audio
audioduration (s)
0.14
183
sentence
stringlengths
2
748
ତେବେ ଏହି ରିପୋର୍ଟକୁ ଟ୍ରାଏଲ କୋର୍ଟ ପାଖରେ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
ଯାହାକି ମୋଟ୍ ମତଦାନର ଅଠତିରିଶି ଦଶମିକ ପାଞ୍ଚ ପ୍ରତିଶତ
ଏହି ବିବୃତିରେ କୁହାଯାଇଛି ଚଳିତମାସ ଶେଷ ସପ୍ତାହରୁ ଆଗାମୀ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାପାନଭାରତ ଆମେରିକା ତ୍ରିଦେଶୀୟ ସାମୁଦ୍ରିକ ସମରାଭ୍ୟାସ ମାଲାବାର ଅନୁଷ୍ଠିତ ହେବ
ସେହି ମୋବାଇଲ୍ ଆପ୍ରଗୁଡ଼ିକ ମାଧ୍ୟମରେ ଆଣ୍ଡାଇଡ୍ ଓ ଫୋନ୍ ଗୁଡ଼ିକରୁ ଡାଟା ଚୋରି ହେଉଥିଲା
ନାଗାଲାଣ୍ଡର ରାଜଧାନୀ କୋହିମାଠାରେ ଉତ୍ତରପୂର୍ବ ଡାକ ସର୍କର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍ ଏହି ବ୍ୟାଙ୍କର ଉଦ୍ଘାଟନ କରିଥିଲେ
ତିନି
ପିପିପି ମୋଡ଼ରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ
ଚୀନ ସହ ସୀମାନ୍ତ ସମସ୍ୟା ନେଇ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚୀ କହିଛନ୍ତି ପାଙ୍ଗର୍ ହ୍ରଦ ଅଞ୍ଚଳର ସେନା ଅପସାରଣ ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା
ଅନ୍ୟପକ୍ଷରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାାଲେ ଆଜି ଅପରାହ୍ନରେ ଭୁବନେଶ୍ବରଠାରେ ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି
ମନ୍ତ୍ରଣାଳୟ କହିଛି କୋଭିଡ୍ ଆରୋଗ୍ୟହାର ଶତକଡ଼ା ଅଠାବନ ଦଶମିକ୍ ଚବିଶି ଭାଗ ରହିଛି
ପ୍ରଥମେ ଲିଙ୍ଗବିଚାର ପରେ ବ୍ୟକ୍ତି ବିନିମୟ
ଛାତ୍ରଛାତ୍ରୀମାନେ ଗୁଗୁଲ ପ୍ଲେଷ୍ଟୋରରୁ ସିବିଏସ୍ଇ ଆପ୍ ଡାଉଲୋଡ କରି ସେମାନଙ୍କର ପରୀକ୍ଷାଫଳ ମଧ୍ୟ ଜାଣିପାରିବେ
ଆଜି ଗ୍ୟାଙ୍ଗଟକଠାରେ ସିକିମ୍ ବିଶ୍ବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇଛନ୍ତି
ଭଗିଆ ତନ୍ତୀଲୋକ ଚାଷ କରିବ କଣ
ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍କପ୍ ପ୍ରତିଯୋଗିତାରେ ଗତକାଲି ଭାରତ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍ ବାଇଶି ଗୋଲରେ ଅମୀମାଂସୀତ ରହିଛି
ସୀମା ସିଲ୍ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହିତ କାଶୀନଗର ବ୍ଲକ ରାୟଗଡ଼ ବ୍ଲକ୍ ସୀମାରେ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ସୀମାକୁ ସିଲ୍ କରାଯାଇଛି
ଗତ ଅକ୍ଟୋବର ମାସରେ ନିର୍ବାଚନ ହୋଇଥିଲା
ସୁରକ୍ଷା ବ୍ୟବସ୍ଥା ଆସନ୍ତା ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିବେ
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ନଅ ଟା ତିରିଶି ମଧ୍ୟରେ ନାମଲେଖା ପ୍ରକ୍ରିୟା ଚାଲୁ ରହିବ ଏବଂ ଏକ ସମୟରେ ପାଞ୍ଚ ଜଣରୁ ଅଧୁକ ଅଭିଭାବକ ସ୍କୁଲ ହତା ଭିତରକୁ ପ୍ରବେଶ ନ କରିବାକୁ ମାର୍ଗଦର୍ଶିକା ଜାରି କରାଯାଇଛି
ଏହି ବୈଠକରେ ମୋଟ୍ ୧୭ଟି ପ୍ରସ୍ତାବକୁ ସଂଜୁରୀ ମିଳିଛି ବୋଲି ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି
ଭାରତୀୟ ଦୂତାବାସ ସମେତ ଉତ୍ତରପ୍ରଦେଶ ସରକାର ଏବଂ ଭାରତୀୟ ରେଳବାଇ ପକ୍ଷରୁ ଅଟକି ରହିଥିବା ତୀର୍ଥଯାତ୍ରୀଙ୍କୁ ସବୁପ୍ରକାର ସାହାଯ୍ୟ ସମର୍ଥନ ଯୋଗାଇ ଦିଆଯାଉଛି
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ମୃତ୍ୟୁହାର ହ୍ରାସ ପାଇ ଦୁଇ ଦଶମିକ ଏକ ପ୍ରତିଶତ ହୋଇଛି
ଛଞ୍ଚାଣ କହିଲା ମାଂସ ଖାଇବା ମୋର ଅଭ୍ୟାସ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ୨୪ଲକ୍ଷ ୫୫ହଜାରରୁ ଉର୍ଦ୍ଧ ଲୋକଙ୍କୁ ଗତକାଲି ରାତି ୮ଟା ସୁଦ୍ଧା ଟିକା ଦିଆଯାଇଛି
ଏ ମାଧୀ ବାପା ଘରେ ଅଛନ୍ତି
ଦୁଇ ଦେଶର ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଟୋକିଓରେ ଭାରତଜାପାନ୍ ତ୍ରୟୋଦଶ ଦ୍ବିପକ୍ଷୀୟ ବାର୍ଷିକ ଶିଖର ବୈଠକରେ ଯୋଗ ଦେବେ
ତେବେ ଚଳିତ ଋତୁରେ ପୂର୍ବବର୍ଷ ଅପେକ୍ଷା ଊଣାଇଶ ପ୍ରତିଶତ ଅଧିକ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି
ସେଥିମଧ୍ୟରେ ୯ଟି ବଳଦ ଏବଂ ଦୁଇଟି ଗାଈ ଅନ୍ତର୍ଭୁକ୍ତ
କ୍ଷୁଦ୍ର ବିକ୍ରେତାମାନଙ୍କ ପାଇଁ ସରକାରଙ୍କ ପେନ୍ସନ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି
ରାଜ୍ୟର ପ୍ରାୟ ଛତିଶି ପ୍ରତିଶତ ଶିଶୁ କୃମି ଦ୍ାରା ଆକ୍ରାନ୍ତ ହେଉଥିବା ବେଳେ ଊଣାଇଶ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏକ ସମୟରେ କୃମି ନାଶକ ଔଷଧ ଦିଆଯିବ
ସୈନ୍ୟ ଖାଲି ହାତରେ ଫେରିଆସିବା ଦେଖି ସେନାପତି ଗଲେ ସୁରଦାସଙ୍କ ନିକଟକୁ
ଇନୋଭେସନ୍ ଆଗାମୀ ଦିନରେ ଦେଶର ସମ୍ଭାବ୍ୟ କୃଷି ସମସ୍ୟାକୁ କେବଳ ଅଭିନବ ଉପାୟ ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି
ଏହି ସମୟ ମଧ୍ୟରେ କେନ୍ଦୁଝର ମୟୂରଭଞ୍ଜ ଯାଜପୁର ଭଦ୍ରକ ଏବଂ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପୂଷ୍ଠିଝଡ଼ ସମ୍ଭାବନା ଥିବା ସୂଚନା ମିଳିଛି
ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ
ଭସାଣୀ ଆନନ୍ଦ ଉଲ୍ଲାସର ସହିତ ଶାରଦୀୟ ପୂଜା ଶେଷ ହେବା ପରେ ଗତକାଲିଠାରୁ ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ ଆରମ୍ଭ ହୋଇଛି
କୋଷିକାଗୁଡିକ ଅମ୍ଳଜାନର ଉପଲବ୍ଧତାକୁ ବାରିନେଇ ଏହା ସହିତ ନିଜକୁ ଖାପଖୁଆଇ ନେଉଥିବା ବିଷୟବସ୍ତୁ ଆବିଷ୍କାର କରିବା ପାଇଁ ସେମାନଙ୍କୁ ମିଳିତଭାବେ ଏହି ପୁରସ୍କାର ପ୍ରଦାନ କରାଯାଉଛି ବୋଲି ନୋବେଲ କମିଟି ଆଜି ଘୋଷଣା କରିଛି
ବଣ ଭିତରେ ଆଉ କୁଆଡ଼େ କିଛି ବାଟ ଦେଖାଗଲା ନାହିଁ
ପଞ୍ଚମ ଦିନର ଖେଳ ଆରମ୍ଭ କରି ଭାରତ ଅଧୁନାୟକ ଆଜିଙ୍କ ରାହାଣେଙ୍କ ିକେଟ୍ ହରାଇଥିଲା
ନାଁ ତା ପରି ରାଜାଙ୍କୁ ମୋର ଦଂଶନ କରିବା ଉଚିତ୍ ନୁହେଁ
ତାକୁ ଦେଖିଲା ମାତ୍ରେ ଋଷିକନ୍ୟା ଆନନ୍ଦରେ ନାଚି ଉଠିଲା।
ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ବିଶେଷ ସାକ୍ଷାତକାର ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ରାକେଶ ଶ୍ରୀବାସ୍ତବ କହିଛନ୍ତି ଶିଶୁମାନଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଆଜି ମୁମ୍ବାଇଠାରେ ମହାଦୁର୍ନୀତି ତଦନ୍ତ ଅଧୁକାରୀ ଏସ୍ଏଫ୍ଆଇଓଙ୍କ ନିକଟରେ ହାଜର ହୋଇଛନ୍ତି
ଚନ୍ଦ୍ରଯାନ୨ ଭାରତର ଦ୍ିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ୨ର ଉତ୍କ୍ଷେପଣ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାନ୍ ମହାକାଶ ଗବେଷଣା କେନ୍ଦ୍ରରେ ପ୍ରସ୍ତୁତି ଜୋରସୋର୍ ଚାଲିଛି
ସେ ତାକୁ ନିଜର ପୁଅ ଜ୍ଞାନ କରି ଶ୍ରଦ୍ଧାରେ ପାଳିଲା
ଏହି ଅବସରରେ ସଂସଦ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି
ାଶିଂଟନ୍ ଡିସି ଆମେରିକାର ାସିଂଟନ୍ ଡିସି ପୁଲିସ୍ କହିଛି କ୍ୟାପିଟଲ ବିଡିଙ୍ଗ୍ ମଧକୁ ଉତ୍ୟକ୍ତ ଲୋକମାନେ ପ୍ରବେଶ କରିବା ସମୟରେ ଚାରି ଜଣ ଲୋକ ପ୍ରାଣ ହରାଇଛନ୍ତି
ଏକ ହଜାର ନଅ ଶହେ ସତାନବେ ମସିହା ଜୁନ୍ ତେର ତାରିଖରେ ଉପହାର ସିନେମା ହଲ୍ରେ ହିନ୍ଦୀ ଚଳଚ୍ଚିତ୍ର ବର୍ଡର ପ୍ରଦର୍ଶନ ସମୟରେ ଅଗ୍ନିକାଣ୍ଡ ଘଟିବାରୁ ଅଣଷଠି ଜଣ ଲୋକ ପ୍ରାଣ ହରାଇଥିଲେ
ସେଗୁଡ଼ିକ ମଧ୍ୟରେ ଦୁଇ ହଜାର ପଚିଶି ସୁଦ୍ଧା ଏରୋସେସ୍ ଓ ପ୍ରତିରକ୍ଷା ସାମଗ୍ରୀ ଓ ସେବା ରପ୍ତାନୀକୁ ପଞ୍ଚତିରିଶି ହଜାର କୋଟିକୁ ବୃଦ୍ଧି କରାଯାଇ ମୋଟ୍ କାରବାର ପରିମାଣ ଏକ ଲକ୍ଷ ପଞ୍ଚସ୍ତରୀ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ପ୍ରଭୃତି ଅନ୍ତର୍ଭୁକ୍ତ
ଆଗାମୀ ବର୍ଷଗୁଡ଼ିକରେ ଭାରତ ଆଇଟି କ୍ଷେତ୍ରରେ ବିଶ୍ର ପ୍ରମୁଖ ଦେଶଗୁଡ଼ିକ ସହ ସମକକ୍ଷ ହୋଇ କାର୍ଯ୍ୟ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି
ଆଜି ରାଜ୍ୟସଭାରେ କିଛି ଅତିରିକ୍ତ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ଚିପ୍ ଲଗାଯାଇଥିବା ଇପାସ୍ପୋର୍ଟ ଜାରି କରିବାକୁ ଯୋଜନା କରୁଛି
ଶାମ ସାଉ ସବୁ କଥା ଶୁଣିଲା ଘର ମଧ୍ୟରେ ଡକା ପାରି ମୁଣ୍ଡ ବାଡ଼େଇ ହେଉଛି
ଉତ୍ତରପ୍ରଦେଶରେ ମହାଶିବରାତ୍ରୀ ଅବସରରେ ବିଭିନ୍ନ ପବିତ୍ର ନଦୀ ଓ ଜଳାଶୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଭଗବାନ ଶିବଙ୍କୁ ଆରାଧନା କରିଛନ୍ତି
ଆଜି ବାଚସ୍ପତି ଡକାଇଲେ ସର୍ବଦଳୀୟ ବୈଠକ
ଯୁବକ ବୋକାପରି ସେସବୁ ଦେଖି ଦେଖି ଚାଲିଥାଏ
ତାଙ୍କ ଦେହ ଭାରି ଗରମ ତାଙ୍କ ପାଖରେ ରହିଲେ ମୁଁ ପୋଡ଼ି ଜଳିଯିବି
ଏଠାକୁ ଆସିଲେ ମୁଁ ବହୁତ ଖୁସି ଅନୁଭବ କରିଥାଏ
ଏସ୍ସି କଟକ କର୍ଣ୍ଣାଟକରେ କଂଗ୍ରେସ୍ଜେଡିଏସ୍ର ପନ୍ଦର ଜଣ ବିଦ୍ରୋହୀ ବିଧାୟକଙ୍କୁ ରାଜ୍ୟ ବିଧାନସଭା କାର୍ଯ୍ୟଧାରାରେ ଅଂଶଗ୍ରହଣ କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
ସବୁବେଳେ ପାଠ ଛଡ଼ା ଅନ୍ୟ କାମରେ ମନ ସିନେମା ଦେଖିବାକୁ ସେ ଭଲପାଏ
ତେଣୁ ତା ସହିତ ଯୁଦ୍ଧ କିମ୍ବା ସନ୍ଧି ସ୍ଥାପନ କରିବା ଉଚିତ୍ ହେବ ନାହିଁ
ଏକ
ପିଏମ୍ ଗୋରଖପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରଠାରେ ଆଜି ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧ ଯୋଜନାର ଶୁଭାରମ୍ଭ କରିଛନ୍ତି
ଗୁରୁତ୍ବପୂର୍ଣ୍ଣ ଔଷଧପତ୍ର ଓ ଚିକିତ୍ସା ସରଞ୍ଜାମ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଔଷଧ ଯୋଗାଣ ଓ କୋଭିଡ୍ ନିୟନ୍ତ୍ରଣ ପାଇଁ ପଦକ୍ଷେପଗୁଡ଼ିକୁ ସରକାର ନିରନ୍ତର ସମୀକ୍ଷା କରୁଛନ୍ତି
ଦବିଥିବା ସ୍ଥାନକୁ କନ କରାଯାଇଛି
ନୀଳଚକ୍ରରେ ଚଉଦ ହାତିଆ ବାନା ସ୍ଥାନରେ ପାଞ୍ଚ ହାତିଆ ବାନା ବାନ୍ଧିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି
ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଥିବା ମନାଲୀଲେହ ରାଜପଥକୁ ସେନାବାହିନୀ ଲଦାଖ ଅଞ୍ଚଳର ସୀମାନ୍ତ ଇଲାକାରେ ମୁତୟନ ହୋଇଥିବା ଯବାନମାନଙ୍କ ପାଇଁ ଅତ୍ୟାବଶ୍ୟକ ପଦାର୍ଥର ପରିବହନ ଲାଗି ବ୍ୟବହାର କରିଥାଏ
ବ୍ଲକର କୁଟ୍ରଛାପର ପଞ୍ଚାୟତର କଲେଗାଁର ୫ଟି ପରିବାରର ପନ୍ଦର ଜଣ ସଦସ୍ୟ ଜଣେ ଦଲାଲ ସହାୟତାରେ ଚେନ୍ନାଇକୁ ଯାଇଥିଲେ
ପ୍ରଧାନମନ୍ତ୍ରୀ କହିଛନ୍ତି ଆଇନଶୃଙ୍ଖଳା ରକ୍ଷାକରିବା ଠାରୁ ଆରମ୍ଭ କରି ଜଘନ୍ୟ ଅପରାଧ ଘଟଣାଗୁଡ଼ିକର ସମାଧାନ କରିବା ଓ ବିଭିନ୍ନ ଦୁର୍ବିପାକ ସମୟରେ ସହାୟତା କରିବା ଭଳି କାର୍ଯ୍ୟ ପାଇଁ ପୋଲିସ୍ ଯବାନମାନେ ସର୍ବଦା ତତ୍ପର ରହିଆସିଛନ୍ତି
ମଉଜ୍ ମଜଲିସ୍ କରିବାକୁ ଆମ ପାଖରେ ପଇସା ନାହିଁ କି ସମୟ ନାହିଁ
ଏଥିସହିତ ୬ଟି ଘର ଭାଙ୍ଗି ଦେଇଛନ୍ତି
ମୃତ୍ୟୁବେଳକୁ ତାଙ୍କୁ ନବେ ବର୍ଷ ହୋଇଥିଲା
ସେହିପରି ଆସନ୍ତାକାଲି ଏହି ଦଳ ଭୁବନେଶ୍ର ମହାନଗର ନିଗମ ଅଞ୍ଚଳ ଅନୁଧ୍ୟାନ କରିବା ପରେ ମୁଖ୍ୟଶାସନ ସଚିବଙ୍କ ସହ ଏ ସଂପର୍କରେ ଏକ ବୈଠକରେ ଆଲୋଚନା କରିବେ
ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନା ଦ୍ବାରା ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ସହଜରେ ନିଜ ସମ୍ପତ୍ତିର ଡିଜିଟାଲ ମାଲିକାନା ପାଇପାରିବେ
ଗୁରୁ ବିଭିନ୍ନ ଛାତ୍ରଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ପରୀକ୍ଷା କରି ଜାଣି ପାରନ୍ତି ଯେ ଛାତ୍ରର କିପରି ଗୁରୁଭକ୍ତି ଅଛି ଓ ପାଠ ପ୍ରତି କେତେ ଆଗ୍ରହ ଅଛି
ଲିଙ୍ଗରାଜ ରଥଯାତ୍ରା ପ୍ରସିଦ୍ଧ ଶୈବକ୍ଷେତ୍ର ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହେଉଛି
ଦଣ୍ଡେ ନିମିଷେ ଥିରହୋଇ ରହିପାରେନା
ନିର୍ବାଚନ ଖର୍ଚ୍ଚ ଓ ସମ୍ବେଦନଶୀଳ ବୁଥ ଆଦି ସଂପର୍କରେ ମଧ୍ୟ ଆଲୋଚନା ହୋଇଛି
ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ
ଅନେକଗୁଡ଼ିଏ ଝିଟ୍ ମାଧ୍ୟମରେ ଶ୍ରୀମତୀ ସ୍ବରାଜ କହିଛନ୍ତି ପାକିସ୍ତାନ ବିଦେଶମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରମାଣ କରୁଛି ଯେ ଶିଖୁମାନଙ୍କ ଭାବନା ପ୍ରତି ଇସ୍ଲାମାବାଦର ସମ୍ମାନ ନାହିଁ
ୱାଶିଂଟନ୍ ଏକଥା ଶୁଣିବା ପରେ ଆଉ କିଛି ବି ନକହି ସେ ଶ୍ରମିକମାନଙ୍କ ସହିତ ପଥର ଉଠାଇବା କାମରେ ଲାଗିଗଲେ
ଦୁଇ ହଜାର ଷୋହଳ ମସିହାରେ ଆଠଗଡ଼ ଡିଏଫଓ ଥିବା ବେଳେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ
ଆଲୋଚନା ପୂର୍ବରୁ ବିଜେଡି ସଦସ୍ୟମାନେ ସଭାରୁ କକ୍ଷତ୍ୟାଗ କରି ଚାଲିଯାଇଥିବାଳେ ଶିବସେନା ଭୋଟିଂରେ ଭାଗ ନେବ ନାହିଁ
ଦୀପୁର ମା ବୁଝାଇଲା ପରେ ସେ ଖାଇଲା
ମହାରାଷ୍ଟ୍ରର ଉତ୍ତର କେନ୍ଦ୍ରୀୟ ଅଞ୍ଚଳ ଓ ମରାାଡ଼ା ଅଞ୍ଚଳରେ ଆଜି ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି
ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉଭିଦ ବିଜ୍ଞାନୀ ତଥା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଦୀପ କୁମାର ଚାନ୍ଦଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ପ୍ରାଣକୃଷ୍ଣ ପରିଜା ସମ୍ମାନ ପ୍ରଦାନ କରାଯାଇଥିଲା
ସେ କହିଛନ୍ତି ଜଳଶକ୍ତି ଅଭିଯାନ ଜନ ଭାଗିଦାରୀରୁ ଆଗକୁ ବଢ଼ିଛି
ଛଅ
ଏହି ଅବସରରେ ଶ୍ରୀ ଅଭିଷେକ କହିଛନ୍ତି ଉତ୍ସର୍ଗୀକୃତ ଷ୍ଟାର୍ଟ ଅପ୍ ନୀତି ପ୍ରଣୟନ କରିବାରେ ଓଡ଼ିଶା ଏକ ଅନ୍ୟତମ ରାଜ୍ୟ
ପ୍ରଧାନମନ୍ତ୍ରୀ ଝିଟ୍ କରି କହିଛନ୍ତି ଆସନ୍ତୁ କରୋନା ସହିତ ଲଢ଼େଇ କରିବାପାଇଁ ଏଜୁଟ୍ ହେବା ମାସ୍କ ପିନ୍ଧିବା ହାତକୁ ସଫା ରଖୁବା ସହିତ ସାମାଜିକ ଦୂରତା ଅନୁସରଣ ଏବଂ ପରସ୍ପର ମଧ୍ୟରେ ଛଅ ଫୁଟ ଦୂରତା ଅବଲମ୍ବନ କରିବା
ଏସିଓଆଓପି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇଚନ୍ତି ଯେ ପୂର୍ବତନ ସେନା କର୍ମଚାରୀମାନଙ୍କ ପାଇଁ ାନ୍ ଲ୍ୟାଙ୍କୁ ାନ୍ ପେସନ୍ ନିୟମ ଲାଗୁ କରିବାକୁ ସରକାର ଏକ ନୀତିଗତ ନିଷ୍ପତ୍ତି ନେଇଛନ୍ତି
ସାତ
ଏକ
ଶେଷ ସୁଯୋଗ ଦେଇ ହାଇକୋର୍ଟ ସରକାରଙ୍କୁ ଜୁନ୍ ଏକୋଇଶି ତାରିଖ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
ଗତ ଚବିଶି ଘଣ୍ଟା ଭିତରେ ପାଞ୍ଚ ଶହେ ସତର ଜଣ ମୃତ୍ୟୁବରଣ କରିବାରୁ କୋବିଡ ମୃତ୍ୟୁସଂଖ୍ୟା ଏକ ଲକ୍ଷ କୋଡିଏ ହଜାର ୫୨୭ରେ ପହଞ୍ଚିଛି
ମୁଁ ଆଉ କିଛି ଜାଣେ ନାହିଁ
ମୁଁ ନିଜେ ଜଣେ ମାଜିଷ୍ଟ୍ରେଟ୍ ହୋଇ ଏଭଳି ଅବିବେକୀ ଓ ଅମାନୁଷିକ କାର୍ଯ୍ୟକରି ଘୋର୍ ଅପରାଧ କରିଅଛି
ତିନି
ଜିଏସ୍ଟି ରେଭିନ୍ୟୁ ଜିଏସ୍ଟି ଅନ୍ତର୍ଗତ ରାଜସ୍ବ ଆଦାୟରେ ଚଳିତ ବର୍ଷ ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ବୃଦ୍ଧି ଘଟିଛି
ଏହି ପ୍ରଦର୍ଶନୀ ମାଧ୍ୟମରେ ଦେଶ ତଥା ଆନ୍ତର୍ଜାତିକ ସ୍ତରର ବିଭିନ୍ନ ପ୍ରତିଭାବାନ ଶିଳ୍ପୀ ନିଜର କଳା ଓ କାରିଗରିର ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି ଏବଂ ତାହାରେ ଉଚିତ ମୂଲ୍ୟ ପାଇବାରେ ମଧ୍ୟ ସଫଳ ହେଉଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି
ପ୍ରସାରଭାରତୀ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟ ନିର୍ବାହି ଶଶି ଶେଖର ବେମପତି କହିଛନ୍ତି ଯେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ସଂଘଟିତ ନୂତନ ପରିବର୍ତ୍ତନର ମୁଖ୍ୟ ଅଙ୍ଗ ହେଉଛି ଡିଜିଟାଲାଇଜେସନ୍
କୁଆଦୁଇଟି ଆହାର ନେଇ ସଅଳ ସଅଳ ବସାକୁ ଫେରୁଥାନ୍ତି