audio
audioduration (s) 0.14
183
| sentence
stringlengths 2
1.11k
|
---|---|
ଗତ ଶନିବାର ଦିନ ପାଞ୍ଚ ଜଣ ବିଧାୟକ ବାଚସ୍ପତି ସେମାନଙ୍କର ଇସ୍ତଫାପତ୍ର ଗ୍ରହଣ କରୁନଥିବା କୋର୍ଟରେ ଅଭିଯୋଗ କରିଥିଲେ
|
|
ତା ପଛେ ପଛେ ଚାଲିଥାଏ ମୂର୍ଖ ଯୁବକ
|
|
ପଶ୍ଚିମବଙ୍ଗର ନିର୍ବାଚନ ହିଂସାକାଣ୍ଡ ଘଟଣାସ୍ଥଳୀରେ ପହଞ୍ଚିବା ପରେ ତାଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି
|
|
ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ରାଜା ତାଙ୍କୁ ବହୁତ୍ ପ୍ରଶଂସା କଲେ ଓ ପୁରସ୍କୃତ କଲେ
|
|
ଅନ୍ୟପକ୍ଷରେ ରାଜ୍ୟରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିବା ପରେ କରୋନା ଜନିତ ମୃତ୍ୟୁସଂଖ୍ୟା ପାଞ୍ଚ ଛଅ କୁ ବୃଦ୍ଧି ପାଇଛି
|
|
ସେହିଦିନ ଠାରୁ କୋକିଶିଆଳିର ଲାଞ୍ଜଟା ଆଜିଯାଏଁ ଧଳାହୋଇ ରହିଛି
|
|
କରୋନା ଭୂତାଣୁ ସମ୍ବନ୍ଧରେ ତଥ୍ୟ ଜାଣିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର ସ୍ଥାପନ କରାଯାଇଛି
|
|
ବଲାଙ୍ଗୀର ପ୍ୟାଲେସ ଲେନ୍ରେ ଥିବା ସେମାନଙ୍କ ବାସଭବନ ସମେତ ଉଭୟଙ୍କ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି
|
|
ଟ୍ରାଙ୍କୁଲାଇଜ୍ କରି
|
|
ଯୋଗିନୀଖିଆ ଘରଭଙ୍ଗା ଲୋକଙ୍କ ବୁଦ୍ଧିରେ ପଡ଼ ନା
|
|
ଦୁଇ
|
|
ବନ୍ଦେ ଭାରତ ମିଶରେ ଚଉବନ ହଜାର ଏକ ଶହେ ଅଶୀ ଜଣ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ମୁମ୍ବାଇରେ ପହଞ୍ଚାଯାଇ ସାରିଛି
|
|
ପ୍ରଧାନମନ୍ତ୍ରୀଏସିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭଷ୍ଟ୍ରିଆଲ ମାଧ୍ୟମରେ ଆୟୋଜିତ ହେଉଥିବା ସାଘାଇ ସହଯୋଗ ସଂଗଠନଏସ୍ସିଓ ପରିଷଦର ରାଷ୍ଟ୍ର ଅଧ୍ୟକ୍ଷ ମାନଙ୍କର ଦୁଇ ଶୁନ୍ୟ ତମ ସମିଳନୀରେ ଭାରତୀୟ ପ୍ରତିନିଧ୍ବ ମଣ୍ଡଳର ନେତୃତ୍ବ ନେବେ
|
|
ଏକ
|
|
ଆଜି ମୁଁ ଘରେ ରହିବି କି ନାହିଁ ସନ୍ଦେହ
|
|
ଏକ ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଲାଗିରହିଛି
|
|
ଚାକର ବାହକ ପାଇଁ ଡାକପକାଇବାରୁ କାଳିଦାସ ସେଠାରେ ହାଜର ହେଲେ
|
|
ଏଥିରେ ମୋଟ୍ ଏକ ଦୁଇ ନଅ ଟି ପୁରସ୍କାର ପ୍ରଦାନ କରାଯିବ
|
|
ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେ ସ୍ଥିତ ସେରମ୍ ଇଷ୍ଟିଚ୍ୟୁଟ୍କୁ ଗସ୍ତ କରି ପ୍ରତିଷେଧକର ଉତ୍ପାଦନ ପଦ୍ଧତିର ସମୀକ୍ଷା କରିଛନ୍ତି
|
|
ନୋଟିସ୍ ପାଇବାର ଚବିଶି ଘଣ୍ଟା ଭିତରେ ଜବାବ୍ ଦେବାକୁ କୁହାଯାଇଛି
|
|
ରାଜ୍ୟର ଏକ ଶୁନ୍ୟ ଏକ ଟି ଉତ୍କର୍ଷ ବିଦ୍ୟାଳୟ ସମେତ ତିନି ଶୁନ୍ୟ ଟି ଜିଲ୍ଲାର ଯୁକ୍ତଦୁଇ କଲେଜର ଶିକ୍ଷକମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି
|
|
ଶ୍ରୀ ମୋଦି କହିଛନ୍ତି ତେଲଙ୍ଗନା ସରକାର ବାସଗୃହ ନିର୍ମାଣ ଓ ଆୟୁଷ୍ମାନ ଭାରତ ଭଳି ବିକାଶ ମୂଳକ ଯୋଜନାଗୁଡିକୁ ଲାଗୁ କରିନାହାନ୍ତି
|
|
ତେଣୁ ବଣ ଜଙ୍ଗଲ ଏହିପରି ଭାବେ ପ୍ରାଣୀ ଜଗତକୁ ଉଭୟ ଖାଦ୍ୟ ଓ ଅମ୍ଳଜାନ ଯୋଗାଇ ବଞ୍ଚାଇ ରଖେ
|
|
ସେହିପରି ପୂଜା ପୂର୍ବରୁ କଟକ ସହରର ରାସ୍ତାଘାଟ ମରାମତି ଜାଇକା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ କମିଟି ତରଫରୁ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା
|
|
ଭାରତ ପ୍ରଥମେ ବ୍ୟାଟିଂ କରି ଏକ ଶହେ ସତଷଠି ରନ୍ ସଂଗ୍ରହ କରିଥିଲା
|
|
ସରକାର କୃଷକମାନଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଅନେକ ବୈଠକରେ ପର୍ଯ୍ୟାୟ କ୍ରମେ ଆଲୋଚନା କରିଛନ୍ତି
|
|
ରଥଯାତ୍ରା ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରିବାକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ାମୀ ଶ୍ରୀନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀଜଗନ୍ନାଥ ମନ୍ଦିର ଦଇତାପତି ନିଯୋଗକୁ ପରାମର୍ଶ ଦେଇଛନ୍ତି
|
|
ଅନ୍ୟପକ୍ଷରେ ସାରା ଶର୍ମାଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି ଡକ୍ଟର ଉମାଶଙ୍କର ଦାସଙ୍କୁ ଭୁବନେଶ୍ର ଓ ପ୍ରତୀକ ସିଂହଙ୍କୁ କଟକ ଡିସିପିଭାବେ ନିଯୁକ୍ତି ଦିଆଯାଇଛି
|
|
ଏଥିସହିତ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ବିଡିଏରେ ଅନ୍ଲାଇନ୍ ବିଲିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ଅନ୍ଲାଇନ୍ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଆଦି ଅନକେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି
|
|
ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧୁକ ପଚାଶ ଜଣ ରହିଛନ୍ତି
|
|
ଶ୍ରମ କମିଶନରଙ୍କ ନେତୃତ୍ବରେ ସହକାରୀ ଲେବର କମିଶନର୍ ପିକେ ମହାପାତ୍ର ସହାୟତା ପାଇଁ ତ୍ରିଭେନ୍ଦ୍ରମ ଦାୟିତ୍ବରେ ଥିବାବେଳେ ମାଇଗ୍ରେସନ୍ କମ୍ବଲଟାଣ୍ଟ୍ ଅଧିକାରୀ ଡ ବିବି ଆଚାର୍ଯ୍ୟ ଏରନାକୁଲମ୍ ଦାୟିତ୍ବରେ ଅଛନ୍ତି
|
|
ପିଏମ୍ ଫିଟ୍ ଇଣ୍ଡିଆ ଡାଏଲଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଗୁରୁବାର ଦିନ ଫିଟ୍ ଇଣ୍ଡିଆ ଡାଏଲଗ୍ନ ଅବସରରେ ଫିଟ୍ନେସ୍ ଟ୍ରେନର ଓ ଦେଶର ନାଗରିକମାନଙ୍କ ସହ ବାର୍ତ୍ତାଳାପ କରିବେ
|
|
ଏ କ୍ଷେତ୍ରରେ ଜନଆନ୍ଦୋଳନ ସୃଷ୍ଟି କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି
|
|
ଗତକାଲି ରାତିରେ ଭୁବନେଶ୍ର କଟକ ସମେତ ଆଖପାଖ ଅନେକ ସ୍ଥାନରେ ଅସରାଏ ଦୁଇ ଅସରା ବର୍ଷା ହୋଇଯାଇଛି
|
|
ଏହା ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି
|
|
କେନ୍ଦ୍ରାପଡ଼ା ତେପନ ନମ୍ବର ଜାତୀୟ ରାଜପଥ ପାରାଦ୍ବୀପଚଣ୍ଡିଖୋଲ ରାସ୍ତାର ଦୁହୁରିଆ ଛକରେ ଟ୍ରକ୍ ପଛରେ ଏକ ଅଟୋ ପିଟିହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି
|
|
ବାବୁଙ୍କ ଇଚ୍ଛା ବଡ଼ ଗୋଟାଏ କିଛି ପାଇଟିରେ ତାକୁ ଲଗାଇବେ
|
|
ଦୁଇ ହଜାର ପଚିଶି ସୁଦ୍ଧା ଏହି ଶିଳ୍ପ ଦୁଇ ହଜାର ଛଅ ଶହେ କୋଟି ଡଲାର ମୂଲ୍ୟର ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖୁଛି
|
|
ପିଲାମାନେ ପଇସା ଦେବାରୁ ଶ୍ୟାମଘନ କହିଲା ତୁମମାନଙ୍କର ଏଗୁଡ଼ିକ ପୁରସ୍କାର
|
|
ଏଭଳି ଏକ ଶୁନ୍ୟ ଟି ଷ୍ଟାର୍ଟଅପ୍ କମ୍ପାନୀ ଏକ ଶହେ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଉତ୍ପାଦନ କରିପାରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି
|
|
ଦାରିଂବାଡ଼ିରେ ସର୍ବନିମ୍ନ ତାପମାତ୍ରା ଛଅ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି
|
|
ଆମେ ଛଅ ରାଣୀ ଯାକ ବାଞ୍ଝ ଥିଲୁ ସେଥି ଲାଗି ଆମ ରାଜାଙ୍କ ମନରେ ଯେଉଁ ଦାରୁଣ ଦୁଃଖ ଥିଲା ତୁ ଆସିଲାରୁ ତାହା ଦୂର ହେଲା
|
|
ସାରି ବାବା ବହୁ ଚଚ୍ଚିତ ସାରଥ ବାବା ଆଜି ଏସ୍ସିଏସ୍ଟି କୋର୍ଟରେ ହାଜର ହୋଇଛନ୍ତି
|
|
ରାଜସ୍ଥାନ ଗଭର୍ଣ୍ଣର ପୂର୍ବତନ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ର ରାଜସ୍ଥାନର ରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି
|
|
ଏହା ତାଙ୍କର ସାତ ପାଞ୍ଚ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ହେବ
|
|
ଜୟଶଙ୍କରରିଭ୍ୟୁ ମିଟିଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ବନ୍ଦେ ଭାରତ ମିଶନ୍ ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି
|
|
ଲକ୍ଷ୍ନୌରେ ଦୀର୍ଘ ଚବିଶି ବର୍ଷ ପରେ ନୂତନ ଭାବେ ନିର୍ମିତ ରେ ଏହି ଆନ୍ତର୍ଜାତିକ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ
|
|
କିଛି ସମୟ କାମ ନକରୁଣୁ ମିକି ହଠାତ୍ ମୁଣ୍ଡରେ ହାତ ଦେଇ ବସିପଡ଼ିଲା
|
|
ଏହି ଚୁକ୍ତି ସପକ୍ଷରେ ଛଅ ଦୁଇ ଏକ ଟି ଭୋଟ ପଡ଼ିଥିବା ବେଳେ ଏହା ବିପକ୍ଷରେ ଅଣଚାଶ ଜଣ ମତଦାନ କରିଛନ୍ତି
|
|
ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାର ଗତ ପାଞ୍ଚ ବର୍ଷ ହେଲା କୃଷକମାନଙ୍କ କଲ୍ୟାଣ ପାଇଁ କାମ କରିଛନ୍ତି ଏବଂ ପୁଣି ଥରେ କ୍ଷମତାକୁ ଆସିଲେ କୃଷକମାନଙ୍କ ପାଇଁ କଲ୍ୟାଣ କାର୍ଯ୍ୟ ଜାରି ରହିବ
|
|
ଶ୍ରୀମନ୍ଦିର ଉଚ୍ଛେଦ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ମଧ୍ୟରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା
|
|
କୃଷି ବିଭାଗ ପକ୍ଷରୁ ପୋକ ଦମନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି
|
|
ଶୂନ
|
|
ଏକ ତେଲୁଗୁଦେଶମ ପାଟି ଶାସକ ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍ସ ଏନ୍ଡିଏରୁ ଏହାର ସମର୍ଥନ ପ୍ରତ୍ୟାହାର କଲା
|
|
ଦୋଳ ସମଗ୍ର ରାଜ୍ୟରେ ଆଜି ଦୋଳ ପୂର୍ଣ୍ଣିମା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି
|
|
କେରଳର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଓଡ଼ିଶା ସରକାର ପାଞ୍ଚ କୋଟି ଟଙ୍କାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି
|
|
ପୂଜା ପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ
|
|
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ପଚାଶ ଓଭରରେ ଆଠ ିକେଟ୍ ବିନିମୟରେ ଦୁଇ ସାତ ତିନି ରନ୍ ସଂଗ୍ରହ କରିଥିଲା
|
|
ଏକ
|
|
ବର୍ଦ୍ଧମାନ ଭାଣ୍ଡର କଥା ଶୁଣି ଗୋପାଳ ଭାଣ୍ଡ କହିଲା ମହାରାଜ ଆପଣଙ୍କର ଭାଣ୍ଡ ଖାଲି ଆପଣଙ୍କର ରାଜଧାନୀଟି ବୁଲି ଆସିଛି
|
|
ଏଇ ମାଳଭୂମି ସମୁଦ୍ର ସମତଳଠାରୁ ପ୍ରାୟ ଦୁଇ ଶହ ମିଟର ଉଚ୍ଚରେ ଅବସ୍ଥିତ
|
|
ସାକ୍ଷରତାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ସେ ମଧ୍ୟ ସେ ଆହ୍ମାନ ଜଣାଇଛନ୍ତି
|
|
କୃତଜ୍ଞ ରାଷ୍ଟ୍ର ଆଜି ସେହି ସ୍ାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ାଧୀନତା ସଂଗ୍ରାମର ଶହୀଦମାନଙ୍କ ବଳିଦାନକୁ ସ୍ମରଣ କରୁଛି
|
|
ଏବଂ ସରକାର ଏପର୍ଯ୍ୟନ୍ତ ଏକ ଛଅ ପାଞ୍ଚ ଲକ୍ଷ ଡୋଜ୍ କୋଭି ଟୀକା ସଂଗ୍ରହ କରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ରାଜ୍ୟସଭାକୁ ସୂଚନା ଦେଇଛନ୍ତି
|
|
ପେସ୍ ବିଭାଗରେ ରହିଛନ୍ତି ବୋଲର ବସନ୍ତ ରାଜେଶ ଓ ସୂର୍ଯ୍ୟକାନ୍ତ
|
|
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଦୁଇ ଶହେ ମିଲିୟନ୍ ଡଲାର ଠକି ନେଇଥିବା ମାମଲାରେ ଗିରଫ୍ ହୋଇ ଏବେ ବ୍ରିଟେନ୍ର ାନ୍ଓର୍ଥ ଜେଲ୍ରେ ରହିଛି
|
|
ମୁଖ୍ୟସମ୍ବାଦ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ହ୍ରାସ ପାଇବା ସମ୍ଭାବନା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ
|
|
ଘର ମଧ୍ୟ ଉତ୍କଟ ଗଁ ଗଁ ଶବ୍ଦ ଗୋଡ଼ ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବଧ୍ ହୋଇଗଲା
|
|
ଏଭଳି ଅଭିଯୋଗ ତାଙ୍କ ମନରେ ଘୋର ଦୁଃଖ ଦେଇଛି ଏବଂ ସେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ
|
|
ଲୋକମାନଙ୍କର ସ୍ାସ୍ଥ୍ୟକର ଓ ଜୈବିକ ଖାଦ୍ୟ ପ୍ରତି ଚାହିଦା ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
|
|
ଦୂରଦର୍ଶନରେ ସକାଳ ଛଅ ଟା ତିରିଶି ମିନିଟ୍ରେ ଏହାର ସିଧା ପ୍ରସାରଣ କରାଯିବ
|
|
କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗୁଜରାତ୍ରର ଭାବନଗରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି
|
|
ସିନ୍ଧୁଙ୍କ ବ୍ୟତୀତ ଏହି ପ୍ରତିଯୋଗିତାର ସିଙ୍ଗଲ୍ ବର୍ଗରେ ସାଇନା ନେହାଲ କିଦାମ୍ବୀ ଶ୍ରୀକାନ୍ତ ପିକାଶ୍ୟପ ଏବଂ ବି ସାଇପ୍ରଣୀତ ମଧ୍ୟ ଭାଗ ନେଇଛନ୍ତି
|
|
ଟିକା ସଚେତନତା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି
|
|
ଘରେ ତମ ଭଳି ମୋର ଜଣେ ବୁଢ଼ା ଅଜା ଥିଲେ
|
|
ଏଇ ସମୟରେ ଗାଡ଼ି ମଟର ଚାପାରେ ଅନେକ କଙ୍କଡ଼ା ମରିଯାଆନ୍ତି
|
|
କଇଁଛ ଟ୍ରାନ୍ସମିଟର କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛଙ୍କ ପିଠିରେ ଟ୍ରାନ୍ସମିଟର ଖଞ୍ଜାଯିବା ନେଇ ବିଚାର କରାଯାଉଛି
|
|
ଭାରତରେ ମହାବାତ୍ୟା ଅମିନରେ ପ୍ରାଣ ହରାଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଜୁଗନ୍ନଥ ଶୋକ ବ୍ୟକ୍ତ କରିଛନ୍ତି
|
|
ଆକାଶବାଣୀର ସମ୍ବାଦଦାତା ଜଣାଇଛନ୍ତି ଦେଶର ଯୁବପିଢିମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପରୀକ୍ଷା ପେ ଚର୍ଚ୍ଚା ହେଉଛି ପରୀକ୍ଷା ଯୋଦ୍ଧାମାନଙ୍କର ମନୋବଳ ବୃଦ୍ଧି କରିବାର ମହାନ୍ ଲକ୍ଷ୍ୟ
|
|
ବିଶେଷକରି ସେହିସବୁ ରାଜ୍ୟଗୁଡ଼ିକର ଦୁର୍ଗମ ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥା ସୁଗମ ହେବ
|
|
ଷ୍ଟାର୍ଟଅପ୍ସ ଏଗ୍ରି ଫାର୍ମସ୍ ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ଏକ ଦୁଇ କୋଟି ଟଙ୍କା ବ୍ୟୟରେ ଏକ ଏକ ଦୁଇ ଟି ଷ୍ଟାର୍ଟଅପ ପ୍ରତିଷ୍ଠା କରିବେ
|
|
ଏପରି ସଙ୍କଟମୟ କାଳରେ ଓଡ଼ିଆ ସାହିତ୍ୟ ସାଧନା ଯେ କିଭଳି କଷ୍ଟକର ଥିଲା ତାହା ସହଜରେ ଅନୁମେୟ
|
|
ଯେଉଁ ଦେଶରେ ମୂଷା ଲୁହା ତରାଜୁ ଖାଇଯାଏ ସେଠାରେ ଚିଲ ମଣିଷ ପିଲାକୁ ନେଇଯିବା ଅସମ୍ଭବ କ ଣ।
|
|
ଚୀନରେ ସତର ହଜାର ଦୁଇ ଶହେ ପାଞ୍ଚ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଥିବାବେଳେ ଏକ ଶହେ ପଞ୍ଚସ୍ତରୀ ଜଣ ଅନ୍ୟ ଦେଶର ନାଗରିକଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି
|
|
ବଡ଼ମଣିଷମାନଙ୍କ ଅପେକ୍ଷା ସାନପିଲାମାନଙ୍କର ସେ ବେଶି ପ୍ରିୟ
|
|
ସେଠି ଦେଖିଲାବେଳକୁ ରଜା ଝିଅ ପର୍ବତ ଉପରେ ସେମିତି ବସିଛି
|
|
ସିବିଏସ୍ଇ ଦ୍ବାରା ପରିଚାଳିତ ଦଶମ ଓ ଦ୍ାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇ ହଜାର ଏକୋଇଶି ମେ ଚାରି ତାରିଖରୁ ଆରମ୍ଭ ହେବ
|
|
ଶେଠ୍ଙ୍କ ମୁହଁରେ ତ ମିଠା ଲାଗି ଯାଇଥାଏ
|
|
କରୋନା ଭୂତାଣୁ ସାଧାରଣତଃ ମଣିଷର ଶ୍ବାସ ପ୍ରକ୍ରିୟାକୁ ସଂକ୍ରମିତ କରୁଥିବା ଦୃଷ୍ଟିରୁ ଏ ଦିଗରେ ଯୋଗର ବିଭିନ୍ନ ପ୍ରକାର ପ୍ରାଣାୟମ ସେମାନଙ୍କୁ ସୁରକ୍ଷା ଦେଇ ପାରିବ
|
|
ଏଇ ସମୟରେ ଗାଡ଼ି ମଟର ଚାପାରେ ଅନେକ୍ କଙ୍କଡ଼ା ମରିଯାଆନ୍ତି
|
|
କବଚ ନିର୍ମାଣ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ତାଲିମଦାତାମାନେ ମିଳିତ ଭାବେ ଏକ ଭିନ୍ନ ପ୍ରକାର କରୋନା ସଂକ୍ରମଣ ପ୍ରତିରୋଧ ସୁରକ୍ଷା କବଚ ନିର୍ମାଣ କରିଛନ୍ତି
|
|
ସିଅର ପାଜ୍ ଆେ ଲିଙ୍ଗାୟତ ଧର୍ମଗୁରୁ ଶିବକୁମାର ସ୍ବାମୀଗାଲୁଙ୍କର ଆଜି ଏଗାର ଟା ଅଠଚାଳିଶି ମିନିଟରେ ଦେହାନ୍ତ ହୋଇଛି
|
|
ଜେକେ ରେଙ୍କୁ ପ୍ରବଳ ତୁଷାରପାତ ଯୋଗୁଁ ଜାମ୍ମୁ କାଶ୍ମୀରର ଜୋଜିଲା ପାସ୍ ନିକଟରେ ଶ୍ରୀନଗର ଲେହ ଜାତୀୟ ରାଜପଥରେ ଫସି ରହିଥିବା ଜାନବାହନ ଓ ଗାଡ଼ିଗୁଡ଼ିକୁ ଉଦ୍ଧାର କରିବା କାର୍ଯ୍ୟ ଚାଲିଛି
|
|
ଏହି ସମୟ ମଧ୍ୟରେ ଦୁଇ ଲକ୍ଷ ଦୁଇ ଛଅ ହଜାର ନଅ ଶହେ ସତଚାଳିଶି ଜଣ ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି
|
|
ତେବେ ବିଦେଶୀ ପକ୍ଷୀଙ୍କ ସମାଗମ ସ୍ଥଳ ଚିଲିକାର ନଳବଣ ପକ୍ଷୀ ଅଭୟାରଣ୍ୟରେ ବାର୍ଡ ଫୁର ପ୍ରଭାବ ନାହିଁ ବୋଲି ସିଡିଭିଓ ଶ୍ରୀ ପଟ୍ଟନାୟକ କହିଛନ୍ତି
|
|
ଅବହେଳିତ ଦେଶାନ୍ତରିତ ଓ ବାସହୀନ ବର୍ଗର ଛାତ୍ରଛାତ୍ରୀମାନଙ୍କ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି
|
|
ଇଏ ଏକବର୍ଷ ସକାଶେ ମୌନବ୍ରତ ଧାରଣ କରିଛନ୍ତି
|
|
ଆସନ୍ତାକାଲି ସନ୍ଧ୍ୟାରେ ଶ୍ରୀ ଠାକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଅବ୍ୟବହିତ ପୂର୍ବରୁ ଏହି ଅଣଆନୁଷ୍ଠାନିକ କଥାବାର୍ଭା ହୋଇଛି
|
|
ଉଭୟ ନେତା ଦକ୍ଷିଣ ଏସିଆ ଆଫଗାନିସ୍ତାନ ଭାରତ ପ୍ରଶାନ୍ତମହାସାଗର କ୍ଷେତ୍ର ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ
|
|
ସେ ନିଜ ଗୁରୁଙ୍କଠାରୁ ଏକ ବିଶିଷ୍ଟ ବିଦ୍ୟା ଶିକ୍ଷା କରିଥିଲେ ଫଳରେ ସେ ପଶୁପକ୍ଷୀଙ୍କ କଥା ମଧ୍ୟ ବୁଝିପାରୁଥିଲେ
|
Subsets and Splits
No community queries yet
The top public SQL queries from the community will appear here once available.