audio
audioduration (s) 0.14
183
| sentence
stringlengths 2
1.11k
|
---|---|
ସେହି ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ହିନ୍ଦୁ ଶିଖ ବୌଦ୍ଧ ଜୈନ ପାର୍ସ ଓ ଖ୍ରୀଷ୍ଟିଆନ୍ମାନେ ରହିଛନ୍ତି
|
|
ଏ କଥା ଶୁଣି ସରସ୍ୱତୀ ଦେଈ ତ ଖୁବ୍ ଗୋଟାଏ ହସିଲେ
|
|
ଜଣେ ବ୍ୟକ୍ତି ଯେତେବେଳେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କର ସଂସ୍ପର୍ଶ ଆସିବେ ଏହି ଆପ୍ ସେହି ବ୍ୟକ୍ତିଙ୍କୁ ଏ ବିଷୟରେ ଜଣାଇବ
|
|
ତିନି
|
|
ଦୁଇ ତିନି ବର୍ଷ ତଳେ ସେ ସାହାଯ୍ୟ ସ୍ୱରୂପ ଗୋଟିଏ ପିଲାକୁ ଯେ ଏକ ଟଙ୍କା ଦେଇଥିଲେ ସେ କଥା ତାଙ୍କର ଆଦୌ ମନେ ନଥିଲା
|
|
ମାତ୍ର ବିରୋଧୀ ବିଜେପି ବିଧାୟକ ମାନେ ପୂର୍ବରୁ ସେମାନଙ୍କ ଦାବିକୁ ନେଇ ହଟ୍ଟଗୋଳ କରିଥିଲେ
|
|
ଆଠ
|
|
ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା କ୍ରୀଡ଼ାବିତ୍ଙ୍କଠାରୁ ଆରମ୍ଭ କରି କଳାକାର ସାହିତ୍ୟିକଙ୍କଠାରୁ ନେଇ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ କଣ୍ଠରୁ ନିଃସୃତ ହୋଇଛି ବନ୍ଦେ ଉତ୍କଳ ଜନନୀ
|
|
କଙ୍କଡ଼ା କଥା ଶୁଣି ବଗ କହିଲା ନା ସେ କଥା ନୁହେଁ
|
|
ସ୍ାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ଚବିଶି ଘଣ୍ଟା ଭିତରେ ଆଉ ବାଇଶି ହଜାର ଦୁଇ ଶହେ ବାଉନ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି
|
|
କେନ୍ଦ୍ରାପଡା ଜିଲ୍ଲାପାଳ ସଂଗ୍ରାମୀଙ୍କ ବାସଭବନକୁ ଯାଇ ତାଙ୍କୁ ସମ୍ମାନୀତ କରିବେ
|
|
ପ୍ରତି ମାସରେ ଅତି କମ୍ରେ ତିନି ଘଣ୍ଟା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କର ପ୍ରେରଣାଦାୟୀ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ କରାଯିବ
|
|
ମଝିରେ ମଝିରେ ସୁବିଧା ଉଣ୍ଡି ସାପଟି କୁଆ ଦମ୍ପତିର ଛୁଆଗୁଡ଼ିକୁ ଚୋରି କରି ଖାଇଦେଉଥାଏ
|
|
ନେଭି ସାଇକ୍ରୋନ୍ ଭାରତୀୟ ନୌବାହିନୀ କହିଛି ଫନି ପୂର୍ଣ୍ଣିଝଡ଼ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବା ପରେ ଆବଶ୍ୟକୀୟ ମାନବୀୟ ସହାୟତା ପାଇଁ ପୂର୍ବାଞ୍ଚଳ ନୌବାହିନୀ କମାଣ୍ଡକୁ ସଜାଗ ରଖାଯାଇଛି
|
|
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ବୟାନବେ ହଜାର ପାଞ୍ଚ ଶହେ ପଞ୍ଚାବନ ଜଣ ସ୍ାସ୍ଥ୍ୟକର୍ମୀଙ୍କ କରୋନା ପ୍ରତିଷେଧକ ଟୀକାକରଣ ପାଇଁ ଚାରି ଲକ୍ଷ ଆଠ ହଜାର କୋଭିସିଡ୍ ଓ କୋଡିଏ ହଜାର କୋଭାକ୍ସିନ୍ ଟୀକା ଆସିଛି
|
|
ଫିଟ୍ ଇଣ୍ଡିଆ ଭିଯାନକୁ କାର୍ଯ୍ୟକାରୀ କରିବାକୁ ଲୋକମାନଙ୍କୁ ନିବେଦନ କରି ସେ କହିଛନ୍ତି ଏକ ସୁସ୍ତ ଭବିଷ୍ୟତ ପାଇଁ ଦେଶ ଲାଗି ଏହା ଜରୁରି ହୋଇପଡ଼ିଛି
|
|
ଦୁଇ
|
|
ମୁଦ୍ରା ଯୋଜନାର ସଫଳତା ସଂପର୍କରେ ସେ କହିଛନ୍ତି ଏହା ଦ୍ବାରା ଉପକୃତ ହିତାଧିକାରୀଙ୍କୁ ନିଜର ଅଂଶ ବାବଦରେ କୌଣସି ଅର୍ଥ ବା ଗ୍ୟାରେଣ୍ଟି ଦେବାକୁ ପଡ଼େନାହିଁ
|
|
ଶ୍ରୀ ତୋମାର କହିଛନ୍ତି ତିନି ଟି ନୂତନ କୃଷି ଆଇନ୍ ଏଏପି ଆଦି ପ୍ରସଙ୍ଗ ଉପରେ ଆସନ୍ତା ବୈଠକରେ ଆଲୋଚନା ହେବ
|
|
ଉଦ୍ୟାନର ଗଛବୃକ୍ଷ ଯେମିତି ବିକ୍ରି ନ ହୁଏ ସେଥିପାଇଁ ଦୃଷ୍ଟି ଦେବୁ
|
|
ବୈଠକ କଳାହାଣ୍ଡି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ ଦୁଇ ଶୁନ୍ୟ ତମ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳି ବୈଠକ ଅନୁଷ୍ଠିତ ହୋଇଯାଇଛି
|
|
ଆକାଶ ଧୂଆଁମୟ ଖଣ୍ଡିଆଖାବରା ହୋଇ ପଡ଼ିଥିବା ଆହତ ସୈନିକମାନଙ୍କ କରୁଣ ଚିତ୍କାର ନାଦରେ ଗଗନ ପବନ ମୁଖରିତ
|
|
ଆସନ୍ତା ମାସ ଏକୋଇଶି ତାରିଖରେ ମୋଟ୍ ଏକ ଆଠ ପାଞ୍ଚ ଟି ବୁଥରେ ମତଦାନ ହେବ
|
|
ଆପଣ କେବେ ବି ସେମିତି ଦୁଃଖୀ ଦରିଦ୍ରଙ୍କୁ ଦାନ କରି ନାହାନ୍ତି
|
|
ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ଘଂଟକର୍ଣ୍ଣ ନାମକ ଏକ ରାକ୍ଷସ ବାସ କରୁଥିଲା
|
|
ପାଟକୁରା ନିର୍ବାଚନ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ବିଜେଡ଼ି ଏବଂ କଂଗ୍ରେସ ପକ୍ଷରୁ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା ପରେ ପ୍ରଚାର ଜୋର୍ ଧରିଛି
|
|
ଦୁଇଟି ପକ୍ଷୀ ପେଚକରାଜଙ୍କୁ ସିଂହାସନ ଉପରକୁ ବାଟ କଢ଼ାଇ ନେଲେ
|
|
ଚାରି
|
|
ପଚାରିଲେ ମଣି ଏଇଟି କଣ ତୁମେ ହାତରେ ତିଆରି କରିଚ
|
|
ତାଙ୍କର ଏହି ପରାଜୟ ପରେ ବିରୋଧୀ ଦଳ ନେତା ଜେରେମି କବିନ୍ ମେଙ୍କ ସରକାରଙ୍କ ବିରୁଦ୍ଧରେ ଅନାସୁପ୍ରସ୍ତାବ ଆଗତ କରିଛନ୍ତି
|
|
ତେଣୁ ସେ ନିଜ ଭାଣ୍ଡର ଟେକ ରଖିବା ପାଇଁ ଏହି ବୁଦ୍ଧିଟି ବାହାର କରି ଦୁହିଁଙ୍କି କହିଲେ
|
|
ତୁମେ ଗୋଟିଏ ପାଦରେ ଛିଡ଼ା ହୋଇଛ କାହିଁକି
|
|
ତା ପୁଣି କାଲି ବାସି ରଖିବ ନାହିଁ ନଗଦ ରୋକ ଠୋକ୍
|
|
ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିବେ
|
|
ଛଅ
|
|
ପିଏମ୍ଗଭର୍ଣସ୍ କଫେନ୍ସ ଭାଗିଦାରୀ ସାଂସ୍କୃତିକ ଆଦାନପ୍ରଦାନ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଜନସମ୍ପର୍କର ବିକାଶ ପାଇଁ ଏକ ଭାରତ ଶ୍ରେଷ୍ଠ ଭାରତ ଉଦ୍ୟମକୁ ମଜବୁତ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟପାଳମାନଙ୍କୁ ଆହ୍ବାନ ଜଣାଇଛନ୍ତି
|
|
ଇନ୍ଦୋରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେହି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନରେ ଉପୁଜିଥିବା ଅନିଶ୍ଚିତତାକୁ ଦୂର କରିବାକୁ ସେ ପାର୍ଟି ନେତାଙ୍କୁ କହିଛନ୍ତି
|
|
ତା ପରେ ମୁଖିଆ ତାଙ୍କ ସାଙ୍ଗରେ ନେଇଥିବା ହୀରାଟିକୁ ଧରି ଘରକୁ ଆସିଲେ
|
|
ରାଜନୈତିକ ଦଳମାନେ ପୂର୍ବରୁ କୃଷି ସଂସ୍କାର ବିଷୟରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ସରକାର ଠିକ୍ ସମାନ କାର୍ଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
|
|
ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂ ତଥା ନାମଲେଖା ପ୍ରକ୍ରିୟା ଅକ୍ଟୋବର କୋଡିଏ ସୁଦ୍ଧା ସରିବ
|
|
ଅର୍ଥମନ୍ତ୍ରୀ କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ନାହିଁ ନ ଥୁବା ସଫଳତା ହାସଲ କରିଛି
|
|
ବରକୋଳି ଗଛପାଖକୁ ଚାହିଁ ଦେଖିଲା ଯେ ବରକୋଳି ଗଛର କିଛି ପତ୍ର ଓ କୋଳି ତଳେ ପଡ଼ିଛି
|
|
ଦୁଇ ଲକ୍ଷ ଏକ ହଜାର ଆଠ ଶହେ ଊଣାଇଶ ଆର୍ଥିକ ବର୍ଷ ପୂର୍ବରୁ ପୂର୍ବତଟ ରେଳପଥ ରୋଡ ଅଣ୍ଡର ବ୍ରିଜ ମାର୍ଗ ପରିବର୍ଭନ ଏବଂ ଜଗୁଆଳି ସୁବିଧା ପ୍ରଦାନ ମାଧ୍ୟମରେ ମାନବ ବିହୀନ ରେଳବାଇ ଲେବୁଲ କ୍ରସିଂଙ୍କୁ ଅପସାରଣ କରାଯାଇଛି
|
|
ଯୁବକଙ୍କ ଡାକ ଶୁଣି ଘର ଭିତରୁ ବିନୋବା କହିଲେ ମୁଁ ବର୍ତ୍ତମାନ ବାହାରକୁ ଯାଇପାରିବି ନାହିଁ
|
|
ପ୍ରଧାନମନ୍ତ୍ରୀ ମଧ୍ୟ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପ୍ରତିନ ଓ ଚୀନ୍ ରାଷ୍ଟ୍ରପତି ପି ଜିପିଙ୍ଗଙ୍କ ସହ ପୃଥକ ଭାବେ ଦ୍ବିପକ୍ଷୀୟ କଥାବାର୍ତ୍ତା କରିବେ
|
|
ଏହି ଅବସରରେ ଶ୍ରୀଗଡ଼କରୀ କହିଛନ୍ତି ଜନସାଧାରଣଙ୍କ କଲ୍ୟାଣକୁ ମୁଖ୍ୟ ପ୍ରାଥମିକତା ଦେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି
|
|
କେତେକ ଅଞ୍ଚଳରେ ପୋଡ଼ୁଚାଷ ପାଇଁ ଜଙ୍ଗଲ କଟାଯାଏ
|
|
ରାଜ୍ୟସଭାରେ ଷାଠିଏ ଜଣ ବିଦାୟୀ ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି
|
|
ଗତ ଏକ ମାସ ମଧ୍ୟରେ ଶତକଡ଼ା ଏକ ଶହେ ଭାଗ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟ ହାରରେ ଅଭୂତପୂର୍ବ ବୃଦ୍ଧି ପରିଲକ୍ଷିତ ହେଉଛି
|
|
ଆସନ୍ତା ଷୋହଳ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଏହି କଟକଣା ବଳବତ୍ତର ରହିବ
|
|
ପୂର୍ବରୁ ଅଦାଲତରେ ସମୀକ୍ଷା ଆବେଦନକୁ ବିରୋଧ କରି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ଦୋଷୀ ବ୍ୟକ୍ତିମାନେ କୌଣସି କ୍ଷମା ପାଇବା ପାଇଁ ହକ୍ଦାର ନୁହନ୍ତି
|
|
ଆମ ଭିତରେ ଯେଉଁ ଭଗ୍ବତ୍ ଶକ୍ତି ଅଛି ଆମର ମାନସିକ ଆନ୍ଦୋଳନ ଯୋଗୁଁ ଆମେ ସେହି ଶକ୍ତିକୁ ଦେଖିପାରୁନାହୁଁ
|
|
ଅନୁଧ୍ୟାନକାରୀଙ୍କ ସୂଚନା ଅନୁଯାୟୀ ଗତ ଏପ୍ରିଲ୍ ସୁଦ୍ଧା ବିମାନ ଆକ୍ରମଣରେ ଚାରି ଶହେ ନବେ ଜଣ ବେସାମରିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଘର୍ଷରେ ଛଅ ଶହେ ବୟାଅଶୀ ଜଣ ସପକ୍ଷବାଦୀ ସେନା ଓ ଆଠ ଶହେ ଏକୋଇଶି ଜଣ ବିଦ୍ରୋହୀ ଓ ଜେହାଦୀଙ୍କ ମୃତ୍ୟୁ ଘଟିଛି
|
|
ସ୍ତ୍ରୀ ରୂପୀ ଦୁର୍ଗାଙ୍କର ଛାଇ ପଡ଼ିଥିବା ଦେଖି ସେ ଜାଣିଗଲା ଯେ ଏହା ଏକ କୌଶଳ
|
|
ଗତକାଲି ମୁମ୍ବାଇରେ ପ୍ରକାଶିତ ଏକ ଇସ୍ତାହାରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏ ସମ୍ପର୍କିତ ଚୂଡ଼ାନ୍ତ ନିର୍ଦ୍ଦେଶାବଳୀ ଏହି ମାସ ଶେଷ ଆଡ଼କୁ ଜାରି ହେବ
|
|
ଗୁକେସ୍ ଗତକାଲି ଫ୍ରାନ୍ସର ହୋରୁତିୟୁନ୍ ବର୍ଗଙ୍ଗାଙ୍କୁ ଅନ୍ତିମ ରାଉଣ୍ଡରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି
|
|
ଠିକ୍ ରାତି ଅଧବେଳକୁ କୋକିଶିଆଳି ଆସି ଗଛରେ ଚଢ଼ି ପେଟେ କୋଳି ଖାଇଲା
|
|
ଆଉ ତା ପୁଅକୁ ମୁଁ ଦେବି କେମିତି
|
|
କେନ୍ଦ୍ର ଏଥିପ୍ରତି ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବା ସହ ପ୍ରକଳ୍ପ ଖର୍ଚ୍ଚର ଅଧା ଅର୍ଥ ବହନ କରିବେ ବୋଲି କହିଛନ୍ତି
|
|
ବର୍ତ୍ତମାନ୍ କଟକ ସହରରେ ପ୍ୟାରିମୋହନ ଏକାଡ଼େମୀ ନାମରେ ଯେଉଁ ହାଇ ସ୍କୁଲ୍ଟି ଅଛି ସେଇଟି ହେଉଛି ତାଙ୍କର କୀର୍ତ୍ତି
|
|
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ପରିମଳର ଅଭାବ ପୁଷ୍ଟିହୀନତାର ଅନ୍ୟତମ କାରଣ ଓ ଏହାଯୋଗୁଁ ରୋଗର ବିପଦ ବଢ଼ିଯାଇଥାଏ
|
|
ହାୟ ଭଗବାନ୍- କେତେଦିନ ଏ ହିନମାନ ଜୀବନକୁ ଏ ପାପ ଭିତରେ ସାଇତି ରଖିଥିବ
|
|
ଗତକାଲି ଆବୁଧାବିରେ ଅନୁଷ୍ଠିତ ଦ୍ବିତୀୟ କୂଲିଫାୟର୍ସ ମ୍ୟାରେ ଦିଲ୍ଲୀ ସରାଇଜର୍ସ ହାଇଦ୍ରାବାଦ୍କୁ ସତର ରନ୍ରେ ପରାସ୍ତ କରିଛି
|
|
ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କଠାରୁ ଚଉତିରିଶି ଗୁଣ ଅଧୁକ ରହିଛି
|
|
ଏ ନେଇ ବିଭିନ୍ନ ସେବାସମବାୟ ସମିତିରେ ପଞ୍ଜିକୃତ ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ଆନ୍ଦୋଳନ ମୁହାଁ ହୋଇଥିବା ସୂଚନା ମିଳିଛି
|
|
ରାଜ୍ୟରେ ଦୁଇ ହଜାର ଛଅ ଶହେ ଛୟାଳିଶି ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି
|
|
ମୁଁ ଭାବିଲି ବୋଧହୁଏ ତୁମର କିଛି ଅସୁବିଧା ଥିବାରୁ ତୁମକୁ ନିଦ ଲାଗୁ ନଥିଲା
|
|
ଏହି ଘଟଣାରେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି
|
|
ଖୁବ୍ ତଦାରଖ ହେଲା ଧୂମଧାମ ହେଲା କିଏ ମାଡ଼ ମାରିଲା ସ୍ଥିର ହେଲା ନାହିଁ
|
|
ତା ଭୟରେ ବଣର ପଶୁମାନେ ସବୁବେଳେ ଥରହର
|
|
ନ୍ୟାସନାଲ ଲିଗାଲ୍ ସର୍ଭିସେସ୍ ଅଥରିଟି ନାଲିସାର କାର୍ଯ୍ୟକାରୀ ଅଧ୍ୟକ୍ଷକଙ୍କ ଅନୁମୋଦନ କ୍ରମେ କୋଡିଏ କୋଡିଏ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଆୟୋଜନ ବର୍ତ୍ତମାନ ପାଇଁ ମେ ନଅ ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି ହାଇକୋର୍ଟର ଆଇନସେବା କମିଟି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି
|
|
ମିଜୋରାମ୍ ଇଲେସନ୍ ମିଜୋରାରେ ଆସନ୍ତା ମାସ ଦୁଇ ଆଠ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି
|
|
ଲୋକସଭାରେ ବିରୋଧୀ ଦଳ ପାହ୍ୟା ପାଇବା ପାଇଁ ମଧ୍ୟ କଂଗ୍ରେସ ଆବଶ୍ୟକ ସଂଖ୍ୟକ ଆସନରେ ଜିତିପାରି ନାହିଁ
|
|
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବେଲଟିକିରି ସ୍ଥିତ ଆଶ୍ରୟ ଗୃହରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଉଦ୍ବେଗ ପ୍ରକାଶ କରିଛନ୍ତି
|
|
ପିଏମ୍ଜନଆନ୍ଦୋଳନ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଔଷଧ ନ ଆସିବା ପର୍ଯ୍ୟନ୍ତ କୋଭିଡ଼ ନିୟମ ପାଳନରେ କୌଣସି କୋହଳ ମନୋଭାବ ପୋଷଣ କରିବା ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି
|
|
ଏହି ସୁପାରିସକୁ ରାଜ୍ୟ ସରକାର ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ତୁରନ୍ତ ପଠାଇ ଦେଇଥିଲେ
|
|
ଦେଶରେ ଏପର୍ଯ୍ୟନ୍ତ ଦୁଇ ଶୁନ୍ୟ କୋଟି ଦୁଇ ପାଞ୍ଚ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି
|
|
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତକାଲି ଦୁଇ ଆଠ ହଜାରରୁ ଊଦ୍ଧ ସ୍ାସ୍ଥ୍ୟ କର୍ମୀଙ୍କୁ ଏହି ଟିକାଦାନ କରାଯାଇଛି
|
|
ସମୁଦ୍ରରେ ପହଞ୍ଚିବା ପାଇଁ ସେମାନଙ୍କୁ ଅଠରଦିନ ସମୟ ଲାଗେ
|
|
ବୁଦ୍ଧି ତ ବୁଦ୍ଧିମାନ ଲୋକଙ୍କ ମୁଣ୍ଡରେ ଥାଏ କୌଣସି ଠେକିରେ ନୁହେଁ
|
|
ଦୁଇ
|
|
ଖବର ପାଇ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି
|
|
ଶ୍ରୀ ନାଇଡୁ କହିଛନ୍ତି ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବା ତଥା ସଶକ୍ତକରିବା କ୍ଷେତ୍ରରେ ଗଣମାଧ୍ୟମର ବଳିଷ୍ଠ ଭୂମିକା ରହିଛି
|
|
ତେଣୁ ଏୟାର ଇଣ୍ଡିଆ କିମ୍ବା ଅନ୍ୟ ଆନ୍ତର୍ଜାତିକ ସଂସ୍ଥାଦ୍ାରା ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି
|
|
କଂଗ୍ରେସ ନେତା ରାହୁଳ ଗାନ୍ଧୀ କୃଷକ ଆନ୍ଦୋଳନରୁ ରାଜନୈତିକ ଫାଇଦା ଉଠାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି
|
|
ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ାମୀ ଗତକାଲି ସକାଳେ ଆସ୍ଥାସୂଚକ ଭୋଟ୍ ପ୍ରସ୍ତାବ ଆଗତ କରିଥିଲେ
|
|
ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି
|
|
ଆଭ୍ୟନ୍ତରିଣ ଜିଲ୍ଲାଗୁଡ଼ିକର କିଛି ଭୋଟ ଗ୍ରହଣ କେନ୍ଦ୍ରରେ ଅପରାହ୍ନ ତିନି ଟାରେ ମତଦାନ ଶେଷ ହୋଇଛି
|
|
ଏଥିସହିତ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ଦୁଇ ହଜାର ଦୁଇ ତିନି ଦୁଇ କୁ ବୃଦ୍ଧି ପାଇଛି
|
|
ରାଜ୍ୟସଭା ନିର୍ବାଚନ ଆସନ୍ତା ତେଇଶି ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବାର ସମ୍ଭାବନା ରହିଛି ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି
|
|
ଦୁଇଟି ପର୍ଯ୍ୟାୟରେ ବିଜ୍ଞାନ ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତାର ଇମୂଲ୍ୟାୟନ ଏବଂ କଳା ବିଭାଗ ବିଷୟର ମାନୁଆଲ୍ ମୂଲ୍ୟାୟନ ହେଉଛି
|
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ କୋଶି ରେଳ ମହାସେତୁକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
|
|
କୃଷ୍ଣଚନ୍ଦ୍ର ରାଜା ବର୍ଦ୍ଧମାନରେ ପହଁଚିବା ମାତ୍ରେ ବର୍ଦ୍ଧମାନ ରାଜା ତାଙ୍କୁ ପାଛୋଟି ନେଇ ଯଥାଯୋଗ୍ୟ ସିଂହାସନ ଦେଲେ
|
|
ବଳକା ଚାଉଳରୁ ନିର୍ମିତ ହେବାକୁ ଥିବା ଏହି ଏଥନାଲକୁ ପେଟ୍ରୋଲ ସହ ମଧ୍ୟ ମିଶ୍ରଣ କରାଯାଏ
|
|
ପର୍ଯ୍ୟଟନ ଏବଂ ଏହି କ୍ଷେତ୍ର ସହ ସଂଶ୍ଳିଷ୍ଟ ସୂଚନା ଓ ତଥ୍ୟ ଆଦାନ ପ୍ରଦାନ ବୃଦ୍ଧି ପାଇଁ ଦ୍ବିପକ୍ଷ ସହଯୋଗ ସମ୍ପ୍ରସାରଣ ଏହି ବୁଝାମଣା ପତ୍ରର ଲକ୍ଷ୍ୟ
|
|
ଜନସଂଖ୍ୟା ବଢ଼ିବାରୁ ଆମେ ଜଙ୍ଗଲ କାଟି ଚାଷ ଜମିରେ ପରିଣତ କରୁଛୁ
|
|
ଘରସବୁ ମରାମତି କରିବାପାଇଁ କାଠ ବାଉଁଶ ଦରକାର୍ ପଡ଼ିଲା
|
|
ପାକୁ ଫାୟାରିଂ ପାକିସ୍ତାନୀ ସୈନ୍ୟମାନେ ଆଜି ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣରେଖାସ୍ଥିତ ଭାରତୀୟ ଆଗୁଆ ଘାଟି ଓ ଗ୍ରାମଗୁଡ଼ିକୁ ଲକ୍ଷ୍ୟ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି
|
|
ଟ୍ରିଟ୍ ଯୋଗେ ଶ୍ରୀ ଶାହା କହିଛନ୍ତି ଦୁଇ ହଜାର ଊଣାଇଶ ପୁମା ଆକ୍ରମଣରେ ଶହୀଦ୍ ବୀର ଯବାନମାନଙ୍କ ପ୍ରତି ସେ ତାଙ୍କର ମଥାନତ କରୁଛନ୍ତି
|
|
କନ୍ୟାର ଜାତି କୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ
|
Subsets and Splits
No community queries yet
The top public SQL queries from the community will appear here once available.