ସହିତ ଦୁଇ ଶୁନ୍ୟ ଏକ ଛଅ ରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ଥିଲେ
ଏନେଇ ଭୁବନେଶ୍ବରସ୍ଥିତ ଲୋକସେବା ଭବନର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର୍ସେଲରୁ ମିତ୍ତଲ୍ କମ୍ପାନୀର ଅଧ୍ୟକ୍ଷ ଏଲ୍ଏନ୍ ମିତ୍ତଲଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷତ ହେଇଛି
ଗତକାଲି ପାଞ୍ଚ ସାତ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି
ଆମ୍ଭେମାନେ ଭିତରକୁ ଗଲେ ସେ ଧରିପକାଇବ ତେଣୁ ଯିବାନି କହି ଫେରିଯାଆନ୍ତି
ସେହିପରି ବାର ରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ଆଲଟମେଟ ତଥା ନାମଲେଖାପତ୍ର ଡାଉନଲୋଡ୍ କରିପାରିବେ
ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଓ କୃଷକମାନେ ରାସ୍ତାରେ ଧାରଣା ଦେଇଥିଲେ
ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଦିଲ୍ଲୀର ଉତ୍ତରପୂର୍ବାଞ୍ଚଳ ଭାଗରେ ଦଶମ ଶ୍ରେଣୀର ସେହି ପରୀକ୍ଷାଗୁଡ଼ିକ ହୋଇପାରି ନ ଥିଲା
ଜାତୀୟ ପୁରସ୍କାର ପ୍ରତିବର୍ଷ ବିଶେଷକରି ଦୁର୍ବଳ ଏବଂ ଏବଂ ଅସହାୟ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଗୋଷ୍ଠୀ ଏବଂ ସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଇଥାଏ
ଆଠ
ଦକ୍ଷିଣ ହେମ ପ୍ରଦେଶରେ ଏକ କାର୍ ବୋମା ବିସ୍ତୋରଣରେ ଅନ୍ୟଜଣେ ସାମ୍ବାଦିକ ଆହତ ହୋଇଥିବା ଘଟଣାର ଏକସପ୍ତାହ ପରେ ଏହି ଘଟଣା ଘଟିଛି
ଏହି ମାମଲାରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ଆସନ୍ତା ବାଇଶି ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି
ଶେଷରେ ଯାଇ ସେ ଗଛ ସ୍ଵର୍ଗ ଦେହରେ ଲାଗିଲା
ବାହାରକୁ ବାହାରିବା ବେଳେ ମାସ୍କ ବ୍ୟବହାର କରିବା କିମ୍ବା ଘରେ ଉପଲବ୍ଧ କପଡାରେ ମୁହଁ ଢ଼ାଙ୍କିବା ପାଇଁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି
ଏମାନଙ୍କ ମଧ୍ୟରୁ ପଞ୍ଚଷଠି ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା
ଜିଏସ୍ଟି ପରିଷଦର ଗତଥର ବୈଠକରେ ବ୍ୟବସାୟ ପାଇଁ ଆଧାର କାର୍ଡକୁ ବ୍ୟବହାର ସକାଶେ ଫଜିକରଣ ଏବଂ ଜିଏସ୍ଟି ହାର ହ୍ରାସର ଫାଇଦା ଶତକଡ଼ା ନଅ ଭାଗ ପର୍ଯ୍ୟନ୍ତ ଉପଭୋକ୍ତାମାନଙ୍କୁ ପ୍ରଦାନ କରାନଯିବା କ୍ଷେତ୍ରରେ ଜୋରିମାନା ଦଣ୍ଡ ଲାଗୁ କରିବା ପାଇଁ ଅନୁମୋଦନ କରାଯାଇଥିଲା
ସେ କହିଛନ୍ତି ବାୟୁ ଓ ସୌରଶକ୍ତିର ସମ୍ଭାବନା ଅସୀମ ଏଣୁ ପରିବେଶ ସହ ସମତୁଲତା ରକ୍ଷା କରି ଭାରତୀୟ ରେଳବାଇ ଏ ଦିଗରେ ପଦକ୍ଷେପ ନେବ
ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ ରାଜନୀତିରୁ ଦୂରରେ ରଖୁବାପାଇଁ ତାଙ୍କର ନିଷ୍ପତ୍ତିକୁ ସଠିକ୍ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି ଜନସାଧାରଣ ହିଁ ତାଙ୍କର ସଙ୍କଳ୍ପ ପ୍ରତି ସମର୍ଥନକୁ ସୁନିଶ୍ଚିତ କରିବା ଦିଗରେ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି
କାରଣ ଏହା ନ ହେଲେ ସଂରକ୍ଷଣ ଦେବାର ପ୍ରକୃତ ଉଦ୍ଦେଶ୍ୟ ସାଧନ ହେବ ନାହିଁ
ଷାଠିଏ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଯଦି କୌଣସି ଜୀବନଶୈଳୀ ରୋଗରେ ପିଡ଼ିତ ଥାନ୍ତି ତେବେ ଡାକ୍ତରଙ୍କ ଦ୍ବାରା ସମ୍ପୂର୍ଣ୍ଣ ପରୀକ୍ଷା ପରେ ସେମାନଙ୍କୁ ଘର ମଧ୍ୟରେ ପୃଥକ କରି ରଖାଯାଇ ପାରିବ
ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ସଂଖ୍ୟା ନଅ ଲକ୍ଷରୁ ନିମ୍ନରେ ରହିଛି
ପିଏମ୍କୋଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ବିଭିନ୍ନ ସ୍ଥାନରୁ ଗୁଜୁରାଟର କୋଡିଆକୁ ସଂଯୋଗ କରୁଥିବା ଆଠ ଟି ଟ୍ରକୁ ଭିଡ଼ିଓ କଫରେନ୍ଦି ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
ଛଅ
ଜେଡିୟୁ ତିନି ଟି କଂଗ୍ରେସ ଦୁଇ ଟି ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ଚାରି ଟି ଆସନରେ ବିଜୟ ଲାଭ କରିଛନ୍ତି
ଏହି ଘଟଣାରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସ୍ମିତାଙ୍କ ବାପା ଅଭିଯୋଗ କରିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି
ତିନି
ଏସ୍ପି ପୁମା ଗତ ଚଉଦ ତାରିଖର ପୁମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବାର ଦର୍ଶାଇ ଏହାର ତଦନ୍ତ ବିଷୟ ଲୋଡ଼ି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି
ଗତକାଲି କଟକ ଜିଲ୍ଲାରେ ପ୍ରାୟ ଚଉଦ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ଏପରିକି କଟକ ସିଟି ହସ୍ପିଟାଲ୍ର ଜଣେ ଡାକ୍ତର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି
ମହାରାଷ୍ଟ୍ର ତାମିଲନାଡ଼ୁ ଗୁଜୁରାଟ ଦିଲ୍ଲୀ ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ ଓ ରାଜସ୍ଥାନରୁ ଏହି ଏକ ଏକ ଟି କୋଭିଡ ନାଇଣ୍ଟିନ୍ ସଂକ୍ରମଣ ବହୁଳ ପୌରାଞ୍ଚଳ ଭାବେ ଚିହ୍ନଟ କରାଯାଇଛି
ସେମାନଙ୍କ ମଧ୍ୟରୁ ତିନି ଲକ୍ଷ ଚଉରାଳିଶି ହଜାର ଏକ ନଅ ଛଅ ଜଣଙ୍କର ମୃତ୍ୟୁ ଘଟିଛି
ସନ୍ତ୍ରାସବାଦର ମୂଳୋତ୍ପାଟନ ପାଇଁ ଏକାଠି ମିଶି କାର୍ଯ୍ୟ କରିବାକୁ ବିଶ୍ ସମ୍ପ୍ରଦାୟ ଲାଗି ଏହା ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି
ଗତ ଚବିଶି ଘଣ୍ଟା ଭିତରେ ବତିଶି ହଜାର ଦୁଇ ଶହେ ଏକତିରିଶି ଜଣ ଲୋକଙ୍କୁ ଚିକିତ୍ସା ପରେ ଛାଡ଼ିଦିଆଯାଇଥିଲା ବେଳେ ଦେଶରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଏକଷଠି ହଜାର ଆଠ ଚାରି ତିନି ରେ ପହଞ୍ଚିଛି
ସକାଳ ନଅ ଟାରୁ ମେଢ଼ଗୁଡ଼ିକ ସାହି ପରିକ୍ରମା କରି ଦେବୀଗଡା ଅଭିମୁଖେ ଯାତ୍ରା ଆରମ୍ଭ କରିବେ
ଏକ ଜଙ୍ଗଲାଞ୍ଚଳରେ ପ୍ରାୟ ଛଅ ଜଣ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ସୁରକ୍ଷା କର୍ମୀ ପହଞ୍ଚିବା ପରେ ଏହି ଗୁଳି ବିନିମୟ ହୋଇଥିଲା
ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଇକୋରାପ୍ ରିପୋର୍ଟରୁ ଏହି ସୂଚନା ମିଳିଛି
ଦୁଇ
ଓଡ଼ିଶା ଓଡ଼ିଶାରେ ଅଣକୁଶଳୀ ଅର୍କକୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକମାନଙ୍କର ଦୈନଦିନ ମଜୁରୀ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି
ଭୀମ କିନ୍ତୁ ଶାରୀରିକ ଶକ୍ତିରେ ସବୁଠାରୁ ଆଗୁଆ ସନ୍ତରଣରେ ଅତ୍ୟନ୍ତ ଦକ୍ଷ
ଏହାର ପ୍ରଭାବରେ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି
ସେହିଭଳି ଅନ୍ୟ ଏକ ମ୍ୟାରେ କାଂଲାଦେଶ ଆଫଗାନିସ୍ତାନକୁ ଭେଟିବ
କୋଡ େ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି
ଆମ୍ଭମାନଙ୍କ ମାଣିକର ନାମ ଶୁଣିଥିବେ ନଚେତ୍ ଶୁଣିବା ଆବଶ୍ୟକ
ଭାରତୀୟ ବାଣିଜ୍ୟ ମହାସଂଘ କହିଛି ଗତ ଶୁକ୍ରବାରଦିନ ସରକାରଙ୍କ ଦ୍ାରା ଘୋଷିତ କ୍ଷେତ୍ର ଭିଭିକ ଆର୍ଥକ ପ୍ୟାକେଜ ଦେଶର ଅଭିବୃଦ୍ଧିରେ ଉଲ୍ଲେଖନୀୟ ପ୍ରଭାବ ପକାଇବ
ଏପର୍ଯ୍ୟନ୍ତ ମୋଟ୍ ଏକ ତିନି ଲକ୍ଷ ଅଠସ୍ତରୀ ହଜାର ଏକ ଶହେ ପାଞ୍ଚ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିସାରିଲେଣି
ବେଶି ଲୋକଙ୍କ ସହିତ ଆଲୋଚନା କିମ୍ବା ମିଳାମିଶା ତାଙ୍କୁ ଶାନ୍ତି ଦେଉ ନଥାଏ
ନୀଳାଦ୍ରି ବିଜେ ନବଦିନ ଘୋଷଯାତ୍ରା ଶେଷକରି ଆଜି ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ନୀଳାଦ୍ରି ବିଜେରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବାୟତମାନେ ଆଜି ପହଣ୍ଡି ବିଜେରେ ଶ୍ରୀମନ୍ଦିର ଭିତରକୁ ନେଉଛନ୍ତି
ତେଣୁ ଖୁବଶୀଘ୍ର ହରିଦାସପୁରକେନ୍ଦ୍ରାପଡ଼ା ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହେବ
ସରକାର ଆସାମର ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ବିକାଶ ଦିଗରେ ନୀତିମାନ ପ୍ରଣୟନ କରୁଛନ୍ତି
ପାଞ୍ଚ
ଆକାଶବାଣୀ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡିକର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଚାର କରାଯିବ
ସେ ଶ୍ୟାମଘନକୁ ବିଛଣାରୁ ଉଠାଇ ଆନନ୍ଦରେ କୁଣ୍ଢାଇ ପକାଇଲା