audio
audioduration (s)
0.14
183
sentence
stringlengths
2
748
ସେମାନେ ସେଠାରୁ ମୁହଁ ଫେରାଇ ଝିଅଙ୍କ ମୁହଁକୁ ଦେଖିଲେ ପରୀ ସମାନ୍ ସୁନ୍ଦରୀକନ୍ୟାକୁ ଦେଖି ମୋହିତ ହୋଇଗଲେ
ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି
ଘରୋଇ ବ୍ୟାଙ୍କଗୁଡ଼ିକ ଏହି ସ୍କିମ୍ରେ ଚଉସ୍ତରୀ ହଜାର ସାତ ଶହେ ପନ୍ଦର କୋଟିରୁ ଊଦ୍ଧ ଟଙ୍କା ଋଣ ମଂଜୁର କରିଥିଲେ
ଜିଏସ୍ଟି ପରିଷଦର ବୈଠକ ନୂଆଦିଲ୍ଲୀରେ ଜାରି ରହିଛି
ମୁଁ ଜୁନାଗଡ଼ର ରାଜାଧିରାଜ ରଣେନ୍ଦ୍ର ପ୍ରତାପ୍
ସଂପୂର୍ଣ୍ଣ ଋଣ ମୁକ୍ତି ତଥା ହକ୍ ଓ ଅଧିକାର ହାସଲ ପାଇଁ ଆଗାମୀ ନଭେମ୍ବର ତିରିଶି ତାରିଖ ଦିନ ନୂଆଦିଲ୍ଲୀଠାରେ ହେବାକୁ ଥିବା ସର୍ବଭାରତୀୟ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଏଥିରେ ଆହ୍ବାନ ଦିଆଯାଇଛି
ତିନି
ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରଣାଳୟଦ୍ାରା ଆୟୋଜିତ ଏକ ଜାତୀୟ କର୍ମଶାଳାରେ ସେ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକୁ ଦେୟ ପ୍ରଦାନ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକୁ ସରକାର ଗୁରୁତ୍ର ସହ ବିଚାର କରୁଛନ୍ତି
ସକାଳ ନଅ ଟା ତିରିଶି ମିନିଟରେ ନୌସେରା ସେକ୍ଟରର କେରି ଲାମ୍ ପୁଖରନୀ ଓ ପିଗ୍ ବଡାସେର୍ ଅଞ୍ଚଳରେ ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଥିଲା
ବ୍ରାହ୍ମଣ ସେଇ ବିଷ୍ଠା ଗନ୍ଧରେ ପୁଣି ଦାରୁଣ ଅପମାନରେ ଆଉ ସେଠାରେ ରହି ପାରିଲା ନାହିଁ
ସ୍ତ୍ରୀ କାନରେ କଣ କହି ଦେଇ ପିକାଟାଏ ଲଗାଇ ଦାଣ୍ଡ ବାରଣ୍ଡାରେ ବସି ରହିଲା
ଅନ୍ୟପକ୍ଷରେ ବନ୍ୟା ଜଳ ନିଷ୍କାସନ ପାଇଁ ଇନ୍ଦ୍ରାବତୀ ଡାମର ଦୁଇଟି ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି
ସେଥି ସକାଶେ ରାଜା ଗୋପାଳକୁ ତଲବ କଲେ
ପେନସନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧୁବାବୁ ପେନସନ୍ ଯୋଜନା ଅଧୀନରେ ସାମାଜିକ ସୁରକ୍ଷା ପେନ୍ସନ୍ରେ ମାସିକ ଦୁଇ ଶହ ଟଙ୍କା ବୃଦ୍ଧି କରିଛି
ଫିକି ସଭାପତି ସନ୍ଦୀପ ସୋମାନି କହିଛନ୍ତି କମ୍ପାନିମାନଙ୍କର ଆୟକର ହ୍ରାସ ପାଇଁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ବହୁଦିନରୁ ଅନୁରୋଧ କରାଯାଇଥିଲା
ଏବଂ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଜି ୧୭୩ତମ ଜୟନ୍ତୀ
ଆସନ୍ତା ତିରିଶି ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ସ୍ତନ୍ତ୍ର ଓଜେଇଇ ଅନ୍ଲାଇନ୍ ଆବେଦନ ଆଜି ରଜ ସଂକ୍ରାନ୍ତି
ସେ କହିଛନ୍ତି ଉଭୟ ଦେଶର ନେତାମାନଙ୍କ ମଧ୍ୟରେ ହୋଇଥିବା ସହମତି ଅନୁସାରେ ଦୁଇପକ୍ଷର ସୈନ୍ୟମାନେ କାର୍ଯ୍ୟ କରିବା ଉଚିତ
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି
ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି
ବୁରକିନା ଫାସୋ ସୀମା ନିକଟସ୍ଥ ଓଗୁସାଗଉ ଗାଁରେ ମାର୍ଚ୍ଚ ତେଇଶି ତାରିଖ ଦିନ ସାମୁହିକ ଗଣହତ୍ୟାରେ ଏକ ଶହେ ଷାଠିଏ ଜଣଙ୍କର ମୃତ୍ୟୁ ଘଟିବା ପରେ ତାଙ୍କ ଉପରେ ଚାପ ବୃଦ୍ଧି ପାଇଥିଲା
ମାଆ ମଧ୍ୟ ସୂଚାଇ ଦେଇଛନ୍ତି ଯେ ତାଙ୍କୁ ସନ୍ତାନଟିଏ ଦେବା ପରେ ପଦ୍ମାବତୀଙ୍କର ମୃତ୍ୟୁ ହୋଇଯିବ
ଆର୍ଏସ୍ ଓଥ ଟେକିଂ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ନବନିର୍ବାଚିତ ରାଜ୍ୟସଭା ସାଂସଦମାନେ ସେମାନଙ୍କର କର୍ତ୍ତବ୍ୟ ନିର୍ବାହନ କରିବା ସମୟରେ ସଭାର ନିୟମ କାନୁନ୍ ଓ ପଦ୍ଧତିକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି
ବିଜେପି ଇସି ଓଡ଼ିଶାର ୧୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କିଛି ଭୋଟ୍ଗ୍ରହଣ କେନ୍ଦ୍ରରେ ପୁନଃ ମତଦାନ କରାଯିବାକୁ ବିଜେପି ଦାବି କରିଛି
କିନ୍ତୁ ଇଏତ ଦିନକରେ ହେବା କାମ ନୁହେଁ
ସେ କହିଛନ୍ତି ବର୍ତ୍ତମାନର ଭାରତ ମାନବ ଜାତିର କଲ୍ୟାଣ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଅଗ୍ରସର ହେବାର ଆଭିମୁଖ୍ୟ ସହ ବିକାଶ ଆଡ଼କୁ ଯାଉଛି
ଶ୍ରୀକୃଷ୍ଣ ପଚାରିଲେ ଏଠି କଅଣ କରୁଛୁ ବେଲାଳ
କେବଳ ସେତିକି ନୁହେଁ ଗ୍ରାହକଙ୍କୁ ସିଧାସଳଖ ହାତରେ ପରିବା ନ ଦେଇ ଏକ ବାଡ଼ି ସାହାଯ୍ୟରେ ଦେଉଛନ୍ତି
ସେହିପରି ବଲାଙ୍ଗୀର ସର୍ବୋଚ୍ଚ ଦିନ ତାପମାତ୍ରା ଚଉରାଳିଶି ଦଶମିକ୍ ଛଅ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା
କବଚ ନିର୍ମାଣ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ତାଲିମଦାତାମାନେ ମିଳିତ ଭାବେ ଏକ ଭିନ୍ନ ପ୍ରକାର କରୋନା ସଂକ୍ରମଣ ପ୍ରତିରୋଧ ସୁରକ୍ଷା କବଚ ନିର୍ମାଣ କରିଛନ୍ତି
ସ୍ାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଅନୁସାରେ ପଞ୍ଚାଅଶୀ ଦିନ ମଧ୍ୟରେ ୧୦କୋଟି ଲୋକଙ୍କୁ ଟିକାକରଣ କରି ଭାରତ ଏହି କୀର୍ତ୍ତିମାନ ସ୍ଥାପନ କରିଛି
ସେହିଭଳି ସାମାଜିକ ରାଜନୈତିକ କ୍ରୀଡ଼ା ମନୋରଂଜନ ଶିକ୍ଷା ସଂସ୍କୃତି ଓ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଅନୁମତି ଦିଆଯିବ ନାହିଁ
ଶ୍ରୀମନ୍ଦିର ସମ୍ମୁଖରୁ ବାହାରିଥିବା ଏହି ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା
ପ୍ରକୃତରେ ଗଜପତି ଦରବାରରେ ଖଣ୍ତାମୁଠିଠାରୁ ଲେଖନ ମୁନପର୍ଯ୍ୟନ୍ତ ସମସ୍ତ ରାଜକାର୍ଯ୍ୟ ସେମାନଙ୍କ ହସ୍ତଗତ ଥିଲା
ପାଞ୍ଚ
ଆମ୍ବ ତୋଟାରେ ଆମ୍ବ ଖାଆନ୍ତି ଓ ସ୍କୁଲ୍‌ରେ ଫୁଟ୍‌ବଲ୍ ଖେଳ ହେଲେ ଦୁଇଜଣ ଏକା ଦଳରେ ଖେଳନ୍ତି
ଏମିତି ଘଟଣା ଦେଖି ବିଲୁଆ ଡ଼ରି ନ ଯାଇ ଦୁଇ ହାତ ଯୋଡ଼ି ଠିଆହେଲା
ଗୁଣ୍ଡୁଚି ଆଉ ମାଙ୍କଡ଼କୁ ଛାଡ଼ିଗଲା ନାହିଁ ଗାତଛାଡ଼ି ଗଛରେ ବସାକରି ରହିଲା
ଫରିଦାବାଦ୍ରର ବଲ୍ଲଭଗଡ଼ରେ ସେ ବିଜେପିର ପ୍ରଥମ ନିର୍ବାଚନ ସଭାରେ ଯୋଗଦେବେ
ସେ କହିଛନ୍ତି ପ୍ରତିଟି ଭାରତୀୟର ସଂଯମ ଓ ଦୃଢ଼ପ୍ରତିଜ୍ଞ ମନୋଭାବ ଏହି ସଙ୍କଟକୁ ଏଡାଇ ଦେଇପାରିବ
୪ଟି ଜିଲା ଜଗତସିଂହପୁର କେନ୍ଦ୍ରାପଡା ବାଲେଶ୍ର ଓ ଭଦ୍ରକକୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି
ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ବିଧାନ ପୂର୍ବରୁ ଗୋପବନ୍ଧୁ ଶିକ୍ଷା ଓ ସମାନତାର ମୂଳ ଦୁଆ ରଖିଥିଲେ ବୋଲି ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି
ଗୃହ ଋଣ ଉପରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି
ଛଅ
ଅରୁଣାଚଳ ପ୍ରଦେଶରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଚକତ୍ ଆବୋହ ଖୋସା ପଶ୍ଚିମ ଆସନରୁ ବିଜୟୀ ହୋଇଛନ୍ତି
ସମସ୍ତେ ଖଣ୍ଡେ ଖଣ୍ଡେ ସୂତା ଶାଢ଼ୀ ଆହୁତି ଦିଅନ୍ତି
ନିର୍ବାଚନ ଆଚରଣ ବିଧୁ ଓ ବାତ୍ୟା ଯୋଗୁଁ ବଜେଟ୍ ଅର୍ଥ ଖର୍ଚ୍ଚ ହୋଇପାରିନି
ସ୍ାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ଚବିଶି ଘଣ୍ଟା ଭିତରେ ଆଉ ଊଣାଇଶ ହଜାର ଏକ ଶହେ ଅଠଚାଳିଶି ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହିତ ମୋଟ୍ ସଂକ୍ରମିତମାନଙ୍କ ସଂଖ୍ୟା ୬ଲକ୍ଷ ଚାରି ହଜାର ଛଅ ଶହେ ଏକଚାଳିଶି ରହିଛି
କେବଳ ଭୟରେ ଏପରି କରାଯାଇଥିବା ଅନୁମାନ କରାଯାଉଛି
କରୋନାସୁବ୍ରତ ବାଗଚୀ ରାଜ୍ୟରେ ଗତକାଲି ଆଉ ପାଞ୍ଚ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି
ଏବଂ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଅମିତ ଶାହା ଝାଡ଼ଖଣ୍ଡ ବିହାର ଓଡ଼ିଶା ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ପୂର୍ବାଞ୍ଚଳ ପରିଷଦର ଚବିଶି ତମ ବୈଠକ ଆଜି ଭୁବନେଶ୍ବର ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି
ବିମାନସେବା ଝାରସୁଗୁଡ଼ା ବିମାନ ବନ୍ଦରରୁ କୋଲକାତାକୁ ଆଜିଠାରୁ ବିମାନସେବା ଆରମ୍ଭ ହୋଇଛି
ବସିଥିବା ସିଂହାସନର ପଛକୁ ଆଉଜି ପଡ଼ି ମୋଗଲ୍ ସମ୍ରାଟ୍ କହିଲେ ‘ଉପହାର ପାଇଁ ମହାରାଜ୍‌ଙ୍କୁ ଧନ୍ୟବାଦ
ତେବେ ପୁଲିସର କାର୍ଯ୍ୟାନୁଷ୍ଠାନ ସଭ୍ ମୁନାଫାଖୋର ନକଲି ବ୍ୟବସାୟୀମାନେ ଭେଜାଲ ସାମଗ୍ରୀ ପ୍ରସ୍ତୁତ କରି ଲୋକଙ୍କୁ ଜୀବନ ସହ ଖେଳୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି
ବୁଢ଼ୀ ଏଥର ଜାଣି ପାରିଲା ଯେ ପ୍ରକୃତରେ ଏଇ କୋକିଶିଆଳି ହିଁ ଅସଲ ଚୋର
ଯେଉଁ କୋଭିଡ୍ ଯୋଦ୍ଧାମାନଙ୍କର ଆପ୍ରାଣ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ସ୍ାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସେମାନଙ୍କୁ ଝିଟ୍ ଯୋଗେ ଅଭିବାଦନ ଜଣାଇଛି
ପ୍ରତିଯୋଗୀ ଓ କ୍ରୀଡ଼ା ଅଧୁକାରୀମାନେ ଖେଳୁଆଡ଼ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ
ତେବେ ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ଏକ ଟୋଲ ଫ୍ରି ନମ୍ବରକୁ ସ୍ବାସ୍ଥ୍ୟ ସଚିବ ଶୁଭାରମ୍ଭ କରିଛନ୍ତି
କୋଭିଡ଼ନାଇଣ୍ଟିନ୍ ମହାମାରୀ ଯୋଗୁଁ ରାଷ୍ଟ୍ରବ୍ୟାପୀ ଲଡାଉନ୍ ଘୋଷଣା ପରେ ଦୀର୍ଘ ଦୁଇ ମାସ ଧରି ବିମାନ ସେବା ବନ୍ଦ ରହିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଘରୋଇ ବିମାନ ସେବା ଆରମ୍ଭ କରାଯାଉଛି
ପ୍ରଥମ ପାଳିରେ ଯେଉଁ ଯାତ୍ରୀମାନେ ଯାତ୍ରା ଆରମ୍ଭ କରୁଛନ୍ତି ସେମାନେ ଦକ୍ଷିଣ ଓ କେନ୍ଦ୍ରୀୟ କାଶ୍ମୀରରେ ଥିବା ମୂଳ ଶିବିରରେ ପହଞ୍ଚି ଯାଇଛନ୍ତି
ଶ୍ରୀ ରାଏ କହିଛନ୍ତି ସ୍ପଷ୍ଟିକରଣ ଦେବା ପାଇଁ ରାହୁଳ ଜୋହରି ଚଉଦ ଦିନ ସମୟ ମାଗିଛନ୍ତି
ସେହିପରି ସ୍ର୍ଣ ଚତୁର୍ଭୁଜରେ ଶହେଟି ଏଏଜି ଷ୍ଟେସନ୍ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି
ଦଳର ମୁଖପାତ୍ର ସୟେଦ୍ ମମିନୁଲ୍ ଆଓଲ୍ ଆକାଶବାଣୀକୁ କହିଛନ୍ତି ଏହି ନାଗରିକ ରେଜିଷ୍ଟର ଧର୍ମଭିଭିରେ ପ୍ରସ୍ତୁତ କରାଯାଇ ନାହିଁ
କଟକ ବଡ଼ଡାକ୍ତରଖାନାର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଏବଂ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତି ଏହି ପରାମର୍ଶ ଦେଇ କହିଛନ୍ତି ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି କମ୍ କାର୍ବୋହାଇଡ୍ରେଡ୍ ତଥା ପ୍ରୋଟିନ୍ ଯୁକ୍ତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଉଚିତ୍
ସେଥିରେ ଭର୍ତ୍ତି ହୋଇଥିଲା ସଦ୍ୟ ଊସୁଁଆ ହୋଇଥିବା ଧାନ
ଏଥିସହିତ ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ୍ ସଂକ୍ରମଣ ବାର ଲକ୍ଷ ବତିଶି ହଜାରକୁ ଟପିଯାଇଛି
ସେ ରାଜାଙ୍କ ନିକଟକୁ ଗଲା ବେଳେ ବେଳେ ଏପରି ଏକ ଘଂଟି ଧ୍ୱନି ଶୁଭୁଛି ଏବଂ ଏହା ଘଂଟକର୍ଣ୍ଣ କରୁଛି ବୋଲି କହିଲା
ଗୋପାଳ ପଚାରିଲେ ମହାରାଜ୍ ଏତେ ଦୁଃଖିତ ହୋଇ ବସିଛନ୍ତି କାହିଁକି।
ଏମ୍ପିଇସି କଂଗ୍ରେସ ପାର୍ଟିର ଚୌକିଦାର ଚୋର୍ ହୈ ବିଜ୍ଞାପନକୁ ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ନିଷିଦ୍ଧ କରିଛନ୍ତି ଏବଂ ଏହାର ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି
ଆକାଶବାଣୀ ଓ ଦୂରଦର୍ଶନର ସବୁ ନେଟାର୍କରେ ଏହା ପ୍ରସାରଣ କରାଯିବ
ପୁଲିସ୍ କହିଛି କନେଷ୍ଟବଳକୁ ମୁକୁଳେଇବା ପାଇଁ ଏବଂ ଅପହର୍ତ୍ତାମାନଙ୍କୁ ଧରିବା ଲାଗି ଧରପଗଡ଼ ଆରମ୍ଭ ହୋଇଯାଇଛି
ପ୍ରାଚୀନ ପ୍ରଥା ଅନୁଯାୟୀ ରଥକାଠ କଟାଯିବା ପୂର୍ବରୁ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍ର ବଡ଼ମୂଳ ଗ୍ରାମରେ ଥିବା ପ୍ରସିଦ୍ଧ ବଡ଼ ରାଉଳ ଠାକୁରାଣୀଙ୍କ ପୀଠ ଏବଂ ବେଠିଆ ସାହି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ
ଏବଂ ଭୁବନେଶ୍ବରଠାରେ ଚାଲିଥିବା ପୁରୁଷ ବିଶ୍ବକପ୍ ହକିରେ ଆଜି ଭାରତ ପୁଲ୍ସି ରେ ଏହାର ଶେଷ ମ୍ୟାରେ କାନାଡାକୁ ଭେଟିବ
ନଅ
ଏହି ଶୁଣାଣି ନେଦରଲ୍ୟାଣ୍ଡର ଛଅଷଠି ଦ ହେଗ୍ରସ୍ରେ ପିସ୍ ପ୍ୟାଲେସ୍ରେ ଭାରତୀୟ ସମୟ ସନ୍ଧ୍ୟା ୬ଟା ତିରିଶି ମିନିଟ୍ରେ ହେବ
ସେ ସ୍ଵାମୀଙ୍କୁ ପଚାରି ବୁଝିଲା ଚୂଡ଼ାମଣି କିପରି ଫନ୍ଦିକରି ତାର ବିବାହ ଯୋଗାଡ଼ କରିଥିଲା
ଅଜା ସ୍ଵାଭାବିକ୍ ଅବସ୍ଥାକୁ ଫେରିଆସି କହିଲେ ଦୁଃଖ କଣରେ ପିଲେ
ଏହା ଶୁଣି ରାଜା ଗୋପାଳକୁ ଡାକି କହିଲେ ମହାଭାରତ ଲେଖା କେତେ ଦୂର ଗଲା
ଦୁଇ ଘଂଟା ପରେ ବର୍ଦ୍ଧମାନ ରାଜାଙ୍କ ଭାଣ୍ଡ ରାଜଧାନୀରୁ ବୁଲି ଆସି ଘୋଡ଼ା ଉପରୁ ଉତୁରି ରାଜା ଦୁହିଁଙ୍କୁ ନମସ୍କାର କଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗକୁ ନେଇ ନିକଟରେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧୂକ ଛଅ ଶହେ ସତାଅଶୀ ଆକ୍ରାନ୍ତ
ନଅ
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ରାଜ୍ୟ ସରକାର ପୁରୀ ପାଇଁ ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି
ଆଜି ନୂଆଦିଲ୍ଲୀଠାରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମରିସିଓ ମାର୍ସଙ୍କ ସହିତ ପ୍ରତିନିଧ୍ସ୍ତରୀୟ ବୈଠକ ପରେ ପ୍ରେସ ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି ସନ୍ତ୍ରାସବାଦ ବିଶ୍ବ ଶାନ୍ତି ଓ ସ୍ଥିରତା ଉପରେ ଏକ ବୃହତ ବିପତ୍ତି ବୋଲି ସେ ଓ ଶ୍ରୀ ମାସୀ ସହମତ ହୋଇଛନ୍ତି
କୁରୁକ୍ଷେତ୍ର ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦୀ କହିଛନ୍ତି ଜାମ୍ମୁ କାଶ୍ମୀରରୁ ତିନି ଶହେ ସତୂରୀ ଧାରା ଉଚ୍ଛେଦ ଉପରେ କଂଗ୍ରେସ ନେତାମାନେ ହୋହାଲ୍ଲା କରୁଛନ୍ତି ଏବଂ ସନ୍ତ୍ରାସବାଦ ଚଳେଇଥିବା ବ୍ୟକ୍ତି ଓ ସଂଗଠନଗୁଡ଼ିକ ଏହି ତିନି ଶହେ ସତୂରୀ ଧାରାକୁ ବ୍ୟବହାର କରି ଦେଶ ଉପରେ ଦାଉସାଧୁଥିଲେ ବୋଲି ସେମାନେ ଜାଣିପାରୁ ନାହାନ୍ତି
ଦିନକୁ ଦୁଇ ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି
ନୂଆବର୍ଷ ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର
ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି
ପରିବେଶ ପାଇଁ ଉପଯୋଗୀ ହେଉଥିବା ଓ ମନଲୋଭା ହେବା ଭଳି ଖେଳଣାମାନ ନିର୍ମାଣ କରିବାକୁ ସେ ଖେଳଣା ନିର୍ମାଣକାରୀମାନଙ୍କୁ ଅନୁରୋଧ କରିଛନ୍ତି
ଏହାପରେ ସେମାନେ ପ୍ରବଳ ମୋର୍ଟାର ଆକ୍ରମଣ କରିଥିବାର ମଧ୍ୟ ପିଆର୍ଓ କହିଛନ୍ତି
ପାଞ୍ଚ
ତୁ ପରା ରାଜାଝିଅକୁ ବାହା ହେବୁ ଆଉ ରାଜ ଉଆସରେ ରହିବୁ
ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ସମ୍ମିଳୀତ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଯୁବ ଅଫିସରମାନଙ୍କୁ ଆହ୍ବାନ କରିଛନ୍ତି
ସେ କହିଛନ୍ତି ପ୍ରାୟ ତିରିଶି କୋଟି ଲୋକଙ୍କୁ ଅଗ୍ରାଧିକାର ଭିଭିରେ କୋଭିଡ୍ ଟିକା ଦିଆଯିବ
ଗଲାବେଳେ ସ୍ତ୍ରୀକୁ କହିଲେ ଶୁଣୁଛ ମୁଁ ରାଜାଙ୍କ ପାଖକୁ ଯାଉଛି କିଛି ବ୍ୟବସ୍ଥା କରି ଶୀଘ୍ର ଫେରିବି
ଏଣେ ଚାଷଟା ବି ସେହିପରି
ମୁଁ ଯଦି ଅନ୍ୟ ମାଇପି ପରି ଲୁଚାଇ ରଖି ଗହଣା ଗାଣ୍ଠି କରିଥାନ୍ତି ତେବେ ମୋତେ ଏ ଲୋକଟା ଘରେ ରଖାଇ ଦିଅନ୍ତା ନାହିଁ
ଏକ ବିବୃତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କ୍ଷେପଣାସ୍ତ୍ରରେ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି
ସେହିପରି ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଏବଂ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି
ଦୁଇ