audio
audioduration (s)
0.14
183
sentence
stringlengths
2
748
ପିଏମ୍ ଆଫ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଶିକ୍ଷାନୀତି ଅଧୀନରେ ଉଚ୍ଚଶିକ୍ଷାରେ ପରିବର୍ତ୍ତନମୂଳକ ସଂସ୍କାର ସଂକ୍ରାନ୍ତ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ଦେବେ
ଆଠ
ସେ ଆମ ଉପରେ ଜାଲ ପକାଇ ଦବ
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଶହେ ଚଉତିରିଶି ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବାବେଳେ ତିରିଶି ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି
ରାଜ୍ୟସଭାରେ ଦେଶର ଆର୍ଥିକ ସ୍ଥିତି ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି
ନିର୍ବାଚନ ପ୍ରଚାର ବେଳେ ବିରୋଧୀ ଦଳ ଓ ଗଣମାଧ୍ୟମ ଉପରେ କଠୋର କଟକଣା ଜାରି କରାଯାଇଥିଲା
ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ଗତ ଜୁନ୍ ୨୭ତାରିଖରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମତି ଦେଇଥିଲା
ଆଟର୍ଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ ବାକ୍ ସ୍ାଧୀନତା ଓ ଅଦାଲତ ଅବମାନନା ମଧ୍ୟରେ ଏକ ସନ୍ତୁଳନତା ଆଣିବା ପାଇଁ ଗତକାଲି ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି
ବିଭିନ୍ନ ସମ୍ପ୍ରଦାୟର ନେତାମାନଙ୍କୁ ମଧ୍ୟ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି
ବିଜେପି ଜେକେ ଜମ୍ମୁ ଓ କାଶ୍ମୀରରେ ସନ୍ତ୍ରାସବାଦ ଓ ଧାର୍ମିକ କଠୋରବାଦ ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ପିଡିପି ସହ ସରକାରରେ ରହିବା ଅସମ୍ଭବ ବୋଲି ଦର୍ଶାଇ ବିଜେପି ଆଜି ରାଜ୍ୟରେ ମେଣ୍ଟ ସରକାରରୁ ଓହରି ଯାଇଛି
ଏହି ଅବସରରେ ମହିଳା ଓ ଶିଶୁ ହିଂସା ନିରୋଧ ଲାଗି ସ୍ବତନ୍ତ୍ର ିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଏଥିସହ କରୋନା କଟକଣା ମଧ୍ୟରେ ବୋଟ୍ଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ବୋଟ୍ କ୍ଷମତାର ପଚାଶ ପ୍ରତିଶତ ପର୍ଯ୍ୟଟକ ଯାତ୍ରା କରୁଛନ୍ତି
ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି
ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ
ଶ୍ରୀ ଶାହା କହିଛନ୍ତି ସତୂରୀ ବର୍ଷ ମଧ୍ୟରୁ ପଞ୍ଚାବନ ବର୍ଷ ପର୍ଯ୍ୟନ୍ତ ଦେଶରେ ଏବଂ ଓଡ଼ିଶାରେ ଅନେକ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ସରକାର ଗଠନ କରିଥିଲେ ମଧ୍ୟ ସେଭଳି କୌଣସି ବିକାଶ ହୋଇନାହିଁ
ଫଳରେ ପ୍ରତ୍ୟେକ ବସ୍ତାରେ ୫ରୁ ୮କିଲୋଗ୍ରାମ ଚାଉଳ କମ୍ ଥିବା ଜଣାପଡିଛି
ସେ କହିଛନ୍ତି ସାମାଜିକ ଦୂରତ୍ ବଜାୟ ରଖୁବା ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ
ବର୍ତ୍ତମାନ୍ ପାଇଁ ନାମ ଲେଖା ଫିସ୍ ଦେଇଦେବା ତାପରେ ଦେଖାଯିବ
ଗତକାଲି ରାତି ପ୍ରାୟ ୧୦ଟା ସତର ମିନିଟ୍ ସମୟରେ ଶ୍ରୀନଗର ସମେତ କାଶ୍ମୀର ଉପତ୍ୟକା ଅଞ୍ଚଳର ବିଭିନ୍ନ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା
ଆଇପିଏଲ୍ ସାରଜାଠାରେ ଗତକାଲି ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ ସନ୍ରାଇଜର୍ସ ହାଇଦ୍ରାବାଦକୁ ଚଉତିରିଶି ରନ୍ରେ ହରାଇ ଦେଇଥିବା ବେଳେ ଦୁବାଇରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାରେ ଚେନ୍ନାଇ ସୁପରକିଙ୍ଗ୍ସ କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ନଅ ିକେଟ୍ରେ ପରାସ୍ତ କରିଛି
ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନ ସଭାରେ ନୂଆପଡା ଏସପି ସ୍ମିଥପି ପରମାର ଯୋଗଦେଇ ଶିଶୁଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ନିର୍ଯ୍ୟାନତା ରୋକିବାକୁ ସମସ୍ତେ ଏକସାଙ୍ଗରେ ଆଗେଇ ଆସିଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି
ଭୁବନେଶ୍ରଠାରେ ଅନୁଷ୍ଠିତ ଏକ ବୈଠକରେ ନବନିର୍ବାଚିତ ଏକ ଶହେ ବାର ଜଣ ବିଜେଡି ବିଧାୟକ ଶ୍ରୀ ପଟ୍ଟନାୟକଙ୍କୁ ଆଜି ସେମାନଙ୍କର ନେତା ଭାବେ ଚୟନ କରିଛନ୍ତି
କଣ୍ଟମେଣ୍ଟ ଅବଧି ବୃଦ୍ଧି ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାଠାରେ କଣ୍ଟମେଣ୍ଟ ଅବଧିକୁ ଆହୁରି ଅଠଚାଳିଶି ଘଣ୍ଟା ବୃଦ୍ଧି କରାଯାଇଛି
କଟକବାଲା ଅର୍ଥ ମଙ୍ଗରାଜେ ଭଲ ଜାଣନ୍ତି
ଦିନ ଯାଇ ରାତି ହେଲା ଆରୁଣି ଆଶ୍ରମକୁ ନ ଫେରିବାରୁ ଋଷି ଧୌମ୍ୟଙ୍କର ଚିନ୍ତା ବଢ଼ିଗଲା
ଓଡ଼ିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାପାଇଁ ସମସ୍ତେ ମିଳିମିଶି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସେ ଆହ୍ମାନ ଜଣାଇଛନ୍ତି
ସେମିତି କାନ୍ଦି କାନ୍ଦି ସେ ଶୋଇପଡ଼ିଲା ଆଉ ମା ତା ପାଖରେ ଶୋଇପଡ଼ିଲେ
ସେ ସବୁ କଥା ଗୋଡ଼ରେ ଘଷି ଦେ ମ ସବୁ ମିଛ ତୁଚ୍ଛା ମିଛ
ସେଗୁଡ଼ିକ ମଧ୍ୟରେ ୪୩୦ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୧୮୨ଟି ବେସରକାରୀ ପରୀକ୍ଷାଗାର ରହିଛି
ପାଞ୍ଚ
କିନ୍ତୁ ଡିଜିଟାଲ୍ ମାଧ୍ୟମ ଆମ ଜୀବନକୁ ସହଜ ଓ ସରଳ କରିଦେଇଛି
ଏ କଥା ଶୁଣି ସରସ୍ୱତୀ ଦେଈ ତ ଖୁବ୍ ଗୋଟାଏ ହସିଲେ
ଏବଂ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ାର୍ଡ୍ ଜାରି କରୋନା ଓଡ଼ିଶା ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ରେକର୍ଡ ସଂଖ୍ୟାକ ୩ହଜାର ତିନି ଶହେ ଚଉରାଅଶୀ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ଚାରି
ଚାରି
ବାଘସିଂହ ଘର ପୋଇଲୀ ମୃତୁରୀମା ଓଳିତଳ ଦେଖାଇଦେଇ ବାଡ଼ିଦୁଆରେ ଛିଡ଼ାହେଲା
ହୁଳହୁଳି ଓ ଶଙ୍ଖ ଶବଦରେ ରାଜ ଉଆସ ସତେ ଯେମିତି ଫାଟି ପଡୁଛି
ମୋ ଟଙ୍କା ମୁଁ ଆଣିଛି
ବିଶ୍ ସ୍ାସ୍ଥ୍ୟ ସଂଗଠନ କହିଛି ଦୁଇ ସପ୍ତାହ ପୂର୍ବେ ଆରମ୍ଭ ହୋଇଥିବା ଏହି ଲଢ଼େଇରେ ଦୁଇ ଶହେ ଲୋକ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଊଦ୍ଧ ଆହତ ହୋଇଛନ୍ତି
ସେହି ସମୟରେ ଗୋପାଳ ଜାଣିଶୁଣି ରାଜାଙ୍କ ପାଖରେ ପହଞ୍ଚି ନମସ୍କାର କଲେ
ଆଜି ଭୁବନେଶ୍ର ଭାରତୀୟ ପର୍ଯ୍ୟନ ଏବଂ ପରିଭ୍ରମଣ ପ୍ରବନ୍ଧ ସଂସ୍ଥାନଠାରେ ଟୁରିଷ୍ଟ ପୋଲିସ୍ମାନଙ୍କର ଏକ ପନ୍ଦର ଦିନିଆ ତାଲିମ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମହାନ୍ତି ଏହା କହିଛନ୍ତି
ପରିବାର ଲୋକେ ଖୋଜାଖୋଜି କରିବା ପରେ କୂଅ ଭିତରେ କେତକୀର ମୃତ ଦେହ ଦେଖ୍ବାକୁ ପାଇଥବଲେ
ରେକ୍ଟୋରାଣ୍ଟ ଗୁଡ଼ିକରେ ଗ୍ରାହକମାନେ ଯେପରି ଠିକ୍ଭାବେ ସାବୁରେ ହାତ ଧୋଇ ପାରିବେ ଓ ସେଗୁଡ଼ିକରେ ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରାଯାଇପାରିବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି
ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପାଞ୍ଚ ହଜାର ୭୦୦ରୁ ଊଦ୍ଧ ଲୋକଙ୍କର ସ୍ାସ୍ୟାବସ୍ଥା ନେଇ ନଜର ରଖାଯାଇଛି
ରାଜା କହିଲେ ଆଚ୍ଛା ତେବେ ଆମ୍ଭେ ପୁରସ୍କାର ଦେବା
ପୁଅ ମାଡ଼ ଡରରେ ଥରି ଥରି କହିଲା ମାଛି ଖାଇଗଲା
ହମ୍ବଦର୍ଭ ବିଶ୍ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଶତକଡ଼ା ପଚାଶ ଭାଗ ଛାତ୍ରୀମାନଙ୍କ ନାମ ଲେଖା ନିଶ୍ଚିତ କରିବା ଦିଗରେ ବିଶ୍ବବିଦ୍ୟାଳୟର ପରିଚାଳନା ବୋର୍ଡ ଓ ଶିକ୍ଷକମାନଙ୍କୁ ସେ ପ୍ରଶଂସା କରିଛନ୍ତି
ଭୁଟାନ୍ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍ ଓ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ୍ତ କୁମାର ଗ୍ୟାଲି ଶ୍ରୀ ମୋଦି ଓ ଭାରତର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ବାର୍ତ୍ତାମାନ ପଠାଇଛନ୍ତି
ଅନ୍ୟପକ୍ଷରେ କୃଷକମାନଙ୍କୁ କାଳିଆ ଯୋଜନାର ଅର୍ଥ ପ୍ରଦାନ କରିବା ପାଇଁ ଅନୁମତି ତେବାକୁ ବରଗଡ଼ର ଚାଷୀମାନଙ୍କ ଏକ ପ୍ରତିନିଧ ଦଳ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ସୁରେନ୍ଦ୍ର କୁମାରଙ୍କୁ ଅନୁରୋଧ କରିଛନ୍ତି
କହିଲା ସଙ୍ଗାତ ଭାଲୁ ତୁମ କାନରେ କଅଣ କହୁଥିଲା କି
ସେ ଯିବା ବାଟରେ ଏକ ଛୋଟ ଗାଡ଼ିଆ ପଡ଼ିଲା
ସେତେବେଳକୁ ବେଲାଳସେନ ନଈକୁ ଯାଇଥାଏ ଗାଧେଇବାକୁ
ଶେଷରେ ଚମ୍ପକକଳିକା ହାତରେ ସ୍ଵାମୀଙ୍କ ଦେହକୁ ହଲାଇ ଦେଲା
ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ଉତ୍ତରଦାୟୀତା ବଜାୟ ରଖୁବା ପାଇଁ ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ବ୍ୟବହାର କରାଯାଉଛି
ଏଣିକି ଆଉ ମାମଲା ଝିଙ୍କିଲେ ଟଙ୍କା କାହୁଁ ଆସିବ
ଆବୁଧାବିଠାରେ ଗତକାଲି ଖେଳାଯାଇଥିବା ଦ୍ବିତୀୟ ମ୍ୟାରେ ରାଜସ୍ଥାନ ରୟାସ ଦଳ ମଧ୍ୟ ମୁମ୍ବାଇ ଇଣ୍ଡିଆନକୁ ଆଠ ଉଇକେଟରେ ପରାସ୍ତ କରିଛି
ଶାନ୍ତିଶୃଙ୍ଖଳାର ସହିତ ମତ ଗ୍ରହଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି
ତା ସ୍ଵାମୀର ମଧ୍ୟ ଯଥୋଚିତ ସେବା କରୁଛି
ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେଭିଡ୍ ନାଇଣ୍ଟିନ୍କୁ ନିୟନ୍ତ୍ରଣ କରିବା ପାଇଁ ଏହା ସବୁଠୁ ଫଳପ୍ରଦ ଉପାୟ ସାବ୍ୟସ୍ତ ହେବ
ସେ କହିଛନ୍ତି ଏସଆଇ ନିଲମ୍ବିତ ଏକ ହତ୍ୟା ମାମଲାର ତଦନ୍ତରେ ଅବହେଳା ଯୋଗୁଁ ଆଜି ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସାଙ୍କୁ ସମ୍ବଲପୁର ଏସପି ନିଲମ୍ବିତ କରିଛନ୍ତି
ଆସନ୍ତା ଅଠଚାଳିଶି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି
ମୁମ୍ବାଇରେ ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ଯୋଗୁଁ ଅତି କମ୍ରେ ବାର ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି
ଆତ୍ମ ନିର୍ଭର ଭାରତ ଓ ଦୀର୍ଘମିଆଦି କୃଷି ଉପରେ ଆୟୋଜିତ ଏକ େବିନାରକୁ ଭିଡିଓ କନ୍ଫରେନ୍ସି ଯୋଗେ ସମ୍ବୋଧନ କରି ଶ୍ରୀ ଗୌଡା କହିଛନ୍ତି ସରକାର ନିକଟରେ ଦେଶର ଚାରୋଟି ୟୁରିଆ କାରଖାନାର ପୁନରୁଦ୍ଧାର କରିଛନ୍ତି
ପ୍ରଥମୋକ୍ତ ଉଚ୍ଚଭୂମି ଗଡ଼ଜାତ ଓ ସମତଳ ଏବଂ ନିମ୍ନଭୂମି ମୋଗଲବନ୍ଦୀ ନାମରେ ଆଖ୍ୟାତ ହୋଇଅଛି
ଆସନ୍ତାକାଲି ନିର୍ବାଚନ ପାଇଁ ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି
ଚଳିତ ବର୍ଷର ବିଶ୍ ଶୌଚାଳୟ ଦିବସର ଶୀର୍ଷକ ସ୍ଥାୟୀ ପରିମଳ ଓ ଜଳବାୟୁ ପରିବର୍ତ୍ତନ ରହିଛି
ଗାଁ ସ୍ତ୍ରୀମାନଙ୍କ ମଧ୍ୟରେ ସ୍ୱାମୀସେବା କଥା ପଡ଼ିଲେ ସାଆନ୍ତାଣୀଙ୍କୁ ପଟାନ୍ତର ଦେଉଥିଲେ
ଏଗୁଡ଼ିକ ଲୋକମାନଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ
ସାତ
ଦୁଇ ଜଣ ମୁହଁରେ ଲୁଗା ଦେଇ ଟିକିଏ ହସି ହସି ଦାଣ୍ଡକୁ ଚାଲି ଅଇଲେ
ସେମିଫାଇନାଲ୍ରେ ସେ ଗତଥରର ବିଶ୍ ଚାମ୍ପିୟନ୍ ରୁଷର ଜାବୁର ଉଗୁଏର୍ଙ୍କୁ ଭେଟିବେ
ଛଅ
ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପିଡିପି ସଭାପତି ମେହବୁବା ମୁଫତି ରାଜ୍ୟ କଂଗ୍ରେସ ସଭାପତି ଜିଏ ମୀର୍ ଏବଂ ନ୍ୟାସନାଲ୍ କଫରେସ୍ର ହସନେନ୍ ମାସୁଦି ରହିଛନ୍ତି
ଏଥିମଧ୍ୟରେ ମୋଟର ଯାନ ସଂଶୋଧନ ପ୍ରସ୍ତାବ ମଞ୍ଜୁରୀ ରହିଛି
ଭାବିଲେ ମୁଁ ଚାଣ୍ଡାଳ କାହିଁକି ହାତ ଧୋଇବାକୁ ଗଲି
ଏହି ସୂଚୀର ଓଡ଼ିଶାର ୫ଟି ଶିକ୍ଷାନୁଷ୍ଠାନ ଏନ୍ଆଇଟି ରାଉରକେଲା ସୋଆ ଆଇଆଇଟି ଭୁବନେଶ୍ବର କିଟ୍ ସିଭି ରମଣ ରହିଛି
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ର ମହାନଗର ନିଗମ ଏବଂ କ୍ୟାପିଟାଲ ହସ୍ପିଟାଲ୍ କର୍ତ୍ତୁପକ୍ଷଙ୍କୁ ପତ୍ର ଲେଖାଯାଇଛି
ରାଜା କହିଲେ ନାଁ ତୁମେ ମୋର ପ୍ରିୟ ସାପକୁ ମାରିବାକୁ ଉଦ୍ୟତ ହେଉଛ କାହିଁକି ତୁମେ ସାପକୁ ମାରି ପାରିବ ନାହିଁ
ସରକାରୀ ଓକିଲ ଡିପି ସିଂହ ଓ ନିତେଶ ରାଣା କୋର୍ଟରେ କହିଛନ୍ତି ସେହି ବିମାନକ୍ରୟ ମାମଲାରେ କଳାଧନ ବୈଧ ସମ୍ପର୍କୀତ ଅପରାଧ ଷଡ଼ଯନ୍ତ୍ରକୁ ପଦାକୁ ଆଣିବା ଲାଗି ଦୀପକ ତଲାରଙ୍କୁ ଗିରଫ୍ କରିବା ଆବଶ୍ୟକ ହୋଇଛି
ଯେ ଆସି ମତେ ଡାକିବ ତୁ କହିବୁ ବାବା ଉପରେ ଅଛନ୍ତି ଯାଇ ଦେଖା କରନ୍ତୁ ଠିକ୍ ଏହି କଥା କହିବୁ
ଆସନ୍ତାକାଲି ସେ ହଷ୍ଟରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ
ବ୍ରିଟେନ୍ ପାର୍ଲାମେଣ୍ଟରେ ବ୍ରେକ୍କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଏହା ସମ୍ଭବତଃ ଦୂର କରିପାରିବ
କମିଟି ଜାତୀୟସ୍ତରରେ ବିଭିନ୍ନ ବ୍ୟକ୍ତିବିଶେଙ୍କୁ ଭେଟି ଏ ନେଇ ଆଲୋଚନା କରିବ
କୋଭିଡ୍ ଯୋଦ୍ଧା କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ରାଉରକେଲା ଜେନେରାଲ୍ ହସ୍ପିଟାଲ୍ ଆର୍ଜିଏଚ୍ର ଡାକ୍ତର ଏକେ ଦାସଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି
ଫଳରେ ମହିଳାମାନେ ଏହି ସେବାର ଫାଇଦା ଉଠାଇପାରିବେ ଏବଂ ନିରାପଦରେ ଘରେ ପହଞ୍ଚିପାରିବେ
ଜମେ ଖଲିଜାଦ୍ କହିଛନ୍ତି ଏହି କଥାବାର୍ତ୍ତା ବେଶ୍ ଫଳପ୍ରଦ ଥିଲା ଏବଂ ତାଲିବାନ କହିଛି ଏହି ପ୍ରକ୍ରିୟାରେ ସେମାନେ ସନ୍ତୁଷ୍ଟ ଅଛନ୍ତି
ତେବେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଦେଶର ଅନେକ ଲୋକପ୍ରତିନି ଓ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ତୀବ୍ର ସମାଲୋଚନା କରିଛନ୍ତି
ଏହାଦ୍ାରା ଦେଶରେ ତିନି ଶହେ ମେଟ୍ରିକ୍ ଟନ୍ ଏବଂ କେବଳ ଓଡ଼ିଶାରୁ ଏକ ଶହେ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି
ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଅଭିଭାବକ ମହାସଂଘ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା
କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ଯାଇଥିବା ମହାନଦୀ ଏବଂ ତାହାର ଶାଖାନଦୀ ଲୁଣା କରାଣ୍ଡିଆ ଚିତ୍ରୋତ୍ପଳା ପାଇକା ନଦୀରେ ଏହାର ପ୍ରଭାବ ଅନୁଭୂତ ହୋଇଛି
ପ୍ରବଳ ବେଗରେ ପବନ ବହିବାରୁ ସେଠାରେ ବନ୍ଧା ହୋଇଥିବା ସାମିଆନା ଉପୁଡ଼ିପଡ଼ିବା ଫଳରେ ତା ତଳେ ବସିଥିବା ଲୋକମାନେ ବାହାରକୁ ବାହାରିପାରି ନ ଥିଲେ
ବର୍ଭମାନ ସଂଇତିରିଶି ଲକ୍ଷରୁ ଊର୍ଦ୍ଧ୍ବ ଲୋକ କରୋନା ପଜିଟିଭ ଥିବାର ଜଣାପଡ଼ିଛି
ନିରବ ମୋଦି ତେର ହଜାର କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ଘଟଣାରେ ସମ୍ପୃକ୍ତ ଅଛନ୍ତି
ସେହିଭଳି କଂଗ୍ରେସକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ରରେ କଂଗ୍ରେସ ଦଳର ଏତେବର୍ଷ ଶାସନ କାଳରେ ଆଦିବାସୀ ମନ୍ତ୍ରଣାଳୟ ନଥିଲା
ବାବୁ ଗୋଟାଏ ଭାରି ଖପା ହୋଇ କହିଲେ ହଁ ହଁ ତୁମପାଞ୍ଜିବିଡ଼ା ବାନ୍ଧି ରଖ
ପାଞ୍ଚହାତ ଦୂରକୁ କୋଡ଼ିଟା ଫୋପାଡ଼ିଦେଇ ଲଟକରି କାଦୁଅରେ ଶୋଇପଡ଼ି ଓଳଗି ହେଲା
ଯାହାକି ମୋଟ୍ ସଂକ୍ରମଣ ସଂଖ୍ୟାର ଶତକଡା ଏଗାର ଦଶମିକ ଛପନ ଭାଗ
ସେ ନଗରବାସୀଙ୍କ ସହିତ ଯାଇ ଗୋଟିଏ ପ୍ରଶସ୍ତ ପ୍ରାନ୍ତରରେ ଶିବିର ପକାଇ ଶତ୍ରୁକୁ ଅପେକ୍ଷା କରି ରହିଲେ
ହରି ବିନା କୀର୍ତ୍ତନ ନାହିଁ କିଣୁ ଆମ୍ଭମାନଙ୍କର ଏହି କାହାଣୀର ମୂଳ ପାଣ୍ଠି
ପାକିସ୍ତାନ ବିରୋଧରେ ଆତଙ୍କବାଦୀ ଓ ବେଆଇନ୍ ଭାବେ ଅର୍ଥ ଯୋଗାଣ ନେଇ ଯେଉଁ ଅଭିଯୋଗ ରହିଛି ସେହି ଆଧାରରେ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏହି ଅଧିବେଶନରେ ନିଷ୍ପତ୍ତି ନିଆଯିବ