audio
audioduration (s) 0.14
183
| sentence
stringlengths 2
748
|
---|---|
ଅନେକ ପ୍ରାଦେଶିକ ସହରକୁ ଗସ୍ତ ଉପରେ କଟକଣା ଲାଗୁ କରାଯାଇଛି
|
|
କୂଅଟି ଯେତେ ବେଳେ ପୂର୍ଣ୍ଣ ହୋଇଗଲା ସେତେବେଳେ ଗୋବର ଫଡ଼ାଟି ଆସି କୂଅ ମୁଁହରେ ଲାଗିଲା
|
|
ଆମେ ଚାରିଜଣ ସାଙ୍ଗ ରୋଷେଇ କରିବୁ ବୋଲି ବସିଛୁ ଆମ ପାଖରେ ନିଆଁ ନାହିଁ
|
|
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗଙ୍କ ସୂଚନା ଅନୁଯାୟୀ ଏହି ସପ୍ତାହ ପାଳନର ଆଭିମୁଖ୍ୟ ହେଲା କୋଭିଡ଼ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ ସେ ଦିଗରେ ପଦକ୍ଷେପ ନେବା
|
|
ଓକିଲଘେରାଉ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବବହାର ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି
|
|
ରାଜା ବିଶ୍ରାମ କରୁ କରୁ ତାଙ୍କୁ ନିଦ ଆସିଗଲା
|
|
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ଜଗତ୍ସିଂହପୁର ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ମୟୂରଭଞ୍ଜ ପୁରୀ ଢେଙ୍କାନାଳ କନ୍ଧମାଳ ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି
|
|
ଏହି ହିଂସା ଯୋଗୁଁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୮ରେ ପହଞ୍ଚିଛି
|
|
ରାଷ୍ଟ୍ରୀୟ କୃଷି ଯୋଜନା କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ସୁରକ୍ଷିତ ତୈଳ ଉତ୍ପାଦନ ଓ ଧୂପକାଠି ପ୍ରସ୍ତୁତି ଜରିଆରେ ମହିଳା ସ୍ୟଂ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପ୍ରୟାସ ଆରମ୍ଭ ହୋଇଛି
|
|
ସୁରଭି ନୟାଗଡରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ସୁରଭି କାର୍ଯ୍ୟକ୍ରମର ଆୟୋଜନ ହୋଇଛି
|
|
ତେବେ ଏହା ମଧ୍ୟରେ ରାଜ୍ୟରେ କରୋନା ମହାମାରୀ ମୁକାବିଲା ନେଇ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ
|
|
ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
|
|
ବିଜେପି ସଭାପତି ଜେପି ନଡ୍ ଆଜି ହରିନଗରତିଲକ୍ ନଗର ଓ ଶାଲିମାବାସ୍ ଭଳି ୩ଟି ସ୍ଥାନରେ ବ୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି
|
|
ଆଠ
|
|
ସେ ପିଲାଟିର ଏଭଳି ହାବଭାବରୁ ଅଧ୍ୟକ୍ଷ ଜାଣିପାରିଲେ ଯେ ବୋଧହୁଏ ତାକୁ ନିଦ ଲାଗୁନି
|
|
ପ୍ରାୟ ପନ୍ଦର ପ୍ରକାରର କଙ୍କଡ଼ା ଏଇ ଦ୍ଵିପରେ ଦେଖା ଯାଆନ୍ତି
|
|
ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ଆସନ୍ତା ଚାରି ପାଞ୍ଚ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ
|
|
ବିକ୍ଷୋଭକାରୀଙ୍କ ପଥରମାଡ଼ରେ ବରିଷ୍ଠ ଅଧିକାରୀଙ୍କ ସମେତ ଅନେକ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ
|
|
ସମସ୍ତ ବୈଠକ ଯେତେଦୂର ସମ୍ଭବ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ କରାଯିବ
|
|
ନାଦେଡ଼କୁ ବିଶ୍ବର ବିଭିନ୍ନ ଭାଗରୁ ତୀର୍ଥଯାତ୍ରୀମାନେ ଆସିଥାନ୍ତି ଗୁରୁ ନାନକଦେବ ଏକ ହଜାର ଚାରି ଶହେ ଅଣସ୍ତରୀ ମସିହା କାର୍ତ୍ତିକ ପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ
|
|
ଆଇଏମ୍ଏଫ୍ ଟ୍ରେଡ୍ କର୍ପିକ୍ସ ଆନ୍ତର୍ଜାତିକ ମୁଦ୍ରାପାଣ୍ଡି କହିଛି ଆମେରିକା ଓ ଏହାର ବାଣିଜ୍ୟ ଭାଗିଦାରମାନଙ୍କ ମଧ୍ୟରେ ବାଣିଜ୍ୟ କଳହ ଆନ୍ତର୍ଜାତିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଦିନକୁ ଦିନ ସବୁଠୁ ବଡ଼ ବିପଦ ସୃଷ୍ଟି କରିଛି
|
|
ଏବଂ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି
|
|
ସେ ଭାବିଥିଲା ମା ତା ଉପରେ ରାଗି କବାଟ ବନ୍ଦ୍ କରିଦେଇଥିବ
|
|
ଗତକାଲି ଏ ନେଇ ମୃତକଙ୍କ ପରିବାର ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା
|
|
କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସୋମନାଥ ଚାଟାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ସ୍ବର୍ଗତ ଚାଟାର୍ଜୀ ସମସ୍ତଙ୍କ ପାଇଁ ଜଣେ ସମ୍ମାନାସ୍ପଦ ବ୍ୟକ୍ତି ଥିଲେ ଓ ଦଳ ନିର୍ବିଶେଷରେ ସମସ୍ତ ସାଂସଦଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ
|
|
ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଦୁଇଟି ଷ୍ଟେସନ୍ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ କୋରାପୁଟ ରାୟଗଡ଼ା ସମ୍ବଲପୁର ଝାରସୁଗୁଡ଼ା ଜଙ୍କସନ୍ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଜଙ୍କସନ୍ଙ୍କୁ ବିଦ୍ୟୁତ୍ ଓ ଜଳଯୋଗାଣ ସହିତ ପ୍ରସ୍ତୁତ ରଖାଯାଇଛି
|
|
ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା
|
|
ମସ୍ୟ ବ୍ୟବସାୟ ସହ ସମ୍ପୃକ୍ତ ବ୍ୟବସାୟୀ ଓ ପରିବହନକାରୀ ଯେଉଁମାନେ ଖାଦ୍ୟ ସୁରକ୍ଷାମାନକର ନିୟମ ଓ କାନୁନ୍ ପାଳନ କରୁଛନ୍ତି ସେମାନଙ୍କୁ ଏଥିରୁ ଛାଡ଼ ମିଳିବ
|
|
ଏହାଦ୍ାରା ଆୟକର ସେବା କ୍ଷେତ୍ରର ସୁଫଳ ଅଧୁକ ସହଜରେ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ
|
|
ଏହା ଦ୍ାରା କୋଭିଡ୍ ନାଇଣ୍ଟିନ୍ ନାଇଣ୍ଟିନ୍ ସଂକ୍ରମିତମାନଙ୍କର ଚିକିତ୍ସାରେ ଅସୁବିଧା ଦେଖାଦେଇଛି
|
|
ତେବେ ଆଜିଠାରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ ଅନୁବନ୍ଧିତ ସଂସ୍ଥା ଓ କ୍ଲବଗୁଡ଼ିକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନଠାରେ ଟିକଟ ବିକ୍ରି ଆରମ୍ଭ ହୋଇଛି
|
|
ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ନିର୍ବାଚନ ଦାୟିତ୍ବରେ ଥିବା ନେତା ଦଳର ବିଧାୟକ ଓ ସାଂସଦଙ୍କୁ ବିଜେପୁର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି
|
|
ଫୁଲ ଡ୍ରେସ୍ ରିହରସାଲ ୭୪ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଆଜି ସକାଳେ ନୂଆଦିଲ୍ଲୀ ସ୍ଥିତ ଐତିହାସିକ ଲାଲ୍କିଲାଠାରେ ଫୁଲ୍ ଫ୍ରେସ୍ ରିହର୍ସାଲ୍ ଅନୁଷ୍ଠିତ ହେବ
|
|
ଏହା ମନ୍ କି ବାତ୍ କାର୍ଯ୍ୟକ୍ରମର ୪୯ତମ ସଂସ୍କରଣ
|
|
ଅପରପକ୍ଷରେ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି
|
|
ଦୁଇ ହଜାର ଷୋହଳ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ରେଳବାଇ ରାଜଧାନୀ ଦୂରନ୍ତ ଏବଂ ଶତାବ୍ଦୀ ପ୍ରିମିୟମ୍ ଟ୍ରେନ୍ଗୁଡ଼ିକ ପାଇଁ ଏହି ଫ୍ରେକ୍ଫେୟାର ବ୍ୟବସ୍ଥାର ପ୍ରଚଳନ କରିଥିଲେ
|
|
ତେବେ ସେ ଏକଥା ମଧ୍ୟ କହିଛନ୍ତି ଯଦି କୌଣସି ଦେଶ ଭାରତ ଉପରେ ଆକ୍ରମଣ କରେ ତେବେ ସେ ଏହାର କଡ଼ା ଜବାବ ଦେବ
|
|
କହିଲା ମୁଁ କଣ ଜମାଦାର ସଙ୍କୁଡି ଉଠାଇ ତିନି ପାଞ୍ଜିରୁ ଯିବି
|
|
ତେଣେ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ଆରପଟୁ ପାକିସ୍ତାନୀ ସୈନ୍ୟମାନେ ସୁନ୍ଦରବନୀ ସେକ୍ଟର ଉପରକୁ ମଧ୍ୟ ଗୁଳି ଚଳାଇଥିଲେ
|
|
ମୁଣ୍ଡ ଫାଟିଯାଇ ରକ୍ତଧାର ଛୁଟିଛି ପିଣ୍ଡାରେ ବସିପଡ଼ି ବାହୁନିବାକୁ ଲାଗିଲେ -
|
|
ପିଅପ୍ ଭ୍ୟାନର ଡ୍ରାଇଭର ଭୁଲ ରାସ୍ତାରେ ଯାଇ ଏହି ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି
|
|
ବୈଠକ କାଳରେ କୋଭିଡ଼ନାଇଣ୍ଟିର ପ୍ରଭାବ ଉପରେ ଜିଏସ୍ଟି ପରିଷଦ ଆଲୋଚନା କରିଥିଲା ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି
|
|
ନିଜ ନିଜ ଜିଲ୍ଲାର ନୋଡାଲ୍ ସେଣ୍ଟରରେ ପରୀକ୍ଷାର୍ଥୀମାନେ କେବଳ ନିଜ ଆଡମିଟ୍କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ
|
|
ଘରଭାଙ୍ଗିବା ଶବ୍ଦ ଶୁଣି ବାଜାଇ ପରିବାର ଲୋକଙ୍କୁ ଉଠାଉ ଉଠାଉ ହାତୀ ୭ବର୍ଷର ଝିଅ ସିନି ମୁଣ୍ଡାଙ୍କୁ ଘରୁ ଟାଣୀ ନେଇ ବାହାରେ ଦଳି ମାରି ଦେଇଥିଲା
|
|
ଗତକାଲି ଏହି ଅଭିଯାନର ପ୍ରଥମ ଦିବସରେ ଲକ୍ଷ୍ମୀନଗର ବିଧାନସଭା ଅଞ୍ଚଳରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଭୋଟରମାନଙ୍କୁ ସଚେତନ କରାଯିବା ସହ ଇଭିଏମ୍ ଓ ଭିଭିପାଟ୍ ସଂପର୍କରେ ଲୋକମାନଙ୍କୁ ବୁଝାଯାଇଥିଲା
|
|
ପରିଶେଷରେ ଅବଶିଷ୍ଟ ଲୋକଙ୍କୁ ପ୍ରତିଷେଧକ ଦିଆଯିବ
|
|
ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ ଯୋଗେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକକାଳରେ ଏହା କହିଛନ୍ତି
|
|
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିର୍ଦ୍ଦେଶାନୁସାରେ ପରୋକ୍ଷ ଟିକସ ପ୍ରଶାସନରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି
|
|
ଆକାଶବାଣୀ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡିକର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଚାର କରାଯିବ
|
|
କେନ୍ଦ୍ର ରାସାୟନିକ ଓ ସାରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ କୃଷକମାନଙ୍କୁ ସାର ଯୋଗାଣ ପ୍ରକ୍ରିୟାରେ ଉନ୍ନତି ସାଧାରଣ ଜନତାଙ୍କୁ ଔଷଧ ସ୍ବାସ୍ଥ୍ୟସେବା ଏବଂ କରୋନା ସଂକ୍ରମଣ ମୁକାବିଲା ଲାଗି ବିଶୋଧନ ସାମଗ୍ରୀ ଯୋଗାଣ ନେଇ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି
|
|
ସେ ଆକାରରେ ମୂଷିକମାନଙ୍କଠାରୁ ଯଥେଷ୍ଟ ବଡ଼ ଥିଲେ
|
|
ମହାଡ ମହାରାଷ୍ଟ୍ରର କୋହ୍ଲାପୁର ଓ ସାଙ୍ଗଲି ଜିଲ୍ଲା ବନ୍ୟା ଦ୍ବାରା ଅଧୁକ କ୍ଷତିଗ୍ରସ୍ତ ହୋଇଛି
|
|
ଏବଂ ପ୍ରିମିୟମ୍ ବ୍ୟାଡମିଣ୍ଟନ ଲିରେ ପୁଣେଠାରେ ଅନୁଷ୍ଠିତ ମ୍ୟାଚରେ ଦେଲି ଡ୍ୟୁସର୍ସ କୁ ପରାସ୍ତ କରି ନର୍ଥ ଇଷ୍ଟର୍ଣ୍ଣ ାରିୟସ୍ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି
|
|
ସାତ
|
|
ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଲୁଟ୍ ଉଦ୍ଦେଶ୍ୟରେ ବ୍ୟାଙ୍କରେ ପଶିଥିବା ଲୁଟେରାଙ୍କ ଗୁଳିମାଡରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି
|
|
ଏକ ଆଇଏନ୍ଏସ୍ ଚେନ୍ନାଇରୁ ବ୍ରହ୍ମାସ୍ ସୁପସୋନିକ୍ କୁଜ୍ କ୍ଷେପଣାସ୍ତ୍ରର ଗତକାଲି ସଫଳତାର ସହ ପରୀକ୍ଷଣ କରାଯାଇଛି
|
|
ସେ କହିଥିଲେ ବର୍ତ୍ତମାନ ଲୋକମାନଙ୍କ ଦ୍ାରା ନିର୍ବାଚିତ ଜଣେ ବ୍ୟକ୍ତି ଏହି ପଦରେ ବସିପାରିବେ
|
|
ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକର ଆଖପାଖ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି
|
|
ଏହି ଅର୍ଥ ମଧ୍ୟରୁ ବତିଶି ହଜାର ଛଅ ଶହେ ତେୟାନବେ କୋଟି ଟଙ୍କା ଆଦାୟ ହୋଇପାରିବ ନାହିଁ ବୋଲି ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କାଗଜପତ୍ରରେ ଦର୍ଶାଇଥିଲେ
|
|
ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମସ୍ୟ ସଂପଦ ଯୋଜନା ଦେଶବ୍ୟାପୀ ମସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିବ
|
|
ରାଜ୍ୟ ପୁଳିସ୍ ମୁଖ୍ୟାଳୟଠାରେ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ବିଭାଗୀୟ ବରିଷ୍ଠ ଅଧୁକାରୀଙ୍କ ସହ ସେ ଆଲୋଚନା କରିଛନ୍ତି
|
|
ନବରଙ୍ଗପୁର ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରଯାଇଛି
|
|
ଶହିଦଙ୍କ ପରିବାର ସହ ଟେଲିଫୋନ୍ ଯୋଗେ କଥାହୋଇ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
|
|
ସାତ
|
|
ନଅ
|
|
ରାମାକୁ ବାନ୍ଧିପକାଇ ଢ଼େର ମାରିଲେ
|
|
ଗୋପାଳ ସଙ୍ଗେ ସଙ୍ଗେ ଗୋବର ଫଡ଼ାଟି ହାତରେ ଉଠାଇ ନେଇ ମହାରାଜା କୃଷ୍ଣଚନ୍ଦ୍ରଙ୍କ ସଭାରେ ଯାଇ ପହଁଚିଲା
|
|
ଏବଂ ଆଇସିସି ଟେଷ୍ଟ ବ୍ୟାଙ୍କିଙ୍ଗରେ ଭାରତ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିଲା ବେଳେ ଇଂଲଣ୍ଡ ଦିନିକିଆ ବ୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନରେ ରହିଛି
|
|
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନେ ଘର ପାଇନାହାନ୍ତି ଦିନେ ସେମାନଙ୍କୁ ନିଶ୍ଚିତ ଘର ମିଳିବ
|
|
ରାଜସ୍ଥାନତେଲଙ୍ଗନା ରାଜସ୍ଥାନ ଓ ତେଲଙ୍ଗନାରେ ପ୍ରଚାର ସରଗରମ ହେବାରେ ଲାଗିଛି
|
|
କ୍ୟାବିନେଟ୍ଟେକ୍ଷ୍ଟାଇଲ ବୟନଶିଳ୍ପ କ୍ଷେତ୍ରକୁ ସହାୟତା ଲାଗି ରାଜ୍ୟ ଓ କେନ୍ଦ୍ର ଅତିରିକ୍ତ ଶୁଳ୍କରେ ରିହାତି ପ୍ରଦାନ ପାଇଁ ଏକ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି
|
|
ଗତକାଲି ଗୋଟିଏ ଦିନରେ ୨୫ଲକ୍ଷ ଚାଳିଶି ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଏହି ପ୍ରତିଷେଧକ ଟିକା ଦିଆଯାଇଛି
|
|
ଗୋପାଳ ସେ ତିନି ଜଣଙ୍କୁ ଛିଡ଼ା କରାଇ କହିଲା ମହାରାଜ ଏହି ଯେ ବ୍ରାହ୍ମଣ ପଣ୍ଡିତଙ୍କୁ ଦେଖୁଛନ୍ତି ଏ ହେଉଛନ୍ତି ଏ ପାରିର ଲୋକ
|
|
ଆଈନାତୁଣୀଙ୍କୁ ଡାକି ସେ କହିଲା ମୋର ଫେରିବାବେଳ ହୋଇଗଲା କାହିଁ ସେ ଥାଳିଟି ବିକିବ ପରା
|
|
ଗୃହରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଅପରାହ୍ନ ୫ଟା ପଞ୍ଚାବନ ମିନିଟ୍ରେ ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ
|
|
ସେ କହିଛନ୍ତି ଏହାଦ୍ବାରା ବ୍ୟବସାୟ ସ୍ତରରେ ଉନ୍ନତି ହେବା ସଙ୍ଗେ ସଙ୍ଗେ କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଜୀବନକୁ ସରଳ କରାଯାଇ ପାରିବ
|
|
ଏକ
|
|
ରାଣୀମା ସେମିତି ମେଳା ଆମ ଏ ଖଣ୍ଡ ମଣ୍ଡଳରେ ନାହିଁ
|
|
ଆମେରିକା ଯଦି ତାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରେ ତେବେ ଇରାନ୍ ବିରୁଦ୍ଧରେ ହଠାତ୍ ବାସନ୍ଦ ବ୍ୟବସ୍ଥା ଲାଗୁ ହେବ ନାହିଁ
|
|
ବନ୍ଦେ ଭାରତ ମିଶନଶ୍ରୀଲଙ୍କା ବନ୍ଦେ ଭାରତ ମିଶନ ଅଧୀନରେ କଲୋମ୍ବରୁ ପ୍ରଥମ ବିମାନଟି ଆସି ଦିଲ୍ଲୀରେ ଅବତରଣ କରିଛି
|
|
କେତେକ ଲୋକ ପହଁରି ପହଁରି କୂଳ ଧରନ୍ତି
|
|
କେବଳ କୋଭିଡ୍ ନେଗେଟିଭ୍ ଥିବା ସେବକମାନେ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି
|
|
ଦେଶରେ ଆରୋଗ୍ୟ ହୋଇଥିବା ଲୋକ ଓ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମଧ୍ୟରେ ତାରତମ୍ୟ ଆହୁରି ବୃଦ୍ଧି ପାଇ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟାର ଚଉରାଳିଶି ଗୁଣ ଅଧିକ ରହିଛି
|
|
ଏ କୁପ୍ରବୃତ୍ତି କେତୋଟି ହୀନ କଦର୍ଯ୍ୟ ବ୍ୟକ୍ତି ଶାସନ ଦଣ୍ଡ ପାଇ କରିଚନ୍ତି
|
|
ନଅ
|
|
ପିଲାଗୁଡ଼ିକ ସବୁଦିନେ ଜଞ୍ଜାଳିଆ ସେମାନଙ୍କ କଥା କଣ ଧରିବେ
|
|
ଆଜି ତାଙ୍କର ଶେଷକୃତ୍ୟ କରାଯିବ
|
|
ତେବେ ଭୁବନେଶ୍ରରେ ପହଞ୍ଚିବା ପରେ ସେ ରାଫେଲ୍ ଡିଲ୍ ଦୁର୍ନୀତି ନେଇ କଂଗ୍ରେସ ଦେଶବାସୀଙ୍କୁ ଭ୍ରମରେ ପକାଇଛନ୍ତି ବୋଲି କହିଛନ୍ତି
|
|
ପ୍ରଧାନମନ୍ତ୍ରୀ କହିଛନ୍ତି ଭାଗଲପୁରର ରେଶମ ଉଦ୍ୟୋଗ ସହ ଜଡ଼ିତ ବୁଣାକାରମାନଙ୍କୁ ରେଶମ ଚାଷ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ
|
|
ଆଜି ଲିଙ୍ଗରାଜ ମନ୍ଦିର ସିଂହାସନରୁ ଭଜନ ମଣ୍ଡପ ପର୍ଯ୍ୟନ୍ତ ଏବଂ ସିଂହଦ୍ାରରୁ ସଷ୍ଟେସନ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି
|
|
ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଇଡେନ୍ ଗାର୍ଡେରେ କୋଲ୍କାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ
|
|
ଚାରି
|
|
ଗଳି ପୋଲକୁ ହଟାଇ ସେହିସ୍ଥାନରେ ଏକ ପ୍ଲାୟ ଓଭର ବ୍ରିଜ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଦୀର୍ଘଦିନ ଧରି ଦାବିକରି ଆସୁଛନ୍ତି
|
|
ଦର ହିମାଚଳପ୍ରଦେଶରେ ନାହିଁନଥିବା ଶୀତ ଅନୁଭୂତ ହେଉଛି
|
|
ପୁରୀ ଜିଲ୍ଲାରେ ମାଗଣା ଭୋଜନ କେନ୍ଦ୍ର ଖୋଲାଯାଇଥିଲେ ହେଁ ଆହୁରି ଅଧୁକ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି
|
|
ଆସନ୍ତା ପନ୍ଦର ତାରିଖ ସୁଦ୍ଧା ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ
|
|
କରୋନା ଟୀକା ପହଞ୍ଚିବା ପରେ ଏହା ଜନସାଧାରଣଙ୍କୁ ଦିଆଯିବ
|
|
ସେଗୁଡ଼ିକ ମଧ୍ୟରୁ ୮୨୦ଟି ଐତିହ୍ୟସ୍ଥଳୀକୁ ଗତମାସ ଆଠ ତାରିଖରେ ଖୋଲାଯାଇଛି
|
|
ଏହାପରେ ତାଙ୍କୁ ପାରାଦୀପ ପୋର୍ଟ ହସ୍ପିଟାଲ୍କୁ ଆଣିଥିଲେ
|
|
ଏ ସମ୍ପର୍କରେ ପ୍ରାର୍ଥୀମାନଙ୍କୁ ବ୍ୟକ୍ତିଗତ ଭାବେ ଜଣାଇ ଦିଆଯିବ
|
Subsets and Splits
No community queries yet
The top public SQL queries from the community will appear here once available.