audio
audioduration (s) 0.14
183
| sentence
stringlengths 2
748
|
---|---|
କେନ୍ଦ୍ର ସରକାର କାର୍ଯ୍ୟ କୌଶଳ ବୃଦ୍ଧି କରିବା ସହ ଲୋକଙ୍କ ଜୀବନଧାରଣରେ ଉନ୍ନତି ପାଇଁ ସ୍କୁଲ ଇଣ୍ଡିଆ ମିଶନ ଜରିଆରେ ଏକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଭଳି କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ
|
|
ସେ କହିଛନ୍ତି ପୂର୍ବାପେକ୍ଷା ତାଙ୍କ ଦଳ ଅଧୁକ ପରିଶ୍ରମ କରି ଏହି ଦୁଇ ରାଜ୍ୟର ଜନତାଙ୍କ ସେବା କରିବ
|
|
ସେଥିରୁ ଗୋଟିଏ ବିମାନକୁ ିଙ୍ଗ୍ କମାଣ୍ଡର ଅଭିନନ୍ଦନ ଗୁଳି କରି ଖସାଇଥିଲେ
|
|
କେବଳ ଦମନ ନୁହେଁ ସେମାନଙ୍କ ହୃଦୟ ପରିବର୍ତ୍ତନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବାର ପ୍ରୟାସ ଜାରି ରହିଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି
|
|
ପ୍ର ବାଲୁବିଶି ଗି କଟକ ମୁଁ ସାରିଆକୁ ଚିହ୍ନେ ତା ଦୁଆରକୁ ଢେର ଥର ଯାଇଛି
|
|
ଏଥର ପଶ୍ଚିମ ଓଡ଼ିଶାରୁ ପାଞ୍ଚ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦ ପାଇଛନ୍ତି
|
|
ସେଠାରେ ଅନେକ ବନ୍ଧରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି
|
|
ପିଏମ୍ଫିକି କୋବିଡ ନାଇଣ୍ଟିନ୍ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପରେ ଉଥାନ ପତନ ସତ୍ତ୍ ଅର୍ଥନୈତିକ ସୁଧାର ଘଟୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି
|
|
ଏକ ବିବୃତିରେ ମନ୍ତ୍ରଣାଳୟ କହିଛି ଜାତୀୟ ରାଜପଥକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରିଦିଆଯାଇଥିବାର କିଛି ଲୋକ ଏକ ଭୁଲ ଧାରଣା ସୃଷ୍ଟି କରୁଛନ୍ତି ଯାହାର କୌଣସି ସତ୍ୟତା ନାହିଁ
|
|
ଏହାକୁ ଦୃଷ୍ଟିରେ ରଖୁ ବର୍ତ୍ତମାନ ପରିପ୍ରେକ୍ଷୀରେ ବହୁ ଯୁବ ତଥା ଅନ୍ୟ ବର୍ଗର ଲୋକମାନେ ବିଜେପି ପ୍ରତି ଆଗ୍ରହ ପ୍ରକାଶ କରି ସାମିଲ ହେବାରେ ଲାଗିଛନ୍ତି
|
|
ଗୃହର ମଧ୍ୟଭାଗରେ କଳା ଗାଉନ୍ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଏହି ପ୍ରସଙ୍ଗରେ ଅଡିଟ୍ କରିବାକୁ ଦାବି କରିଥିଲେ
|
|
ବର୍ଦ୍ଧମାନ ରାଜା କହିଲେ ଗୋପାଳର ଯେତେ ସୁନାମ ଆଜି ସବୁ ଜଣାଗଲା
|
|
ଚାରି
|
|
ତା ମା ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା
|
|
ଅନ୍ୟ ଜଣେ ନିଖୋଜ ଥିବା ସୂଚନା ମିଳିଛି
|
|
ବ୍ୟକ୍ତି ଜଣକ କହିଲେ ‘ମହାଶୟ ମୁଁ ଜଣେ ଉଚ୍ଚ ଶିକ୍ଷିତ ଯୁବକ
|
|
ନାମାଙ୍କପତ୍ର ଦାଖଲ ଢେଙ୍କାନାଳ ଜିଲ୍ଲାରେ ଆଜି ଦୁଇଟି ନାମାଙ୍କନପତ୍ର ଦାଖଲ ହୋଇଛି
|
|
ଗତକାଲି ଅନୁଷ୍ଠିତ ଏ ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଦାଶବର୍ମା ସଂଘରୋଦ୍ଧ କେନ୍ଦ୍ରଗୁଡ଼ିକରେ ପାନୀୟଜଳ ଏବଂ ଶୌଚାଳୟ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଛନ୍ତି
|
|
ସାତ
|
|
ଏପର୍ଯ୍ୟନ୍ତ ତେଇଶି ହଜାର ସାତ ଅଠର ଜଣ ତୀର୍ଥଯାତ୍ରୀ ଜମୁସ୍ଥିତ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଲେଣି
|
|
ସ୍ାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ପୁଣେସ୍ଥିତ ସିଏଆଇଆର୍ଜାତୀୟ ରସାୟନ ଗବେଷଣାଗାର ଏକ ପୋଟେବୁଲ ଅକ୍ସିଜେନ୍ ୟୁନିଟ୍ର ନିର୍ମାଣ କରିଛି
|
|
ତେବେ ଅବେଶନର ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ ଘୋଷଣା କରାଯାଇଛି
|
|
କଲମ୍ବୋରେ ଆଜି ତ୍ରିରାଷ୍ଟ୍ରୀୟ ନିଦାହାସ୍ ଟି୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ଭେଟିବା ଏବଂ ମାଲେସିଆର ଇପୋଠାରେ ଚାଲିଥିବା ଆଜୁଲାନ୍ ଶାହ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ମୁକାବିଲା ହେବ ପିଏମ୍ ସିଆଇସି ବିସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୂଚନା କମିଶନ ସିଆଇସିର ନବନିର୍ମିତ ଅଟ୍ଟାଳିକାକୁ ଆଜି ଉଦ୍ଘାଟନ କରିବେ
|
|
ଆମେ ଯେତେ ଯାହା ଖାଦ୍ୟ ଖାଉ ସବୁ ଖାଦ୍ୟ ଗଛରୁ ହିଁ ଆମଦାନୀ ହୋଇଥାଏ
|
|
ଏ ସଂକ୍ରାନ୍ତରେ କଂଗ୍ରେସ ନିୟମ ଲଙ୍ଘନ କରୁଥିବା ଅଭିଯୋଗ କରି ଶ୍ରୀ ଶାହା ରୋକ୍ ଭାବେ କହିଛନ୍ତି କଂଗ୍ରେସ ପାର୍ଟି କାହାକୁ ଦୋଷ ଦେବା ବନ୍ଦ କରି ଜାମ୍ମୁକାଶ୍ମୀର ସଂକ୍ରାନ୍ତରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍
|
|
ବାବୁ ଆସି ଏଣିକି
|
|
ଯୋଗବାଣୀବିରାଟ ନଗର ଆନ୍ତର୍ଜାତିକ ବାଣିଜ୍ୟ କେନ୍ଦ୍ର ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ବ୍ୟବସାୟିକ ଅଞ୍ଚଳ
|
|
ଶୈବପୀଠ ଗୁଡ଼ିକରେ ମହାପ୍ରଭୁଙ୍କୁ ଜଳଲାଗି କଲେ କାଉଡ଼ିଆ
|
|
ରାଜା କାଳିଦାସଙ୍କୁ କହିଲେ ତୁମର ଗୁରୁଦେବ ଆସିଛନ୍ତି ତୁମେ ଥରେ ହେଲେ ଦେଖା କରିବାକୁ ଯାଉନାହଁ
|
|
ରାମ ଜନ୍ମଭୂମିବାବ୍ରି ମସ୍ଜିଦ୍ ଜମିବିବାଦ ସଂକ୍ରାନ୍ତ ସମସ୍ତ ଜବାବ ସୁଆଲ୍ ଅକ୍ଟୋବର ମାସ ଅଠର ତାରିଖ ସୁଦ୍ଧା ଶେଷ କରିବାପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି
|
|
ବ୍ରାହ୍ମଣ ତା କଥା ରଖି ଜଣେ ଶେଠଙ୍କ ଘରକୁ ଗଲେ
|
|
ଓଡ଼ିଶା ଇତିହାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ଦେଶର ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ
|
|
ଗତକାଲି ମୋ ସରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭିଡ଼ିଓ କନ୍ଫରେନ୍ସି ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି
|
|
ପଦୀ ବାହାରି ଗଲା ବାଦେ ମାଧ ମହାନ୍ତିଏ ଝିଅକୁ କହିଲେ ଆଲୋ ମାଳତୀ
|
|
ଭିପିସିଏଆଇଆର୍ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ସିଏସ୍ଆଇଆର୍ର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି
|
|
ଅଦାଲତ ତାଙ୍କୁ ଚଉଦ ଦିନପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି
|
|
ପୂର୍ବରୁ ରଥଯାତ୍ରା ପାଇଁ ଜୁଲାଇ ଚାରି ତାରିଖରୁ ଜୁଲାଇ ୧୩ତାରିଖ ମଧ୍ୟରେ ୧୯୪ଟି ସ୍ତନ୍ତ୍ର ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ପୂର୍ବତଟ ରେଳବାଇ ପକ୍ଷରୁ ଏକ ଆପର ଶୁଭାରମ୍ଭ କରାଯାଇଥିଲା
|
|
ଦୋଷୀମାନଙ୍କ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଯାଇଥିବାରୁ ଏହି ଫାଶୀ ତାରିଖ ସେମାନଙ୍କପାଇଁ ଶେଷ ଫାଶୀ ତାରିଖ ହେବ ବୋଲି ଆଶା କରାଯାଉଛି
|
|
ଷ୍ଟାର୍ଟ ଅଫ୍ ଇଣ୍ଡିଆ ଜଳ ଜୀବନ ମିଶନ ଓ ଆର୍ଥିକ ଅନ୍ତର୍ଭୁନ୍ତୀକରଣ ଆଦି ବିଷୟବସ୍ତୁକୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ପ୍ରଜ୍ଞାପନ ମେଢ଼ରେ ସ୍ଥାନିତ କରାଯାଇଛି
|
|
ଆଗରେ ପଛରେ ପାଞ୍ଚଜଣ ଠେଙ୍ଗାସ୍କନ୍ଧ ଚୌକିଦାର ନସର ପସର ହୋଇ ଧାଇଁଛନ୍ତି
|
|
ଦିନେ ବଣରେ ପକ୍ଷୀମାନଙ୍କର ଏକ ସଭା ବସିଥିଲା
|
|
ଆର୍ବିଆଇ ଡିପୋଜିସ୍ ସମ୍ପ୍ରତି ୟେସ୍ ବ୍ୟାଙ୍କରେ ଆର୍ଥିକ ମନ୍ଥରତା ଯୋଗୁଁ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରି ରିଜର୍ଭ ବ୍ୟାଙ୍କୁ କହିଛି ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି
|
|
ଫୋରଜି ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଫୋର୍ଜି ସେକ୍ଟମ୍ ଆବଣ୍ଟନ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ତଥା ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ସଞ୍ଜୟ ଧୋତେ କହିଛନ୍ତି
|
|
ଆମେରିକାରେ ଜାତୀୟ ନିରାପତ୍ତା ଓ ନୀତି ପ୍ରତି ବିପଦ ସୃଷ୍ଟି କରୁଥିବା ବିଦେଶୀ କମ୍ପାନୀ ତାଲିକାରେ ପାକିସ୍ତାନର ୭ଟି କମ୍ପାନୀକୁ ଆମେରିକା ତାଲିକାଭୁକ୍ତ କରିଛି
|
|
ଇୟୁ କାଶ୍ମୀର ୟୀରୋପୀୟ ସଂଘ ସାଂସଦ ରିଜାର୍ଡ଼ ଜାର୍ମିକୀ ଓ ଫୁଲଭିଓ ମାଟ୍ୟୁସିଏଲୋ କାଶ୍ମୀର ସଂକ୍ରାନ୍ତରେ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି ଏବଂ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ ସମାଲୋଚନା କରିଛନ୍ତି
|
|
ଶ୍ରୀ ଜାଡେକର କହିଛନ୍ତି ସମ୍ବିଧାନର ଧାରା ତିନି ଶହେ ସତୂରୀ ଉଚ୍ଛେଦ ସଂକ୍ରାନ୍ତରେ ଭାରତର ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ସଙ୍ଗଠନ ଜି୭ ୟୁଏନ୍ସିସି ଓ ବିଶ୍ନେତାମାନେ ସମର୍ଥନ ଜଣାଇଛନ୍ତି
|
|
ସତ୍ୟ ଓ ଅହିଂସା ଭଳି ମହାତ୍ମାଗାନ୍ଧିଙ୍କ ବାର୍ତ୍ତା ଆମର ଦୈନନ୍ଦିନ ଜୀବନର ଏକ ଅଂଶ ହେବା ଉଚିତ ବୋଲି ସେ କହିଛନ୍ତି
|
|
ବହୁ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିବାବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି
|
|
ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ର ଚାରି ଶହେ ପଚାଶ ଜଣ ଯବାନ୍ ର ୫ଟି ଟିମ୍ ସେନାବାହିନୀର ୮ଟି ଟିମ୍ ନୌବାହିନୀର ଗୋଟିଏ ଟିମ୍ ବିମାନ ବାହିନୀର ୫ଟି ହେଲିକପ୍ଟର ସୀମା ସୁରକ୍ଷା ବାହିନୀର ଗୋଟିଏ ଟିମ୍ ଓ ବୈଜ୍ଞାନିକମାନଙ୍କର ଗୋଟିଏ ଟିମ୍ ଘଟଣା ସ୍ଥଳୀରେ ରହି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି
|
|
ଆଠ
|
|
ସେ ଅଧ୍ୟକ୍ଷ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଇଏ କେମିତିକା କଥା କିଏ ସିନା ଶୋଇବା ଅବସ୍ଥାରେ ସ୍ୱପ୍ନ ଦେଖେ
|
|
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଥିବାବେଳେ ବିଜେପି ଏ ନେଇ ସ୍ଥାନୀୟ ବିଧାୟକଙ୍କୁ ଦାୟି କରିଛି
|
|
ଗତ ସପ୍ତାହରେ କେବଳ ୭୬ଲକ୍ଷ ନମୁନା ପରୀକ୍ଷା କରାଯାଇଛି
|
|
ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇପାରୁଛି
|
|
ଏମ୍ଏସ୍ଏମ୍ଇ ଓଡ଼ିଶାର ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ୍ବକୁ ମଜବୁତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କର ଏମ୍ଏସ୍ଏମ୍ଇ ବିଭାଗ ଓ ଏଚ୍ଡିଏମ୍ସି ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି
|
|
ସେ କହିଛନ୍ତି ଚଳିତ ମାସ ଏକ ତାରିଖରୁ ଆରମ୍ଭ ହୋଇଥିବା ଏହି ମିଶର ପଞ୍ଚମ ପର୍ଯ୍ୟାୟ ବର୍ଭମାନ ଅଭିଯାନ ଚାଲୁ ରହିଛି
|
|
କିନ୍ତୁ ସଦା ତେଣେ ବିଦେଶରେ ସୁଖରେ ଅଛି କି ଦୁଃଖରେ ଅଛି ସେ କଥା କିଏ କହିବ
|
|
ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ବିଧାୟକ ଜୟନାରାୟଣ ମିଶ୍ରଙ୍କର ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରଦେଇ କହିଛନ୍ତି ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକଙ୍କ ଦ୍ାରା କମ୍ପ୍ୟୁଟର ପରିଚାଳନା କରାଯାଉଛି
|
|
ଏହାର ଦଣ୍ଡ ସ୍ୱରୂପ ତୁମକୁ ସ୍କୁଲ୍ରୁ ବାହାର କରିଦେବାକୁ କଲେକ୍ଟର୍ କହିଛନ୍ତି
|
|
ଯେଉଁ ରୋଗୀମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିବା ନିହାତି ଜରୁରୀ ହୋଇ ନ ଥିବ ସେମାନେ ଯେପରି କୌଣସି ଶଯ୍ୟ ଅଧିକାର କରି ନ ରଖିବେ ତାହା ନିଶ୍ଚିତ କରାଯିବ
|
|
ବାଘ ବ୍ରାହ୍ମଣକୁ ଦେଖି ଆହୁରି ବିଶ୍ଵାସ ଜନ୍ମାଇ କହିଲା ହେ ବ୍ରାହ୍ମଣ
|
|
ତାଙ୍କର ହିସାର ସ୍ଥିତ ଘରକୁ ବାସ୍ତରୀ ଘଣ୍ଟା ଧରି ଖାନତଲାସୀ କରାଯାଇଥିଲା
|
|
ଏଗାର ଧର୍ମେନ୍ଦ୍ର ପ୍ରଧାନ କରୋନା ଆର୍ଥିକ ପ୍ୟାକେରେ ଦ୍ବିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଓଡ଼ିଶା ସମେତ ୨୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୮ଶହ ନବେ କୋଟି ବତିଶି ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି
|
|
ସେ ପୁଣି କହିଛନ୍ତି ସାଧାରଣ ଲୋକଙ୍କ ଜୀବନଶୈଳୀରେ ସଂସ୍କାର ଆଣିବାକୁ ପଡ଼ିବ
|
|
ତଦନ୍ତ ପରେ ସଂପୂର୍ଣ୍ଣ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି
|
|
ଚାରି
|
|
ସୀମାନ୍ତବର୍ତ୍ତୀ ଇଲାକାଗୁଡ଼ିକରେ ଥିବା ଏସିସି ୟୁନିଗୁଡ଼ିକୁ ସେନା ପ୍ରଶିକ୍ଷଣ ଓ ପ୍ରଶାସନିକ ସହାୟତା ଯୋଗାଇଦେବ
|
|
ନାମାଙ୍କନ ଆସନ୍ତା ଅଣତିରିଶି ତାରିଖ ଦିନ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି
|
|
ପଥିକ ତାହାହିଁ କଲା ଶୃଗାଳୀ ଦେଖିଲା ତାହାର ଆଶା ପଣ୍ଡ ହୋଇଛି
|
|
ସ୍ାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ୍ ୮ଲକ୍ଷ ଅଣଚାଶ ହଜାର ଚାରି ଶହେ ବତିଶି ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି
|
|
ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ପହିଲାରୁ ବିଦ୍ୟୁତ ଦର ୟୁନିଟ୍ ପିଛା କୋଡିଏ ପଇସା ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି
|
|
ଭାରତ ଗଠନ ପାଇଁ ପ୍ରେରଣା ଯୋଗାଇବ
|
|
ନିମନ୍ତ୍ରଣ ରକ୍ଷାକରି ଭୋଜନ କରିବା ପାଇଁ ଈଶ୍ୱରଙ୍କ ସହିତ ମାଟିର ମୂର୍ତ୍ତି କୁବେରଙ୍କ ପ୍ରାସାଦକୁ ଆସିଲେ
|
|
ବିହାର ବାଂଲିଜ୍ କଂଗ୍ରେସ ନେତା ରାହୁଲ ଗାନ୍ଧି ବିହାରରେ ଆଜି ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି
|
|
ପୂର୍ବରୁ ଗତ ମାର୍ଚ୍ଚରେ ଶିକ୍ଷକ ଚୟନ କ୍ଷେତ୍ରରେ ବିଭାଗକୁ ୟୁନିଟ୍ ଭାବେ ଗ୍ରହଣ କରି ଅନୁସୂଚୀତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ କ୍ଷେତ୍ରରେ ସଂରକ୍ଷଣ ସୁବିଧା ଯୋଗାଇ ଦେବାକୁ ୟୁଜିସି ଘୋଷଣା କରିଥିଲା
|
|
ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେହିଦିନ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି
|
|
ପୂର୍ବରୁ ଦିନ ବେଳେ ବିରୋଧୀ ଦଳ ସଦସ୍ୟମାନେ ଦିଲ୍ଲୀ ହିଂସାକାଣ୍ଡକୁ ନେଇ ସଭାରେ ପ୍ରବଳ ପାଟିତୁଣ୍ଡ କରିଥିଲେ
|
|
ଏହି ପ୍ରକଳ୍ପ କୃଷକମାନଙ୍କ ଖର୍ଚ୍ଚ କମ୍ କରିବା ସଙ୍ଗେ ସଙ୍ଗେ କୃଷି ପ୍ରକ୍ରିୟାକୁ ସହଜ କରିବ
|
|
ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ଲାଗି ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯିବାକୁ ସ୍ଥିର ହୋଇଛି
|
|
୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳୀ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ାଶିଂ ଜାରି କରାଯାଇଛି
|
|
୧୦୮ଗଡୁ ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିଛନ୍ତି
|
|
ଏକା ବେଲାଳସେନ ଯଦି ସବୁ ବଡ଼ ବୀରଙ୍କୁ ଏକା ଥରେ ମାରି ଶୁଆଇ ଦେବ ତେବେ ଯୁଦ୍ଧ ଚାଲିବ କେମିତି
|
|
ମନ୍ତ୍ରଣାଳୟ କହିଛି ଖୁଚୁରା ମୂଲ୍ୟ ଯଦିଓ ସାମାନ୍ୟ କମିଛି ତେବେ ମହାରାଷ୍ଟ୍ର କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଭୀଷଣ ବର୍ଷା ଯୋଗୁଁ ଖରିଫ ଫସଲର ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି
|
|
ହେଲେ ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ତୁମ୍ବା ଭିତରୁ ନ ବାହାରେ
|
|
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁନଃ ପୁଞ୍ଜିଯୋଗାଣ ଲାଗି କୋଡିଏ ହଜାର କୋଟି ଟଙ୍କା ଦେବାକୁ ସରକାର ପ୍ରସ୍ତାବ ଦେଇଛନ୍ତି
|
|
ତାଙ୍କରି କୃପାରୁ ଘଣ୍ଟେଶ୍ଵର ଇଲାକା ଧନଧାନ୍ୟରେ ପୂର୍ଣ୍ଣ ହୋଇ ରହିଛି
|
|
ଏବଂ ବ୍ରିବେନ୍ ଟେଷ୍ଟରେ ବିଜୟ ପାଇଁ ଭାରତ ସମ୍ମୁଖରେ ୩୨୮ରନ୍ର ଲକ୍ଷ୍ୟ ରହିଛି
|
|
ସାତ
|
|
ସେହିଭଳି ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନ ଧରି ଚାଲିଥିବା ଅବିଶ୍ରାନ୍ତ ବର୍ଷା ଭୂସ୍ଖଳନ ଓ ଅଚାନକ ବଢି ଯୋଗୁଁ ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି
|
|
ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କର ଶୀଘ୍ର ବିଚାର କରାଯାଇ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ କଡ଼ା ଆଇନ୍ ପ୍ରଣୟନ ଲାଗି ମଧ୍ୟ ସରକାର ପ୍ରସ୍ତୁତ ଥିବାର ଜଣାଇଛନ୍ତି
|
|
ଆସାମପଶ୍ଚିମବଙ୍ଗ ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି
|
|
ମୋତେ ଯଦି ଆପଣ ଆଶ୍ରୟ ନ ଦେବେ ତେବେ ସେ ମୋତେ ମାରି ଖାଇଯିବ
|
|
ପ୍ରାର୍ଥିପତ୍ର ଦାଖଲ ସମୟରେ ଉଭୟ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ
|
|
ରାଜ୍ୟରେ ଗତ ଚବିଶି ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଚଉରାଅଶୀ ନୂଆ ଆକ୍ରାନ୍ତ
|
|
ଶ୍ରୀ ଜାବଡେକର କହିଛନ୍ତି ଦୁଇ ହଜାର କୋଡିଏ ଏପ୍ରିଲ୍ ବାଇଶି ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ କୋଭିଡ ପ୍ରତିଷେଧକ ନିୟମାବଳୀ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା
|
|
ବ୍ୟାଙ୍କ ଓ ଡାକଘର ଜମା ଉପରେ ମିଳୁଥିବା ସୁଧରୁ ଟିକସ ରିହାତିକୁ ନଅ ହଜାରରୁ ଚାଳିଶି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି
|
|
ଆଜି ରାତି ସୁଦ୍ଧା କଟକ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବ କରୋନା ଟିକା
|
|
ତେଣୁ ଆମ ଜନସଂଖ୍ୟା ପାଇଁ ଆମ ଜଙ୍ଗଲରୁ ମିଳୁଥିବା କାଠ ବାଉଁଶ ଯଥେଷ୍ଟ ନୁହେଁ
|
|
ନୂଆପଡା ମୌନପୁର ଡିଭିଜନ କମିଟି ପାଇଁ କାମ କରୁଥିବା ବେଳେ ତାଙ୍କ ନାମରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣାଥିବା ଏସପି ଏକ ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରିଛନ୍ତି
|
|
ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି
|
Subsets and Splits
No community queries yet
The top public SQL queries from the community will appear here once available.