audio
audioduration (s) 0.14
183
| sentence
stringlengths 2
748
|
---|---|
କଣ କରିବ ଭାଳୁଁ ଭାଳୁଁ ଗୋଟାଏ ବୁଦ୍ଧି ଦିଶିଗଲା
|
|
ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ଏକ ଲକ୍ଷ ଏକାବନ ହଜାର ଦୁଇ ଶହେ ପଞ୍ଚାବନ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ଛୟାନବେ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି
|
|
କୋକିଶିଆଳୀଟି ମାଛଟିଏ ଚୋରି କରି ତାକୁ ପାଟିରେ କାମୁଡ଼ି ଆସୁଥାଏ
|
|
ପିଲାଟି ଉତ୍ତର ଦେଲା ହଁ ମୁଁ ପରା ତୁମକୁ ପଚାରିଲି ତୁମେ କହିଲ ସେ ନିଇତି ଆସି ଖାଇଯାଏ
|
|
ଚାଷୀ ଆନ୍ଦୋଳନ ସମଗ୍ର ରାଜ୍ୟରେ ଲାଗି ରହିଥିବା ଚାଷୀ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଚାଷୀ ଅଧିକାର ରାଲି ଆଜି ମଧ୍ୟ ଜାରି ରହିଛି
|
|
ଗତରାତିରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ବେଆଇନ ଜମାର ଫଳପ୍ରଦ ମୁକାବିଲା ଓ ଏଭଳି ଯୋଜନାଗୁଡ଼ିକ ଦ୍ାରା ଗରିବ ଲୋକମାନଙ୍କୁ ଠକିବାକୁ ରୋକିବା ଲାଗି ଏହି ସଂଶୋଧନ ବିଲ୍କୁ ଆହୁରି ମଜବୁତ୍ କରିବ
|
|
ସବୁ ମାଲଗୁଡିକ ଆପଣା ଘରକୁ ଘେନି ଯାଇ ନଜରରେ ନ ରଖିଲେ ସବୁ ବରବାଦ ହୋଇଯିବ
|
|
ପୂର୍ବରୁ ତା ର ରାଗ ଅଛି ଆଜି ରାଜ ଉଆସରେ ପହଁଚିବା ମାତ୍ରକେ ରାଜାଙ୍କୁ ଦଂଶନ କରିବ ରାଜାଙ୍କର ଆଉ ତ୍ରାହି ନାହିଁ
|
|
ସେହିପରି ପ୍ରବୀଣ କୁମାରଙ୍କୁ ଆଇନ ଶୃଙ୍ଖଳା ବିଭାଗର ଆଇଜି ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗର ଡିଆଇଜି ଏବଂ ଡକ୍ଟର ସାର୍ଥକ ଷଡଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଏସପିଭାବେ ଅବସ୍ଥାପିତ କରାଯାଇଛି
|
|
ଥରେ ଘନ ଜଙ୍ଗଲରେ ଗୋଟିଏ ହରିଣକୁ ଶିକାର କରିବାକୁ ତା ପଛରେ ଯାଉ ଯାଉ ସେ ନିଜ ରାସ୍ତା ଭୁଲିଗଲେ
|
|
ଗୌହାଟୀ ନିକଟରେ ଭୂସ୍ଖଳନ ଯୋଗୁଁ ଆଜି ଦୁଇଜଣଙ୍କର ପ୍ରାଣହାନୀ ଘଟିଛି
|
|
ଚଳିତ ଆର୍ଥିକ ବର୍ଷରେ ଜାମ୍ମୁ କାଶ୍ମୀରରେ ସବୁଠୁ ଅଧିକ ସଡ଼କ ନିର୍ମାଣ ହୋଇଛି
|
|
ଏହି ବୈଠକରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଜନିତ ପରିସ୍ଥିତିରେ ଉଭୟ ଦେଶ ମଧ୍ୟରେ ସହଯୋଗ ସୀମା ପରିଚାଳନା ଓ ସୁରକ୍ଷା ପୁଞ୍ଜିନିବେଶ ଓ ବ୍ୟବସାୟ ଗମନାଗମନ ଶକ୍ତି ଜଳସମ୍ପଦ ସମେତ ବିଭିନ୍ନ ଦ୍ବିପାକ୍ଷିକ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ସମସ୍ୟା ଉପରେ ଆଲୋଚନା ହେବ
|
|
ଗତ ଚବିଶି ଘଣ୍ଟା ମଧ୍ୟରେ ପଞ୍ଚାବନ ହଜାର ପାଞ୍ଚ ଶହେ ତେସ୍ତରୀ ଜଣ ଆରୋଗ୍ୟ ଲାଭ କରିବା ଫଳରେ ଦେଶରେ ଆରୋଗ୍ୟ ହାର ଏକସ୍ତରୀ ଦଶମିକ ସତର ପ୍ରତିଶତରେ ପହଞ୍ଚିଛି
|
|
ଏହି କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକମାନେ ଯୋଗଦେଇ ପୋଷଣ ପୁଷ୍ଟିର ଉପାଦେୟତା ପୋଷଣ ବଗିଚା ବାଡ଼ି ବଗିଚାରେ ସବୁଜ ପନିପରିବା ଲଗାଇ ଜୈବିକ ସାର ଅଣୁସାର ପ୍ରୟୋଗ ଉପରେ ଗୁରୁତ୍ବ ଦେଇଥିଲେ
|
|
ଗତକାଲି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଟିକମ୍ବଗଡ଼ ଶିକର କୋଟା କୋବା ଓ ବୁଲନ୍ଦସହର ନିର୍ବାଚନ ମଣ୍ଡଳିର ବିଜେପି ବୁଥ୍ୟସ୍ତରୀୟ କର୍ମୀଙ୍କୁ ଉଦ୍ବୋଦନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ବିରୋଧରେ ବିରୋଧ ଦଳମାନେ ମିଥ୍ୟା ପ୍ରଚାର ଓ ଅଭିଯୋଗ କରୁଛନ୍ତି
|
|
ସେମାନେ ଆଗେ ବଡ଼ ଧନୀ ଥିଲେ
|
|
ସେହିଭଳି ଅନ୍ୟ ଏକ ମ୍ୟାରେ କାଂଲାଦେଶ ଆଫଗାନିସ୍ତାନକୁ ଭେଟିବ
|
|
ପାଖ ଗାଁର ମାଇନ୍ର ସ୍କୁଲରେ ଦୁଇଜଣ ଶିକ୍ଷକରୂପେ କାର୍ଯ୍ୟ କରନ୍ତି
|
|
ଯେଉଁ ଗାୟକମାନେ ଏହି ଭଜନ ଗାଇଛନ୍ତି ସେମାନେ ହେଲେ ଆଜେରିଆର ବାରାକା ମଜାଇଆ ଆର୍ଜେଣ୍ଟିନାର କାରୋଲିନା କ୍ରିମ୍ ବାହାରିର ନୁର ଆଜର୍ ବାଇଜାନ୍ର ତୋଫିକ୍ ଆଲିଏଫ୍ ମୁକେଶ ସର୍ବିଆର ଜାବ୍ରାଙ୍କା ଜୋବାନୋଭିକ୍ ଭୁଟାନର ଯାଞ୍ଚନ୍ ଦୁପା ବୋଆନାର ଶାନ୍ତି ଲୋ ଅଷ୍ଟ୍ରେଲିଆର ହିଦର ଲି ଆର୍ମେନିଆର ମାଶା ମଞ୍ଜୀୟାନ୍ ଓ ବୋଲିଭିଆର ପ୍ରସିଦ୍ଧ ଆଣ୍ଡିୟାନ୍ ସଙ୍ଗୀତ ଗୁପ୍ ରାଜସ୍ଥାନ ଜିକା ରାଜସ୍ଥାନର ଜୟପୁର ସହରରେ ଜିକା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବାସ୍ତରୀ ରେ ପହଞ୍ଚିଛି
|
|
ତେଣୁ ଜୀବନଧାରଣର ଉପକରଣ ସଂଗ୍ରହ ଆମେ କରିନଥାଉ
|
|
କଟାଶ କହିଲା ମୁଁ ବୁଢ଼ା ହେଲିଣି
|
|
ଏଥିଲାଗି ଜନସାଧାରଣ ୧୮୦୦୧୧୭୮୦୦କୁ ଡାଏଲ୍ କରି ନିଜର ମତାମତ ରେକର୍ଡ଼ କରାଇପାରିବେ
|
|
ଏହାକୁ ମିଶାଇ ମୋଟ୍ ଆରୋଗ୍ୟ ସଂଖ୍ୟା ୩ଲକ୍ଷ ଚାଳିଶି ହଜାର ୬୦୦କୁ ବୃଦ୍ଧି ପାଇଛି
|
|
ଜଙ୍ଗଲ ଯେ ପରିବେଶ ଏବଂ ସମଗ୍ର ଜୀବମଣ୍ଡଳର ରକ୍ଷା କବଚ ଏକଥା ସମସ୍ତେ ଜାଣନ୍ତି
|
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରି ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି
|
|
ବିଶିଷ୍ଟ ଚଳଚ୍ଚିତ୍ର ତାରକା ରାଜ୍ ବବର୍ ଆଜି ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି
|
|
ସେ କହିଛନ୍ତି ଇତିମଧ୍ୟରେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି
|
|
ତିନି
|
|
ପୁଅକୁ ଜ୍ଵର ହେଲା ଝିଅ ବିଭାଘର ହେବ ଜମିଜମା କନ୍ଦଳ ତୁଟିବା ପ୍ରଭୃତି କାର୍ଯ୍ୟରେ ତାଙ୍କର ପରାମର୍ଶ ଲୋଡ଼ାଯାଏ
|
|
ପିଏମ୍ ଏସିଆନ୍ ଗେମ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ କ୍ରୀଡ଼ାରେ ଏକ ହଜାର ପାଞ୍ଚ ଶହେ ମିଟର ଦୌଡ଼ରେ ସ୍ବର୍ଣ୍ଣପଦକ ଜିତିଥିବା ଜିସନ୍ ଜନ୍ସଙ୍କୁ ଅଭିନନ୍ଦନ ଜଣାଇଛନ୍ତି
|
|
ସେଠାରେ ପହଞ୍ଚି ରାଜା ଦେଖିବାକୁ ପାଇଲେ ତେନାଲୀରାମା ବିଛଣାରେ ପଡ଼ିଛନ୍ତି ପାଖରେ ତାଙ୍କର ପତ୍ନୀ ଓ ମାଆ ବସି କାନ୍ଦୁଛନ୍ତି
|
|
ଶ୍ରୀମତୀ ମର୍କେଲ ରାଜଘାଟ ଯାଇ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
|
|
ରେବତୀ ଏକଧ୍ୟାନରେ ବାସୁକୁ ଚାହିଁଥାଏ ଆଜିକା ଚାହାଁଣି ଅନ୍ୟ ରକମ
|
|
ଛଅ
|
|
ଏସ୍ସି ସେଫ୍ଟି ନର୍ମସ୍ ଜାତୀୟ କୋଠାବାଡ଼ି କୋଡ଼ରେ ଅଗ୍ନି ନିରାପତ୍ତା ଉପରେ ଯେଉଁସବୁ ରୀତି ରହିଛି ସେଗୁଡ଼ିକୁ ନିର୍ମାଣକାରୀମାନେ ଖୁଲାଫ କରୁଥିବା ଅଭିଯୋଗ କରି ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ ଏ ସମ୍ପର୍କରେ ସବୁ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି
|
|
ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୮ଟି ପାଠ୍ୟପୁସ୍ତକର ନିଦ୍ଧାରିତ ଦର ପ୍ରକାଶ କରାଯାଇଛି
|
|
ସିଟିଜେନ୍ସିପ୍ ବିଲ୍ ନାଗରିକତ୍ବ ସଂଶୋଧନ ବିଲ୍ ଦୁଇ ହଜାର ଊଣାଇଶ ଗତକାଲି ରାତିରେ ରାଜ୍ୟସଭାରେ ଗୃହିତ ହେବା ସହ ସଂସଦର ଅନୁମୋଦନ ଲାଭ କରିଛି
|
|
ଏହି ସଦସ୍ୟମାନେ ହେଲେ ଦଶପଲ୍ଲାର ପୂର୍ଣ୍ଣଚନ୍ଦ୍ର ନାଏକ ଆସିକାର ଦେବରାଜ ମହାନ୍ତି ଗୁଣୁପୁରର ତ୍ରିନାଥ ଗମାଙ୍ଗ ମୋହନାର ବାସନ୍ତୀ ମଲ୍ଲିକ ଏବଂ ନୀଳଗିରିର ସୁକାନ୍ତ ନାୟକ
|
|
ଗୋପାଳ ଚତୁର ଲୋକ ସେ ଗୁରୁଙ୍କ ପତ୍ରରେ ହାତ ଦେଇ ପଚାରିଲା ଗୁରୁ ମହାଶୟ ଏ ପତରରେ ବସିବି ନା ସେ ପତରରେ ବସିବି।
|
|
ଶ୍ରୀ ବିକ୍ରମାସିଙ୍ଘ ତାଙ୍କୁ ଗାଦିଚ୍ୟୁତ କରାଯିବା ବିରୁଦ୍ଧରେ ପ୍ରତିବାଦ ସ୍ବରୂପ କଲମ୍ବୋରେ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡାକରା ଦେଇଛନ୍ତି
|
|
ସେ କହିଛନ୍ତି ଆଉ ତେଇଶି ହଜାର ସାତ ଶହେ ପଞ୍ଚଷଠି କିଲୋମିଟର ରେଳଲାଇନର ବିଦ୍ୟୁତିକରଣ କାର୍ଯ୍ୟ ବାକି ରହିଛି
|
|
ରାଜା ଭାବିଲେ ଯେ ଧୋବଣୀର ଝିଅ ଏତେ ବୁଦ୍ଧିମତୀ ଆଉ ଧୋବଣୀ ନିଜେ କେତେ ବିଦୂଷୀ ନ ହୋଇଥିବ
|
|
ପର୍ବତଠାରୁ କିଛି ଦୂରରେ ସହରଟିଏ ଥିଲା
|
|
ଏକ
|
|
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଉଚ୍ଚଶିକ୍ଷା ରାଜସ୍ ବିଦ୍ୟାଳୟ ଓ ଗଣଶିକ୍ଷା ଶିଳ୍ପ ଏବଂ ଇସ୍ପାତ ଓ ଖଣି ବିଭାଗ ସମ୍ପର୍କିତ କେତେକ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି
|
|
ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ସ୍ରୂପ ଏହି ପର୍ବ ପାଳନ କରାଯାଇଥାଏ
|
|
ଛଅ
|
|
ଶ୍ରୀ ଶର୍ମା ମଧ୍ୟ ଆସାମ ଗୋଖାଁ ସର୍ମିଳନର ସଭାପତି ଅଛନ୍ତି
|
|
ବିଧାନସଭା ରାଜ୍ୟ ବିଧାନସଭା ବଜେଟ୍ ଅବେସନର ଆଜି ତୃତୀୟ ଦିବସ
|
|
ଅନ୍ୟପକ୍ଷରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୌରାଞ୍ଚଳକୁ ମଧ୍ୟ ସଡାଉନ ଘୋଷଣା କରାଯାଇଛି
|
|
ଏହାପରେ ଛାତ୍ରଜଣକ ଶପଥ କଲେ ସହରରେ ଆଉ ଗୋଟିଏ ସ୍କୁଲ୍ ବସାଇବାପାଇଁ
|
|
ଏଥିରେ ରେଡାର ସଂଯୁକ୍ତ ଫଟୋ ସଂଗ୍ରହର ବ୍ୟବସ୍ଥା ରହିଛି
|
|
ବଣୁଆ ଜୀବଜନ୍ତୁ ମଧ୍ୟ ଆମ ପରିବେଶର ଏକ ଅଙ୍ଗ
|
|
ଗତ ରାତି ନଅ ଟା ବେଳେ ତିନି ଜମ୍ମୁକାଶ୍ମୀର ରାଇଫଲ୍ର ଏକ କଲମ୍ ନିୟନ୍ତ୍ରଣ ରେଖାଠାରେ ପହରା ଦେଉଥିଲାବେଳେ ସେହି ଲ୍ୟାଣ୍ଡମାଇନ୍ର ବିସ୍ପୋରଣ ଘଟିଥିଲା
|
|
ଦନ୍ତାହାତୀଟି ଶୁରେ ବ୍ୟକ୍ତିଜଣଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ପାଣିଘେରରେ ୨ଶହ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି ପୁରୀ ସହରର ଦୁଇ ଶହ ପରିବାର
|
|
ପିଏମ୍ କର୍ଣ୍ଣାଟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ
|
|
ପ୍ରବଳ ଶୀତ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି
|
|
ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ହୋଇଥିବା ଦରକାର
|
|
ଗମେଣ୍ଟ କରୋନା ଭାଇରସ ସରକାର କହିଛନ୍ତି ଝୁହାନରୁ ଆସିଥିବା ଭାରତୀୟ ନାଗରିକମାନଙ୍କର ପରୀକ୍ଷା କରାଯିବା ପରେ ଯେଉଁମାନଙ୍କ ଦେହରେ କରୋନା ଭୂତାଣୁ ନଥିବାର ଜଣାପଡ଼ିଛି ସେମାନଙ୍କୁ ସେମାନଙ୍କର ନିଜ ନିଜ ଘରକୁ ପଠାଇ ଦିଆଯାଇଛି
|
|
ଠାକୁର ଆଉ ନୀରବରେ ମନ୍ଦିରରେ ରହିପାରିଲେ ନାହିଁ
|
|
ଆଜି ଅପରାହ୍ନରେ ସରକାରଙ୍କ ପ୍ରତିନିଧ୍ୟ ଓ ଚାଷୀ ସଙ୍ଗଠନର ନେତାମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା
|
|
ଚାକର ବିନୀତ ଭାବରେ ହାତଯୋଡ଼ି କହିଲା ଆଜ୍ଞା କଂସା ବାସନ ବାଲ୍ଟି ଭଳି ଏତେ ବଡ଼ ବଡ଼ ଭାରି ଜିନିଷକୁ ମୂଷା କେମିତି ତା ଗାତକୁ ନେଇଯିବ
|
|
ତୁମେମାନେ ଏହି ଖାଦ୍ୟତକ ନିକ୍ଷେପ କରି ସେଥିରେ ରୁଟି ଖଣ୍ଡ ଏବଂ ପାଣି ମିଶାଇ ଦେଇଛ
|
|
ଏହିପରି ଜନଶ୍ରୁତି ଯେ ଏ ଧର୍ମର ଆଶ୍ରିତ ଲୋକ ପ୍ରାୟ ଦଶ ସହସ୍ର ହେବ
|
|
ଜେକେ ଡିଜିପି ଜାମ୍ମୁ ଓ କାଶ୍ମୀରର ପୁଲିସ୍ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି ଯେ ଦକ୍ଷିଣ କାଶ୍ମୀର ଅଞ୍ଚଳରୁ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ସଂଗଠନକୁ ପ୍ରାୟ ନିଶ୍ଚିହ୍ନ କରାଯାଇଛି
|
|
ପ୍ରଧାନମନ୍ତ୍ରୀ କହିଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଅର୍ଥନୈତିକ ସାମଞ୍ଜସ୍ୟଗୁଡ଼ିକୁ ଚିହ୍ନଟ କରିବା ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଉଦ୍ୟମ ହେବ
|
|
ଏହା ପରେ ମୋଦି ରବିବାର ପ୍ୟାରିସ ଫେରିବା ସହ ସେଠାରେ ଅନୁଷ୍ଠିତ ଜୀ୭ ଶିଖର ସମ୍ମିଳନୀରେ ଯୋଗଦେବେ
|
|
ଏହି ଅଭିଯାନ ଜିଲ୍ଲାରେ ଅଗଷ୍ଟମାସ ଏକ ରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଚାଲିବ
|
|
ଟିକା ନେବା ସମୟରେ ସେମାନଙ୍କୁ ଫଟୋ ପରିଚୟ ପତ୍ର ଏବଂ ରୋଗର ବିବରଣୀ ଥିବା ପ୍ରମାଣ ପତ୍ର ଦେଖାଇବାକୁ ପଡ଼ିବ
|
|
ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ୯୧ଟି ଲୋକସଭା ଆସନରେ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ
|
|
ଆଠ
|
|
ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ନୂଆ ନୂଆ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି
|
|
ନିର୍ମାଣ କାର୍ଯ୍ୟରେ ଦୁଇ ଶହେ ପଚାଶ ଜଣ ଶ୍ରମିକ ଓ ତିରିଶି ଜଣ ଯନ୍ତ୍ରୀ କାମ କରୁଛନ୍ତି
|
|
ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୂର୍ବରୁ ଚାରି ଜଣ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ଆତ୍ମସମର୍ପଣ କରିଥିବାବେଳେ ଗତକାଲି ପୁଲିସ୍ ଜଣକୁ ଗିରଫ କରିଛି
|
|
ଦିନତମାମ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି
|
|
ଛଅ
|
|
ଏହା ଭାବି ରାଜା କୃଷ୍ଣଚନ୍ଦ୍ର ଗୋପାଳର ପୁଅ ଦାଣ୍ଡ ଦୁଆରରେ ବସି ଥିବା ଦେଖି ପଚାରିଲେ କିହୋ ବାବୁ ତୁମ ବାପା କାହାଁନ୍ତି
|
|
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହିଂସା ଛାଡ଼ି ସମାଜର ମୁଖ୍ୟ ଧାରାରେ ସାମିଲ୍ ହେବାପାଇଁ ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ
|
|
ନୂଆଦିଲ୍ଲୀରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶିକ୍ଷା କ୍ଷେତ୍ରରେ ଅରବିନ୍ଦ କେଜରିାଲ ସରକାରଙ୍କ ସଫଳତା ଉପରେ ସେ ପ୍ରଶ୍ନ କରିଛନ୍ତି
|
|
ପରୀକ୍ଷାର ଠିକ୍ ସାତଟି ଦିନପରେ ଜଣେ ବ୍ୟକ୍ତି ଆସି ମନ୍ତ୍ରୀଙ୍କୁ ସାକ୍ଷାତ କଲେ
|
|
ତେବେ ଅପରାହ୍ନରେ ମଧ୍ୟ ଗୃହକାର୍ଯ୍ୟ ସମାନ ପ୍ରସଙ୍ଗକୁ ନେଇ ବାଧାପ୍ରାପ୍ତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି
|
|
ଜେଟ୍ଲୀ ବ୍ଲଗ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ହିନ୍ଦୁ ଆତଙ୍କବାଦ ପ୍ରସଙ୍ଗ ଉପରେ କଂଗ୍ରେସ ସମର୍ଥିତ ୟୁପିଏ ମେଣ୍ଟକୁ ସମାଲୋଚନା କରିଛନ୍ତି
|
|
ଏହି ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମକୁ ପ୍ରତ୍ୟେକ କ୍ଷେତ୍ରରେ ଲାଗୁ କରାଯାଇଛି ଓ ଜାମ୍ମୁ କାଶ୍ମୀରର ମୌଳିକ ଢ଼ାଞ୍ଚା କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ହୋଇଛି
|
|
କାଉ ହଂସକୁ ବଗିଚା ମଧ୍ୟସ୍ଥଳରେ ଥିବା ଗୋଟିଏ ଚଉତରା ପାଖରେ ଥିବା ବୃକ୍ଷ ଉପରକୁ ନେଇଗଲା
|
|
ମୁଁ ଯାଉଛି ସମସ୍ତଙ୍କୁ ଡାକିଆଣିବି
|
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ରାଞ୍ଚଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ତିରିଶି ହଜାର ଲୋକଙ୍କ ସହ ଯୋଗାସନ କରିଛନ୍ତି
|
|
ଏହାସହିତ ଘଣ୍ଟାକୁ ନଅ କିଲୋମିଟର ବେଗରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତିକରୁଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
|
|
କଦଳୀ ଗଛଗୁଡ଼ାକ ଉପୁଡ଼ି ପଡ଼ିଛି
|
|
ମାଟିତଳେ ଜଳସ୍ତର ତଳକୁ ଖସିଚାଲିଛି
|
|
ତେବେ ଚଳିତ ମାସରେ ଏପର୍ଯ୍ୟନ୍ତ କୋଭିଡ଼ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ବିପୁଳ ପରିମାଣର ଜରିମାନା ଆଦାୟ କରାଯାଇଛି
|
|
ଆଠ
|
|
ମାତ ପାଞ୍ଚ ବର୍ଷ ଭିତରେ ସମ୍ବଲପୁର ଓଡ଼ିଶାର ଶିକ୍ଷାନୁଷ୍ଠାନ ଇତିହାସରେ ଏକ ନୂଆ ଛାପ ଛାଡିଛି
|
|
ତେଲଙ୍ଗାନାଅମିତ ଶାହା ବିଜେପି ଜାତୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗତକାଲି ତେଲଙ୍ଗାନାର ସମସାବାଦ୍ ନିକଟବର୍ତ୍ତୀ ରଙ୍ଗନାୟକ ତାଣ୍ଡାର ଆଦିବାସୀ ମହିଳା ସୋନୀ ନାୟକଙ୍କୁ ଦଳର ପ୍ରାର୍ଥୀ ଭାବେ ଗ୍ରହଣ କରିବା ସହ ସଦସ୍ୟ ଗ୍ରହଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି
|
|
ଭାରତକୁ ମିଳିବାକୁ ଥିବା ଏହି ଅର୍ଥ କୋଭିଡ ନାଇଣ୍ଟିର ମୁକାବିଲା ଓ ଭବିଷ୍ୟତର ବିଭିନ୍ନ ମହାମାରୀର ମୁକାବିଲା ପାଇଁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ସ୍ଥାପନ ଲାଗି ଖର୍ଚ୍ଚ କରାଯିବ
|
|
ସାତ
|
|
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଏପରି ଖବର ତାଙ୍କୁ ମର୍ମାହତ କରିଛି
|
|
ସେହି ବିଲୁଆକୁ ଧରିଆଣି ତାକୁ କଠିନ ଶାସ୍ତି ପ୍ରଦାନ କରିବା ପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି
|
|
ସାଫ୍ ନେପାଳର ବିରାଟନଗର ଠାରେ ଚାଲିଥିବା ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ରେ ଭାରତ ଆୟୋଜକ ନେପାଳକୁ ଏକତିରିଶି ଗୋଲରେ ପରାସ୍ତ କରି ଲଗାତାର ପଞ୍ଚମଥର ପାଇଁ ଟାଇଟଲ ହାସଲ କରିଛି
|
|
ସେତେବେଳେ ଉଡ଼ାଜାହାଜ ତିଆରି ହୋଇନଥିଲା କି ରେଳଗାଡ଼ି କେଉଁଠି ଦୌଡ଼ିବା ଦେଖା ନଥିଲା
|
Subsets and Splits
No community queries yet
The top public SQL queries from the community will appear here once available.