audio
audioduration (s) 0.14
183
| sentence
stringlengths 2
748
|
---|---|
ଉତ୍ତରପ୍ରଧେଶ ସରକାରଙ୍କ ସହଯୋଗରେ ଏହି ଟ୍ରେନ୍ ସବୁର ବ୍ୟବସ୍ଥା କରାଯାଇଛି
|
|
ଜ୍ୟୋତିଷ ବିଦ୍ୟା ଚର୍ଚ୍ଚା ନିମନ୍ତେ ସେ ସୁଦୂର ଗ୍ରୀସ୍କୁ ଯାଇଥିଲେ
|
|
ମିଜୋରାମରେ ଏକମାତ୍ର ଲୋକସଭା ଆସନରୁ ୬ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି
|
|
ଅଗ୍ନିକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଘଡ଼ିଆମାଳ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ଊଦ୍ଧ ବଖରା ପୋଡ଼ି ପାଉଁଶ ହୋଇଯାଇଛି
|
|
ତେବେ ପୂର୍ବ ନିର୍ଦ୍ଦେଶ ମୁତାବକ ଆଜି ମନ୍ଦିର ପରିସରକୁ ବିଶୋଧନ କରିବାପାଇଁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି
|
|
ତିନି
|
|
ସେଠି ତୁମ ସଙ୍ଗେ ବାଦ କରିବାକୁ କେହି ନ ଥିବେ
|
|
ବେଟି ବଚାଓ ସମଗ୍ର ଦେଶରେ ନାରୀଙ୍କ ସୁରକ୍ଷା ସହ ନାରୀଶିକ୍ଷା ପରି ମିଶନକୁ ସଫଳ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଯୋଜନା
|
|
ମତଦାନ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ୨୧ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୧୪୬ଟି ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି
|
|
ନବାବ୍ ସାହେବଙ୍କୁ ଗୋପାଳ କହିଲେ ହଜୁର ଏଇ ଦେଖନ୍ତୁ ଆପଣଙ୍କର ମହାଭାରତ ଲେଖା ପ୍ରାୟ ଶେଷ ହୋଇଗଲାଣି
|
|
ଏକଥା ଅବଶିଷ୍ଟ ମୂଷିକମାନେ ଉପଲବ୍ଧି କରି ବୋଧିସତ୍ତ୍ଵଙ୍କୁ ଏହାର କାରଣ ପଚାରିଲେ
|
|
ପ୍ରଧାନମନ୍ତ୍ରୀ କହିଛନ୍ତି ସାଉଦି ଆରବର ଯୁବରାଜ ଭାରତ ଆସିଥିଲାବେଳେ ଭାରତରୁ ହଜ୍ ତୀର୍ଥଯାତ୍ରୀଙ୍କ କୋଟା ଦୁଇ ଲକ୍ଷକୁ ବୃଦ୍ଧି କରିବାପାଇଁ ତାଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି
|
|
ଏଥର ରୁକୁଣା ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ
|
|
ମଙ୍ଗରାଜଙ୍କ ମନରେ ହୁଏ ତନ୍ତୀ ସାହିର ଭଗିଆ ତନ୍ତୀ ପିଣ୍ତାରେ ଗୋଟିଏ ସ୍ତ୍ରୀ ନଟି ବୁଲାଉଥିବାର ହେଖିଥିଲେ
|
|
ଗତକାଲି ବିଶାଖାପଟ୍ଟନମ୍ଠାରେ ଭାରତୀୟ ପେଟ୍ରୋଲିୟମ୍ ଓ ଶକ୍ତି ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି
|
|
ଶ୍ରୀ ବାତ୍ରା ସାଢ଼େ ୧୦ଟା ବେଳେ ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ଯାଇ ପହଞ୍ଚିଥିଲେ
|
|
ନିର୍ବାଚିତ ସରକାରର ପ୍ରତ୍ୟେକ କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିଭଙ୍ଗିରେ ନଦେଖୁ ବିଭିନ୍ନ ଯୋଜନାରୁ କିପରି ଲୋକେ ଉପକୃତ ହୋଇପାରିବେ ସେହି ଦୃଷ୍ଟିରେ ଆକଳନ କରାଯିବା ଉଚିତ୍ ବୋଲି କହିଛନ୍ତି
|
|
ସେମାନଙ୍କର ନାମ କୁହନ୍ତୁ ଏତିକି ହେଲେ ମହାଭାରତ ପୂରଣ ହୋଇଯିବ
|
|
ଘଟଣାସ୍ଥଳରେ ସୀମାନ୍ତ ପାଲାକ୍ସଡ ଜିଲ୍ଲାପାଳ ଶ୍ରୀ ବାଲମୁରଲୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି
|
|
ଏକ
|
|
ଏଥରକୁ ମିଶାଇ ଭାରତ ତୃତୀୟ ଥର ପାଇଁ ବ୍ରିକ୍ସ ଶିଖର ବୈଠକର ଆୟୋଜେନ କରିବ
|
|
ବ୍ରହ୍ମପୁର ଓ ସୁରଟ ମଧ୍ୟରେ ଦୈନିକ ୨ଟି ଟ୍ରେନ୍ ଚାଲୁ କରିବା ପାଇଁ ରେଳବାଇ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
|
|
ଦିନେ ଚୂଡ଼ାମଣି ଧୂଳିଘର ଗଢ଼ିସାରି କହିଲା ଚମ୍ପା ଦେଖ୍ ଏ ହେଲା ମୋର ନଅର
|
|
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଉତ୍ସବ ଲୋକମାନଙ୍କ ଜୀବନରେ ଶାନ୍ତି ସଦିଚ୍ଛା ଏବଂ ଦୟାଭାବ ଭରିଦେଉ
|
|
ଦିବା-ରାତ୍ର ତାଙ୍କର ଟଙ୍କା ଥିଲା ଧ୍ୟାନ ଟଙ୍କା ଥିଲା ଜ୍ଞାନ
|
|
ସେ କହିଛନ୍ତି ଯଦି ଟିକସ ପରିମାଣ କୋଡିଏ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ ତେବେ ଯାଇଁ ଟିକସ ବିଭାଗ ଅଧୀନରେ ଆବେଦନ ଦାଖଲ କରିପାରିବ
|
|
ଏହା ସହିତ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର କପକ୍ଷଙ୍କ ସହ କେନ୍ଦ୍ର ସରକାର ମିଳିତ ଭାବେ କୋଭିଡ୍ ନିୟମାବଳୀ ଲାଗୁ କରିବା ଡାକ୍ତର ପାରାମେଡିକାଲ୍ କର୍ମଚାରୀ ଏବଂ କରୋନା ଯୋଦ୍ଧାମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଦେଶରେ ବର୍ତ୍ତମାନ ଆରୋଗ୍ୟ ହାର ବୃଦ୍ଧିପାଇ ବୟାନବେ ଦଶମିକ୍ ଶୂନ୍ ନଅ ପ୍ରତିଶତରେ ପହଞ୍ଚିଛି
|
|
କଟକ ଜିଲ୍ଲା ଓ ଦୌରାଜଜ୍ ଅତିରିକ୍ତ ଜିଲ୍ଲା ଜଜ୍ ଓ ଅନ୍ୟ ବିଚାରବିଭାଗୀୟ ଅଧୁକାରୀ କ୍ୟାମ୍ପ କୋର୍ଟରେ ତାଲିକାଭୁକ୍ତ ହୋଇଥିବା ମାମଲାର ଶୁଣାଣି କରିଛନ୍ତି
|
|
ସେହିପରି ଭଦ୍ରକ ଧାମନଗର ସମେତ ଜିଲ୍ଲାର ବିଭିନ୍ନ ମସଜିଦ୍ରେ କୋଭିଡ୍ ନିୟମ ପାଳନ ସହ ଇଦ୍ଉଲ୍ଜୁହା ପାଳନ କରାଯାଉଛି
|
|
ଆମେ ସବୁ କଣ ଖାଇବୁ କହ
|
|
ଦୁଇ ନେତା ଦ୍ବିପକ୍ଷୀୟ ସମ୍ପର୍କ ସମେତ ମୋଟାମୋଟି ସହଯୋଗ ଉପରେ କଥାବାର୍ତ୍ତା କରିଛନ୍ତି
|
|
ସ୍ାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ଚବିଶି ଘଣ୍ଟା ଭିତରେ ଆଉ ଅଠଷଠି ହଜାର ଆଠ ଶହେ ଅଠାନବେ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି
|
|
ଗୋପୀ ଧାଇଁ ଯାଇଁ ଗାଁରେ କହିଲା
|
|
ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି
|
|
ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦ୍ଘାଟନ ସହ ବର୍ଷ ବ୍ୟାପି ଶତବାର୍ଷିକୀ ଉତ୍ସବ ପାଳନ ଆରମ୍ଭ ହୋଇଛି
|
|
ଦଶହରା ପର୍ବରେ ମାଙ୍କ ଶୋଢ଼ଷ ଉପଚାରରେ ଓ ରାଜା ପଡ଼ାଠାରେ ସାର୍ବଜନୀନ ଦୁର୍ଗାପୂଜା ତନ୍ତ୍ର ପୂଜା ବିଧିରେ ଅନୁଷ୍ଠିତ ହେଉଥିବା ବେଳେ ପଟ୍ଟନାୟକ ପଡ଼ା ଦୁର୍ଗା ପୂଜା ଦେବ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି
|
|
ସମୁଦ୍ର ସେତୁ କାର୍ଯ୍ୟକ୍ରମ ଅନୁସାରେ ବିଦେଶରେ ଅଟକି ରହିଥିବା ଲୋକମାନଙ୍କୁ ଜଳପଥ ଦେଇ ଅଣାଯାଉଛି
|
|
ବିଦ୍ୟାଶିକ୍ଷା ପରେ ସେ ବାରାଣସୀକୁ ଫେରିଆସିଲେ
|
|
ମାତ୍ର ଆପଣଙ୍କ କଥାଟା ଯୁକ୍ତିସଙ୍ଗତ ହେଲା ନାହିଁ
|
|
ସେ କହିଛନ୍ତି ଭାରତ ଆସନ୍ତା ବର୍ଷ ସୁଦ୍ଧା ଦେଶୀୟ ଜ୍ଞାନକୌଶଳରେ ଶତକଡ଼ା ଏକ ଶହେ ଭାଗ ଲିଥିୟମ୍ ଆୟନ୍ ବ୍ୟାଟେରୀ ଉତ୍ପାଦନ କରିବ
|
|
ମାମଲା ତଦାରଖି ଆରମ୍ଭ ହେଲା
|
|
ହଉ ଏବେ କୁହ କାହିଁକି ଆସିଛ
|
|
ଝାଡଖଣ୍ଡ ଝାଡ଼ଖଣ୍ଡର ଗଡ଼ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିଆ ଥାନା ଅଧୀନସ୍ଥ ବୁଦ୍ଧ ପାହାଡ଼ ନିକଟରେ ନକ୍ସଲବାଦୀମାନଙ୍କଦ୍ାରା ଲ୍ୟାଣ୍ଡ ମାଇନ୍ ବିସ୍ପୋରଣରେ ସାତ ଜଣ ପୁଲିସ୍ ଯବାନ ପ୍ରାଣ ହରାଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି
|
|
କିଛି କ୍ଷଣ ପରେ ଗୋପାଳ ଆସି ଦେଖିଲା ସ୍ତ୍ରୀ ତା ର କାଳ ଭୈରବୀ ରୂପ ଧାରଣ କରି ଦୁଆର ମୁହଁରେ ବସିଛି।
|
|
ଏସ୍ସିବିବୈଠକ କଟକ ଏସ୍ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ବିଭାଗର ଉନ୍ନତିକରଣ ସହ ଅଧୁକ ସୁବିଧା ଉପଲବ୍ଧ କରାଯିବା ନେଇ ସ୍ାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ୍ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି
|
|
ରାତି ୮ଟାବେଳେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରର ପୁନଃ ପ୍ରସାରଣ କରାଯିବ
|
|
ସେ କହିଛନ୍ତି ଭାରତକୁ ବର୍ତ୍ତମାନ ଯେଉଁସବୁ ସାମଗ୍ରୀଗୁଡ଼ିକୁ ଆମଦାନୀ କରିବାକୁ ପଡ଼ୁଛି ଭାରତ କିଭଳି ସେଗୁଡ଼ିକୁ ଉତ୍ପାଦନ କରି ରପ୍ତାନୀ କରିବ ସେ ଦିଗରେ ଆମକୁ କାର୍ଯ୍ୟକରିବାକୁ ହେବ
|
|
ପ୍ରତିବାଦ ରାଜ୍ୟର ବ୍ଲଗୁଡ଼ିକରେ ପସେଣ୍ଟଜ୍ ବ୍ୟବସ୍ଥାକୁ ଉଚ୍ଛେଦ କରିବା ବ୍ଲକ୍ ଅଫିସ୍କୁ ଦଳୀୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ଏବଂ କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ନ ପହଞ୍ଚିପାରିବା ପ୍ରତିବାଦରେ ଆସନ୍ତା ୨୭ତାରିଖରୁ ବିଜେପି ସମସ୍ତ ବ୍ଲକ୍ରେ ଆନ୍ଦୋଳନ କରିବ
|
|
ମୋ ଝିଅରୀକୁ ଦେଖିବି
|
|
ସେହିଦିନ ପଶ୍ଚିମବଙ୍ଗର ୩୧ଟି ବିଧାନସଭା ଆସନ ଓ ଆସାମର ୪୦ଟି ଆସନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ
|
|
ବିଜେପି ପୁଣିଥରେ କୃଷି ଋଣ ଛାଡ଼ ନେଇ ଦାବି କରିଛି
|
|
ସମ୍ବ ଅଞ୍ଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି
|
|
ସାତ
|
|
ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର ସମସ୍ତ ଗ୍ରାମରେ ମାଗଣା ାଇଫାଇ ସେବା ଉପଲବ୍ଧ ହେବ
|
|
ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ଆହ୍ବାନକ୍ରମେ ଆଜି କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ଜାତୀୟ ଶୋକ ପାଳନ କରାଯାଇଛି
|
|
ଖୁବ୍ ଶୀଘ୍ର ଅବଶିଷ୍ଟ ଅଞ୍ଚଳରୁ ସେନା ଅପସାରଣକୁ ସୁନିଶ୍ଚିତ କରିବା ଦିଗରେ ଚୀନ ଭାରତ ସହ କାର୍ଯ୍ୟ କରିବ ବୋଲି ଶ୍ରୀ ବାଗଚୀ ଆଶବ୍ୟକ୍ତ କରିଛନ୍ତି
|
|
ଇତିମଧ୍ୟରେ ଦେଶରେ ପଞ୍ଚାଅଶୀ ଲକ୍ଷରୁ ଊଦ୍ଧ ଲୋକ ଆରୋଗ୍ୟ ଲାଭ କରିବା ସହ କୋବିଡ୍ ଆରୋଗ୍ୟ ହାର ଶତକଡ଼ା ତେୟାନବେ ଦଶମିକ ଅଣସ୍ତରୀ ଭାଗକୁ ବୃଦ୍ଧି ପାଇଛି
|
|
ସାପ ସେହି ବୃକ୍ଷର କୋରଡ଼ ମଧ୍ୟରୁ ବାହାରୁ ବାହାରୁ ଖାଲି ଫଁ ଫଁ ହେଉଥାଏ
|
|
ବିହାରର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି
|
|
ଝିଅଟିର ତର୍କ ଉପଯୁକ୍ତ ଥିଲା ରାଜା ଆନନ୍ଦରେ ଅଧୀର ହୋଇଗଲେ
|
|
ମାସ୍କ ପିନ୍ଧିବା ଏବଂ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି
|
|
ଆଜିଠାରୁ ଆମ ଦୁହିଁଙ୍କ ଭିତରେ ସ୍ଵାମୀ-ସ୍ତ୍ରୀର ସମ୍ବନ୍ଧ ରହିବ ନାହିଁ
|
|
ଆୟୁଷ୍ମାନ ଭାରତ ବିଷୟ ଉତ୍ଥାପନ କରି ସେ କହିଥିଲେ ଏହା ଦ୍ବାରା ଦେଶର ଲକ୍ଷଲକ୍ଷ ଗରିବ ପରିବାର ଉପକୃତ ହେଉଛନ୍ତି
|
|
ନଅ
|
|
ପ୍ରତିରକ୍ଷା ବିଭାଗ ପିଆର୍ଓ କର୍ଣ୍ଣେଲ୍ ଦବିନ୍ଦର ଆନନ୍ଦ କହିଛନ୍ତି ପାକିସ୍ତାନୀ ସୈନ୍ୟମାନେ ଆଜି ପୂର୍ବାହ୍ନ ୧୦ଟା ତିରିଶି ମିନିଟ୍ ସମୟରେ ମନ୍କୋଟ୍ ସେକ୍ଟରର ନିୟନ୍ତ୍ରଣ ରେଖାଠାରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲେ ଓ ମୋର୍ଟାର୍ ଆକ୍ରମଣ କରିଥିଲେ
|
|
ଦେଶରେ କୋଭିଡ ଆରୋଗ୍ୟ ହାର ଶତକଡା ତେୟାନବେ ଦଶମିକ ଛଅସ୍ତରୀ ଭାଗକୁ ବୃଦ୍ଧି ପାଇଛି
|
|
ବୈଦେଶିକ ମନ୍ତ୍ରଣାଳୟ କହିଛି ପାକିସ୍ତାନ ଜେଲ୍ରେ ଥିବା ଭାରତୀୟ ମତ୍ସ୍ୟଜୀବୀମାନଙ୍କର ସହଳ ମୁକ୍ତି ଏବଂ ପ୍ରତ୍ୟାବର୍ତ୍ତନ ସମେତ ବିଭିନ୍ନ ମାନବିକ ସମସ୍ୟାର ସମାଧାନକୁ ଭାରତ ସବୁବେଳେ ଉଚ୍ଚ ପ୍ରାଥମିକତା ପ୍ରଦାନ କରିଥାଏ
|
|
ଏକ ସୋନିଆ ଗାନ୍ଧି ଶ୍ରୀମତୀ ସୋନିଆ ଗାନ୍ଧି କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ପୁନଃନିର୍ବାଚିତ ହୋଇଛନ୍ତି
|
|
ସେମାନଙ୍କ ମଧ୍ୟରୁ ଜଣେ ଲୋକ ଦେହସାରା କାଦୁଅ ଗୁଡ଼ିଏ ବୋଳି ହୋଇଗଲା
|
|
ପାଣିପାଗ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି
|
|
ଆଶ୍ିନୀ ମାସ ମହାସପ୍ତମୀ ତିଥିରେ ଏହି ପର୍ବ ପାଳିତ ହେଉଥିବା ବେଳେ ସୀମାନ୍ତ ଛତିଶଗଡ ଓଡ଼ିଶାର ଅନେକ ଅଞ୍ଚଳରେ ଭଉଣୀମାନେ ଡାଲଖାଇ ନୃତ୍ୟ ପରିବେଷଣ ପରିବେଷଣ କରିଥାନ୍ତି
|
|
ଖାଲି ସେତିକି ନୁହେଁ ନାନା ଉପାୟରେ ସେ ଜଙ୍ଗଲରେ ଜନ୍ତୁମାନଙ୍କୁ ଶିକାର କରିଥାଏ
|
|
ଆପଣ ତ ସେ ବିଷୟରେ ଆମକୁ ଆଗରୁ କିଛି କହି ନ ଥିଲେ
|
|
ଦିନେ ବବୁର୍ଚିଖାନା ତଦାରକ କରିବାକୁ ଚାଲିଗଲେ ତେତେ- ବୁଝେ ନାହିଁ
|
|
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ହିନ୍ଦୁ ଆତଙ୍କବାଦ ପ୍ରସଙ୍ଗରେ ପୂର୍ବ ୟୁପିଏ ସରକାରଙ୍କ ବିଚାରଧାରାକୁ ସମାଲୋଚନା କରିଛନ୍ତି
|
|
ବିରୋଧ ଦଳର ହଟ୍ଟଗୋଳ ଏବଂ ଗ୍ଲୋଗାନ୍ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ବିଲ୍ ଉପସ୍ଥାପନ କରିଥିଲେ
|
|
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଏକ ଶହେ ଏକସ୍ତରୀ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବାବେଳେ ପନ୍ଦର ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି
|
|
ଉତ୍ତରପ୍ରଦେଶର ଡଙ୍କଉଠାରେ ଆଜି ସକାଳେ ଡିଜିଟାଲ୍ ଇଣ୍ଡିଆ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବିଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲାବେଳେ ଶ୍ରୀ ପ୍ରସାଦ ଏହା କହିଛନ୍ତି
|
|
ଆଜ୍ଞା ରାଜାଙ୍କ ବରାଦ ଅନୁସାରେ ରାତି ସାରା ପୋଖରୀ ଭିତରେ ଥିଲି ଏବେ ମୋତେ ପୁରସ୍କାର ମିଳୁ
|
|
ତା ପରଦିନ ସକାଳୁ ହରିଣ ସୁସ୍ଥ ସବଳ ହୋଇଗଲା
|
|
ପିଏମ୍ ଫିଟ୍ ଇଣ୍ଡିଆ ଡାଏଲଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଗୁରୁବାର ଦିନ ଫିଟ୍ ଇଣ୍ଡିଆ ଡାଏଲଗ୍ନ ଅବସରରେ ଫିଟ୍ନେସ୍ ଟ୍ରେନର ଓ ଦେଶର ନାଗରିକମାନଙ୍କ ସହ ବାର୍ତ୍ତାଳାପ କରିବେ
|
|
ଶୂନ
|
|
ନାବାଳିକାମାନେ କେରଳର ଏକ ଗ୍ଲୋବ୍ସ ତିଆରି କାରଖାନାରେ ଶ୍ରମିକ ଭାବେ କାମ କରିବା ପାଇଁ ଯାଉଥିବା ସମୟରେ କେରଳ ପୋଲିସ୍ ସେମାନଙ୍କୁ ଅଟକାଇ ଶିଶୁ କଲ୍ୟାଣ ସମିତିକୁ ଖବର ଦେଇଥିଲା
|
|
ଦେଶରେ ଥିବା ଏକ ଲକ୍ଷ ପଞ୍ଚାବନ ହଜାର ଡାକଘର ସହିତ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ଚଳିତବର୍ଷ ଡିସେମ୍ବର ଏକତିରିଶି ତାରିଖ ସୁଦ୍ଧା ସଂଯୋଗ କରାଯିବ
|
|
ପୂର୍ବରୁ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ପାକିସ୍ତାନକୁ କୁଲଦୀପ ଯାଦବ ୟୁଜବେନ୍ଦ୍ର ଚହଲ ଓ ଯଶପ୍ରିତ ବୁମରାଙ୍କ ନିଖୁଣ ବୋଲିଂ ପଚାଶ ଓଭର ସାତ ିକେଟରେ ଦୁଇ ଶହେ ସଂଇତିରିଶି ରନ୍ରେ ସୀମିତ ରଖିପାରିଥିଲା
|
|
ରାଷ୍ଟ୍ରପତିଙ୍କ ମୁଖପାତ୍ର ଗସନ୍ ସି ରାଷ୍ଟ୍ରୀୟ ଟେଲିଭିଜନ୍ରେ କହିଛନ୍ତି ଶହେରୁ ଅଧିକ ଯାତ୍ରୀ ନେଇଯାଉଥିବା ଏଭି ନରେର୍ ଜାହାଜ ଗତକାଲି ଅପରାହ୍ନରେ ଉକାରା ଦ୍ବୀପ ନିକଟରେ ବୁଡ଼ିଯାଇଥିଲା
|
|
ବୋହୂ ବିଛଣାରେ ପଡ଼ି ପଡ଼ି ମନରେ କଲାଣି ମୁଁ ଆଉ କଣ ସାନ୍ତାଣୀ
|
|
ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟର କୂଳପତି ଏବଂ ମହାବିଦ୍ୟାଳୟର ଅଧକ୍ଷମାନଙ୍କୁ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି
|
|
କୋବିରେ ସଂକ୍ରମିତ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ୍ ଯୋଗାଣ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି
|
|
ସେହିପରି ନୂଆପଡ଼ା ଜିଲ୍ଲା ଖରିଆର ରୋଡଠାରେ ଆଜି ରସିକଲାଲ କାଞ୍ଚନବେଙ୍ଗ ଟ୍ରଷ୍ଟ ପକ୍ଷରୁ ଏକ ଏମ୍ବୁଲାନ୍ସ ସେବାକୁ ଲୋକାର୍ପିତ କରିଛନ୍ତି
|
|
ପିଏମ୍ ଆଇପିଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସର୍ଗୀକୃତଭାବେ କାର୍ଯ୍ୟ କରି ନିଜର କର୍ଭବ୍ୟ ନିର୍ବାହନ କରିବାକୁ ଆଇପିଏସ୍ ପ୍ରୋବେସନମାନଙ୍କୁ ଆହ୍ବାନ ଦେଇଛନ୍ତି
|
|
ଏହାଦ୍ବାରା କିଛି ପରୀକ୍ଷା ଏକ ସମୟରେ ପଡୁଥିବା ବେଳେ ଛାତ୍ରଛାତ୍ରୀମାନେ ଏଣିକି କୌଣସି ଏକ ନିର୍ଦ୍ଦିଷ୍ଟ ପରୀକ୍ଷା ଦେବାର ସୁଯୋଗ ହାତଛଡ଼ା କରିବେ ନାହିଁ
|
|
ମହାରାଜ୍ ଏମାନେ ତେବେ ସବୁ ଠକାଠକି କରି ଖାଉ ଥିଲେ ଆଜି ଠକି ଯାଇଛନ୍ତି
|
|
ରାଜ୍ୟର ସେହି ଦୁଇ ସହରରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଅଧିକ ଲୋକ ରହିଛନ୍ତି
|
|
ଠେକିର ମୁହଁ ଭଲ ଭାବରେ ବନ୍ଦ୍ କରି ବୀର୍ବଲ୍ ଦରବାର ଚାଲିଲେ
|
|
ଏହି ଆନ୍ଦୋଳନକୁ ନେଇ କର୍ତ୍ତୁପକ୍ଷ ଓ କ୍ରିୟାନୁଷ୍ଠାନ କମିଟି ଛାତ୍ର ପ୍ରତିନିଧଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା
|
|
ବାହାର ଦରିଆରେ ଦିନ ରାତି ସବୁ ସମାନ
|
|
ତେବେ ଏଥିରୁ ପାଣି ବୋତଲ କ୍ଷୀର ପାଉଚ୍ ଦୋକାନରେ ବିକ୍ରି ହେଉଥିବା ପ୍ଲାଷ୍ଟିକ୍ ପ୍ୟାକ୍ ସାମଗ୍ରୀ ଆଦି ବାଦ୍ ଦିଆଯିବ ବୋଲି ଶ୍ରୀ ମୁରୁଗେସନ କହିଛନ୍ତି
|
|
ଏହି ସେବା ସମସ୍ତ ପ୍ରକାର ଟ୍ରେନରେ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି
|
|
ଏହାଛଡ଼ା ଏହି ବନ୍ୟାପାଣି ଯୋଗୁଁ ନିକଟସ୍ଥ ୪ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଯାଇଛି
|
Subsets and Splits
No community queries yet
The top public SQL queries from the community will appear here once available.